ଏମଏସଏମଇ ଲାଗି ମୁଖ୍ୟମନ୍ତ୍ରୀକଁର କୋଭିଡ୍ ପେକେଜ୍ ରାଜ୍ୟ ଏମଏସଏମଇ ଲାଗି ୨୮୯.୪୨ କୋଟି ଟଙ୍କା ଅନୁଦାନ୍ ଘୁଷନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାମୁଖିଆ ଖବର By Vandana Mishra Last updated Dec 15, 2020 Share କରୋନା କାଲନେ ଇତାର ମୁକାବିଲା ଆରୁ ଅର୍ଥନୀତିକେ ଠିକ୍ କରବାର ଲାଗି ରାଜ୍ୟ ସରକାର ଆର ଗୁଟେ ପଦକ୍ଷେପ ନେଇଛନ୍ । ଆଏଜ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ ଲାଗି ୧୮୯.୪୨ କୋଟି ଟଙ୍କାର ପେକେଜ୍ ଘୁଷନା କରିଛନ୍ । ରାଜ୍ୟନେ ଥିବାର ଅଣୁ,କ୍ଷୁଦ୍ର, ଆରୁ ମଧ୍ୟମ ବର୍ଗର ଉଦ୍ୟୋଗୀକଁର ଲାଗି ସହାୟତା ଟଙ୍କା ଘୁଷନା କରାଯାଇଛେ । ଇ ପେକେଜ୍ ଆଡୁ ସୁଧ ଲାଗି ଅନୁଦାନ, ସବସିଡି, ରାଜ୍ୟ ଜିଏସଟି ଫେରସ୍ତ, ଆରୁ ସଂସ୍ଥାର ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ଛାଡ୍ କରାଯିବା । ବେଶୀ କରି ମହିଲା ଆରୁ ଦୁର୍ବଲ ଶ୍ରେଣୀର ଉଦ୍ୟେଗୀକୁଁ ଇଆଡୁ ସାହାଜ୍ ମିଲିପାରବା । ୧ ଲାଖ୍ ୭୦ ହଜାର ଏମଏସଏମଇକେ ସୁଧ ଲାଗି ଅନୁଦାନ ଦିଆଯିବା । ସୁଧ ଉପରେ ଅନୁଦାନ ଲାଗି ଜରୁରୀକାଳିନ କ୍ରେଡିଟ୍ ଲାଇନ୍ ଗେରେଣ୍ଟି ସ୍କିମ୍ନେ ଗୁଟେ ବରଷ୍ ମୋରାଟୋରିୟମ୍ ହିସାବେ ମିଲାବା । ମହିଲା ମାନକଁର ଆଡୁ ପରିଚାଳିତ୍ ୪୦ ଭାଗ ଅଣୁ, କ୍ଷୁଦ୍ର ଆରୁ ମଧ୍ୟମ ଉଦ୍ୟୋଗ ଲାଗି ୧୦୮.୨୯ କୋଟି ଟଙ୍କା ଦିଆଯାଇଛେ । ପିଏମ୍ଇଜିପି ଅଧିନନେ ୨୦୨୦-୨୧ ବରଷ୍ ଲାଗି ଆର୍ଥିକ୍ ହିସାବେ ଦୁର୍ବଲ୍ ଥିବାର ଲୁକକୁଁ ସବସିଡି ଉପରେ ୫ ଭାଗ୍ ପ୍ରମୋଟର କଣ୍ଟ୍ରିବ୍ୟୁସନ୍ ହିସାବେ ବେବସ୍ଥା କରାଯାଇଛେ । ଇଥିର ଲାଗି ୨୭ କୋଟି ଟଙ୍କା ମଂଜୁର ହେଇଛେ । ସେନ୍ତା ଖାଦ୍ୟ ଶିଳ୍ପ ସହାୟତା ଯୋଜନାନେ କେନ୍ଦ୍ରର ୬୦ ଆରୁ ରାଜ୍ୟର ୪୦ ଭାଜ୍ ଅନୁଦାନ ଉପରେ ୧୫ ଭାଗ୍ ଟପ୍-ଅପ୍ ସବସିଡି ଏକ ହଜାର ୟୁନିଟ୍ ଲାଗି ଦିଆଯିବା । ଯେନଥିର ଲାଗି ୧୦ କୋଟି ଟଙ୍କାର ବେବସ୍ଥା କରାଯାଇଛେ । ପଂଚତିରାଜ ଆରୁ ପିଇବାର ପାଏନ୍ ବିଭାଗର କୋଭିଡ୍ ସାହାଯ ଲାଗି ସାହାଜ୍ ମିଲବା । ଇହାଦେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ମାଧ୍ୟମନେ ଶହେ କୋଟି ଟଙ୍କା ଦିଆଯିବ । ରାଜ୍ୟର ୧୭୫ଟା ଉଦ୍ୟୋଗ ରାଜ୍ୟ ଜିଏସଟି ଫିରି ପାଏବାର ଲାଗି କ୍ୟାବିନେଟ୍ ଅନୁମୋଦନ୍ ଦେଇଛନ୍ । ୨୦୧୭ ଜୁଲାଇ ୧ ତାରିଖନୁ ୨୦୨୦ ମାର୍ଚ୍ଚ ଭିତରେ ୧୭୫ଟା ଉଦ୍ୟୋଗକେ ରାଜ୍ୟ ଜିଏସଟି ଫେରସ୍ତ ଲାଗି ବାଛିଛନ୍ । ଇ ପ୍ରସ୍ତାବ ଅନସାରେ ୩୮.୩୦ କୋଟି ଟଙ୍କା ବଣ୍ଟା ଯିବା । ଇତାର ବାହାରେ ରାଜ୍ୟର ୫ ହଜାର ଶିଳ୍ପାନୁଷ୍ଠାନ ମାନକଁର ବାର୍ଷିକ ରକ୍ଷଣବେକ୍ଷଣ ଖର୍ଚ୍ଚା ବାବଦକେ ୫.୮୩ କୋଟି ଟଙ୍କା ଇଡକୋ ଦେବା । bjd govtcmo odishamsmemsme odishanaveen pattanikodishaodisha ssg group Share