Browsing Category

ପଶ୍ଚିମ୍ ଓଡ଼ିଶା

ବୌଦ୍ଧର ସୁନାର ଇତିହାସ୍‌

ଗଡଜାତ୍ ହିସାବେ ଜନା ବୌଦ୍ଧ କଳା, ସଂସ୍କୃତି, ଐତିହ୍ୟନେ ଭରପୁର ରହିଛେ । ହଜାର ହଜାର ବଛର ପୁରନା ଇ ସହରନେ କେତନି ପ୍ରତାପି ରାଜା ଶାସନ କରିଯାଇଛନ୍ । ଆର ସେମାନକଁର ସୁନ୍ଦର କାମ୍ ମାନେ ଇହାଦେ ଭିଲ୍ ସେ ମହାନ୍ ଇତିହାସର ସ୍ମୃତି ଧରିକରି ରହିଛେ । ବୌଦ୍ଧନେ ରହିଛେ ବହୁତ୍ ପୁରନା ମନ୍ଦିର,…

ସମ୍ବଲପୁରର ଟୁକେଲ ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା ଷଡଙ୍ଗୀ

ପଶ୍ଚିମ ଓଡ଼ିଶାର ଟୁକେଲ ମାନେ ଖେଲଥି ନିଜର ପ୍ରତିଭା ଦେଖେଇକରି ସବୁଆଡେ ନାଁ କରୁଛନ୍ । ହକି, କ୍ରିକେଟ, ଫୁଟବଲ, ଏନ୍ତା ସବୁଥି । ତ ହେନ୍ତା ସେ ଭିତରୁ ଆର ଝନେ ଏବେ ଆଇଏସଏସଏଫ ବିଶ୍ୱକପ୍ ଲାଗି ଭାରତୀୟ ଦଲନେ ଜାଗା ପାଇଛନ୍ । ସେ ହେଉଛନ୍ ସମ୍ବଲପୁରର ଟୁକେଲ ଆର ଅନ୍ତର୍ଜାତୀୟ ସୁଟର…

ହକି ଏନ୍ଥମ୍‌ଥି ଦୁଲକିଲା ରାଉରକେଲା

ହକିର ଗଡ଼ ହେଉଛେ ସୁନ୍ଦରଗଡ଼ । ଆର ଇ ହକି ହବ୍‌ନେ ହେବାକେ ଯାଉଛେ ଦେଶର ସବୁନୁ ବଡ୍ ଅତ୍ୟାଧୁନିକ୍ ହକି ଷ୍ଟାଡିଅମ୍ । ଆଏଜ୍ ମୁଖ୍ୟମନ୍ତ୍ରୀ ରାଉରକେଲା ଯାଇଥିବାର ବେଲକେ ଇ ହକି ଷ୍ଟାଡିୟମର ଶୁଭ ଦେଇଛନ୍ । ୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ ସୁନ୍ଦରଗଡ଼ବାସୀକୁଁ । ବିର୍ସା…

ରାଉରକେଲାନେ ଉଷା ପାଢୀ

ରାଉରକେଲା ଗସ୍ତନେ ବେସାମରିକ ବିମାନ୍ ଚଳାଚଳ ସୁରକ୍ଷା ମହାନିର୍ଦ୍ଦେଶକ୍ ଉଷା ପାଢୀ । ଗସ୍ତ ସମିଆଁନେ ରାଉରକେଲା ଏୟାରଷ୍ଟ୍ରିପ୍ ବୁଲିକରି ଦେଖିଛନ୍ । ଆରଏସପି ସିଇଓ ଆରୁ ଜିଲ୍ଲା ପ୍ରଶାସନର ପୁରଖା ଅଧିକାରୀକଁର ସାଙ୍ଗେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ । ରାଉରକେଲାନୁ ଆଗକେ ଖୋବ୍ ଜଲଦି…

ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

ଆଏବାର କାଲି ସୁନ୍ଦରଗଡ଼ ଯିବେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀକଁର ଗସ୍ତ ନେଇକରି ସବୁ ପ୍ରସ୍ତୁତି ଶେଷ୍ ଖେପେ ଥିବାର ବେଲକେ ଆଏବାର କାଲି ଭିନ୍ ଭିନ୍ ପ୍ରକଳ୍ପର ଲୋକାର୍ପଣ କରାବାର କାର୍ଯ୍ୟକ୍ରମ୍ ରହିଛେ । ପାଖାପାଖି ୬ ହଜାର ୮ଶହ କୋଟି ଟଙ୍କାର ଭେଟି ଦେବେ ମୁଖ୍ୟମନ୍ତ୍ରୀ ।…

