କଟକଣା ଭିତରେ ହେବା ଛତର ଯାତ୍ରା

ମାଁ ମାଣିକେଶ୍ୱରୀଙ୍କ ଛତର ଯତରା ଲାଗି ଚାଲିଛେ ତୟାରି । ଆଏବାର ୨୪ ତାରିଖନେ ହେବା ଛତର ଯାତରା । ଇ ବଛର କରୋନା କଟକଣା ଭିତରେ ମାଁଙ୍କର ଯତରା ହେବା । କଳାହାଣ୍ଡି ଜିଲ୍ଲାନେ କରୋନା ସଂକ୍ରମତିଙ୍କର ସଂଖ୍ୟା ବଢୁଥିବାର ବେଲେ ଭିଡ ହେଲେ ସଂକ୍ରମଣ ଆହୁରି ବଢବାର ଡର ରହିଛେ । ଯେନଥିର ଲାଗି ୧୪୪…

ହାରଲା କ୍ୟାନ୍ସର, ଜିତଲେ ସଂଜୁ

କ୍ୟାନ୍ସର ବେମାରନୁ ଭଲ ହେଇକରି ବାହାରିଲେ ସଂଜୁ ବାବା । ଗଲା କିଛି ମାସ ତଲେ ବଲିଉଡ ଅଭିନେତା ସଂଜୟ ଦତ୍ତ ଫୁସଫୁସ କ୍ୟାନ୍ସରନେ ପୀଡିତ ଥିଲେ । ପହେଲା ମୁମ୍ବାଇନେ ସେ ଚିକିତ୍ସିତ ହେଉଥିବାର ବେଲେ ପଛେ ବିଦେଶନେ ଅଏଧକା ଚିକିତ୍ସା ଲାଗି ଯାଇଥିଲେ । ତେଭେ ଇହାଦେ ବେମାର ଠିକ୍ ହେଇଯାଇଥିବାର…

ସବୁନେ ହେବା ମୂର୍ତ୍ତି ପୂଜା

ଦୁର୍ଗାପୂଜା ମୂର୍ତ୍ତି ବିବାଦ ମାମଲାନେ ରାୟ ଶୁଣାଲେ ହାଇକୋର୍ଟ । କଟକ ସହରର ୯ଟା ମଣ୍ଡପନେ ବଡ଼ ମୂର୍ତ୍ତି ପୂଜା ପାଇପାରବେ ବଲି ଅନୁମତି ମିଲିଛେ । ଇ ୯ଟା କମିଟି ଆଡୁ କୋର୍ଟଙ୍କର ପାଖେ ସବୁ ତଥ୍ୟ ରଖିଯାଇଥିଲା । ପହେଲାନୁ ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ୍ ଜାରି କରିଥିବାର ବେଲେ ଇ…

ନେହା ରୋହନଙ୍କ ବିହା ନେଇ ଚର୍ଚ୍ଚା

ବିହା ହେବେ କଣ୍ଠଶିଳ୍ପୀ ନେହା କକ୍କଡ । ସିଙ୍ଗର ରୋହନପ୍ରୀତ ସିଂହଙ୍କର ସାଙ୍ଗେ ଯୁଡି ରଚାବାକେ ଯାଉଥିବାର ନେଇକିନା ଚର୍ଚ୍ଚା ଜୋର ଧରିଛେ । ପହେଲାନୁ ଦୁହିଭ୍‌କର ବିହାଘର ନେଇକିନା ବିଟାଉନ୍‌ନେ ଗସିପ୍ ଚାଲିଥିବାର ବେଲେ ଇହାଦେ ଦୁହିଙ୍କର ବିହାକାର୍ଡ ସୋସିଆଲ ମିଡିଆନେ ଭାଇରାଲ ହେଇଛେ ।…

ବାହାରିଲା ନିଟ୍ ରେଜଲ୍ଟ

ବାହାରିଲା ନିଟ୍ ପରୀକ୍ଷା ରେଜଲ୍ଟ । ସର୍ବଭାରୀୟ ସ୍ତରନେ ଓଡ଼ିଆ ପିଲା ସୋଏବ ଆଫତାବ୍ ପରୀକ୍ଷାନେ ଟପ୍ କରିଛନ୍ । ସୋଏବଙ୍କର ଘର ରାଉରକେଲାନେ । ତେଭେ ନିଟ୍ ପରୀକ୍ଷାନେ ଟପ୍ କରବାରନେ ସୋଏବ ପହେଲା ଓଡ଼ିଆ । ସେ ୭୨୦ନୁ ୭୨୦ ମାର୍କ ରଖିକରି ଶତପ୍ରତିଶତ ନମ୍ବର ରଖି କରି ଟପ୍ କରିଛନ୍ । ନ୍ୟାସନାଲ…

କରୋନାନୁ ମିଲବା ତ୍ରାହି !

