Browsing Category

ଦିହିପାହା

ଯଦି ରହୁଛନ୍ ପଦମପୁରନେ ମାନବାରକେ ପଡବା ଇ ସବୁ ନିିୟମ୍

ଦିନ୍ କେ ଦିନ୍ ବଢୁଥିବାର୍ କୋଭିଡ ପଜିଟିଭ୍କଁର୍ ସଂଖ୍ୟା ଇହାଦେର ସରକାର ଆର୍ ପ୍ରଶାସନ୍ ଦୁହିକଁର୍ ଚିନ୍ତା କାରନ୍ ପାଲଟିଥିବାର୍ ବେଲକେ ଲୋକ୍ ମାନକଁର ଭିତରେ ଗୁଟେ ଡର ଦେଖାଦେଇଛେ । ସବୁ ଜିଲ୍ଲାନେ ଇହାଦେ ବଢୁଛେ କରୋନା ରୋଗୀକଁର୍ ସଂଖ୍ୟା । ତ ଆଜିର ଭିଡିଓନେ ଜାନମା ବରଗଡ ଜିଲ୍ଲା ପଦମପୁର…

କରୋନା ଟିକା ଲାଗି କେନ୍ ପୋର୍ଟାଲନେ କେନ୍ତା କରବେ ରେଜିଷ୍ଟ୍ରେସନ୍

ଟିକା ନେବାର୍ ଲାଗି ସଭେ ଟାକିଥିଲା ବେଲକେ କେନ୍ତା କରି କରବେ ରେଜିଷ୍ଟ୍ରେସନ୍ । ଆଏଜ୍୪ ବଜେନୁ କୋ-ୱିନ୍ ପୋର୍ଟାଲ ଆର୍ ଆରୋଗ୍ୟସେତୁ, ଉମଙ୍ଗ ଇ ଦୁହି ଆପରେ କରି େହେବା ରେଜିଷ୍ଟ୍ରେସନ୍ । ତ କେନ୍ତା କରି କରବେ ରେଜିଷ୍ଟ୍ରେସନ୍ ତାକେ ନେଇ ବହୁତ୍ ଲୁକକଁର୍ ମନ୍ ଭିତରେ ପ୍ରଶ୍ନ ଉଠୁଛେ । ତ…

କାହାକେ ଦିଆଯିବା କେନ୍ ଟିକା

କରୋନାର ଗ୍ରାଫ୍ ବଢି ଚାଲିଛେ । ଗଲା କେତେ ଦିନ୍ ହେଲା ଲଗାତାର ୬ ହଜାର ଉପରେ ରହୁଥିବାର୍ ବେଲକେ ଆଏଜ୍ ସଂଖ୍ୟା ୮ ହଜାର ପାର କରିଛେ । ସୁନ୍ଦରଗଡ ଜିଲ୍ଲାନୁ ୯୩୩ ଝନ୍ ପଜିଟିଭ୍ ବାହାରିଥିବାର୍ ବେଲକେ ଝାରସୁଗୁଡାନୁ ୪୩୩ ଆର୍ ବଲାଙ୍ଗିରନୁ ୩୫୮ ଝନ୍ ପଜିଟିଭ୍ ବାହାରିଛନ୍ । ଖାଲି ଇ ୩ ଟା…

କରୋନା ସ୍ଥିତି କେ ନେଇକରି କାଣା କହେଲେ ମୁଖ୍ୟମନ୍ତ୍ରୀ

କରୋନା ସଂକ୍ରମଣ ଇହାଦେ ସବ୍‌କର୍ ମୁଡଦୁଃଖା ବନିଛେ । ରାଏଜ୍‌ନେ ବି କରୋନା ସଂକ୍ରମଣ କମ୍ ନାଇ ଆର୍ କରୋନା କେ କେନ୍ତା କାବୁ କରାଯିବା ସେ ନେଇକରି ରାଜ୍ୟ ସରକାର କେତ୍‌ନିଟେ ଚେଷ୍ଟା ବି କରୁଛନ୍ । କରୋନା ସଂକ୍ରମିତ୍ ଲୋକ୍ ମାନକଁର୍ ସଂଖ୍ୟା ବଢୁଥିବାର୍ ନୁ କେନ ଜାଗା ରେ ଆଇସିୟୁ ର୍ ଅଭାବ୍…

ପୁରା ଦେଶ୍‌କେ ବଡ୍ ବିପତ୍ତି

କରୋନାର ଦୁଇ ନମ୍ବର ଲହରନେ ପୂରା ଦେଶ୍ ଜୁଝୁଛେ । ପହେଲା ଥର ଅପେକ୍ଷା ଦୁଇ ନମ୍ବର ଲହରଥି ସଂକ୍ରମଣ ଜଲଦି ହେଉଥିବାର ଦେଖବାର ଲାଗି ମିଲୁଛେ । ଅମ୍ଳଜାନ୍ ସଂକଟ୍ ବେଶୀ ଦେଖବାର ଲାଗି ମିଲୁଛେ ଆର ବିନା ଅମ୍ଳଜାନଥି କେତନି ରୋଗୀକଁର ଜୀବନ୍ ଯାଉଛେ । ଓଡ଼ିଶାନୁ ଇହାଦେ ଦୁଶରା ରାଜ୍ୟ ମାନେକେ…