କର୍ଲାପାଟ୍‌ନେ ହାତୀ ମଡକ୍‌

କଳାହାଣ୍ଡି କର୍ଲାପାଟ୍ ଅଂଚଲନେ ହାତୀ ମଡକ୍ ଘଟନା ଇହାଦେ ଚର୍ଚ୍ଚା ବନିଛେ । ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟ ଅଂଚଲନେ ଗଲା ଦୁଇ ହପ୍ତା ଭିତରେ ୬ଟା ହାତୀର ଜୀବନ୍ ଗଲାନ । ଗଲା ୧ ତାରିଖନେ ପହେଲା ହାତୀ ଅଭୟାରଣ୍ୟ ପାଶର ତେନ୍ତୁଲିପଦର ଗାଁ ପାଶେ ଗୁଟେ ହାତୀ ମରିଥିଲା । ତାର ଉତାରୁ ଫେର୍ ଗଲା ୮…

ପାତାଳି ମହୋତ୍ସବ ଉଦ୍‌ଘାଟିତ୍

ସୁବର୍ଣ୍ଣପୁର ଉଲୁଣ୍ଡାନେ ଥିବାର ପାତାଳି ଶ୍ରୀକ୍ଷେତ୍ରନେ ଷୋଡଶ ପାତାଳି ମହୋତ୍ସବ ଉଦ୍‌ଘାଟିତ୍ ହେଇଯାଇଛେ । ଉଦଘାଟନି ମହୋତ୍ସବନେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖିଆ କୁନୁଆଁ ହେଇକରି ଆସିଥିବାର ବେଲକେ ଦୁଶରା ମଏନାତାଗୁନତା କୁନିଆଁ ଭିଲ୍ ସାମିଲ୍ ହେଇଥିଲେ । ଛଲିଆ ପାହାଡ…

କୁଚିଣ୍ଡା ନେ ଉଦ୍‌ଘାଟନ୍ ହେଲା ନୂଆ ବସଷ୍ଟାଣ୍ଡ୍

ସମ୍ବଲପୁର୍ ଜିଲ୍ଲା କୁଚିଣ୍ଡା ବ୍ଲକ୍‌ନେ ନୂଆ ବସଷ୍ଟାଣ୍ଡ ଉଦ୍‌ଘାଟନ୍ କରାଯାଇଛେ । ଆର୍ ତାର୍ ସାଙ୍ଗେ କୁଚିଣ୍ଡା ଅଂଚଲ୍ ନେ ସ୍ମାର୍ଟ ପାର୍କ ତିଆରି ଲାଗି ଭିତ୍ତି ଭୂମି ଥାପ୍‌ନା କରାଯାଇଛେ । ଉଦ୍‌ଘାଟନି ଉତ୍ସବ୍ ନେ ଆଇନ୍ ମନ୍ତ୍ରୀ ପ୍ରତାପ୍ ଜେନା ମୁଖ୍ୟ ଅତିଥି ହିସାବେ ଯୋଗ୍ ଦେଇଥିଲେ ।…

ରାଉରକେଲାନେ ଦୁର୍ବୃତ୍ତ ମାନକଁର୍ ଆକ୍ରମଣନେ ହୋଟେଲ୍ ବେବ୍‌ସାୟୀ ର ଜୀବନ୍ ଗଲା

ରାଉର୍‌କେଲା ନେ ଜଣେ ହୋଟେଲ୍ ବେବସାୟୀକୁଁ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିବାର୍ ବେଲ୍‌କେ ତକୁଁ ଚିକିତ୍ସାଧୀନ୍ ଅବସ୍ଥା ନେ ରାଉର୍‌କେଲାର୍ ଆଇ ଜି ଏଚ୍ କେ ନିଆ ଯାଇଥିଲା । କାଲି ରାତି ନେ ସେ ତାକଁର୍ ସ୍କୁଟି ଥି ଘର୍‌କେ ଆସୁଥିବାର୍ ବେଲ୍‌କେ ସେନ ତାହାକୁଁ ଦୁର୍ବୃତ୍ତ ମାନେ ଆକ୍ରମଣ…

ଗାଧଲାବେଲେ ଭାସିଗଲେ ୬ ନାବାଲକ

କୋଏଲ ନଦୀ ବୈକୁଣ୍ଠ ଘାଟନେ ଘଟିଛେ ଅଘଟନ୍ । ଗାଧୁଥିବାର ବେଲକେ ୬ ଜନ୍ ନାବାଲକ୍ ବୁଡି ଯାଇଛନ୍ । ସେମାନକଁର ଭିତରୁ ୩ ଜନ୍ ନାବାଲକ୍‌କଁର ପାଏନ୍‌ନେ ବୁଡିକରି ଜୀବନ୍ ଯାଇଥିବାର ବେଲକେ ବାକି ୩ ଜନ୍‌କୁଁ ଉଦ୍ଧାର କରାଯାଇଛେ । ଉଦ୍ଧାର ପିଲା ମାନକୁଁ ରାଉରକେଲା ସରକାରୀ ହସ୍ପିଟାଲନେ ଭର୍ତ୍ତି…