Browsing Category

ଦେଶ୍‌-ବିଦେଶ୍‌

କଲାହାଣ୍ଡିର୍ ବଜାଥି ଦୁଲ୍‌କିବା ଦିଲ୍ଲୀ

କଲାହାଣ୍ଡି ଜିଲ୍ଲା ର୍ ଲୋକ୍‌ନାଚ୍ ବଜାଶାଲ୍‌କେ ଇ ବଛର୍ ସାଧାରଣତନ୍ତ୍ର ଦିବସ୍‌ନେ ଭାଗ୍ ନେବାର୍ ଲାଗି ବଛା ଯାଇଛେ । କଲାହାଣ୍ଡି ର୍ ଜିଲ୍ଲା ର୍ ଲୋକ୍‌ନାଚ୍ ବଜାଶାଲ୍ ଆମର୍ ପଶ୍ଚିମ ଓଡିଶାର୍ କଲା ସଂସ୍କୃତି ଆର୍ ନାଚ୍ ଗୀତ୍ କେ ପୁରା ଦେଶ୍ ର ସାମ୍ନାନେ ଦେଖାବାର୍ ଲାଗି ପ୍ରସ୍ତୁତି ଇହାଦେ…

ଯେବେ ଡାକ୍ତର ପାଲଟିଲେ ଭଗବାନ୍ !

କରୋନା କାଲ ମନ୍ଦିର, ମସଜିଦ୍‌, ଚର୍ଚ୍ଚ ସବୁ ବନ୍ଦ୍ ଥିଲା । ଖାଲି ଖୁଲା ଥିଲା ହସପିଟାଲ । ଆର୍ ହସପିଟାଲନେ ଡାକ୍ତର, ନର୍ସ ଅଲଗା ସ୍ୱାସ୍ଥ୍ୟକର୍ମୀ ଭଗବାନ୍ ପାଲଟିଥିଲେ । କରୋନାକେ ହରାବାର ଲାଗି ଦିନ ରାତି ପରିଶ୍ରମ୍ କଲେ । ନିଜର ଜୀବନ୍ କେ ନାଇଁ ଦେଖିକରି ସେମାନେ ଲଢିଥିଲେ କରୋନା ଯୁଦ୍ଧ…

ଭାରତନେ ବ୍ରିଟେନ୍ ନୂଆଁ ଷ୍ଟ୍ରେନ୍‌

ବ୍ରିଟେନନେ ଦେଖାଦେଇଥିବାର ନୂଆଁ ଭୂତାଣୁ ଇହାଦେ ଭାରତନେ ଭିଲ୍ ଦେଖାଦେଇଛେ । ଗଲା କିଛି ଦିନ୍ ତଲେ ଭାରତକେ ବ୍ରିଟେନ୍‌ନୁ ଫିରିଥିବାର କେତେ ଜନ୍‌କଁର ଭିତରେ ଇ ଭୂତାଣୁ ଦେଖବାକେ ମିଲିଛେ । କରୋନାର ନୂଆଁ ଷ୍ଟ୍ରେନ୍‌କେ ନେଇକରି ଇହାଦେ ଦୁଶରା ଦେଶ ମାନକେ ଭିଲ୍ ଚିନ୍ତା ବଢବାରନେ ଲାଗିଛେ ।…

ଇ ବରଷ୍ ନାଇଁ ହୁଏ ‘ଜିରୋ ନାଇଟ୍ ସେଲିବ୍ରେସନ୍‌’

୨୦୨୦ ବରଷ୍ ଶେଷ୍ ହେଇକରି ୨୦୨୧ ନୂଆଁ ବରଷ୍ ଆସୁଛେ । ନୂଆଁ ବରଷ୍‌କେ ଲୁକେ ଧୁମ୍ ଧାମ୍ ନେ ମଜାମସ୍ତିକରିକିନା ମନେଇଥିସନ୍ । ଜିରୋ ନାଇଟ୍ ସେଲିବ୍ରେସନ୍ ସାଙ୍ଗେ ସବୁ ସହର, ହୋଟେଲ୍‌, ରେଷ୍ଟୁରାଂଟ ସଜେଇ ହେସି ସୁନ୍ଦର ହିସାବେ । ହେଲେଷ୍ଥର ନୂଆଁ ବରଷ୍ କରୋନା ଲାଗି ଫିକା ପଡବା । ଜିରୋ…

ଡିସେମ୍ବର ୩୦ନେ ଚାଷୀ ସଂଗଠନ ସାଙ୍ଗେ କେନ୍ଦ୍ରର ବୈଠକ

କେନ୍ଦ୍ରର ନୂଆଁ କୃଷି ଆଇନ୍‌କେ ବିରୋଧ୍ କରିକିନା ଇହାଦେ ଭିଲ୍ ସିଂଘୁ ସୀମାନେ ଧାରନାନେ ବସିଛନ୍ ହଜାର ହଜାର ଚାଷୀ । ବାରମ୍ବାର ସରକାର ଆରୁ ଚାଷୀକଁର ଭିତରେ ବୈଠକ ଆରୁ ଆଲେଚନା ହେଇଥିଲେ ଭିଲ୍ କେନସି ସମାଧାନ୍ ଇହାଦେ ତକ୍ ବାହାରି ନାଇଁପାରି । ସେଆଡେ କେନ୍ଦ୍ର ସରକାର ଆରଘାଏ ଚାଷୀ ସଂଗଠନ୍…

ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ୯୫% ପ୍ରଭାବଶାଲୀ ରହେବା

କରୋନା ବେମାର ଲାଗି ଇହାଦେ ଭିଲ୍ ଟେନ୍‌ସନ୍ ରହିଛେ । କରୋନା ଟିକା ଲାଗି ଗୁଟେ ଆଡେ ସବୁ ଦେଶର ବୈଜ୍ଞାନିକ୍ ଲାଗିଥିବାର ବେଲକେ ଇତାର ନୂଆଁ ଷ୍ଟ୍ରେନ୍ ମୁଡଦୁଖାର କାରଣ ବନିଛେ । ତ ଇତାର ଭିତରେ ଅକ୍ସଫୋର୍ଡ ୟୁନିଭର୍ସିଟି ଆର ବ୍ରିଟିଶ୍ ଫାର୍ମାସ୍ୟୁଟିକାଲ କମ୍ପାନି ଏଷ୍ଟ୍ରାଜେନେକା ଆଡୁ…

ବଢଲା ଗାଡି କାଗଜ ପତର ବୈଧତା ସମିଆଁ

ଗାଡି କାଗଜ ପତର ଆରୁ ଡ୍ରାଇଭିଂ ଲାଇସେନ୍ସ କରାବାର ଲାଗି ବଢଲା ସମିଆଁ । କେନ୍ଦ୍ର ସରକାର ଆରୁ ୩ ମାସ୍ ସମିଆଁ ଦେଇଛନ୍ । ମାର୍ଚ୍ଚ ୩୧ ତାରିଖ ତକ୍ ଇ ସମିଆଁ ବଢାଯାଇଥିବାର ନେଇକରି କେନ୍ଦ୍ର ସଡକ ପରିବହନ ଆର ରାଜପଥ ମନ୍ତ୍ରଳାୟ ଆଡୁ ସୂଚନା ଦିଆଯାଇଛେ । ଦେଶର ସବୁ ରାଜ୍ୟ ଆର କେନ୍ଦ୍ର ଶାସିତ…

ଦେଶନେ ବିନା ଡ୍ରାଇଭରନେ ଚାଲଲା ଟ୍ରେନ୍‌

ବିନା ଡ୍ରାଇଭରନେ ଚାଲବା ଟ୍ରେନ୍ । ଦେଶର ପହେଲା ଡ୍ରାଇଭର ନାଇଁଥାଇକରି ଚାଲୁଥିବାର ଟ୍ରେନ୍‌ର ଆରମ୍ଭ ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ୍ ଭାବେ ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍‌ନେ ଦେଶର ପହେଲା ବିନା ଡ୍ରାଇଭର ରେଲ୍ ସେବାର ଶୁଭାରମ୍ଭ କରିଛନ୍ । ଇ ଅବସରନେ…

ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀକୁଁ ନେଇକରି ବଢିଛେ ଚିନ୍ତା

ବ୍ରିଟେନ୍‌ନେ ଦେଖାଦେଇଥିବାର କରୋନା ଭାଇରସର ନୂଆଁ ଷ୍ଟ୍ରେନ୍ ଲାଗି ଇହାଦେ ଫେର୍ ଚିନ୍ତା ବଢିଛେ । ବାକି ଦେଶ ମାନକେ ଭିଲ୍ ଇତାର ନୂଆଁ ଷ୍ଟ୍ରେନ୍ ଥିବାର ନେଇକରି ସନ୍ଦେହ କରାଯାଉଛେ । ସେଆଡେ ଗଲା କିଛି ଦିନ୍ ଭିତରେ ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀକଁର ଭିତରେ କରୋନା ପଜିଟିଭ୍ ଥିବାର…

ମହିଲା ବସ୍ ଡ୍ରାଇଭରକୁଁ ନେଇ ଚର୍ଚ୍ଚା

ଆଜିର ମହିଲାର କେନସି କାମ୍‌ନେ କାହାରିନୁ କମ୍ ନୁହେଁ । ଘରର କାମ୍ ସାଙ୍ଗେ ବାହାରେ ଭିଲ୍ ସବୁ କାମ୍‌ଥି ନିଜର ଦକ୍ଷତା ପ୍ରମାଣିତ୍ କରିପାରିଛନ୍ ମହିଲାମାନେ । ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାର ପୂଜା ଦେବୀ, ଇ ମହିଲା ଜନକ୍ ଇହାଦେ ଚର୍ଚ୍ଚାନେ ଅଛନ୍ । ମହିଲା ବସ୍ ଡ୍ରାଇଭର ନାଁନେ ସେ ଇ…