Browsing Category

ପଶ୍ଚିମ୍ ଓଡ଼ିଶା

ବଢୁଛେ ଖରା: ଲୁକେ ଡହଲ୍ ବିକଲ୍‌

ମାର୍ଚ ମାସର୍ ପହେଲା ହପ୍ତା ଚାଲିଛେ ବାକି ଖରାକେ ଦେଖିକରି ଲାଗୁଛେ ସତେ ଯେନ୍ତା କି ଇ ଟା ପୁରା ଖରା ମାସର୍ ମଝା ମଝି ସମିଆ । ପଶ୍ଚିମ୍ ଓଡିଶର୍ ସବୁ ସହର୍ ଖରାନେ ସିଝୁଛନ୍ । ଲାଗୁଛେ ସେନେ ସାଧା ଚାଉଲ୍‌ନୁବି ଲିଆ ଫୁଟ୍‌ବା । ଲୋକ୍ ମାନ୍‌କର ଅବସ୍ଥାତ କହେଲେ ନାଇଁ ସରେ । ବାକି ଇକଥା…

ଘରୁ ଟେକିନେଇକରି ମାରିଦେଲା ହାତୀ

ହାତୀ ଆକ୍ରମଣନେ ଜନେ ବୁଢାକଁର ଜୀବନ୍ ଯାଇଛେ । ଘଟନାଟା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଲର ପଣକିଟାଲ ଗାଁନେ ଦେଖବାକେ ମିଲିଛେ । ଘରେ ଶୁଇଥିବାର ବେଲକେ ବୃଦ୍ଧ ଜନକୁଁ ଘରୁ ଟେକି ଆନିକରି କଚଡେଇକରି ମାରିଦେଲା ହାତୀ । ମୃତକ୍ ଜନକ୍ ହେଉଛନ୍ ନାରାୟଣ ଭୂଇଁ । ସୂଚନା ହିସାବେ ପାହାନ୍ତିଆ…

ଭକତ୍‌କୁଁ ହୁମା ମନ୍ଦିର୍ ମନା

ଇ ବଛର ନାଇଁ ହୁଏ ହୁମା ମେଲା । ଅଷ୍ଟଶମ୍ଭୁକଁର ମନ୍ଦିର ଭିତରେ ଥିବାର ସମ୍ବଲପୁର ହୁମାର ବକ୍ର ମନ୍ଦିରନେ ଫି ବଛର ଶିବରାତ୍ରୀନୁ ହୁମା ମେଲା ହେଇଥିସି । ଯେନଟା ୭ ଦିନ୍ ଧରିକରି ଧୁମ୍‌ଧାମ୍‌ନେ ହେଇଥିସି । ଆଶର ପାଶର ଜାଗାନୁ କେତନି ସଂଖ୍ୟାନେ ଭକତ୍ ଇଠାନେ ଠୋଲ୍ ହେଇଥିସନ୍ । ଭଜନ୍‌,…

ଟ୍ରେନ୍‌ନେ ପିଟି ହେଇକରି ଗଲା ଯୁଆନକଁର ଜୀବନ୍‌

ନିଜର ଭୁଲ୍ ଲାଗି ଅକାରଣଥି ଗଲା ଯୁଆନକଁର ଜୀବନ୍ । ରେଲ ଲାଇନ୍ ପାର୍ ହେଉଥିବାର ବେଲକେ ଆସୁଥିବାର ଟ୍ରେନ୍ ଦିହେ ପିଟିହେଇକରି ଜନେ ଯୁଆନକଁର ଜୀବନ୍ ଯାଇଛେ । ଘଟନାଟା ସମ୍ବଲପୁର ଫାଟକ ରେଲ ଷ୍ଟେସନର ହେଇଥିବାର ନେଇକରି ଜନାପଡିଛେ । ଦୁର୍ଘଟଣାର ଚିତ୍ର ସିସିଟିଭିନୁ ମିଲିଛେ ଯେନଟାକି ଇହାଦେ…

ରେଞ୍ଜରକୁଁ କରାଗଲା ବାହାର୍‌

ସମ୍ବଲପୁର ଜିଲ୍ଲା ଯୁଜୁମୁରା ଅଂଚଲନେ ହାତୀ ମରବାର ଘଟନା ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ୍ । ଇ ଅଂଚଲନେ ବାରମ୍ବାର ହାତୀ ମାନକଁର ମୃତ୍ୟୁ ହେଉଥିବାରନୁ ରେଞ୍ଜର ଗୌରୀ ଦାଶକୁଁ ନିଲମ୍ବନ କରାଯାଇଛେ । ସମ୍ବଲପୁର ଡିଏଫଓ ଡ. ସଞ୍ଜିତ୍ କୁମାର ରେଞ୍ଜରକୁଁ ନିଲମ୍ବନ୍ କରିଛନ୍ । ଗୁଟେ ବଛର ଭିତରେ…

