Browsing Category
ମୁଖିଆ ଖବର
ଆଇପିଏଲ୍୨୦୨୦:- ‘ମୁମ୍ବାଇ ଇ୍ଣ୍ଡିଆନସ୍ ଚମ୍ପିୟାନ୍’
ଇ ବଛର ଆଇପିଏଲ୍ ମେଚ୍ର ଫାଇନାଲ୍ ମୁକାବିଲା ସରିଯାଇଛେ । ଦୁବାଇନେ ଚାଲିଥିବାର ଆଇପିଏଲ୍୨୦୨୦ ଲିଗ୍ର ମଙ୍ଗଲବାର ଖେଲାଯାଇଥିବାର ଫାଇନାଲ୍ ମେଚ୍ନେ ଦିଲ୍ଲୀକେ ହରେଇକରି ମୁମ୍ବାଇ ବିଜୟର ମୁକୁଟ୍ ପିନ୍ଧିଛେ । ଦିଲ୍ଲୀ କ୍ୟାପିଟାଲ୍ସ୍କେ ୫ ୱିକେଟ୍ନେ ହରେଇକରି ମୁମ୍ବାଇ ୫ନଂଥର୍…
ବାଲେଶ୍ୱର ଆର୍ ତିର୍ତୋଲ ଉପ-ନିର୍ବାଚନ୍, ଆଘେ ରହିଛେ ବିଜେଡି
ଓଡିଶାର୍ ଦୁଇଟା ବିଧାନସଭା ସିଟ୍ ବାଲେଶ୍ୱର ଆର୍ ତିର୍ତୋଲନେ ହେଇଥିବାର୍ ଉପ-ନିର୍ବାଚନର୍ ଆଏଜ୍କା ଭୋଟ୍ଗନତି ଚାଲିଛେ । ଇହାଦେତକର୍ ହେଇଥିବାର୍ ଗନତି ହିସାବେ ଦୁହି ସିଟ୍ନେ ବିଜୁ ଜନତା ଦଲ୍ ଆଘେ ରହିଛେ । ଭାରତୀୟ ଜନତା ପାର୍ଟି ଆର୍ କଂଗ୍ରେସ ଇହାଦେବି ଦୁଇ ଆର୍ ତିନ୍ ନମ୍ବର୍ନେ…
ବିହାର୍ନେ ଚାଲିଛେ ଭୋଟ୍ ଗନତି
ଆଏଜ୍କା ବିହାର୍ନେ ଚାଲିଛେ ଭୋଟଗନତି । ସେନର୍ ବିଧାନସଭାର୍ ୨୪୩ଟା ସିଟ୍ ଲାଗି ହେଇସାରିଥିବାର୍ ଭୋଟ୍ନେ କିଏ ଜିତବା ଆର୍ ସେନେ ଆଏବାର୍ ସମିଆଥି କିଏ ସରକାର ବନାବାଯେ ସେଟା ଆର୍ କେତେ ସମିଆ ପରେ ଜନା ପଡିଯିବା । ଇହାଦେ ସେନ ଭୋଟ୍ ଗନତି ଚାଲିଛେ ଆର୍ ଖବର୍ ମିଲବାର୍ତକ୍ ଏନ୍ଡିଏ ୧୨୪ଟା…
ଆଏଜ ଆଇପିଏଲ୍ ୨୦୨୦ ଫାଇନାଲ
ଆଇପିଏଲ୍ ୨୦୨୦ର ଆଏଜ୍ ହେବା ଫାଇନାଲ । ଦିଲ୍ଲୀ କ୍ୟାପିଟାଲସ୍ ଆର୍ ମୁମ୍ବାଇ ଇଣ୍ଡିଆନସ୍ ଭିତରେ ଆଏଜ୍ ଦେଖବାରକେ ମିଲବା ଜୋରଦାର୍ ମୁକାବିଲା । ୪ଥର୍ର ଚମ୍ପିୟାନ୍ ମୁମ୍ବାଇ ଆଏଜ୍ ୫ନଂ ଥର ଟାଇଟଲ୍ ଜିତବାର୍ ଆସ୍ ରଖିଛେ । ସେଆଡେ ଦିଲ୍ଲୀ ତାର ଜୁଆନ୍ ଖିଲାଡୀ ମାନକୁଁ ନେଇକରି…
ଅନଲାଇନ୍ନେ ବିକ୍ରି ହେଉଛେ ଡିଜାଇନର୍ ସମ୍ବଲପୁରୀ ଡ୍ରେସ୍
ସମ୍ବଲପୁରୀର୍ କ୍ରେଜ୍ ଇହାଦେ ସବୁଆଡେ ଦେଖ୍ବାରକେ ମିଲୁଛେ ସବୁ ବଡ୍ ବଡ୍ ଲୋକ୍ନୁ ଧରିକରି ସେଲବ୍ରେଟି ମାନେ ଭିଲ୍ ସମ୍ବଲପୁରୀ କପଡାକେ ପସନ୍ଦ୍ କରୁଛନ । ସମ୍ବଲପୁରୀର୍ ବଢୁଥିବାର ଇ ପ୍ରକାରର ଲୋକପ୍ରିୟତା ଦେଖିକରି ଆମର୍ ସମ୍ବଲପୁରର୍ ଡିଜାଇନର୍ ପ୍ରମୋଦ୍ ମହାପାତ୍ରଙ୍କର୍…