ଘର ଭିତରେ ରହେଲେ ଭିଲ୍ ମାସ୍କ ପିନ୍ଧ

ରେକର୍ଡ ଉତାରୁ ରେକର୍ଡ କରିଚାଲିଛେ ଭାରତ । ଦେଶନେ କରୋନା ସଂଖ୍ୟା ଫିଦିନ୍ ଲାଖ୍ ଲାଖ୍ ସଂଖ୍ୟାନେ ବଢୁଛେ । ଇ ସଂଖ୍ୟାଟା ଆଗକେ ଆହୁରି ବଢବାର ନେଇକରି ଗୁଟେ ଆକଳନ କରିଛନ୍ ବୈଜ୍ଞାନିକମାନେ । ମେ ମାସ୍ ମଝି ଭିତରେ କରୋନା ସଂକ୍ରମଣକଁର ସଂଖ୍ୟା ୩୮ନୁ ୪୮ ଲାଖ୍ ଭିତରେ ପୁହିଁଞ୍ଚିବାର ଡର୍…

ହିମ୍‌ଗିରି ହେଇଛେ ସଟ୍‌ଡାଉନ୍

କରୋନା ବେମାର୍ ଇହାଦେ ପୁରା ଦେଶ୍‌କେ ହୁଲ୍‌ସ୍ତୁଲ୍ କରିଦେଲାନ । ଯେନ୍ ଆଡେ ଦେଖ ବଢି ଚାଲିଛେ କରୋନା ଫାସେ ପଡିଥିବାର୍ ଲୁକଙ୍କର୍ ସଂଖ୍ୟା । ସେ ବେମାର୍ କେ ଆଏତ୍ କର୍‌ବାର୍ ଲାଗି ରାଏତ୍‌ସରତା କର୍ଫ୍ୟୁ ଆର୍ ଶନିବାର୍‌-ରଏବାର୍ ସଟ୍‌ଡାଉନ୍‌ବି କରା ଯାଉଛେ । ବାକି ଫେର୍ ବି ନାଇଁ…

କରୋନା ଡଣ୍ଡ୍‌ପାର୍ଟି

ଇହାଦେ ସବୁନେ ସ୍ଥିତି ଖରାପ୍ ରହିଛେ । ଯାହିଁ ଦେଖ ଖାଲି କରୋନା କରୋନା ଆଉ କରୋନା କଥା । କରୋନାର ଦୁଇ ନମ୍ବର ଲହର ପହେଲା ଥର ଅପେକ୍ଷା ଅଏତକା ସଂକ୍ରମିତ୍ ହେଉଛେ । ଆଉ ଦେଶନେ ଫି ଦିନ୍ ଲାଖ୍ ଲାଖ୍ ସଂଖ୍ୟାନେ ସଂକ୍ରମଣ ବଢୁଛେ । ବାରମ୍ବାର ସରକାର ଲୋକମାନକୁଁ ସଚେତନ୍ ରହେବାର ଲାଗି ସତର୍କ…

ଅକ୍ସିଜେନ୍ ଥାଇକରି ବି କେନ୍ତା ଯାଉଛେ କରୋନା ରୋଗୀକଁର୍ ଜୀବନ୍

ରାଏଜ୍‌ନେ କରୋନା ର୍ ୨ନଂ ଲହର୍ ଥି ଇହାଦେ କେତ୍‌ନି ଟେ ଲୁକକଁର୍ ଜୀବନ୍ ଗଲାନ । ସେନ୍ତା ପଶ୍ଚିମଓଡିଶାର୍ ଡାକ୍ତର୍‌ଖାନା ମାନକୁଁ ବି କେନ ବେଡ୍ ର୍ ଅଭାବ୍ ଦେଖା ଯାଉଛେ ତ ଆର୍ କେନ ଅକ୍ସିଜେନ୍ ର ଅଭାବ୍ । ପଶ୍ଚିମଓଡିଶାର୍ ନୂଆପଡା ଜିଲ୍ଲାନୁ ଇହାଦେ ବହୁତ୍‌ଟେ କରୋନା ସଂକ୍ରମିତ୍…

ଇଟା କରୋନାର କେନ୍ତା ରୂପ୍ ..

ମରବାରକେ ସମକୁଁ ଡର, ନିଜର ଲୁକକୁଁ ଛାଡିକି ଯିବାର୍ ସମକୁଁ ଡର, ଆର୍ ନିଜର ଲୁକକୁଁ ହରାବାର ବି ସମକୁଁ ଡର । ଇହାଦେ ତକ୍ ମୃତ୍ୟୁ ଜୀବନ୍କେ ଡରଉଥିଲା, ହେଲା ଗଲା ୧୦୦ ବର୍ଷ ଭିତରେ ମୃତ୍ୟୁର ଏତକି ଭୟଙ୍କର ରୂପ ଦେଖବାରକେ ନାଇଁ ମିଲିଥାଇ । ସମକୁଁ ଡର ଇଟା ଲାଗୁଛେ ଏବେ ମରିଗଲେ କେନ୍ତା ହେବା…