Browsing Category

ମୁଖିଆ ଖବର

୧୮ ଘଣ୍ଟା ପଡିରହେଲା ମଲାଦେହେ

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଠାନେ ଥିବାର୍ ସିଏଚସି ରଏବାର୍ ଅଧା ରାତି ଝନେ କରୋନା ରୋଗୀକଁର୍ ଜୀବନ୍ ଯାଇଛେ । ଇଟା ଜନା ପଡବାର୍ ଉତାରୁ ଡାକ୍ତରଖାନା ଭିତରେ ମହିଲାକଁର୍ ମଲାଦେହେ ୧୮ ଘଣ୍ଟା ଧରି ପଡି ରହେଲା । ତାକଁର ସଂସ୍ପର୍ଶନେ ଆସି ଡାକ୍ତରଖାନାର କିଛି କର୍ମଚାରୀ ବି ପଜିଟିଭ୍…

ରାସ୍ତାନେ ଚଟନୀ ବନଲା ପରିବା

ରାସ୍ତା ଉପରେ ପାତଲଘଣ୍ଟା, ଧନିଆପତର, ବାଏଗନ୍‌, ମିର୍ଚ୍ଚା, ଶାଗ୍‌, ଆଲୁ, ଉଇଲ ଗରଗଡୁଛେ । ପନିପରିବାର ଚଟନୀ ବନିଯାଇଛେ । ଏନ୍ତା କଥା ଶୁନିକରି ଆପଣମାନେ ଭିଲ୍ ଭାବୁଥିବେ ଯେ କେନ୍ ପନିପରିବା ଗାଡି ଯାଉଥିଲା ଆର ଗାଡି ଉଲଟିକରି ପରିବା ପଡିଯାଇଥିବା, ଯେନ୍ତା ପ୍ରାୟ ଜାଗାନେ ଘଟନା ଦେଖବାର…

୧୦ ମାସର ଜୀବନ୍‌ର ଦୁଃଖ୍‌

ଜୀବନ୍ କାଣା ଜାନବାର ଆଘୋନୁ ଦୁଃଖ୍‌ର ପାହାଡ ଲଦି ହେଇଯାଇଥିଲା । କିଛି ଜାନବାର ବୁଝବାର ପହେଲାନୁ ବେମାରୀ କାଲ୍ ସାଜିଥିଲା । ଏକଲା ମାଁଟେ ଇ ୧୦ ମାସ୍‌ର ଛୁଆର ଏନ୍ତା ଦଶା ଦେଖିକରି କାଣା କରବେ ସେଟା ଭାବିଭାବିକରି ଚିନ୍ତାନେ ରହିଥିଲେ । କୁହାଯାଇସି ଯେତେବେଲେ ବିପଦ୍ ଆସିଥିସି ଏକଲା ନାଇଁ…

ସ୍ପୋର୍ଟ୍ସ ଷ୍ଟାର୍ ହେଲା ଓଡିଶା

ଓଡିଶାନେ ଖେଲ୍ କୁଦ୍ ର୍ ବିକାଶ୍ ଲାଗି ରାଜ୍ୟ ସରକାର୍‌କଁର୍ ଚେଷ୍ଟା କେ ଇହାଦେ ଖେଲ୍‌କୁଦ୍ ର୍ ମେଗେଜିନ୍ ସ୍ପୋର୍ଟ୍ସ ଷ୍ଟାର୍ ଆଡୁ ପ୍ରଶଂସା କରାଯାଇଛେ । ଓଡିଶାନେ ହେଇଥିବାର୍ ଖେଲ୍‌କୁଦ୍ ର୍ ବିକାଶ୍ କେ ନେଇକରି ସ୍ପୋର୍ଟ୍ସ ଷ୍ଟାର୍ ଆଡୁ ଓଡିଶାକେ ଶ୍ରେଷ୍ଠ ରାଏଜ୍ ହିସାବେ ସମ୍ମାନିତ୍…

୧୨୫ ବଛର ପୁରୁନା ଷ୍ଟେସନ୍ ହେବା ବନ୍ଦ

ରେଲୱେ ବିଭାଗ ଆଡୁ ସମ୍ବଲପୁର ଫାଟକ ଷ୍ଟେସନ୍‌କେ ସବୁଦିନର ଲାଗି ବନ୍ଦ କରାଯିବାର ନେଇକରି ନିଷ୍ପତ୍ତି ଶୁନେଇଛନ୍ । ଆଏବାର ଏପ୍ରିଲ୍ ୧ ତାରିଖନୁ ସବୁ ଦିନର ଲାଗି ଇ ଷ୍ଟେସନ୍‌କେ ବନ୍ଦ କରାଯିବାର ନେଇକରି ଜନାପଡିଛେ । ଏନ୍ତା ନିଷ୍ପତ୍ତିକେ ସହରବାସୀ ବିରୋଧ୍ କରବାର ସାଙ୍ଗେ ଏନ୍ତା ହେବାକେ…

ଇଥର ନାଇଁ ରହେ ପାଏନ୍ ସମସ୍ୟା !