କରୋନାଥି ଗଲା ଆଉ ୧୩ଟା ଜୀବନ୍
କରୋନା ସଂକ୍ରମନ ରାଏଜ୍ନେ ଇଆଡେ କମୁଥିବାର ବେଲ୍କେ ମରବାର୍ ସଂଖ୍ୟା ବଢୁଛେ । ଗଲା ୨୪ ଘଣ୍ଟାଥି ୧୩ ଜନ କୋରୋନା ରୋଗୀର ଜୀବନ ଯାଇଛେ ଆର୍ ଇତାକେ ମିଶେଇକରି ରାଏଜ୍ନେ ମୋଟ୍ କେରୋନା ମର୍ବାର ସଂଖ୍ୟା ୧୪୫୪ ହେଇଛେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ୍ ଆଡୁ ସୁଚନା ମିଲିଛେ ।…
ଓଡିଶାର ଝି ହେଲେ ପହେଲା ମହିଲା ସିଡିଏସ୍ ଟପ୍ପର୍
ସଂଯୁକ୍ତ ପ୍ରତିରକ୍ଷା ସେବା (ସିଡିଏସ) ପରିକ୍ଷାନେ ଟପ୍ପ୍ର ହେଇଛନ୍ ଆଦିତି ପରିଡା । ସେ ଓଡିଶାର୍ ପହେଲା ମହିଲା ଯିଏକି ସିଡିଏସ୍ ପରୀକ୍ଷାନେ ସାରା ଭାରତ୍ନେ ଟପ୍ କରିଛନ୍ । ତାଙ୍କର୍ ଘର୍ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ର ନାଧରାନେ । ତାଙ୍କର ବାପା ଭାରତୀୟ ସେନା ବାହିନୀର୍…
ଫାଇନାଲନେ ଦିଲ୍ଲୀ କ୍ୟାପିଟାଲସ୍
ଆଇପିଏଲ୍ ୨୦୨୦ ଲିଗ୍ ର ରବିବାର ଖେଲାଯାଇଥିବାର ମେଚ୍ନେ ସନରାଇଜର୍ସ ହାଇଦ୍ରାବାଦ୍କେ ହରେଇକରି ଦିଲ୍ଲୀ କ୍ୟାପିଟାଲସ୍ ଫାଇନାଲ୍କେ ପହଁଚିଛେ । ଆଗରୁ ଭିଲ୍ ଆଇପିଏଲ୍ ର ସବୁ ଫାଇନାଲ୍ ମୁକାବିଲାକେ ପହଁଚୁ ପହଁଚୁ ଦିଲ୍ଲୀ ରହିଯାଇଥିସି ହେଲେ ଇ ବଛର ଦିଲ୍ଲୀ ତାର ଫାଇନାଲର ଟିକେଟ୍କେ…
କମଲା ହାରିସ୍ କିଏ ?
ଆମେରିକାର ପହେଲା ମହିଲା ଉପରାଷ୍ଟ୍ରପତି ହିସାବେ ନିର୍ବାଚିତ୍ ହେଇଛନ୍ କମଲା ହାରିସ୍ । ଆମେରିକାର ଗଲା ୨ ଶତାଦ୍ଦିର ଇତିହାସରେ ଯେନଟା ପୁରା ନୂଆ । ଆମେରିକା ନିର୍ବାଚନ୍, ଯେନ୍ ନିର୍ବାଚନ୍ ଉପରେ ପୁରା ଦୁନିଆର ନଜର ରହିଥିଲା । ସେ ନିର୍ବାଚନ୍ନେ ରାଷ୍ଟ୍ରପତି ହିସାବେ ଜୋ ବାଇଡେନ…
ବନ୍ଦ୍ ହେବା ସମ୍ବଲପୁର୍ର କୋଭିଡ୍ ହସ୍ପିଟାଲ୍
ସମ୍ବଲପୁରନେ କୋଭିଡ୍ ସଂକ୍ରମନ୍ ରୋଗୀ ମାନ୍ଙ୍କର୍ ସଂଖ୍ୟା ଧିରେ ଧିରେ କମବାର୍କେ ଲାଗିଥିବାର ବେଲେ ହସ୍ପିଟାଲନେ ଇହାଦେ ୨୪ ଜନ୍ କୋରୋନା ରୋଗୀଙ୍କର ଚିକିତ୍ସା ସରବାର ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଛେ । ସେଥିରଲାଗି ୫ଦିନ୍ ହେଲା ନୁଆ କୋଭିଡ୍ ରୋଗୀ ଭିଲ୍ ଭର୍ତି ନାଇ ହେବାର ।…