Browsing Category

ଦିହିପାହା

ଯୁଆନ୍ ମାନକୁ କରୋନା ଡର !

ଶୀତ୍ ମାସ୍ ଆସୁନ୍ ଆସୁନ୍ ମାଡି ଆସୁଛେ କରୋନାର୍ ଦୁଇ ନମ୍ବର୍ ଲହର୍ । ୟୁରୋପ୍ ମହାଦେଶ୍‌ନେ ଇତାର୍ ପ୍ରକୋପ୍ ଦେଖବାର୍‌କେ ମିଲି ସାରଲାନ । ଆମର୍ ଭାରତ୍‌ର ଭିଲ୍ କେରଲ୍‌, ତାମିଲ୍‌ନାଡୁ ବାଗିର୍ ରାଜ୍ୟ ଆର୍ ଦିଲ୍ଲୀନୁବି ଡରଡରନିଆଁ ଖବର୍ ମାନେ ଫେର୍ ଘାଏ ଆସିବସଲାନ । ବାକି କରୋନାର୍ ଇ ଦୁଇ…

ଦିଆଲିନେ ନାଇ ଫୁଟେ ଫଟ୍‌କା

କରୋନା ଲାଗି ବନ୍ଦ୍‌ ହେଇଛେ ଦିଆଲିର୍‌ ‌ ମଜା ଫଟ୍‌କା‌ ଫଟା । କରୋନା ସଂକ୍ରମନକେ ଦେଖିକରି ସରକାର ଦିଆଲିର୍‌  ଫଟ୍‌କା ଫୁଟାବାରନେ ରୋକ୍‌ ଲଗେଇଛନ୍‌ । ହେଲେ ଇ ସମିୟାନେ ଫଟକ୍‌ା ବେପାରୀର୍‌ ମୁଡେ ଚଡକ୍‌ ପଡିଯାଈଛେ । ବେପାର୍‌ ଲାଗି ସବୁ ରାସ୍ତା ଇହାଦେ ବନ୍ଦ । ଦିଆଲି ଲାଗି…

କରୋନାଥି ଗଲା ଆଉ ୧୩ଟା ଜୀବନ୍‌

କରୋନା ସଂକ୍ରମନ ରାଏଜ୍‌ନେ ଇଆଡେ କମୁଥିବାର ବେଲ୍‌କେ ମରବାର୍‌ ସଂଖ୍ୟା ବଢୁଛେ । ଗଲା ୨୪ ଘଣ୍ଟାଥି ୧୩ ଜନ କୋରୋନା ରୋଗୀର ଜୀବନ ଯାଇଛେ ଆର୍‌ ଇତାକେ ମିଶେଇକରି ରାଏଜ୍‌ନେ ମୋଟ୍‌ କେରୋନା ମର୍‌ବାର ସଂଖ୍ୟା ୧୪୫୪ ହେଇଛେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ୍‌ ଆଡୁ ସୁଚନା ମିଲିଛେ ।…

ବନ୍ଦ୍‌ ହେବା ସମ୍ବଲପୁର୍‌ର କୋଭିଡ୍‌ ହସ୍ପିଟାଲ୍‌

ସମ୍ବଲପୁରନେ କୋଭିଡ୍‌ ସଂକ୍ରମନ୍‌ ରୋଗୀ ମାନ୍‌ଙ୍କର୍‌ ସଂଖ୍ୟା ଧିରେ ଧିରେ କମବାର୍‌କେ ଲାଗିଥିବାର ବେଲେ ହସ୍ପିଟାଲନେ ଇହାଦେ ୨୪ ଜନ୍‌ କୋରୋନା ରୋଗୀଙ୍କର ଚିକିତ୍ସା ସରବାର ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛେ । ସେଥିରଲାଗି ୫ଦିନ୍‌ ହେଲା ନୁଆ କୋଭିଡ୍‌ ରୋଗୀ ଭିଲ୍‌ ଭର୍ତି ନାଇ ହେବାର ।…

ଫେର୍ ମାଡ଼ି ଆସୁଛେ କରୋନା!

ଓଡିଶାନେ ଇହାଦେ କରୋନା ସଂକ୍ରମଣ୍‌ର୍ ହାର୍ ଟିକେବାଗିର୍ କମିଥିବାର୍ ଦେଖାଯାଇଛେ । ଗଲାମାସର୍ ହିସାବେ ଦେଖଲେ ଇ ମାସେ କୋରୋନାଥି କମ୍ ଲୋକ୍‌ବି ମରିଛନ୍ । ହେଥିର୍‌ଲାଗି ଲୁକେବି କରୋନାର୍ ନିୟମ୍ ସବୁକେ ନେଇକରି ଟିକେ ହେଲୁଆ ହେଇ ବସୁଥିବାର୍ ଦେଖ୍‌ବାର୍‌କେ ମିଲିଛେ । ଅଧା ଲୋକ୍‌ତ କରୋନା…

