Browsing Category

ଦିହିପାହା

ଦେଶ ବାହାରୁ ଆସୁଥିବାର୍ ଯାତ୍ରୀ ମାନେ ଦେଖାବେ ନେଗେଟିଭ୍ ରିପୋର୍ଟ

ଦେଶେ କରୋନା ସଂକ୍ରମଣ ଆର୍ ଥରେ ବଢବାର୍ କେ ଲାଗୁଛେ । ସେଥିର୍ ଲାଗି ଏୟାର୍ ଇଣ୍ଡିଆ ଆଡୁ କେତେଟା ଗାଇଡଲାଇନ୍ ଜାରି କରାଯାଇଛେ । ଦେଶ ବାହାରୁ ଆସୁଥିବାର୍ ଯାତ୍ରୀ ମାନେ ଯାତ୍ରା କର୍‌ବାର୍ ଆଗରୁ ନିଜର୍ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାବେ । ଆର୍ ସେଥିର୍ ଲାଗି ଭାରତ୍ କେ ଆସୁଥିବାର୍…

ଫେର୍ ପଶଲା କୋଭିଡ ଡର୍‌

ରାଏଜେ କୋଭିଡ ସ୍ଥିତି ଟିକେ ସୁଧରିବାର୍ ଉତାରୁ ନିୟମକେ ଟିକେ କୋହଲ କରି ଲୁକକଁର୍ ଜୀବନ୍ ଜୀବକା, ବଜାର, ହାଟ ଆର୍ ସ୍କୁଲ, କଲେଜ ସବୁ ସରକାର ଖୁଲିଦେଇଥିଲେ । ହେଲେ ଇହାଦେ ଫେର ଥରେ ଫିରିଛେ କରୋନାର ଡର । ଆର୍ ଇହାଦେ କରୋନା ସଂକ୍ରମଣ ଫେର ଥରେ ଚାପଲେ ସ୍ଥିତି ବିଗଡିପାରେ । ହେଥିରଲାଗି…

ଶିକ୍ଷାନୁଷ୍ଠାନ୍ ମାନକୁଁ କଡା କଡି ହେବା କରୋନା ନିୟମ୍

ଦେଶ୍‌ନେ ଇହାଦେ ଫିର୍‌ଘାଏ କରୋନା ସଂକ୍ରମଣ ବଢୁଥିବାର୍ ନେଇକରି ଭିନ୍ ଭିନ୍ ରାଏଜ୍‌ନେ ଲକ୍‌ଡାଉନ୍ ହେବା ବଲି ସୂଚନା ମିଲିଛେ । ସେନ୍ତା ଓଡିଶାନେ ବି କରୋନା ନିୟମ୍ ସବୁ କଡା କଡି ହିସାବେ ପାଲନ୍ କର୍‌ବାର୍ ଲାଗି ସରକାର୍ ନିର୍ଦ୍ଦେଶ୍ ଦେଇଛନ୍ । କରୋନ ସଂକ୍ରମଣ ବଢୁଥିବାର୍ ନେଇକରି…

ଅଧିକା ଫଲପ୍ରଦ୍ ହେଉଛେ ୩ମାସ୍ ବେବ୍‌ଧାନ୍‌ନେ ଦିଆ ଯାଉଥିବାର୍ କରୋନା ଟିକା

କରୋନା ର୍ ଟିକା ଦାନ୍ ଇହାଦେ ଚାଲିଥିବାର୍ ବେଲ୍‌କେ । ଛଅ ହପ୍ତାର୍ ବେବଧାନ୍‌ନେ ଟିକା ଦିଆଯାଉଛେ ହେଲେ ଛଅ ହପ୍ତା ର୍ ଗେପ୍ ନୁ ଦିଆଯାଉଥିବାର୍ ଟିକା ନୁ ୩ ମାସ୍ ଗେପ୍ ନେ ଅକ୍ସଫୋର୍ଡ ର୍ କୋଭିଡ-୧୯ ଟିକା ଦିଆଗଲେ ବେଶି ଲାଭ୍ ଦାନ୍ ହେବା ବଲିକରି ଗୁଟେ ପରୀକ୍ଷା ନୁ ଜନା ପଡିଛେ । ଦୁଇଟା…

ବଜାରକେ ଆଏବା ପତଞ୍ଜଳିର କରୋନିଲ୍‌

ବାବା ରାମଦେବକଁର କରୋନା ଉଷୋକେ ବଜାରକେ ଆଏବାର ଲାଗି ମିଲଲା ଗ୍ରୀନ୍ ସିଗନାଲ୍ । ପତଞ୍ଜଳି ଆଡୁ ପ୍ରସ୍ତୁତ କରାଯାଇଥିବାର ମେଡିସିନ୍ କରୋନିଲ୍‌କେ ଆୟୁଷ ମନ୍ତ୍ରଳାୟ ଆଡୁ ବଜାରକେ ଛାଡବାର ଲାଗି ସ୍ୱିକୃତି ମିଲିଛେ । ଇ ଉଷୋ ସିଓପିପି, ଡବ୍ଲୁଏଚଓ, ଜିଏମପି ସିର୍ଟିଫିକେଟ୍ ପାଇଛେ । ବିଶେଷଜ୍ଞ…

