Browsing Category
ମୁଖିଆ ଖବର
ଭଲ୍ କାମ୍ ଦେଉଛେ ମଡର୍ଣ୍ଣାର୍ କୋଭିଡ ଟିକା
ଆମେରିକାର ମେଡିସିନ କମ୍ପାନି ମଡର୍ଣ୍ଣା କରୋନା ଲାଗି ତିଆରି କରିଥିବାର୍ ଭେକ୍ସିନ୍ କରୋନା ଭୁତାନୁକେ ୯୦.୪% ନଷ୍ଟ୍ କରବାର୍ଥି ସହାୟକ ହେଇଛେ ବୋଲି ଗୁଟେ ପରୀକ୍ଷାନୁ ଜନା ଯାଇଛେ । ଇତାର ଆଗରୁ ଆମେରିକାରର୍ ଆର୍ ଗୁଟେ କମ୍ପାନି ଫାଇଜର ଭିଲ ତାର ଟିକା ୯୦% କରୋନାକେ ପ୍ରଭାବିତ୍…
ଛଟ୍ ପୂଜା ଲାଗି ଲାଗୁ ହେଲା ନିୟମ
ଆଗକେ ଆସୁଛେ ଛଟ୍ ପୂଜା । କରୋନା ବଢବାର ଡର ଦେଖିକରି ରାଜ୍ୟ ସରକାର ଛଟ୍ ପୂଜା ଉପରେ କିଛିଟା ନିୟମ ଲାଗୁ କରିଛନ୍ । ଇ ନିୟମ ହିସାବେ ଆଏବାର ୨୦ ଆରୁ ୨୧ ତାରିଖନେ ନଦୀ ଘାଟ୍ ମାନକେ ପୂଜା କରବାର ଆରୁ ଗାଧବାରକେ ମନା କରାଯାଇଛେ । ଇ ନେଇକରି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରକଁର ଆଡୁ ଗୁଟେ…
ଠିକ୍ ହିସାବେ ଚାଲିଛେ ଧାନ୍ ଘିନା
ରାଜ୍ୟନେ ଭିନ୍ ଭିନ୍ ଜାଗାନେ ଚାଷୀକଁର ଠାନୁ ଧାନ୍ ଘିନା ମୁଲ ହେଇଥିବାର ନେଇକରି ପ୍ରତିକ୍ରିୟା ରଖିଛନ୍ ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଇହାଦେ ତକ୍ ଧାନ୍ ଘିନାନେ କେନସି ଅସବିଧା ନାଇଁ ହେଇଥିବାର କହିଛନ୍ ମନ୍ତ୍ରୀ । ଯେନମାନେ ଧାନ୍ ବିକବାର ଲାଗି ପୂରା ପ୍ରସ୍ତୁତ…
ହରିଶଙ୍କରକେ ଚାଲବା ପର୍ଯ୍ୟଟନ୍ ବସ୍
ରାଜ୍ୟ ସରକାର ପର୍ଯ୍ୟଟନ୍ କ୍ଷେତ୍ରର ବିକାଶ ଲାଗି କାମ୍ ମୁଲ କରିଛନ୍ । ସୋନପୁର କୋଟସମଲାଇନେ ଥିବାର ପାତାଳି ଶ୍ରୀକ୍ଷେତ୍ର ଉତାରୁ ଇହାଦେ ହରିଶଙ୍କରର ପୀଠ୍ର ଭିତ୍ତିଭୂମିର ବିକାଶ ଲାଗି କାମ ମୁଲ ହେଇଛେ । ଇଥିର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଟେ କୋଟି ଟଙ୍କା ମଂଜୁର କରିଛନ୍ ।…
ଜିଏମ୍ୟୁନେ ହେବା ବୟସ୍କ ଲୁକକଁର ଉପରେ ଗବେଷଣା
ବୁଢା ଲୁକକଁର ଦିହିପାହା, ଶିକ୍ଷା, ସାମାଜିକ୍ ସ୍ଥିତି ଉପରେ ଗବେଷଣା କରବାର ଲାଗି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକେ ମିଲିଛେ ଅନୁମତି । ବୃଦ୍ଧାବସ୍ଥାକେ ନେଇକରି ରାଜ୍ୟର ପହେଲା ଗବେଷଣା କେନ୍ଦ୍ର ହିସାବେ ଜିଏୟୁକେ ରାଜ୍ୟ ସରକାର ଦେଇଛନ୍ ମଞ୍ଜୁରୀ । ଗଲା ଶନିବାର ଦିନ ବନାରସ…
