Browsing Category

ଦିହିପାହା

ରାଜ୍ୟକେ ଫିରିପାରେ କରୋନା

ରାଜ୍ୟନେ କରୋନା ଫେର ଘାଏ ଫିରିଥିବାର କଥା ଦେଖବାକେ ମିଲିଛେ । କିଛି ଝନଙ୍କର ଭିତରେ କରୋନା ରି-ଇନଫେକ୍ସନ ମାମଲା ଆସିଥିବାର ଭିଲ ଦେଖବାକେ ମିଲିଛେ । ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡା । ହେଲେ ଇ ସଂଖ୍ୟା ବହୁତ୍ କମ୍ ରହିଛେ । ଓଡ଼ିଶାନେ ପଜିଟିଭ୍…

ବିନା ମାସ୍କନେ ବାହାରିଲେ ପଡବା ମହଙ୍ଗା

ମାସ୍କ ନାଇ ପିନ୍ଧଲେ ଫାଇନ୍ ଦେବାରଟା ତ ସଭେ ଜାନିଥିବେ ହେଲେ ବାଢୁନ୍ ଧରିକରି ରାସ୍ତାଘାଟ ସାଫ୍ କରବାରଟା ଟିକେ ଅଡୁଆ ଲାଗୁଥିବା । ଇହାଦେ ଭିଲ ଦେଶେ କରୋନା ସଂକ୍ରମଣର ଡର ରହିଛେ । ଏନ୍ତାଥି ମୁମ୍ବାଇ ଲେଖେ ବଡ ସିଟିନେ ଲୋକମାନେ ମାସ୍କ୍ ନାଇ ପିନ୍ଧୁଥିବାର ଦେଖବାକେ ମିଲୁଛେ । କରୋନାନେ…

ରୋଗ ପ୍ରତିରୋଧକ ଶକ୍ତି ବଢଉଛେ ବିସିଜି ଟିକା

କରୋନା ମହାମାରୀ ଲାଗି ଇହାଦେ ପୂରା ବିଶ୍ୱ ଜୁଝୁଛେ । ଇ ସମିୟାନେ ଡାକ୍ତର ଆର ବୈଜ୍ଞାନିକ ଟିକା କରୋନା ଟିକା ବାହାର କରବାର ଲାଗି ଯୋରସୋରଥି ଲାଗିଛନ୍ । ଏନ୍ତାଥି ଇହାଦେ ବିସିଜି ଟିକା ବୟସ୍କ ଲୋକଙ୍କୁ ସାହାଜ କରିପାରେ ବଲି ଆଶ ରହିଛେ । ଆଇସିଏମଆର ଆଡୁ କରାଯାଇଥିବାର ସର୍ଭେନୁ ଇ ତଥ୍ୟ…

ଦୀଆଲି ବଢେଇପାରେ ବିପଦ!

ଆଗକେ ଆସୁଛେ ଆଲୋକର ପରବ ଦୀପାବଳି । ଇ ବଛର ନଭେମ୍ବର ୧୪ ତାରିଖନେ ଦୀବାଲି ପରବ ପଡୁଛେ । ତେଭେ କରୋନା କାଲଥି ଦୀବାଲି ପାଲନକେ ନେଇକରି ଡର ଭିଲ ରହିଛେ । ଇହାଦେ ଭିଲ୍ ସଂକ୍ରମଣର ଡର ନାଇଁଯାଇ । ସରକାରୀ ଗାଇଡ ଲାଇନ୍ ହିସାବେ ଲୋକ ଯାନାଆନା କରୁଛନ୍ । ହେଲେ ଭିଲ ଫି ଦିନ୍ କରୋନା…

ସ୍କୁଲ ମାନକେ ଟେଷ୍ଟ ଲାଗି ଲାଗବା କ୍ୟାମ୍ପ୍

ଆଏବାର ନଭେମ୍ବର ଆର୍ ଡିସେମ୍ବର ଭିତରେ ରାଜ୍ୟର ସ୍କୁଲ୍ ସବୁ ଖୁଲବାର ନେଇକିନା ଆଲୋଚନା ଚାଲିଛେ । କରୋନା ମହାମାରୀ ଲାଗି ଲକ୍‌ଡାଉନ୍ ସଟଡାଉନ୍ ପହେଲାନୁ ଥିବାର ବେଲେ ସବୁ ଶିକ୍ଷାନୁଷ୍ଠାନ୍ ଭିଲ ବନ୍ଦ ରହିଛେ । ଇହାଦେ ଧୀରେ ଧୀରେ ସବୁ ଜିନିଷ ସାମାନ୍ୟ ସ୍ଥିତିକେ ଅନାଯାଉଥିବାର ବେଲେ ବହୁତ…

