Browsing Category

ଦେଶ୍‌-ବିଦେଶ୍‌

ସିନେଟ୍‌ନେ ନିର୍ଣ୍ଣୟ ହେବା ଟ୍ରମ୍ପକଁର ଭାଗ୍ୟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକଁର ବିରୋଧନେ ସଂସଦର ସର୍ବ ନିମ୍ନ ସଦନନେ ବିରୋଧୀ ଡେମୋକ୍ରାଟ୍ ଦଲ୍ ଆଡୁ ଆଗତ ହେଇଥିବାର ମହାଅଭିଯୋଗ ପ୍ରସ୍ତାବ ଲାଗି ଗଲାକାଲି ୨୩୨ ଭୋଟ୍ ପାରିତ ହେଇଯାଇଛେ । କ୍ୟାପିଟଲ୍‌ନେ ଟ୍ରମ୍ପକଁର ସମର୍ଥକ୍ କରିଥିବା ଦଙ୍ଗାନେ ତାକୁଁ ଦାୟୀ କରାଯାଇଛେ । ନିଜର…

କାଲି ପ୍ରଧାନମନ୍ତ୍ରୀ କର୍‌ବେ ଟିକାଦାନ୍ ର ଶୁଭାରମ୍ଭ‌

କୋଭିଡ ଟିକାଦାନ୍ ର କାଲି ଶୁଭାରମ୍ଭ କର୍‌ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାର୍ ସାଙ୍ଗେ କୋ-ୱିନ୍ ଆପ୍ କେ ବି ଲୋକାର୍ପିତ୍ କର୍‌ବେ ବଲିକରି ନିତି ଆୟୋଗ୍ ର ସଦସ୍ୟ ଭିକେ ପଲ୍ ସୂଚନା ଦେଇଛନ୍ । ଶନିବାର୍ ଦିନ ଦେଶର୍ ୩ହଜାର୍ କେନ୍ଦ୍ର ନେ ଟିକାଦାନ୍ ଆରମ୍ଭ୍ କରାଯିବା । ପହେଲା ଥରନେ ୩…

ଦିଲ୍ଲୀ ସୀମାନେ ହେବା ଟ୍ରାକ୍ଟର ରାଲି

ନୂଆଁ କୃଷି ଆଇନ୍‌କେ ନେଇକରି କେନସି ସମାଧାନ୍‌ର ବାଟ୍ ନାଇଁ ବାହାରି ପାରବାର । ସରକାର ଆରୁ କୃଷକ ସଂଗଠନ୍ ଭିତରେ ବାରମ୍ବାର ବୈଠକ୍ ହେଉଛେ ଆର୍ ଯେ ଯାର ଜିଦ୍‌ନେ ରହୁଛନ୍ । ଆଏବାର ଜାନୁଆରୀ ୨୬ ତାରିଖନେ ଖାଲି ହରିଆଣା ନୁହେଁ ଦିଲ୍ଲୀ ସୀମାନେ ଭିଲ୍ ରାଲି ହେବା । ଲାଲକିଲ୍ଲାନେ ହେବା ବଲି…

ଟ୍ରମ୍ପକଁର ବିରୋଧନେ ମହାଅଭିଯୋଗ ପ୍ରସ୍ତାବ ଗୃହୀତ

ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପକଁର ବିରୋଧନେ ମହାଅଭିଯୋଗ ପ୍ରସ୍ତାବ ସଂସଦର ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍‌ରେ ଗୃହୀତ ହେଇଛେ । ୧୦ ଘଣ୍ଟା ଯୁକ୍ତିତର୍କ ହେଲା ଉତାରୁ ଭୋଟ୍ କରାଯାଇକରି ମହାଅଭିଯୋଗ ପ୍ରସ୍ତାବ ସପକ୍ଷନେ ୨୩୧ ଜନ୍ ସାଂସଦ ଭୋଟ୍ ଦେଇଥିବାର ବେଲକେ ପ୍ରସ୍ତାବ ବିରୋଧନେ…

ସର୍ବୋଚ୍ଚ ଅଦାଲତକଁର ରାୟକେ ଚାଷୀକଁର ନାପସନ୍ଦ

ନୂଆଁ କୃଷି ଆଇନ୍ ନେଇକରି ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ୍ କରିକିନା ଗୁଟେ ରାୟର ଶୁଣାଣି କରିଥିଲେ । ହେଲେ କୃଷି ଆଇନ୍‌କେ ବିରୋଧ୍ କରୁଥିବାର ଚାଷୀ ସଂଗଠନ୍ ମାନେ କୋର୍ଟକଁର ରାୟକେ ସମର୍ଥନ୍ ନାଇଁ ଜନେଇ । ସର୍ବୋଚ୍ଚ ଅଦାଲତ୍ କୃଷି ଆଇନ୍‌କେ ସ୍ଥଗିତ୍ ରଖବାର ଲାଗି କେନ୍ଦ୍ରକେ ନିର୍ଦ୍ଦେଶ…

