Browsing Category

ଦିହିପାହା

ସମ୍ବଲପୁର୍ ଆସ୍‌ଲା କରୋନା ଟିକା କୋଭିସିଲ୍ଡ

କରୋନା ଟିକା କୋଭିସିଲ୍ଡ ବୁଧୁବାର୍ ଦିନ ସମ୍ବଲପୁର୍ କେ ପହଂଚିଛେ । ଟିକା ଦାନ୍ ଲାଗି ସମ୍ବଲପୁର୍ ଜିଲ୍ଲା ପ୍ରଶାସନ୍ ଆଡୁ ସବୁ ପ୍ରକାରର୍ ବେବସ୍ଥା କରାଯାଇଛେ । ସମ୍ବଲପୁର୍ କେ ବୁଧୁବାର୍ ଦିନ ୭୫୦୦ ଡୋଜ୍ ଆସିଥିବାର୍ ସୂଚନା ମିଲିଛେ । ଆଏବାର୍ ୧୬ ତାରିଖ୍ ଦିନ ସମ୍ବଲପୁର ଜିଲ୍ଲା ର୍ ୭ ଟା…

ରାଜ୍ୟନେ ଟିକାକରଣ ନେଇକରି ନୂଆଁ ସୂଚନା

ଭାରତନେ ଟିକାକରଣ ଲାଗି ସବୁ ରାଜ୍ୟ ମାନକେ ଟିକା ପଠାଯିବାର କାମ୍ ମୁଲ ହେଇଛେ । ଗଲା କାଲି ଓଡ଼ିଶାନେ ଭିଲ୍ କରୋନା ଟିକା ପୁହୁଁଚିଛେ । ଭୁବନେଶ୍ୱର ବିମାନବନ୍ଦରନେ କରୋନା ଟିକା ପୁହୁଞ୍ଚିଲା ଉତାରୁ ଇଟା ଦୁଶରା ଜିଲ୍ଲା ମାନକେ ଭିଲ୍ ପଠାଯାଉଛେ । ପୁନେର ସିରମ୍ ଇନଷ୍ଟିଚ୍ୟୁଟ୍‌ନୁ ସବୁ ଟିକା…

ସରଲା ଟକା, ଆଏଲା କରୋନା ଟିକା

ଶେଷ ହେଲା ସବୁ ଟକା ରାଜ୍ୟନେ ପୁହୁଞ୍ଚିଲା କରୋନା ଟିକା । ଆଏଜ୍ ଓଡ଼ିଶାକେ ସ୍ପାଇସଜେଟ୍‌ର ସ୍ୱତନ୍ତ୍ର ବିମାନନେ ପୁନେର ସେରମ୍ ଇନଷ୍ଟିଚ୍ୟୁଟ୍‌ନୁ ଭୁବନେଶ୍ୱର ଆସିକରି ପୁହୁଞ୍ଚିଛେ କରୋନା ଟିକା । ରାଜ୍ୟନେ ପୁହୁଞ୍ଚିଲା ଉତାରୁ ଟିକା ମାନକୁଁ ଭୁବନେଶ୍ୱର ରାମ ମନ୍ଦିର ପାଶେ ଥିବାର ଔଷଧ ନିଗମ…

୧୬ନୁ ଦେଶନେ ଟିକାକରଣ ମୁଲ୍‌

ଭାରତନେ କରୋନା ଟିକାକରଣ କରାଯିବାର ନେଇକରି ସବୁ ବେବସ୍ଥା ଆରମ୍ଭ ହେଇଛେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟ ଆର କେନ୍ଦ୍ର ଶାସିତ୍ ଅଂଚଲର ମୁଖ୍ୟମନ୍ତ୍ରୀ ମାନକଁର ସାଙ୍ଗେ ବୈଠକ୍ କରିଛନ୍ । ପହେଲା ଖେପ୍ ଟିକାକରଣ ବାବଦେ ସବୁ ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚା ଉଠାବେ ବଲିକରି…

ଟିକା ଦାମ୍‌କେ ନେଇକରି ଘିଚାଟନା ସରକାର ଆରୁ କମ୍ପାନୀ

ଦୁନିଆଁର ବଡ ବିପତ୍ତି ହିସାବେ ଠିଆ ହେଇକରି ରହିଛେ କରୋନା ବେମାର । ଇହାଦେ ଫେର୍ କରୋନାର ନୂଆଁ ଷ୍ଟ୍ରେନ୍ ଚିନ୍ତାନେ ପକେଇଛେ ସମକୁଁ । କୋଭିଡ ଟିକା ବାହାର କରବାରନେ ବିଶ୍ୱର ସବୁ ଡାକ୍ତର, ବୈଜ୍ଞାନିକ୍ ଲାଗିକରି କିଛିଟା ଟିକା ବାହାର କରାଯାଇଛେ । ବ୍ରିଟେନ୍‌, ଆମେରିକା ଲେଖେଁ ଦେଶ ମାନକେ…