ସମ୍ବଲପୁର ବନିଛେ କରୋନା ହଟସ୍ପଟ୍‌

ସମ୍ବଲପୁର ଜିଲ୍ଲାନେ କରୋନା ରୋଗୀକଁର ସଂଖ୍ରା ବଢି ବଢି ଚାଲିଛେ । ପହେଲା ଭିସୁଟ୍ କଲେଜନୁ କେତନି ଛାତ୍ର ଛାତ୍ରୀକଁର ପଜିଟିଭ୍ ରିପୋର୍ଟ ଆସିଥିବାର ବେଳକେ ଫେର୍ ଇହାଦେ ଜିଲ୍ଲାନେ ଆର୍ ୧୬ ଜନକୁଁ କରୋନା ହେଇଥିବାର ନେଇକରି ଜନାପଡିଛେ । ରାଜ୍ୟନେ ଇହାଦେ ସବୁନୁ ବେଶୀ କରୋନା ରୋଗୀ ସମ୍ବଲପୁର…

ଚାଷ୍ କରି ଲାଭ୍ ନାଇଁ ହେବାର୍ । ଇଥିରଲାଗି ଗାଁ ଛାଡି ଦାଦନ୍ ଖଟବାରକେ ଚାକିରୀ କରବାରକେ ସହରମୁହାଁ ହେଉଛନ୍ ଲାଖ୍ ଲାଖ୍ ଲୋକ୍ । ହେଲେ ଗାଁ ଗାଁନେ ଏନ୍ତା ବି ଲୋକ୍ ଅଛନ୍ ନିଜର ଇଚ୍ଛାଶକ୍ତି ଲାଗି ନିଜର ମେହେନତ୍ ରେ ଗାଁରେ ରହି ଝନେ ସଫଲ ଚାଷୀ ହେଇ ପାରିଛନ୍ । ସୁବର୍ଣ୍ଣପୁର ଜିଲ୍ଲା…

ନିଆଁ ଲାଗିଯିବାରନୁ ଗୁଟା ଜଲିଗଲେ ଟୁକେଲ୍‌

ଘରେ ନିଆଁ ଲାଗିକରି ଗୁଟେ ଟୁକେଲକଁର ଜୀବନ୍ ଯାଇଛେ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପ୍ରାମାଲ ଗାଁନୁ ଆସିଛେ ଏନ୍ତା ଗୁଟେ ଦୁଃଖଦ୍ ଘଟନା । ଆଏଜ୍ ସଖାଲୁ ଘରେ ଅଚାନକ୍ ନିଆଁ ଲାଗିଯାଇଥିବାର ବେଲକେ ସେ ନିଆଁଥି ଗୁଟା ଜଲିଯାଇଥିଲେ । ମରିଥିବାର ଟୁକେଲ ଜନକ୍ ଧର୍ମଗଡ଼ କଲେଜନେ ଯୁକ୍ତ ୩ ଦୁଇ…

ଭିସୁଟ୍‌ନେ ବଢୁଛେ ପଜିଟିଭ୍‌କଁର ସଂଖ୍ୟା

ଦେଶ୍‌କେ ଫେର୍ ଫିରିଛେ କରୋନା । ଗଲା କିଛି ମାସ୍ ହେଲା କରୋନା ସ୍ଥିତି ନିୟନ୍ତ୍ରିତ ରହିଥିଲା, ହେଲେ ଇହାଦେ ଇ ସଂଖ୍ୟା ଫେର୍ ବଢବାରନେ ଲାଗିଛେ । ଯେନଟା ସବୁ ରାଜ୍ୟ ସରକାରକଁର ଚିନ୍ତା ବଢେଇଛେ । ଓଡ଼ିଶାନେ ଭିଲ୍ କିଛିଟା ଜିଲ୍ଲାନେ କରୋନା ପଜିଟିଭ୍ ଦେଖବାର ଲାଗି ମିଲିଛେ । ଇହାଦେ…

‘ଫିଫେମ୍‌’ନେ ବିଚାରକ୍ ହେଲେ ଜିତେନ୍ଦ୍ର ମିଶ୍ର

ପଶ୍ଚିମ ଓଡିଶାର୍ ଟିଟଲାଗଡ ର୍ ପୁଓ ଜିତେନ୍ଦ୍ର ମିଶ୍ର ଯିଏକି ଜଣେ ସିନେମା ନିର୍ମାତା ହିସାବେ ସାରା ଦେଶ  ଆର୍ ଦେଶ୍ ବାହାରେ ନିଜର୍ ନାଁ ଆର୍ ନିଜର୍ ମାଁ ମାଏଟ୍ ର୍ ନାଁ ରଖିଛନ୍ । ସେ ଇହାଦେ ୨୪ନଂ ମୋଣ୍ଟାରିଲ୍ ଆନ୍ତର୍ଜାତିକ୍ ଶିଶୁ ଚଲଚ୍ଚିତ୍ର ମହୋତ୍ସଭ (ଏଫଆଇଏଫଇଏମ୍ )ର୍ ବିଚାର୍‌କ…