ମାର୍ଚ୍ଚ ମାସ୍ ଆରମ୍ଭ ହେଉନ୍ କି ନାଇଁ ଖରା ବଢବାର ଲାଗି ଲାଗଲାନ୍ । ଆଗକେ ଖରା ତାତି ବଢବାର ସମ୍ଭାବନା ଅଏତକା ରହିଥିବାର ନେଇକରି ପାଣି ପାଗ ବିଭାଗ ଆଡୁ ଭିଲ୍ ସତର୍କ କରାଯାଇଛେ । ଏନ୍ତାଥି ଖରାଦିନ୍ ଆସୁନ୍‌କି କେତନି ସମସ୍ୟା ବଢବାରନେ ଲାଗିଥିସି । ଖରାଦିନେ ପ୍ରାୟ ସବୁ ଜାଗାନେ ପାଏନ୍…

ଏପ୍ରିଲ୍ ୧ନୁ ବିଦେଶ୍ କେ ନାଇ ଉଡେ ଉଡା ଜାହାଜ୍

କରୋନା ର୍ ସଂକ୍ରମିତ୍ ସଂଖ୍ୟା ଫେର୍ ଥରେ ଦେଶ୍‌ନେ ହୁ ହୁ କରି ବଢି ଚାଲିଛେ । ସେଥିର୍ ଲାଗି କେନ୍ଦ୍ର ସରକାର୍‌କଁର୍ ଆଡୁ କରୋନା କେ ନେଇକରି କେତେଟା ଗାଇଡ ଲାଇନ୍ ଲାଗୁ କରାଯାଇଛେ । ଯେନ୍‌ଟା ଏପ୍ରଲ୍ ୧ ତାରିଖ୍ ନୁ ୩୦ ତକ୍ ଲାଗୁ କରାଯିବା । କରୋନା ସଂକ୍ରମଣ ନେ କେନ୍ଦ୍ର ସରକାର୍ ଗୁଟେ…

ନିୟମ୍ ନାଇଁ ମାନଲେ ଲକଡାଉନ୍‌!

ଗଲା ବଛର କରୋନା ଲାଗି ଖାଲି ଦେଶ ନାଇଁସେ ପୂରା ବିଶ୍ୱ ଚିନ୍ତାନେ ରହିଥିଲା । ବେମାର ଧୀରେ ଧୀରେ ବଢବାରନେ ଲାଗିଥିଲା ଆରୁ ଇଥରେ ବହୁତ୍ ଲୋକ୍‌କଁର ଜୀବନ୍ ଭିଲ୍ ଯାଇଥିଲା । ଅଦୃଶ୍ୟ ବେମାରର କେନସି ଟିକା ସେତେବେଲେ ନାଇଁଥାଇ ଆରୁ ଇ ମହାମାରୀଟା ଚାପି ଚାପି ଚାଲିଥିଲା । କରୋନା ମୁକାବିଲା…

ସମ୍ବଲପୁରୀ ଶାଢୀନେ ଭାରତ ମାନଚିତ୍ର

ସମ୍ବଲପୁରୀ ବାନ୍ଧ ଶାଢୀ । ଆଦର ତାର ସବୁଆଡେ । କାରନ୍ ସେ ଶାଢୀନେ ଯେନ୍‌୍ ସୁନ୍ଦର କାମ୍ ହେଇଥିସି ତାକେ ଦେଖଲେ ଆଏଁଖ୍ ଝଲସି ଯାଏସି । ତ ହେଥିରଲାଗି ବନେ ପରିଶ୍ରମ୍ କରିଥିସି ବୁନାକାରଟେ । ଆର ସମିଆଁ ସମିଆଁନେ ବୁନାକାର ମାନେ ନୂଆ ନୂଆ ଡିଜାଇନନେ ବି ଶାଢୀ ମାନେ ବୁନିଥିସନ୍ । କେତେବେଲେ…

ଜାତୀୟ ପୁରସ୍କାର ୨୦୧୯ ଲାଗି ମନୋନୀତ୍ ହେଇଛେ ଫିଲ୍ମ ‘କାଲିର ଅତୀତ’ ଆରୁ ‘ଶଲା ବୁଢାର ବଦଲା’

ଓଡ଼ିଆ ଆରୁ ସମ୍ବଲପୁରୀ-କୋଶଲୀ ଫିଲ୍ମ ଜଗତ ଲାଗି ଖୁସିର ଖବର । ଫିଲ୍ମ କାଲିର ଅତୀତ ଆରୁ ଶଲା ବୁଢାର ବଦଲା କେ ମିଲଲା ଜାତୀୟ ପୁରସ୍କାର । ୬୭ ନ୍ୟାସନାଲ୍ ଫିଲ୍ମ ଆୱାର୍ଡ ୨୦୧୯ନେ ଇ ଦୁହି ଫିଲ୍ମକେ ଆୱାର୍ଡ ମିଲିଛେ । ଫିଚର ଫିଲ୍ମ କାଟାଗୋରୀନେ ଦୁହି ଫିଲ୍ମକେ ଜାତୀୟ ପୁରସ୍କାର ମିଲିଥିବାର…