ସୁଶୀଲ ମୋଦିଙ୍କୁ କରୋନା

ବିହାର ନିର୍ବାଚନ ପ୍ରଚାର ସମିୟାନେ କରୋନା ପଜିଟିଭ୍ ଚିହ୍ନଟ ହେଇଛନ୍ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ସ୍ୱାବ ନମୂନା ରିପୋର୍ଟ ପଜିଟିଭ୍ ଆସିଥିବାର ନେଇକରି ଝନେଇଛନ୍ ସୁଶୀଲ । ଇ ନେଇକରି ଟ୍ୱିଟ୍ କରି ଝନେଇଛନ୍ ନିଜେ । ସେ ଲେଖିଛନ୍ ଯେ, କରୋନା ରିପୋର୍ଟ ପଜିଟିଭ୍ ଆସିଛେ । ଦୁଇ ଦିନ…

‘ହୁ’ର ରିପୋର୍ଟ

କରୋନା ଚିକିତ୍ସା ଲାଗି ରେମଡେସିଭର ଔଷଧ ରୁଗୀଙ୍କୁ ଦିଆଯାଉଛେ । ଇ ମେଡିସିନ୍ ରୁଗୀଙ୍କର ଚିକିତ୍ସାନେ ଭଲ କାମ ଦେଉଥିବାର ପହେଲାନୁ କୁହାଯାଇଥିଲା । ହେଲେ ଇହାଦେ ବିଶ୍ୱ ସ୍ୱାସ୍ଥ୍ର ସଂଗଠନ ‘ହୁ’ ଆଡୁ ଦୁଶରା କଥା କୁହାଯାଉଛେ । କରୋନା ରୁଗୀଙ୍କର ଉପରେ ରେମଡେସିଭର ଅସର ବହୁତ କମ୍ ରହିଛେ ।…

ଜୁନିୟର ଟ୍ରମ୍ପଙ୍କୁ କରୋନା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଉତାରୁ ଇହାଦେ ତାଙ୍କର ପୁଅ କରୋନା ଆକ୍ରାନ୍ତ । ଟ୍ରମ୍ପଙ୍କର ପୁଅ ବ୍ୟାରନ୍ ଟ୍ରମ୍ପ ଭିଲ କରୋନା ପଜିଟିଭ ଥିବାର ନେଇକରି ଝନାପଡିଛେ । ପହେଲାନୁ ଡୋନାଲ୍ଡ ଟ୍ରମ୍ପ ଆର ତାଙ୍କର ସ୍ତ୍ରୀ ମେଲାନିଆ ଟ୍ରମ୍ପଙ୍କୁ କରୋନା ହେଇଥିବାର ବେଲେ ଇହାଦେ ଇତାର…

ରାଏଜେ କମୁଛେ କରୋନା ମାମଲା

ରାଏଜେ କମୁଛେ ସଂକ୍ରମଣ ସଂଖ୍ୟା । ଗଲା କିଛି ଦିନ ହେଲା ଓଡ଼ିଶାନେ କରୋନା ପଜିଟିଭ୍ ସଂଖ୍ୟା କମିଥିବାର ଝନାପଡିଛେ । ଆକ୍ରାନ୍ତଙ୍କର ସଂଖ୍ୟା ଗଲା ୧୦ ଦିନ ଭିତରେ କମିଥିବାର ବେଲେ ିଟା ଆଗକେ ଆହୁରି କମିପାରେ ବଲି ଆଶା କରାଯାଉଛେ । ମିଲିଥିବାର ରିପୋର୍ଟ ହିସାବେ ଗଲା ୧୦ ଦିନ ଭିତରେ କରୋନା…

ଆଗକେ ବଢବା ସଂକ୍ରମଣ !

ଆଗକେ ଶୀତ ଦିନ୍ ଆସୁଛେ ଆର ଇତାର ସାଙ୍ଗେ ସଂକ୍ରମଣ ବଢବାର ଭିଲ ଡର ରହିଛେ । ଥଣ୍ଡା ବଢବାର ସାଙ୍ଗେ ସଂକ୍ରମଣ ବଢବାର ନେଇକିନା ମତ ଦେଇଛନ୍ ବିଶେଷଜ୍ଞ । ଆଉ ଇଥିର ଲାଗି ଆଗତୁରା ପ୍ରସ୍ତୁତ ରହେବାର ଲାଗି କହିଛନ୍ ବିଶେଷଜ୍ଞ । ଗୁଟେ ବିଶେଷଜ୍ଞ ଟିମ୍‌ର କହେବାର ହିସାବେ ରାଜଧାନୀ ଦିଲ୍ଲୀନେ…