Browsing Category

ମୁଖିଆ ଖବର

ଆଏଜ୍‌ ଦିଲ୍ଲୀ କ୍ୟାପିଟାଲସ୍‌ ଆର୍‌ ସନରାଇଜର୍ସ ହାଇଦ୍ରାବାଦ୍‌ ଭିତରେ ହେବା କଡା ଟକ୍କର୍‌

ଆଇପିଏଲ ୨୦୨୦ନେ ଆଏଜ୍‌ ସେକେଣ୍ଡ କ୍ୱାଲିଫାୟର୍‌ ମେଚ୍‌ ଖେଲବେ ‌ ଦିଲ୍ଲୀ କ୍ୟାପିଟାଲସ୍‌ ଆର୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ । ଫାଇନାଲକେ ଯିବାର ଲାଗି ଆଜି ମିଲବା ଲାଷ୍ଟ୍‌ ଚାନସ୍‌ ହେଥିର୍‌ ଲାଗି ଦୁହି ଟିମ୍‌ ଭିତରେ କଡା ଟକ୍କର୍‌ ସାଙ୍ଗେ ଗୁଟେ ଜୋର୍‌ଦାର୍‌ ମେଚ୍‌ ହେବା ବୋଲି ସଭେ…

ଫେର୍ ମାଡ଼ି ଆସୁଛେ କରୋନା!

ଓଡିଶାନେ ଇହାଦେ କରୋନା ସଂକ୍ରମଣ୍‌ର୍ ହାର୍ ଟିକେବାଗିର୍ କମିଥିବାର୍ ଦେଖାଯାଇଛେ । ଗଲାମାସର୍ ହିସାବେ ଦେଖଲେ ଇ ମାସେ କୋରୋନାଥି କମ୍ ଲୋକ୍‌ବି ମରିଛନ୍ । ହେଥିର୍‌ଲାଗି ଲୁକେବି କରୋନାର୍ ନିୟମ୍ ସବୁକେ ନେଇକରି ଟିକେ ହେଲୁଆ ହେଇ ବସୁଥିବାର୍ ଦେଖ୍‌ବାର୍‌କେ ମିଲିଛେ । ଅଧା ଲୋକ୍‌ତ କରୋନା…

ସୋନପୁରେ୍‌ ବଢ୍‌ବା ଶୀତ୍‌ର ଜାଡ୍‌

ଓଡିଶାନେ ଶୀତର୍‌ ଲହରି ମାଡିଆସୁଛେ ଗଲା ୨୪ ଘଣ୍ଟା ଭିତରେ ସୋନପୁର ଜିଲ୍ଲାନେ ସବୁନୁ କମ୍‌ ତାପମାତ୍ରା ୧୧.୮ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛେ ତ ହେଥିର ଲାଗି ଆଏବାର ଦିନା ଚାରେ ସୋନପୁରନେ କନ୍‌ କନା ଶୀତ୍‌ ହେବା ବୋଲି କୁହାଯାଉଛେ । ସୋନପୁର ଉତାରୁ ଅନୁଗୁଳନେ ୧୨.୬ଡିଗ୍ରୀ ସେଲସିୟସ୍‌…

ହୀରାକୁଦନେ ହେବା ‘ଇକୋ ରିଟ୍ରିଟ୍‌’

ଇ ବଛର ପହେଲା ଥର ଲାଗି ସମ୍ବଲପୁରର ଜମାଦାରପାଲି ଏୟାର୍‌ଷ୍ଟ୍ରିପ୍‌ ପାସେଥିବାର ବଲବସପୁରର ହୀରାକୁଦ ଡେମ୍‌ ପାସେ ‘ଇକୋ ରିଟ୍ରିଟ' କରାଯିବା । ରାଜ୍ୟ ପର୍ଯ୍ୟଟନ୍‌ ବିଭାଗ ଆଡୁ ଗଲା ବଛର କୋଣାର୍କ ମେରିନ୍‌ ଡ୍ରାଇଭ୍‌ନେ ଇକୋ ରିଟ୍ରିଟ୍‌କେ ବହୁତ୍‌ ପ୍ରସଂଶା ମିଲିଥିବାର ବେଲେ ଇ ବଛର ହୀରାକୁଦ…

ଆମେରିକାର୍‌ ନୁଆ ରାଷ୍ଟ୍ରପତି ‘ଜୋ ବାଇଡେନ୍‌ ‘

ରିପବ୍ଲିକାନ୍‌ ପାର୍ଥି ଡୋନାଲ୍ଡ ଟ୍ରମ୍ପ୍‌କୁଁ ହରେଇକରି ଜୋ ବାଇଡେନ୍‌ ନୁଆ ରାଷ୍ଟ୍ରପତି ହେବେ ବୋଲି ଘୋଷନା କରାଯାଇଛେ । ପେନସାଲଭାନିଆନେ ବାଇଡେନ୍‌ ଜିତବାର୍‌ ଉତାରୁ ସେ ନିଜର ଜିତ୍‌ ଘୋଷନା କରିଛନ୍‌ । ତାର ସାଙ୍ଗେ ଭାରତର ବଂଶୋଦ୍ଭବ କମଲା ହାରିସ୍‌ ଉପରାଷ୍ଟ୍ରପତି ହେବେ ଯିଏକି…