ସାରା ବିଶ୍ୱ ଇହାଦେ କରୋନା ମହାମାରୀ ସାଙ୍ଗେ ଯୁଝୁଛେ । କରୋନାନୁ ବଚବାର ଲାଗି ଟିକାର ଖୋଜ ନେ ଭିଲ ଲାଗିଛନ୍ ଭିନ୍ ଭିନ୍ ଦେଶର ଡାକ୍ତର, ବୈଜ୍ଞାନିକ । ଏନ୍ତା ସମିୟାନେ ଗୁଟେ ଫଟୋ ଦେଖିକରି କରୋନାନୁ ଖୋବ ଜଲଦି ମୁକ୍ତି ମିଲବାକେ ଯାଉଛେ ବଲି ଗୁଟେ ଶୁଭ ସଂକେତ ମିଲିଥିବାର ଆଶ କରୁଛନ୍ ଲୋକ୍ ।…

କୁମାର ସାନୁଙ୍କୁ କରୋନା

ବଲିଉଡର ନାଁକରା କଣ୍ଠଶିଳ୍ପୀ କୁମାର ସାନୁ କରୋନା ଚପେଟନେ । କରୋନା ପଜିଟିଭ୍ ଆସିଥିବାର ନେଇକରି ଫେସବୁକ୍‌ନେ ସେୟାର କୁମାର ସାନୁଙ୍କର ସୋସିଆଲ ମିଡିଆ ଟିମ୍ ସେୟାର କରିଛନ୍ ସୂଚନା । ସାନୁଦାଙ୍କୁ କରୋନା ହେଇଛେ ଆର ଜଲଦି ସୁସ୍ଥ ହେବାର ପ୍ରାର୍ଥନା କରବାର ନେଇ କିନା ସେୟାର କରାଯାଇଛେ ।…

ଆଏବାର ଉପନିର୍ବାଚନ ଲାଗି ତୟାରି

ଓଡ଼ିଶାନେ ଆଗକେ ହେବାକେ ଯାଉଛେ ଉପନିର୍ବାଚନ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଆର ବାଲେଶ୍ୱର ସଦର ଆସନନେ ଉପନିର୍ବାଚନ ଅନୁଷ୍ଠିତ ହେବା । ତେଭେ କୋଭିଡ କଟକଣା ଭିତରେ ରାଜ୍ୟନେ ଭୋଟ୍ ହେବା । ସଂକ୍ରମଣର ଡର ରହିଥିବାର ବେଲେ ସରକାରଙ୍କର ଆଡୁ ଜାରି ହେଇଥିବାର ସବୁ ଗାଇଡଲାଇନ୍ ମାନବାର ଉପରେ…

ବର୍ଷା-ଅନୁଭବ ପାରିବାରିକ ମାମଲାନେ ସୁପ୍ରିମ୍ କୋର୍ଟଙ୍କର ରାୟ

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆର ବର୍ଷା ପ୍ରିୟଦର୍ଶିନୀଙ୍କର ପାରିବାରିକ ଝମେଲା ମାମଲା । ଇ ମାମଲାନେ ସୁପ୍ରିମ କୋର୍ଟନେ ପୁହୂଞ୍ଚିଲା ବାଦ୍ ଆଝି ବର୍ଷାଙ୍କର ଆଡୁ କରାଯାଇଥିବାର ଟ୍ରାନ୍ସଫର ପିଟିସନ ମାମଲାର ଶୁଣାଣି ହେଇଛେ । ଜଷ୍ଟିସ୍ ହୃଷିକେଶ ରାୟଙ୍କର ଝନକିଆ ଖଣ୍ଡପୀଠନେ ମାମଲାର…

‘ହୁ’ର ରିପୋର୍ଟ

କରୋନା ଚିକିତ୍ସା ଲାଗି ରେମଡେସିଭର ଔଷଧ ରୁଗୀଙ୍କୁ ଦିଆଯାଉଛେ । ଇ ମେଡିସିନ୍ ରୁଗୀଙ୍କର ଚିକିତ୍ସାନେ ଭଲ କାମ ଦେଉଥିବାର ପହେଲାନୁ କୁହାଯାଇଥିଲା । ହେଲେ ଇହାଦେ ବିଶ୍ୱ ସ୍ୱାସ୍ଥ୍ର ସଂଗଠନ ‘ହୁ’ ଆଡୁ ଦୁଶରା କଥା କୁହାଯାଉଛେ । କରୋନା ରୁଗୀଙ୍କର ଉପରେ ରେମଡେସିଭର ଅସର ବହୁତ କମ୍ ରହିଛେ ।…