Browsing Category

ଦିହିପାହା

ଖରା ଲାଗି ଗୁଲଗୁଲା

ଦେହେ ହାତ ଜଲିଯାଉଛେ । ମୁହୁଁ ସିଝିଯାଉଛେ । ଆଏଁଖ୍ କାନ୍ ଅନ୍ଧାର ହେଇଯାଉଛେ । ଦିନର ୧୦ ବାଜିଗଲେ ଅବସ୍ଥା ଏନ୍ତା ସାଂଘାତିକ୍ । ଘରୁ ଭଟାକେ ବାହାରିବାରଟା ମୁସ୍କିଲ ହେଇଯାଉଛେ । ଇ ଏପ୍ରିଲ ପହେଲାନୁ ଏତକି ତାତି ଯେ ଆଗକେ କାଣା ହେବା ସେଟା ଭାବଲେ ମୁଡ ଦୁଖେଇଯାଉଛେ । ଆକାଶୁ ଅଙ୍ଗରା ରୁକି…

ନିୟମ୍ ନାଇଁ ମାନଲେ ଲକଡାଉନ୍‌!

ଗଲା ବଛର କରୋନା ଲାଗି ଖାଲି ଦେଶ ନାଇଁସେ ପୂରା ବିଶ୍ୱ ଚିନ୍ତାନେ ରହିଥିଲା । ବେମାର ଧୀରେ ଧୀରେ ବଢବାରନେ ଲାଗିଥିଲା ଆରୁ ଇଥରେ ବହୁତ୍ ଲୋକ୍‌କଁର ଜୀବନ୍ ଭିଲ୍ ଯାଇଥିଲା । ଅଦୃଶ୍ୟ ବେମାରର କେନସି ଟିକା ସେତେବେଲେ ନାଇଁଥାଇ ଆରୁ ଇ ମହାମାରୀଟା ଚାପି ଚାପି ଚାଲିଥିଲା । କରୋନା ମୁକାବିଲା…

ହୋଲି ଲାଗି କଡା ନିୟମ୍ ଲା୍‌ଗୁ କର୍‌ଲେ ରାଜ୍ୟ ସରକାର୍

କରୋନା ସଂକ୍ରମଣ ବଢୁଥିବାର୍ ଦେଖିକରି ରାଜ୍ୟ ସରକାର୍‌କଁର୍ ବୈଷୟିକ୍ କମିଟି ଆଡୁ ହୋଲି ଖେଲ୍ ଉପ୍‌ରେ କଟକଣା ଲଗାବାର୍ ଲାଗି ରାଜ୍ୟ ସରକାର୍‌କୁଁ ଚିଠି ଦେଇଥିଲେ । ରଙ୍ଗ୍ ଖେଲ୍ ନେ କରୋନା ସଂକ୍ରମଣ ବଢବାର୍ ଡର୍ ରହିଥିବାର୍ ନୁ ହୋଲି ପରବ୍ ଉପ୍‌ରେ ରୋକ୍ ଲଗେଇଛନ୍ ରାଜ୍ୟ ସରକାର୍ । କରୋନା…

ସତର୍କ ରହ ସଚେତନ୍ ରହ

ଦେଶନେ କରୋନା ବେମାର ହେବାର ବଛରେ ପୂରି ସାରିଥିବାର ବେଲକେ ଫେର୍ ଦୁଇନମ୍ବର ଲହର ଆସିଛେ । ଦେଶର ଭିନ୍ ଭିନ୍ ରାଜ୍ୟ ମାନକେ ଇହାଦେ କରୋନା ପଜିଟିଭ୍‌କଁର ସଂଖ୍ୟା ବଢୁଥିବାର ଦେଖବାର ଲାଗି ମିଲିଛେ । କରୋନା ବେମାରକେ ଯେନ୍ତା ଆଉ ଅଏତକା ନାଇଁ ବଢବା ସେ ଦିଗନେ ଲୋକମାନକୁଁ ସଚେତନ କରବାର ଇହାଦେ…

ମୁଖ୍ୟମନ୍ତ୍ରୀକଁର୍ ସନ୍ଦେଶ୍

ରୋଗ୍କେ ନେଇ କମ୍ ହେଲାନ ବଲି ଉସାସ୍ ହେବାରଟା ଠିକ୍ ନାଇଁସେ । ବିପଦ୍ ଇହାଦେ ବି ନାଇଁ ଟଲି । ତ ବାହାରକେ ଗଲେ ମାସ୍କ ପିନ୍ଧବାର୍ ଜରୁରୀ । ବେକେ ଝୁଲେଇକରି ନାଇଁସେ, ବରଂ ମୁହେଁ ପିନ୍ଧବାର୍ କଥା ଯେନ୍ତା ଟୁଣଁ ଆର୍ ନାକ୍ ଢାପି ହେଉଥିବା । ଘରକେ ଫିରଲେ ସଫା ସୁତର ହେଇ ଧୁଇ ହେବାର୍ କଥା ।…