ଝାରସୁଗୁଡା ନୁ ବେଙ୍ଗଲୋର୍ ,ମୁମ୍ବାଇ କେ ଉଡ୍‌ଲା ଉଡାଯାହାଜ

ଝାରସୁଗୁଡା ର ବୀର୍ ସୁରେନ୍ଦ୍ର ସାଏ ବିମାନ୍ ବନ୍ଦର୍ ନୁ ମୁମ୍ବାଇ ଆର୍ ବେଙ୍ଗଲୋର୍ କେ ବିମାନ୍ ଚଲାଚଲ୍ ଆରମ୍ଭ ହେଇଥିବାର୍ ବେଲ୍‌କେ ମଙ୍ଗଳବାର୍ ଦିନ ସ୍ପାଇସଜେଟ୍ ଉଡାଯାହାଜ୍ ମୁମ୍ବାଇ ନୁ ଝାରସୁଗୁଡା କେ ପହେଲା ଉଡିଥିଲା । ବୋଇଂ ୭୩୭ ସକାଲର୍ ୧୦ ନୁ ମୁମ୍ବାଇ ନୁ ବାହାରିକରି ସକାଲର୍…

ଇଥର ପେପରଲେସ୍ ବଜେଟ୍

ଇଥର ବଜେଟ୍ ପେପରଲେସ୍ । ଆଏବାର ୨୦୨୧-୨୨ ଆର୍ଥିକ୍ ବଛର ବଜେଟ୍‌ନେ ବିନା କାଗଜଥି ବଜେଟ୍ ଅଧିବେଶନ୍ କରାଯିବା । ୭୩ ବଛରର ପରମ୍ପରା ଭାଙ୍ଗବାକେ ଯାଉଛେ । ଆଏବାର ଫେବୃଆରୀ ପହେଲାନୁ ସାଧାରଣ ବଜେଟ୍ ବସବାକେ ଯାଉଛେ । ଇଥର ବଜେଟ୍‌ନେ କାଗଜର ବେଭହାର ନାଇଁ କରାଯାଇକରି ଡିଜିଟାଇଲଜେସନ୍ କରାଯିବାର…

ସରଲା ଟକା, ଆଏଲା କରୋନା ଟିକା

ଶେଷ ହେଲା ସବୁ ଟକା ରାଜ୍ୟନେ ପୁହୁଞ୍ଚିଲା କରୋନା ଟିକା । ଆଏଜ୍ ଓଡ଼ିଶାକେ ସ୍ପାଇସଜେଟ୍‌ର ସ୍ୱତନ୍ତ୍ର ବିମାନନେ ପୁନେର ସେରମ୍ ଇନଷ୍ଟିଚ୍ୟୁଟ୍‌ନୁ ଭୁବନେଶ୍ୱର ଆସିକରି ପୁହୁଞ୍ଚିଛେ କରୋନା ଟିକା । ରାଜ୍ୟନେ ପୁହୁଞ୍ଚିଲା ଉତାରୁ ଟିକା ମାନକୁଁ ଭୁବନେଶ୍ୱର ରାମ ମନ୍ଦିର ପାଶେ ଥିବାର ଔଷଧ ନିଗମ…

୧୬ନୁ ଦେଶନେ ଟିକାକରଣ ମୁଲ୍‌

ଭାରତନେ କରୋନା ଟିକାକରଣ କରାଯିବାର ନେଇକରି ସବୁ ବେବସ୍ଥା ଆରମ୍ଭ ହେଇଛେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟ ଆର କେନ୍ଦ୍ର ଶାସିତ୍ ଅଂଚଲର ମୁଖ୍ୟମନ୍ତ୍ରୀ ମାନକଁର ସାଙ୍ଗେ ବୈଠକ୍ କରିଛନ୍ । ପହେଲା ଖେପ୍ ଟିକାକରଣ ବାବଦେ ସବୁ ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚା ଉଠାବେ ବଲିକରି…

ଆନ୍ଧ୍ର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ ପରିଡା

ଫେର ଆନ୍ଧ୍ରପ୍ରଦେଶର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ହେଲେ ଅଶ୍ୱିନୀ ପରିଡା । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ମୁସ୍କୁଟି ଗାଁର ଶିକ୍ଷାବିତ୍ ସ୍ୱର୍ଗତ ଭାସ୍କର ପରିଡାକଁର ପୁଓ ଆରୁ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଅଶ୍ୱିନୀ ପରିଡା । ଇତାର ଆଗରୁ ଭିଲ୍ ଇ ପଦ୍‌ନେ ରହିକରି…