ପାଠ ପଢମି… ଚାକରି କରମି…ପଏସା କମାଲେ କୁରକୁରି, ଆଇସକ୍ରିମ୍ ଖାଇମି

ଆଏଜକାଲି ସୋସିଆଲ୍ ମିଡିଆ ଲୋକମାନକଁର ଲାଗି ଯେନ୍ତା ଜରୁରୀ ହେଇଯାଇଛେ । ଇଣ୍ଟରନେଟ୍ ଯୁଗଥି ସବୁନର ଟିକ୍ ନିକ୍ ଖବର ଲୋକମାନକଁର ପାଶକେ ପୁହୁଁଚିପାରୁଛେ । ସୋସିଆଲ ମିଡିଆ ଲାଗି ବହୁତ୍‌ଟେ ଜିନିଷ୍ ଭାଇରାଲ ଭିଲ୍ ହେଉଛେ, ବାକି ଇଟା ସତ୍ ଯେ କିଛିଟା ଭଲ୍ ଲାଗି ହେଉଛେ, କିଛିଟା ମଜା ମସ୍ତି ଆର…

ପେଶାନେ ଡାକୁଆ… ନିଶାନେ କଲାକାର୍

ପେଶାନେ ସେ ଜନେ ଡାକୁଆ... ନାଁ ତାଁକର୍ ବ୍ରହ୍ମାନନ୍ଦ ବନ୍‌ଛୋର୍ । ସେ ଡାକ୍ ବିଭାଗ୍‌ନେ କାମ୍ କର୍‌ସନ୍ ଆର୍ ଘର୍ ଘର୍ ଲୋକ୍‌ମାନ୍‌କୁ ଚିଠିପତର୍ ପହଁଚେଇ ଦେସନ୍ । ବାକି ମନ୍ ତାଁକର୍ ଘିଚି ହେଉଥିସି ଆର୍ ଗୁଟେ ନିକେ । ତାଁକର୍ ନିଶା ହେଉଛେ ‘କଲା’... ନିଜର୍ ଆତ୍ମିକ୍ ସତ୍ତା ଭିତ୍‌ରେ ସେ…

ଏନ୍ତା ତରିକା ବାହାରକଲେ ଯେନଥି ତିନ୍ ମାସ୍ ତକ୍ ତାଜା ରହେବା କୁସେର ରସ୍

ରାଷ୍ଟ୍ରୀୟ ଅନୁସନ୍ଧାନ ବିକାଶ ନିଗମ୍ ତରଫୁଁ ଦିଆଯାଉଥିବାର୍ ସମ୍ମାନଜନକ୍ ରାଷ୍ଟ୍ରୀୟ ମେଧାବୀ ଆବିଷ୍କାର ପୁରସ୍କାର ୨୦୨୦ ପାଏବେ ବଲାଙ୍ଗିରର ଟୁକେଲ ଚିରସ୍ମିତା ପାଣିଗ୍ରାହୀ । ଆଇଆଇଟି ଖଡଗପୁରଠାନେ ପିଏଚଡି କରୁଥିବାର୍ ଚିରସ୍ମିତା କୁସେର ରସକେ ଯେନ୍ତା ବେଶୀ ଦିନ୍ ତକ୍ ତାକେ ତାଜା…

ଭୟଙ୍କର ହିସାବେ କରୋନା ପ୍ରଭାବିତ୍ ପଶ୍ଚିମ ଓଡ଼ିଶା

କରୋନାର ୨ ନମ୍ବର ଲହରନେ ପଶ୍ଚିମ ଓଡ଼ିଶାର ସବୁଠାନୁ ବେଶୀ ପ୍ରଭାବିତ୍ ହେଇଛେ । ଭୟଙ୍କର ହିସାବେ କରୋନା ଲାଗି ପ୍ରଭାବିତ୍ ହେଇଥିବାର୍ ପଡୋଶୀ ଛତିଶଗଡ ରାଜ୍ୟ ସୀମାକେ ଲାଗି ରହିଥିବାର୍ ଓଡ଼ିଶାର ୧୦ ଜିଲ୍ଲାନେ ଫିଦିନ୍ ବଢୁଛେ ପଜିଟିଭକଁର୍ ସଂଖ୍ୟା । ଶୁକ୍ରବାର ରାଜ୍ୟନେ ୩୦୦୦ ପାର କରିଛେ…

ନୂଆଁପଡ଼ାନେ ନାଇଁନ ଟିକା

ରାଜ୍ୟନେ ବେକାବୁ କରୋନା । ଦିନକିଆ ୩ ହଜାର ଉପରେ ନୂଆଁ କେସ୍ ବାହାରୁଛେ । ପଶ୍ଚିମ ଓଡ଼ିଶା ଇହାଦେ କରୋନା ହବ୍ ବନିଛେ । ସୁନ୍ଦରଗଡ଼ ଜିଲ୍ଲା କରୋନା ସଂକ୍ରମଣନେ ଆଗାଡେ ରହିଥିବାର ବେଲକେ ବଲାଙ୍ଗିର, ନୂଆପଡ଼ା, ସମ୍ବଲପୁର ବରଗଡ଼ ଲେଖେଁ ଜିଲ୍ଲା ମାନକେ କରୋନା ଆକ୍ରାନ୍ତକଁର ସଂଖ୍ୟା ତିନଟା…

