ସମ୍ବଲପୁର ଜିଲ୍ଲାନେ କରୋନା ଆକ୍ରାନ୍ତକଁର ସଂଖ୍ୟା ବଢତେଲ୍ ଚାଲିଛେ । ଦିନୁ ଦିନ୍ ଇ ସଂଖ୍ୟା ବଢୁଛେ ସିନା କମବାର ନାଁ ନାଇଁ ନେବାରକେ । ଏନ୍ତାଥି ଜିଲ୍ଲା ପ୍ରଶାସନ୍ ଆଡୁ କିଛିଟା ଜାଗାନେ କଣ୍ଟେନମେଣ୍ଟ୍ ଜୋନ୍ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ବଫର ଜୋନ୍ ଘୋଷଣା କରାଯାଇଛେ । ହୀରାକୁଦ ଆରୁ ଯୁଯୁମୁରାର ପ୍ରାୟ ଅଂଚଲନେ କଣ୍ଟେନମେଣ୍ଟ ଘୋଷଣା କରିଦିଆଯାଇଛେ । ସେଆଡେ ଇଠାନେ ରହୁଥିବାର ଲୋକମାନକଁର ପାଶକେ ପ୍ରଶାସନ ଆଡୁ ସବୁ ରକମର ଜରୁରୀ ସାମାନ୍ ପଠେଇଦିଆଯିବାର ବେବସ୍ଥା କରାଯାଇଛେ । କେନ୍ତା କାଣା ରହିଛେ ଇଠାନେ ସ୍ଥିତି ଦେଖୁନ୍ ପହରାର ଇ ଭିଡିଓନେ ।