Browsing Category

ପଶ୍ଚିମ୍ ଓଡ଼ିଶା

୧୮ ଘଣ୍ଟା ପଡିରହେଲା ମଲାଦେହେ

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଠାନେ ଥିବାର୍ ସିଏଚସି ରଏବାର୍ ଅଧା ରାତି ଝନେ କରୋନା ରୋଗୀକଁର୍ ଜୀବନ୍ ଯାଇଛେ । ଇଟା ଜନା ପଡବାର୍ ଉତାରୁ ଡାକ୍ତରଖାନା ଭିତରେ ମହିଲାକଁର୍ ମଲାଦେହେ ୧୮ ଘଣ୍ଟା ଧରି ପଡି ରହେଲା । ତାକଁର ସଂସ୍ପର୍ଶନେ ଆସି ଡାକ୍ତରଖାନାର କିଛି କର୍ମଚାରୀ ବି ପଜିଟିଭ୍…

ରାସ୍ତାନେ ଚଟନୀ ବନଲା ପରିବା

ରାସ୍ତା ଉପରେ ପାତଲଘଣ୍ଟା, ଧନିଆପତର, ବାଏଗନ୍‌, ମିର୍ଚ୍ଚା, ଶାଗ୍‌, ଆଲୁ, ଉଇଲ ଗରଗଡୁଛେ । ପନିପରିବାର ଚଟନୀ ବନିଯାଇଛେ । ଏନ୍ତା କଥା ଶୁନିକରି ଆପଣମାନେ ଭିଲ୍ ଭାବୁଥିବେ ଯେ କେନ୍ ପନିପରିବା ଗାଡି ଯାଉଥିଲା ଆର ଗାଡି ଉଲଟିକରି ପରିବା ପଡିଯାଇଥିବା, ଯେନ୍ତା ପ୍ରାୟ ଜାଗାନେ ଘଟନା ଦେଖବାର…

୧୦ ମାସର ଜୀବନ୍‌ର ଦୁଃଖ୍‌

ଜୀବନ୍ କାଣା ଜାନବାର ଆଘୋନୁ ଦୁଃଖ୍‌ର ପାହାଡ ଲଦି ହେଇଯାଇଥିଲା । କିଛି ଜାନବାର ବୁଝବାର ପହେଲାନୁ ବେମାରୀ କାଲ୍ ସାଜିଥିଲା । ଏକଲା ମାଁଟେ ଇ ୧୦ ମାସ୍‌ର ଛୁଆର ଏନ୍ତା ଦଶା ଦେଖିକରି କାଣା କରବେ ସେଟା ଭାବିଭାବିକରି ଚିନ୍ତାନେ ରହିଥିଲେ । କୁହାଯାଇସି ଯେତେବେଲେ ବିପଦ୍ ଆସିଥିସି ଏକଲା ନାଇଁ…

ଖରା ଲାଗି ଗୁଲଗୁଲା

ଦେହେ ହାତ ଜଲିଯାଉଛେ । ମୁହୁଁ ସିଝିଯାଉଛେ । ଆଏଁଖ୍ କାନ୍ ଅନ୍ଧାର ହେଇଯାଉଛେ । ଦିନର ୧୦ ବାଜିଗଲେ ଅବସ୍ଥା ଏନ୍ତା ସାଂଘାତିକ୍ । ଘରୁ ଭଟାକେ ବାହାରିବାରଟା ମୁସ୍କିଲ ହେଇଯାଉଛେ । ଇ ଏପ୍ରିଲ ପହେଲାନୁ ଏତକି ତାତି ଯେ ଆଗକେ କାଣା ହେବା ସେଟା ଭାବଲେ ମୁଡ ଦୁଖେଇଯାଉଛେ । ଆକାଶୁ ଅଙ୍ଗରା ରୁକି…

ସ୍ପୋର୍ଟ୍ସ ଷ୍ଟାର୍ ହେଲା ଓଡିଶା

ଓଡିଶାନେ ଖେଲ୍ କୁଦ୍ ର୍ ବିକାଶ୍ ଲାଗି ରାଜ୍ୟ ସରକାର୍‌କଁର୍ ଚେଷ୍ଟା କେ ଇହାଦେ ଖେଲ୍‌କୁଦ୍ ର୍ ମେଗେଜିନ୍ ସ୍ପୋର୍ଟ୍ସ ଷ୍ଟାର୍ ଆଡୁ ପ୍ରଶଂସା କରାଯାଇଛେ । ଓଡିଶାନେ ହେଇଥିବାର୍ ଖେଲ୍‌କୁଦ୍ ର୍ ବିକାଶ୍ କେ ନେଇକରି ସ୍ପୋର୍ଟ୍ସ ଷ୍ଟାର୍ ଆଡୁ ଓଡିଶାକେ ଶ୍ରେଷ୍ଠ ରାଏଜ୍ ହିସାବେ ସମ୍ମାନିତ୍…