୨୦ତାରିଖନୁ ଶୀତ ଅଧିବେଶନ୍
ଆଏବାର ୨୦ ତାରିଖନୁ ମୁଲ ହେବାକେ ଯାଉଛେ ବିଧାନସଭାର ଶୀତ ଅଧିବେଶନ୍ । ଗୃହକାର୍ଯ୍ୟ ଯେନ୍ତା ଠିକ୍ ହିସାବେ ହେବା ଆରୁ ଦୁଶରା ଆଲୋଚନା ଲାଗି ସର୍ବଦଳୀୟ ବୈଠକ ଡାକିଛନ୍ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଇ ନେଇକରି ଆଏବାର ୧୮ ତାରିଖନେ ସର୍ବ ଦଳୀୟ ବୈଠକ ଡାକିଛନ୍ ବାଚସ୍ପତି । ଇହାଦେ ଭିଲ୍…
ଆଏଜ୍ ଶପଥ୍ ନେବେ ନୀତୀଶ କୁମାର୍
ପାଟନା : ବିହାର୍ର ମୁଖ୍ୟମନ୍ତ୍ରୀ ହିସାବେ ଆଏଜ୍ ୪.୩୦ ବଜେ ରାଜଭନବନ୍ ଠାନେ ଶପଥ୍ ପାଠ୍ କରବେ ନୀତୀଶ୍ କୁମାର୍ । ୭ନଂ ଥର୍ ବିହାର ମୁଖ୍ୟମନ୍ତ୍ରୀ ହେଇଛନ ନୀତୀଶ କୁମାର୍ । ତାକଁର୍ ସାଙ୍ଗେ ୧୬ ଜନ୍ ସଦସ୍ୟ ଭିଲ୍ ଆଏଜ୍ ଶପଥ୍ ନେବେ । ଭିଆଇପି ଆର୍ ହାମ୍ ଦଲ୍ନୁ ଭିଲ୍ ଜନେ…
କେନ୍ଦ୍ରର୍ ନୁଆ କରୋନା ପ୍ୟାକେଜ୍
ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ୍ କରୋନା ଲାଗି ନୁକସାନ୍ ଥି ଚାଲିଥିବାର ଦେଶ୍ର ଅର୍ଥନୀତିକେ ସୁଧ୍ରାବାର ଲାଗି ଗୁରୁବାର ଦିନ ଗୁଟେ ବଡଭାରି ପ୍ୟାକେଜ୍ ଘୋଷନା କରିଛନ୍ । ସେଟାକେ ଆତ୍ମନିର୍ଭରଶୀଲ୍ ଭାରତ୍ ୩.୦ ଯୋଜନା ବୋଲିକରି ନା ଦିଆଯାଇଛେ । ୨,୬୫,୦୮୦କୋଟିର ଟଁକାର ଇ ଯୋଜ୍ନାନେ…
ଜିଏମ୍ୟୁର ‘ଦିଲୱାଲୋ କି ଦିୱାଲି’
ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଏନ୍ଏସ୍ଏସ୍ ଆଡୁ ଦିଆଲୀ କାର୍ଯ୍ୟକ୍ରମ ପାଲିତ୍ ହେଇଯାଇଛେ । ସମ୍ବଲପୁର ଯୁଯୁମୁରାନେ ଗଲା ତିନ୍ ବରଷ୍ ହେଲା ଦିଆଲୀ ପାଲନ କରାଯାଇ ଆସୁଛେ । ଇ ବରଷ ଭିଲ୍ ଦିଲ୍ ୱାଲୋ କି ଦିୱାଲୀ କାର୍ଯ୍ୟକ୍ରମ୍ କରାଯାଇକରି ଦୀଆଲି ପାଲନ କରାଯାଇଛେ । କରୋନା ବେମାରୀ ବଢବାର…
ଆଏଜ୍ ମୂଲ୍ ହେଇଥିଲା ‘ସଚିନ୍ ଯୁଗ୍’
ଆଏଜ୍ତକର୍ ଦୁନିଆଁଥି ଏନ୍ତା ବହୁତ୍ କମ୍ ଲୋକ୍ ବାହାରିଛନ୍ ଯେନ୍ମାନେ କି ନିଜର୍ କାମ୍କେ ଏତକି ଉଚ୍ଚା କେ ନେଇ ପାରସନ୍... ନିଜେ କରୁଥିବାର୍ କାମ୍ କେ ଏତକି ଭଲ୍ ହିସାବେ କରସନ୍ ଯେ ସେମାନଁର୍ ନାଁ ନେ ଯୁଗ୍ ଟେ ଯୁଡି ହେଇଯାଏସି । ସେନ୍ତା ଗୁଟେ ନାଁ ଟେ ହଉଛେ ‘ସଚିନ୍ ତେନ୍ଦୁଲକର୍’:…