ସିଡନି ଟେଷ୍ଟ୍‌:ଅଷ୍ଟ୍ରେଲିଆ ୩୩୮ନେ ଅଲଆଉଟ୍‌, ଭାରତ ୯୬/୨

ଭାରତ ଆର୍ ଅଷ୍ଟ୍ରେଲିଆ ଭିତରେ ସିଡନିନେ ଚାଲିଥିବାର୍ ବର୍ଡର-ଗାଭାସ୍କର କପ୍‌ର ୩ ନମ୍ବର୍ ଟେଷ୍ଟ୍ ମ୍ୟାଚ୍‌ର ଦୁଇନମ୍ବର୍ ଦିନେ ଭାରତ୍ ବନେ ବରକସ୍ ସ୍ଥିତିନେ ପହଁଚିଛେ । ଆଏଜ୍ ଦୁଇ ନମ୍ବର୍ ଦିନେ ଅଷ୍ଟ୍ରେଲିଆ ୧୬୬/୨ ନୁ ଖେଲ୍ ମୂଲ୍ କରିଥିଲା । ଗୁଟେ ସମିଆନେ ଅଷ୍ଟ୍ରେଲିଆ ୨୦୬/୨ କରିକରି…

ଡାକ୍ତରୀ ଆର୍ ଇଞ୍ଜିନିୟରିଂ କଲେଜ୍ କୋଟା ଲାଗି ବନ୍‌ଲା କମିଟି

ସରକରୀ ସ୍କୁଲ୍ ମାନକୁ ପଢୁଥିବାର୍ ଛୁଆ ମାନକର୍ ଲାଗି ଡାକ୍ତରୀ ଆର୍ ଇଞ୍ଜିନିୟରିଂ ସିଟ୍ ସଂରକ୍ଷିତ୍ କରବାର୍ ଲାଗି ଓଡିଶା ସରକର୍‌କଁର୍ ନିଷ୍ପତ୍ତିକେ କେନ୍ତା ହିସାବେ ଠିକ୍ ସେ କାର୍ଯ୍ୟକାରୀ ପରାଯାଇ ପାରବା ଯେ ସେତାର୍ ଉପରେ ଗୁତା ଉଚାର୍ କରବାର୍ ଲାଗି ରାଜ୍ୟ ସରକାର୍ ଗୁଟେ କମିଟି ସେ…

କମିଟି କହେବାର୍ ହିସାବେ କମ୍‌ବା ସ୍କୁଲ୍ ଫି

ରାଏଜେ ଥିବାର୍ ବେସରକାରୀ ସ୍କୁଲ୍ ମାନେ ଲକ୍‌ଡାଉନ୍ ସମିଆର୍ ଫି କେତେ କେତେ କମ୍ କରବେଯେ ସେଟକେ ନେଇକରି ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ । ହାଇକୋର୍ଟ ରାୟନେ କହିଛନ୍ ଯେ ଇ ବାବଦରେ କୋର୍ଟ ଯେନ୍ କମିଟି ବନେଇଛନ୍ ସେ କମିଟିର୍ ରିପୋର୍ଟ ଆସଲାପରେ ଯାକିର୍ ଇ ଉପରେ ଆଗକେ…

କଂଗ୍ରେସ ଜୋ ବାଇଡେନ୍‌କୁଁ ରାଷ୍ଟ୍ରପତି ଘୋଷଣା କଲା

ସବୁ ହଙ୍ଗାମା ଭିତରେ ଜୋ ବାଇଡେନ୍‌କୁଁ ଆମେରିକାର୍ ଆଏବାର୍ ରାଷ୍ଟ୍ରପତି ହିସାବେ ଘୋଷଣା କଲା ଆମେରିକାର୍ କଂଗ୍ରେସ । ଗଲା କାଲି କ୍ୟାପିଟଲ୍ ଭିତର୍‌କେ ପଶିକରି ସେଟାକେ ଇହାଦେର୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌କଁର୍ ସମର୍ଥକ୍ ମାନେ ସେଟାକେ ଆବରି ନେବାର୍‌କେ ଚେଷ୍ଟା କରିଥିଲେ । ଇ ସବୁକେ…

ପହେଲା ଦିନର୍ ଖେଲ ସରବାର୍‌ତକ୍ ଅଷ୍ଟ୍ରେଲିଆ ୧୬୬/୨

ଭାରତ ଆରୁ ଅଷ୍ଟ୍ରେଲିଆ ଭିତରେ ବର୍ଡର୍‌-ଗାଭାସ୍କର୍ କ୍ରିକେଟ୍ ସିରିଜ୍‌ର ୩ ନମ୍ବର୍ ଟେଷ୍ଟ୍ ସିଡ୍‌ନୀ ଠାନେ ଆରମ୍ଭ୍ ହେଇଯାଇଛେ । ପହେଲା ଦିନର୍ ଖେଲ ସରବାର୍‌ତକ୍ ଅଷ୍ଟ୍ରେଲିଆ ୧୬୬ ରନ୍ କରିଛେ ଆର୍ ତାଙ୍କର୍ ଦୁଇଟା ଖେଲାଲୀ ଆଉଟ୍ ହେଇସାରିଛନ୍ । ମାରନସ୍ ଲବୁସେଁ ୬୭ ଆର୍ ଷ୍ଟିଭେନ୍…