ଦେଶ୍‌ନେ ଆହୁରି ୧୩,୧୯୩ଟା ନୂଆ କରୋନା ପଜିଟିଭ୍ ଚିହ୍ନଟ୍

ଦେଶେ ଫେର୍ ଘାଏ ବଢବାର୍ କେ ଲାଗିଛେ କରୋନା ସଂକ୍ରମଣ । ଗଲା କାଲି ଗୁଟେ ଦିନେ ୧୩,୧୯୩ ଜଣକଁର୍ କରୋନା ପଜିଟିଭ୍ ବାହାରିଛେ । ଇହାଦେ ଦେଶେ ମୋଟ୍ କରୋନା ସଂକ୍ରମଣ ୧,୦୯,୬୩,୩୯୪ କେ ବଢିଛେ । ଚିକିତ୍ସାଧୀନ୍ ଅବସ୍ଥା ନେ ୯୭ ଜଣ ମରିଥିବାର୍ ବେଲ୍‌କେ ମୃତ୍ୟୁ ସଂଖ୍ୟା ୧,୫୬,୧୧୧ କେ ପହଂଚିଛେ ।…

ମହାରାଷ୍ଟ୍ରନେ ଫିର୍‌ଘାଏ ଲକ୍‌ଡାଉନ୍ କଥାକେ ନେଇକରି ଲୁକକୁଁ ସତର୍କ କରାଲେ ଉଦ୍ଧବ୍ ଠାକ୍‌ରେ

କୋଭିଡ ସଂକ୍ରମଣ୍ ଫିର୍‌ଥରେ ବଢୁଥିବାର୍ ନେଇକରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ୍ ଠାକ୍‌ରେ ଆଉ ଥରେ ଲକ୍ ଡାଉନ୍ କରାଯିବା ବଲିକରି ଲୋକମାନକୁଁ ସତର୍କ କରେଇଛନ୍ । କୋଭିଡ ନିୟମ୍ କେ ନାଈ ମାନୁଥିବାର୍ ଲୁକକଁର୍ ଉପରେ କାର୍ଯ୍ୟନୁଷ୍ଠାନ୍ ନିଆଯିବା ବଲିକରି ସେ କହିଛନ୍ । ଲୋକମାନେ ନିୟମ୍ କେ…

ଆଜିନୁ କରୋନା ଟିକାର ଦୁଇ ନମ୍ବର ଡୋଜ୍‌

ଦେଶନେ କରୋନା ଟିକାକରଣ ପକ୍ରିୟା ଚାଲିଛେ । ପହେଲା ଖେପ୍ ଟିକାକରଣ ଅଭିଯାନନେ ପହେଲା ଡୋଜ୍ ନେଇଥିବାର ଲୋକକୁଁ ଦୁଇ ନମ୍ବର ଡୋଜ୍ ଦିଆଯିବା । ଆଜିନୁ ଦୁଇ ନମ୍ବର ଡୋଜ୍ ଆରମ୍ଭ କରାଯାଇଛେ ଭାରତନେ । ଇଥିର ଲାଗି ପଞ୍ଜିକୃତ୍ ହେଇଥିବାର ବ୍ୟକ୍ତିକଁର ପାଶକେ ମେସେଜ୍ ସାଙ୍ଗେ କଲ୍ କରାଯାଉଛେ ।…

ଟିକା ନେଲେ ପଶ୍ଚିମଓଡିଶାର୍ କରୋନା ଯୋଦ୍ଧା

କରୋନା ଟିକାଦାନ୍ ପ୍ରକ୍ରିୟା ନେ ପହେଲା ପର୍ଯ୍ୟାୟ ନେ ସବୁ ସ୍ୱାସ୍ଥ୍ୟକର୍ମୀ ଆର୍ ସଫେଇ କର୍ମଚାରୀ ମାନକୁଁ ଟିକା ଦିଆଯାଇଥିଲା । ତାର୍ ଉତାରୁ ଇହାଦେ ସବୁ କରୋନା ଯୋଦ୍ଧା ମାନକୁଁ ଟିକା ଦିଆଯାଉଛେ । ଆମର୍ ପଶ୍ଚିମଓଡିଶାର୍ ବି ବହୁତ୍‌ଟେ କରୋନା ଯୋଦ୍ଧା କାଲି ଟିକା ନେଇଛନ୍ । ସେ ଭିତ୍‌ରେ…

ବହୁତ୍ ଜଲ୍‌ଦି ଛୁଆକଁର୍‌ନେ ‘କୋଭେକ୍ସିନ୍‌’ ପରୀକ୍ଷା

କୋରୋନା ଟିକା ‘କୋଭେକ୍ସିନ' ଛୁଆ ମାନକଁର୍ ଲାଗି ତିଆରି କରିଥିବାର୍ ଟିକା କେ ଫେବ୍ରୁଆରି ଶେଷ୍ କି ମାର୍ଚ୍ଚ ପହେଲା ନେ ଛୁଆକଁର୍ ଦେହେ ଟିକା କେ ପରୀକ୍ଷା କରାଯିବା । ଇ ପରୀକ୍ଷା ନାଗପୁର୍ ନେ କରାଯିବା । ୨ ନୁ ୮ ବରଷ୍ ର ଛୁଆ ମାନକଁର୍ ଦେହେ ଥି ଇ ଟିକା ର୍ ପରୀକ୍ଷା ଲାଗି ସହର୍ ନେ ଶିଶୁ…