ଦିଆଲିନେ ନାଇ ଫୁଟେ ଫଟ୍‌କା

ଫଟକା ବେପାରୀର୍‌ ବନେ ଗୁଲଗୁଲା

0

କରୋନା ଲାଗି ବନ୍ଦ୍‌ ହେଇଛେ ଦିଆଲିର୍‌ ‌ ମଜା ଫଟ୍‌କା‌ ଫଟା । କରୋନା ସଂକ୍ରମନକେ ଦେଖିକରି ସରକାର ଦିଆଲିର୍‌  ଫଟ୍‌କା ଫୁଟାବାରନେ ରୋକ୍‌ ଲଗେଇଛନ୍‌ । ହେଲେ ଇ ସମିୟାନେ ଫଟକ୍‌ା ବେପାରୀର୍‌ ମୁଡେ ଚଡକ୍‌ ପଡିଯାଈଛେ । ବେପାର୍‌ ଲାଗି ସବୁ ରାସ୍ତା ଇହାଦେ ବନ୍ଦ ।

ଦିଆଲି ଲାଗି ବଛର୍‌ ଆଘନୁ ଫଟକ୍‌ା ତିଆରି କରୁଥିବାର୍‌ ଫଟକ୍‌ା କାରିଗର ମାନକଁର ଇହାଦେ ବଡା ଗୁଲଗୁଲା ଦେଖବାର୍‌କେ ମିଲିଛେ । କରୋନା ଲାଗି ତାକଁର ବିକ୍ରି ବଟା ଭିଲ୍‌ ବନ୍ଦ୍‌ ହେଇଯାଈଛେ । ସେନ୍ତା ଓଡିଶାର୍‌ ଶିବକାଶୀ କୁହାଯାଉଥିବାର ପଦ୍ମପୁର, ତ୍ରିଲୋଚନପୁରନେ ୭୦ ବରଷହେଲା ଲୋକମାନେ ଫଟକ୍‌ା ବନାକେ ନିଜର ଜୀବକା କରିଛନ , ସେମାନେ ଫଟକା ବିକ୍ରି କରିକିନା ତାକଁର କୁଟୁମ ପୁଷିଥିସନ୍‌ । ଇ ପେଷାନେ ଦୁଇ ହଜାର କୁଟୁମ୍‌ର ଜୀବକା ଚାଲିଥିସି ହେଲେ କରୋନା ଲାଗି ଇ ବଛର ତାକଁର୍‌ ବେପାର୍‌ ଠପ୍‌ ହେବାରକେ ନେଇକରି ସେମାନେ ଚିନ୍ତାନେ ପଡିଯାଇଛନ୍‌ ।

Leave A Reply

Your email address will not be published.