ରାଜ୍ୟନେ ବଢୁଛନ୍ କେନ୍ସର ରୁଗୀ

ରାଜ୍ୟନେ କେନ୍ସର ବେମାରର ହାର୍ ବଢତେଲ୍ ଯଉଛେ । ଫି ବଛର୍ ୩୫ନୁ ୫୦ ହଜାର ନୂଆଁ କେନ୍ସର ରୁଗି ଚିହ୍ନଟ୍ ହେଉଛନ୍ । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରନେ ଖାଲି ୩୫ନୁ ୩୬ ହଜାର ରୁଗୀ ଚିହ୍ନଟ ହେଇଥିବାର ବେଲକେ ରାଜ୍ୟର ଦୁଶରା କେନ୍ସର ହସ୍ପିଟାଲ ମାନକେ ଇ ସଂଖ୍ୟା ୫୦ ହଜାରନୁ ଅଏତକା ରହିଛେ ।…

ଆସୁଛେ କରୋନା ଟିକା

କରୋନା ଭାଇରସ ଲାଗି ପୁରା ଦୁନିଆଁ ଇହାଦେ ଚିନ୍ତାନେ ରହିଛେ । ଇ ବେମାର ଲାଗି ଗୁରଦୁଟେ ଲୁକକଁର ଜୀବନ୍ ଯାଇଥିବାର ବେଲେ କେତନିଟେ ଲୋକ ଇ ବେମାରନେ ଆସିଛନ୍ । ଏନ୍ତା ସମିଆଁନେ ଗୁଟେ ଖୁସିର ଖବର୍ ଆସିଛେ । ଭାରତ ବାୟୋଟିକ୍ ଆଡୁ ତିଆର କରାଯାଇଥିବାର କୋଭାକ୍ସିନ୍ ଟିକା ନିର୍ଦ୍ଧାରିତ ସମିଆଁ…

ବିନା ଫଟ୍‌କରାନେ ଦୀଆଲି

ଇ ବଛର ଦୀଆଲି ବିନା ଫଟ୍‌କରାଥି ମନାଯିବା । ଖାଲି ଦୀପ୍ ଜଲେଇକରି ଲୁକେ ଦୀଆଲି ମାନବେ । ଇହାଦେ ଭିଲ କରୋନା ବେମାରୀ ବଢବାର ଡର୍ ରହିଥିବାର ବେଲକେ କରୋନା ନିୟମ ମାନବାକେ ପଡବା । କରୋନା ଲାଗି ଇ ବଛର ପରବ ମାନେ ସବୁ ଫିକା ପଡିଛେ । ପହେଲାନୁ ଦଶହରା ପୂଜା, କାଲୀ ପୂଜା, ଗଜଲକ୍ଷ୍ମୀ ପୂଜାନେ…

କରୋନା ସାଜଲା କାଲ୍‌, ପୁଓ ଉତାରୁ ଗଲା ବୁଆର ଜୀବନ୍‌

କରୋନା ଭାଇରସ୍ ଲାଗି ଇହାଦେ ପୁରା ବିଶ୍ୱ ଯୁଝୁଛେ । ଇହାଦେ ଭିଲ୍ ବେମାରୀ ବଢ୍‌ବାର ଡର ରହିଥିବାର ବେଲକେ ବଲାଙ୍ଗିରନୁ ଆସିଛେ ଗୁଟେ ଦୁଖଦ୍ ଖବର । କରୋନା ଭାଇରସ୍ ପହେଲା ପୁଓର ଜୀବନ୍ ଯାଇଥିବାର ବେଲକେ ଇହାଦେ ବୁଆର ଜୀବନ୍ ଭିଲ୍ ଯାଇଛେ । ବଲାଙ୍ଗିର ଜିଲ୍ଲାନୁ ଆସିଛେ ଏନ୍ତା ଖବର କରୋନା…

ରାଜ୍ୟପାଲ୍‌କୁଁ କରୋନା

କରୋନାନେ ଆକ୍ରାନ୍ତ ହେଲେ ରାଜ୍ୟପାଲ୍‌ ପ୍ରଫେସର ଗଣେଶୀ ଲାଲ । ଇ ନେଇକିନା ରାଜ୍ୟପାଲ୍‌କଁର ଅଫିସ୍‌ ଆଡୁ ଟୁଇଟ୍ କରାଯାଇଛେ । ରାଜ୍ୟପାଲ୍‌କଁର ସାଙ୍ଗେ ତାଙ୍କର ସ୍ତ୍ରୀ ଭିଲ୍ କରୋନା ପଜିଟିଭ୍ ହେଇଥିବାର ନେଇକରି ଜନାପଡିଛେ । ଇତାର ବାହାରେ ତାଙ୍କର କୁଟୁମ୍‌ର ଦୁଶରା ୪ ଝନ୍ ଭିଲ କରୋନା…