ତମେ ଟିକେ ମୋର କଥା ଶୁନଗୋ ଦିଦି

ଆଏଜକାଲି ସୋସିଆଲ୍ ମିଡିଆ ଲୋକମାନକଁର ଲାଗି ଯେନ୍ତା ଜରୁରୀ ହେଇଯାଇଛେ । ଇଣ୍ଟରନେଟ୍ ଯୁଗଥି ସବୁନର ଟିକ୍ ନିକ୍ ଖବର ଲୋକମାନକଁର ପାଶକେ ପୁହୁଁଚିପାରୁଛେ । ସୋସିଆଲ ମିଡିଆ ଲାଗି ବହୁତ୍‌ଟେ ଜିନିଷ୍ ଭାଇରାଲ ଭିଲ୍ ହେଉଛେ, ବାକି ଇଟା ସତ୍ ଯେ କିଛିଟା ଭଲ୍ ଲାଗି ହେଉଛେ, କିଛିଟା ମଜା ମସ୍ତି ଆର…

୨୪ ଘଣ୍ଟାନେ ୩ ହଜାର

କାଲ୍ ବନିଛେ କରୋନା । ପଜିଟିଭକଁର ସଂଖ୍ୟା କମବାର ନାଁ ନାଇଁ ଧରବାର । ଗଲା ବଛରନୁ ଭିଲ୍ ଅଏତକା ବଢୁଛେ କରୋନା ହାର । ପଶ୍ଚିମ ଓଡ଼ିଶା କରୋନା ହବ୍ ବନିଛେ କହେଲେ କିଛି ଭୁଲ୍ ନାଇଁ ହୁଏ । କରୋନା ଗ୍ରାଫ୍ ଦେଖଲେ ରାଜ୍ୟନେ ଇଟା ଉପରମୁହାଁ ହେଇକରି ରହିଛେ । ଗଲା ୨୪ ଘଣ୍ଟା ଭିତରେ ଯଦି ରାଜ୍ୟନେ…

ରାଷ୍ଟ୍ରୀୟ ମେଧାବୀ ଆବିଷ୍କାର ପୁରସ୍କାର ବଲାଙ୍ଗିରର ଟୁକେଲ ଚିରସ୍ମିତା ପାଣିଗ୍ରାହୀ

ରାଷ୍ଟ୍ରୀୟ ଅନୁସନ୍ଧାନ ବିକାଶ ନିଗମ୍ ତରଫୁଁ ଦିଆଯାଉଥିବାର୍ ସମ୍ମାନଜନକ୍ ରାଷ୍ଟ୍ରୀୟ ମେଧାବୀ ଆବିଷ୍କାର ପୁରସ୍କାର ୨୦୨୦ ପାଏବେ ବଲାଙ୍ଗିରର ଟୁକେଲ ଚିରସ୍ମିତା ପାଣିଗ୍ରାହୀ । ଆଇଆଇଟି ଖଡଗପୁରଠାନେ ପିଏଚଡି କରୁଥିବାର୍ ଚିରସ୍ମିତା କୁସେର ରସକେ ଯେନ୍ତା ବେଶୀ ଦିନ୍ ତକ୍ ତାକେ ତାଜା…

କରୋନାନେ ଅଜିତ୍ ମଙ୍ଗରାଜକଁର ବିୟୋଗ୍‌

ପିପିଲି ଉପନିର୍ବାଚନ୍ କଂଗ୍ରେସ୍ ପ୍ରାର୍ଥୀ ଅଜିତ୍ ମଙ୍ଗରାଜକଁର ପରଲୋକ୍ । କରୋନା ସଂକ୍ରମିତ୍ ହେଇକରି ଚିକିତ୍ସିତ୍ ହେଉଥିବାର ବେଲକେ ଆଏଜ୍ ତାକଁର ବିୟୋଗ୍ ହେଇଛେ । ଗଲା କିଛି ଦିନ୍ ତଲେ ଶ୍ରୀ ମଙ୍ଗରାଜ୍ କରୋନା ପଜିଟିଭ୍ ହେଇଥିବାର ନେଇକରି ନିଜର ଫେସବୁକ୍ ପେଜନେ ସୂଚନା ଦେଇଥିଲେ । କରୋନା…

ଖାଲି ଇତିହାସର ପୃଷ୍ଠାନେ ନାଇଁ ରହିଯାଏତ ଐତିହାସିକ୍ ରାଣୀପୁର ଝରିଆଲ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସବଡିଭିଜନ୍ ବଙ୍ଗୋମୁଣ୍ଡା ବ୍ଲକଥି ଅଛେ ପ୍ରସିଦ୍ଧ ଯୋଗିନୀ ପୀଠ ରାଣୀପୁର ଝରିଆଲ । ସାରା ଭାରତଥି ଐତିହାସିକ୍ ଆର୍ ତନ୍ତ୍ରମନ୍ତ୍ର ପୀଠ ହିସାବେ ସଭେ ଜାନିଛନ୍ । ଚଉଷଠି ଯୋଗିନୀ ଆର୍ ଇନ୍ଦ୍ରଲାଠ ମନ୍ଦିର । ଇ ଅଞ୍ଚଲଥି ଶୈବ, ଶାକ୍ତ, ବୌଦ୍ଧ, ବୈଷ୍ଣବ,…