ବ୍ରିଟେନ୍‌ନେ ଫେର୍ ଲକ୍‌ଡାଉନ୍ ଘୋଷଣା

ବ୍ରିଟେନ୍‌ନେ ଫେର୍ ବଢବାରନେ ଲାଗିଛେ କରୋନା ବେମାରୀ । କରୋନାର ନୂଆଁ ଷ୍ଟ୍ରେନ୍ ଇଠାନେ ପହେଲା କରି ଦେଖାଦେଇଥିବାର ବେଲକେ ଇହାଦେ ଫେର୍ ଇଠାନେ ଲକ୍‌ଡାଉନ୍ ଘୋଷଣା କରାଯାଇଛେ । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ ପୂରା ଦେଶ ଲାଗି ଲକ୍‌ଡାଉନ୍ ଘୋଷଣା କରିଛନ୍ । ଲକ୍‌ଡାଉନ୍ ଲାଗି…

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟନେ ଗ୍ୟାସ୍ ଲିକ୍‌, ଗଲା ୪ ଜୀବନ୍‌

ରାଉରକେଲା ଇସ୍ପାତ୍ କାରଖାନାନେ ଗ୍ୟାସ୍ ଲିକ୍ ହେଇକରି ୪ଜନ୍‌କଁର ଜୀବନ୍ ଯାଇଛେ । ଆଏଜ୍ ସଖାଲୁ ସଖାଲୁ କାରଖାନାର ସିସିଡି (କୋଲ୍ କେମିକାଲ୍ ଡିପାର୍ଟମେଣ୍ଟ) ବିଭାଗନେ ଗ୍ୟାସ୍ ଲିକ୍ ହେଇଥିବାର ସୂଚନା । ଗ୍ୟାସ୍ ଲିକ୍ ହେଇଯିବାରନୁ ୧୦ ଜନ୍ କର୍ମଚାରୀ ଗୁରୁତର ହେଇଯାଇଥିବାର ବେଲକେ ଇମାନକୁଁ…

ଜାନୁଆରୀ ୧୩ ନୁ ଦେଶର୍ ସବୁଆଡେ ଦିଆଯିବା କରୋନା ଟିକା

ଆଏବାର୍ ୧୩ ଆର୍ ୧୪ ତାରୀଖ୍ ନୁ ଦେଶ ର ସବୁଆଡେ କରୋନା ଟିକା ଦାନ ପ୍ରକ୍ରିୟା ଆରମ୍ଭ କରାଯିବା ବଲିକରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଲୟ ଆଡୁ ସୂଚନା ଦିଆଯାଇଛେ । ୧୦ ଦିନ୍ ଭିତ୍‌ରେ ଦେଶ୍‌ର୍ ଅଧିକାଂଶ ଜାଗା ମାନକୁଁ କରୋନା ଟିକା ଦିଆଯିବା ବଲିକରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ୍ ରାଜେଶ୍ ଭୂଷଣ…

ଦେଶର ଗର୍ବ ଆମର ବୈଜ୍ଞାନିକ୍‌

କରୋନା ଟିକାକରଣ ନେଇକରି ପ୍ରତିକ୍ରିୟା ରଖଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ୱହୁତ୍ ଜଲଦି ଭାରତନେ ଟିକାକରଣ ଅଭିଯାନ୍ ମୁଲ୍ ହେବାକେ ଯାଉଥିବାର ନେଇକରି କହେଲେ ମୋଦି । ‘ନ୍ୟାସନାଲ୍ ମେଟ୍ରୋଲୋଜି କନକ୍ଲେଭ’୍ ନେ ଯୋଗ ଦେଇକରି କରୋନା ଟିକାକରଣ କଥା କହିଛନ୍ । ଇ ଅବସରନେ ପ୍ରଧାନମନ୍ତ୍ରୀ…

ଯେବେ ଡାକ୍ତର ପାଲଟିଲେ ଭଗବାନ୍ !

କରୋନା କାଲ ମନ୍ଦିର, ମସଜିଦ୍‌, ଚର୍ଚ୍ଚ ସବୁ ବନ୍ଦ୍ ଥିଲା । ଖାଲି ଖୁଲା ଥିଲା ହସପିଟାଲ । ଆର୍ ହସପିଟାଲନେ ଡାକ୍ତର, ନର୍ସ ଅଲଗା ସ୍ୱାସ୍ଥ୍ୟକର୍ମୀ ଭଗବାନ୍ ପାଲଟିଥିଲେ । କରୋନାକେ ହରାବାର ଲାଗି ଦିନ ରାତି ପରିଶ୍ରମ୍ କଲେ । ନିଜର ଜୀବନ୍ କେ ନାଇଁ ଦେଖିକରି ସେମାନେ ଲଢିଥିଲେ କରୋନା ଯୁଦ୍ଧ…