ପଶ୍ଚିମ ଓଡ଼ିଶାର ପରିଚୟ କବି ହଲଧରକଁର୍ ଜନମ୍ ଦିନ

ପଶ୍ଚିମ ଓଡ଼ିଶାର ଗୁଟେ ଐତିହାସିକ୍ ଗାଁ ଘେଁସ୍ । ଇଂରେଜ୍‌କଁର୍ ବିରୋଧନେ ହେଇଥିବାର୍ ସଶସ୍ତ୍ର ଆନ୍ଦୋଲନ୍‌ର ତୀର୍ଥ ଭୂମି ହେଉଛେ ଘେଁସ୍ । ହେଲେ ସେହି ଐତିହାସିକ୍ ଗାଁନେ ୧୯୫୦ ମସିହାନେ ମାର୍ଚ୍ଚ ୩୧ ତାରିଖ୍ ଦିନ ପିଲାଟେ ଜନମ୍ ହେଇଥିଲା । ଘେଁସ୍ ଗାଁର୍ ସେ ଅତି ସାଧାରନ୍ ପିଲାର ମୁହୁଁନୁ…

ଦିଦି ହେବ ତ ଏନ୍ତା

ଅଙ୍ଗନବାଡି ସେଣ୍ଟର ମାନକଁର୍ କଥା ଯେତେବେଲେ ପଡସି ଅଧିକାଂଶ ସମିଆଁନେ ବହୁତଟେ ସେଣ୍ଟରନେ ଲାଗି ରହୁଥିବାର୍ ସମସ୍ୟାକେ ନେଇକରି ଏକା ଚର୍ଚ୍ଚା ହେସି । ହେଲେ ସେସବୁ ଭିତରେ ଏନ୍ତା ବି ସେଣ୍ଟର ମାନେ ଅଛେ ଯେନ ସେଣ୍ଟର ଆର୍ ସେନେ ଥିବାର୍ ଦିଦି କୁଁ ଦେଖଲେ କୁହାଯାଇପାରବା ଯେ ସେଣ୍ଟର ହେବା ତ…

କେତେ ଦାମ୍‌କିଆ ଜଙ୍ଗଲି ଜିନିଷ୍

ଗାଁ ଗଅଁଲି ନେ ରହୁଥିବାର୍ ଆଦିବାସୀ ମାନେ କି ଗାଁ ନେ ରହୁଥିବାର୍ ଗରିବ୍ ଲୋକମାନେ ସଭେ , ବେଶିକରି ନିଜର୍ ଜୀବନ୍ ଜୀବକା ଲାଗି ଜଙ୍ଗଲି ଜିନିଷ୍ ଉପ୍‌ରେ ନିର୍ଭର୍ କରିଥିସନ୍ । ସେମାନେ ଜଙ୍ଗଲ୍ ନେ ହେଉଥିବାର୍ ମହୁଲ୍ ଫୁଲ୍ , ହର୍‌ଡା , ବାହାଡା , ଚାର୍ ଆର୍ ବହୁତ୍‌ଟେ ଜଙ୍ଗଲ୍‌ଜାତ ଜିନିଷ୍…

ଭଟଲିର୍ ଫଗୁନ୍ ମେଲା

ଓଡିଶାର୍ ଦୁଇ ନଂ ଜାଗା ଯେନଟା ପୁରୀ ଉତାରୁ ରଥ ଯାତ୍ରା ଲାଗି ପ୍ରସିଦ୍ଧ୍ ଆଏ ସେଟା ହେଉଛେ ପଶ୍ଚିମ୍‌ଓଡିଶା ବରଗଡ ଜିଲ୍ଲାର୍ ଭଟଲି ଗାଁ । ତାର୍ ସାଙ୍ଗେ ଭଟଲି ଗାଁ ଫଗୁନ୍ ମେଲା ଲାଗି ବି ପ୍ରସିଦ୍ଧି ଲାଭ କରିପାରିଛେ । ସେନ ରହିଥିବାର୍ ଶ୍ୟାମ୍‌ବିହାରୀ ମନ୍ଦିର୍‌ନେ ସବୁ ବଛର୍ ଫଗୁନ୍ ପୁନି…

୧୨୫ ବଛର ପୁରୁନା ଷ୍ଟେସନ୍ ହେବା ବନ୍ଦ

ରେଲୱେ ବିଭାଗ ଆଡୁ ସମ୍ବଲପୁର ଫାଟକ ଷ୍ଟେସନ୍‌କେ ସବୁଦିନର ଲାଗି ବନ୍ଦ କରାଯିବାର ନେଇକରି ନିଷ୍ପତ୍ତି ଶୁନେଇଛନ୍ । ଆଏବାର ଏପ୍ରିଲ୍ ୧ ତାରିଖନୁ ସବୁ ଦିନର ଲାଗି ଇ ଷ୍ଟେସନ୍‌କେ ବନ୍ଦ କରାଯିବାର ନେଇକରି ଜନାପଡିଛେ । ଏନ୍ତା ନିଷ୍ପତ୍ତିକେ ସହରବାସୀ ବିରୋଧ୍ କରବାର ସାଙ୍ଗେ ଏନ୍ତା ହେବାକେ…