ନେଗେଟିଭ୍ ରିପୋର୍ଟ ଜରୁରୀ

ଦେଶର ଭିନ୍ ଭିନ୍ ରାଜ୍ୟନେ କରୋନା ଆକ୍ରାନ୍ତକଁର ସଂଖ୍ୟା ବଢବାରନେ ଲାଗିଛେ । ଯାର ଉତାରୁ ଇହାଦେ ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଡୁ ସତର୍କତା ବଢେଇଦିଆଯାଇଛେ । ସ୍ୱାସ୍ଥ୍ୟ ବିଭାଗ ଆଡୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଆରଏମଆରସି ନିର୍ଦ୍ଦେଶକ, ଆଇଏଲଏସ୍ ନିର୍ଦ୍ଦେଶକକୁଁ ନେଇକରି ଟିମ୍ ଗୁଟେ…

କରୋନା ହଟସ୍ପଟ୍ ହେଇଛେ ମହାରାଷ୍ଟ୍ର

କରୋନା ହଟସ୍ପଟ୍ ବନିଛେ ମହାରାଷ୍ଟ୍ର । ରାଜ୍ୟନେ ଧୀରେ ଧୀରେ ବଢବାରନେ ଲାଗିଛେ କରୋନା ରୋଗୀକଁର ସଂଖ୍ୟା । ପର୍ଭାନି ଜିଲ୍ଲାକେ ପୂରା ଲକ୍‌ଡାଉନ୍ ଘୋଷଣା କରାଯାଇଥିବାର ବେଲକେ ମାର୍ଚ୍ଚ ୧୫ ତାରିଖ ତକ୍ ମଝା ରାତିନୁ ସଖାଲର ୬ ବଜା ତକ୍ ପୂରା ଅଂଚଲକେ ସଟ୍‌ଡାଉନ୍ କରାଯିବା । ଇତାର ଆଘୋନୁ…

ବଢୁଛେ ଖରା: ଲୁକେ ଡହଲ୍ ବିକଲ୍‌

ମାର୍ଚ ମାସର୍ ପହେଲା ହପ୍ତା ଚାଲିଛେ ବାକି ଖରାକେ ଦେଖିକରି ଲାଗୁଛେ ସତେ ଯେନ୍ତା କି ଇ ଟା ପୁରା ଖରା ମାସର୍ ମଝା ମଝି ସମିଆ । ପଶ୍ଚିମ୍ ଓଡିଶର୍ ସବୁ ସହର୍ ଖରାନେ ସିଝୁଛନ୍ । ଲାଗୁଛେ ସେନେ ସାଧା ଚାଉଲ୍‌ନୁବି ଲିଆ ଫୁଟ୍‌ବା । ଲୋକ୍ ମାନ୍‌କର ଅବସ୍ଥାତ କହେଲେ ନାଇଁ ସରେ । ବାକି ଇକଥା…

ଭିସୁଟ୍‌ନେ ବଢୁଛେ ପଜିଟିଭ୍‌କଁର ସଂଖ୍ୟା

ଦେଶ୍‌କେ ଫେର୍ ଫିରିଛେ କରୋନା । ଗଲା କିଛି ମାସ୍ ହେଲା କରୋନା ସ୍ଥିତି ନିୟନ୍ତ୍ରିତ ରହିଥିଲା, ହେଲେ ଇହାଦେ ଇ ସଂଖ୍ୟା ଫେର୍ ବଢବାରନେ ଲାଗିଛେ । ଯେନଟା ସବୁ ରାଜ୍ୟ ସରକାରକଁର ଚିନ୍ତା ବଢେଇଛେ । ଓଡ଼ିଶାନେ ଭିଲ୍ କିଛିଟା ଜିଲ୍ଲାନେ କରୋନା ପଜିଟିଭ୍ ଦେଖବାର ଲାଗି ମିଲିଛେ । ଇହାଦେ…

ମାର୍ଚ୍ଚ ୧ନୁ ଦୁଇ ନମ୍ବର ଖେପ୍ ଟିକାକରଣ

ମାର୍ଚ୍ଚ ୧ ତାରିଖନୁ ଦୁଇ ନମ୍ବର ଖେପ୍ କରୋନା ଟିକା ଆରମ୍ଭ ହେବା । ଇଥର ବୟଷ୍କ ଲୋକ ମାନକୁଁ କରୋନା ଟିକା ଦିଆଯିବା । ୪୫ ବରଷ୍‌ନୁ ଅଏତକା ବରସର ବ୍ୟକ୍ତି ଆରୁ ଭିନ୍ ଭିନ୍ ରୋଗନେ ପଡିଥିବାର ରୋଗୀକୁଁ ଟିକା ଦିଆଯିବା । ୩ଟା ଖେପ୍ ହେଇକରି ଇମାନକଁର କରୋନା ଟିକାକରଣ କରାଯିବା । ଭୁବନେଶ୍ୱରନେ…