ପଶ୍ଚିମ୍ ଓଡିଶାର୍ ଭବିଷ୍ୟତ୍ କେନ୍ ଆଡେ ! (ଭାଗ୍-୨)

ଆପଣ୍ ମାନେ ଆଘର୍ ଲେଖାନେ ଇନେ ପଢିଥିଲେ ଯେ କେନ୍ କିସମେ ସାରାଦେଶେ ନିଶା କାର୍‌ବାର୍ ଆର୍ ଅପରାଧ୍ ବଢି ବଢି ଚାଲିଛେ ଆର୍ ଆମର୍ ପଶ୍ଚିମ୍ ଓଡିଶାନେ ବି କେନ୍ ହିସାବେ ୧୪-୧୫ ବର୍ଷିଆ ଛୁଆକଁର୍‌ନୁ ମୂଲ୍‌କରି ବଡ୍‌ଲୋକମାନକର ତକ୍ ଇ ସବୁ ଭିତରେ ପଶି ସାରିଛନ୍ । ସେନେ ଚିନ୍ତାର୍ କଥା ଇଟା ଆଏ…

ପଶ୍ଚିମ୍ ଓଡିଶାର୍ ଭବିଷ୍ୟତ୍ କେନ୍ ଆଡେ ! (ଭାଗ୍‌-୧)

ଆଏଜ୍ ଇନେ ଯେନ୍ କଥାଟା ପଡିଛେ ସେଟା ଅବଶ୍ୟ ଖାଲି ପଶ୍ଚିମ୍ ଓଡିଶାର୍ କଥା ନୁହେସେ । କଥାଟା କମ୍ ବେଶୀ କରି ପୁରା ଦେଶର୍ ଲାଗି ସତ୍ ଆଏ । ବାକି ମୁନୁଷ୍ ପର୍‌କୁତି ତ ସବକେ ଜନା । ଦୁନିଆଁ ଭାସି ଯଉ.. ବାକି ନିଜର୍ ଘରର୍ କଥକେ ଆଘୋକରି କହେବା । ସେ ହିସାବେ ଯେନ୍ ଅସବିଧାକେ ଇନେ ଆମେ ଉଜାଗର୍…

ମଗ୍‌ଶୀର୍ ଗୁରୁବାର୍ ଆର୍ ସମାଜ୍ ସଂସ୍କାର୍ 

ଧନ୍‌..ସମ୍ପତ୍ତି..ସଂବୃଦ୍ଧି.. ଆର୍ ବିକାଶ୍‌ର ଅଧିଷ୍ଠାତ୍ରୀ ଦେବୀ ମା ଲକ୍ଷ୍ମୀକୁଁ ଧନୀନୁ ଗରୀବ୍‌, ଛୁଆନୁ ବୁଢ଼ା, ରଜାନୁ ପରଜା ସନ୍ତୁଷ୍ଟ୍ କରବାର୍‌ଲାଗି କିଏ ନାଇଁ ଚାହିଁ ! ସବୁଦିନେ ସବୁଆଡେ ମାଁ ଲକ୍ଷ୍ମୀକଁର୍ ଆଦର୍ । ବରଷ୍ ସାରା ଏନ୍ତା ଗୁଟେ ଦିନ୍ ନାଇଁ ଯେନ୍‌ଦିନେ ତାଁକର୍ ପୂଜା…

ଦେଶ୍ ମାନୁଛେ ‘ବିଜୟ ଦିବସ୍‌’

‘ଡିସେମ୍ବର୍ ୧୬’ ଭାରତର୍ ସାମରିକ୍ ଇତିହାସ୍‌ରେ ଗୁଟେ ବଡଭାରି ଦିନ୍ । ସବୁ ବରଷ୍ ଇ ଦିନ ଭାରତ୍‌ରେ ବିଜୟ ଦିବସ୍ ମନାଯାଏସି । ୧୯୭୧ ମସିହାନେ ଆଜିର୍ ଦିନେ ଭାରତ୍ ସେନା ଆର୍ ବାଂଲାଦେଶ୍‌ର ମୁକ୍ତି ବାହିନୀ ସାମ୍ନାରେ ପାକିସ୍ତାନ୍ ସେନା ବିନା ସର୍ତ୍ତ ନେ ଆତ୍ମସମର୍ପଣ୍ କରିଥିଲା ଆର୍ ତାର୍…

କିଏ ହେବାର କଥା କ୍ୟାପଟେନ୍‌

ଟିମ୍ ଇଣ୍ଡିଆ ଇହାଦେ ଅଷ୍ଟ୍ରେଲିଆନେ ଅଛେ ଆରୁ ପଅର୍ ଦିନୁ ଆରମ୍ଭ୍ ହେବାରକେ ଯାଉଛେ ବର୍ଡର-ଗାଭାସ୍କର୍ ଟେଷ୍ଟ ସିରଜ୍ । ଇତାର୍ ଆଘୋନୁ ଭାରତ୍ ଆର୍ ଅଷ୍ଟ୍ରେଲିଆ ଭିତରେ ଗୁଟେ ଦିନକିଆ ଆର୍ ଗୁଟେ ଟ-୨୦ ସିରିଜ୍ ହେଇସାରିଛେ ଯେନଥିରୁକି ଦୁହି ଦଲ୍ ଗୁଟେ ଗୁଟେ ସିରିଜ୍ ଜିତିଛନ୍ । ଇତାର୍ ଭିତରେ…