୨୦୨୦ର ‘ଇସ୍ରୋ’ର ପହେଲା ମହାକାଶ ଅଭିଯାନ୍

ଇସ୍ରୋକେ ମିଲଲା ଆର ଗୁଟେ ସଫଲତା । ଶନିବାର ଦିନ୍ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଆଡୁ ୧୦ଟା କୃତିମ ଉପଗ୍ରହ କକ୍ଷପଥକେ ଛଡାଯାଇଛେ । ଇ ସବୁ ଉପଗ୍ରହକେ ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍‌ଲ୍ ମାଧ୍ୟମନେ ମହାକାଶକେ ପଠାଯାଇଛେ । ପିଏସ୍‌ଏଲ୍‌ଭି ର ଇଟା ହେଉଛେ ୫୧ ନମ୍ବର ଉତକ୍ଷେପଣ୍ । ଆଜି…

ମେଟ୍ରିକ୍ ପରୀକ୍ଷା ଫର୍ମ ଫିଲ୍‌ଅପ୍ ଇହାଦେର ଲାଗି ବନ୍ଦ

ଶିକ୍ଷାବର୍ଷ ମୁଲ ନାଇଁ ହେଉନୁ ରାଜ୍ୟନେ ମେଟ୍ରିକ୍ ପରୀକ୍ଷା ଲାଗି ଫର୍ମ ଫିଲ୍‌ଅପ୍ କଥା ଜୋର୍ ଧରିଛେ । ସେଆଡେ ଫର୍ମ ଫିଲଅଫ୍ ବିଜ୍ଞପ୍ତିକେ କାଢିଦେବାର ଲାଗି କହିଛନ୍ ସ୍କୁଲ ଆରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ପହେଲାନୁ ମାଧ୍ୟମିକ ଶିକ୍ଷା ପରିଷଦ ୯ ତାରିଖନୁ ମେଟ୍ରିକ୍ ପରୀକ୍ଷା…

ଗୀତ୍‌ ଗାଇକରି କରୁଛନ୍‌ ସଚେତନ୍‌

ମହିଲା ମାନେ ଇହାଦେ ସବୁ କ୍ଷେତ୍ରନେ ଆଗେ ରହୁଛନ ଆର ମହିଲା ମାନକୁଁ ଆତ୍ମନିର୍ଭର କରବାରଲାଗି ଆମର ରାଜ୍ୟ ସରକାର ଭିଲ ମହିଲା ସ୍ୱୟଂସହାୟତ ଗୋଷ୍ଠୀ ମାନକେ ଉତ୍ସହିତ୍‌ କରୁଛନ । ସେନ୍ତା ସୋନପୁର ଜିଲ୍ଲା ସୁବର୍ଣ୍ଣପୁରନେ କୁଟସିଂହା ମା' ଭୈରବୀ ମହିଲା ସ୍ୱୟଂ ସହାୟକ ଗୋଷ୍ଠୀ ର ମେମ୍ବର୍‌ ମାନେ…

ଇ ବଛର ନାଇ ଖୁଲେ ସ୍କୁଲ୍‌

ଇ ବଛର ସ୍କୁଲ ନାଇ ଖୁଲବାର ଲାଗି ରାଜ୍ୟ ସରାକାର ଘୋଷନା କରିଛନ । ଆଗରୁ ନଭେମ୍ବରନେ ସ୍କୁଲ୍‌ ଖୁଲବା ବୋଲି ଶୁନାଯାଉଥିଲେ ଭିଲ୍‌ କରୋନା ସଂକ୍ରମନନେ ଛାତ୍ରଛାତ୍ରୀ ମାନକଁର ଦିହିଁପାହା ର ସୁରକ୍ଷାକେ ନେଇକରି ରାଜ୍ୟ ସରକାର ଡିସେମ୍ବର୩୧ ତକ୍‌ ସ୍କୁଲ୍‌ ବନ୍ଦ ରଖିକେ ନିଷ୍ପତି ନେଇଛନ ।…

ରାଜ୍ୟନେ ବଢୁଛନ୍ କେନ୍ସର ରୁଗୀ

ରାଜ୍ୟନେ କେନ୍ସର ବେମାରର ହାର୍ ବଢତେଲ୍ ଯଉଛେ । ଫି ବଛର୍ ୩୫ନୁ ୫୦ ହଜାର ନୂଆଁ କେନ୍ସର ରୁଗି ଚିହ୍ନଟ୍ ହେଉଛନ୍ । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରନେ ଖାଲି ୩୫ନୁ ୩୬ ହଜାର ରୁଗୀ ଚିହ୍ନଟ ହେଇଥିବାର ବେଲକେ ରାଜ୍ୟର ଦୁଶରା କେନ୍ସର ହସ୍ପିଟାଲ ମାନକେ ଇ ସଂଖ୍ୟା ୫୦ ହଜାରନୁ ଅଏତକା ରହିଛେ ।…