Browsing Category

ଦେଶ୍‌-ବିଦେଶ୍‌

ପ୍ରଧାନମନ୍ତ୍ରୀକଁର ସାଙ୍ଗେ କଥାହେଲେ ନୂଆପଡ଼ା ଚାଷୀ

କୃଷକ୍ ଆନ୍ଦୋଲନ୍ ଲାଗି ଦେଶ ଉଠୁଛେ ପଡୁଛେ । ଇହାଦେ ଭିଲ୍ ସିଂଘୁ ସୀମାନେ ହଜାର ହଜାର ଚାଷୀ ଧାରନାନେ ବସିଛନ୍ । କେନ୍ଦ୍ର ସରକାରକଁର କୃଷି ଆଇନ୍‌କେ ବିରୋଧ କରିକିନା ଚାଷୀ ଗୁଟେ ଆଡେ ଆନ୍ଦୋଲନ୍ କରୁଥିବାର ବେଲକେ ଦୁଶରା ଆଡେ ପ୍ରଧାନମନ୍ତ୍ରୀ ଚାଷୀ ମାନକଁର ସାଙ୍ଗେ ସିଧାସଲଖ୍ କଥା ହେଇଛନ୍ ।…

ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀ ବଢାଲେ ଚିନ୍ତା

କରୋନା ଲାଗି ଇହାଦେ ତକ୍ କେନସି ଭ୍ୟାକ୍ସିନ୍ ନାଇଁ ବାହାରି ଥିବାର ବେଲକେ ଇହାଦେ ଇତାର ନୂଆଁ ଷ୍ଟ୍ରେନ୍ ନେଇକରି ଫେର୍ ଚିନ୍ତା ବଢିଛେ । ଇ ନୂଆଁ ଷ୍ଟ୍ରେନ୍ ରାଜ୍ୟନେ ଭିଲ୍ ମୁଡଦୁଖାର କାରଣ ବନିଛେ । ଧୀରେ ଧୀରେ କରୋନା ପ୍ରଭାବ ରାଜ୍ୟନେ କମି ଆସୁଥିବାର ବେଲକେ ଇହାଦେ ଚିନ୍ତା ବଢେଇଛେ…

ରାଉରକେଲାନେ ହେବା ଭାରତର ସବୁନୁ ବଡ ହକି ଷ୍ଟାଡିୟମ୍

ସୁନ୍ଦର୍‌ଗଡ ଜିଲ୍ଲାର୍ ରାଉର୍‌କେଲା ନେ ଭାରତ ର ସବୁନୁ ବଡ ହକି ଷ୍ଟାଡିୟମ୍ ବନାବାର୍ ଲାଗି ଘୋଷଣା କରିଛନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ । ସୁନ୍ଦର୍‌ଗଡ ଜିଲ୍ଲାନୁ ଦିଲ୍ଲୀପ୍ ତିର୍କୀ ,ସୁନିତା ଲାକ୍ରା ଲେଖେ ବହୁତ୍‌ଟେ ହକି ଖେଲାଲୀ ଜାତୀୟ ଆର୍ ଆନ୍ତର୍ଜାତୀୟ ସ୍ତର୍‌ନେ ନାଁ…

ଅନଲାଇନ୍‌ଥି ପାଲନ୍ କରାଯିବା ବଡଦିନ୍

ଇ ବଛର୍ କରୋନା ମହାମାରୀ ଲାଗି ସବୁ ପରବ୍ ବନ୍ଦ ହେଇଥିବାର୍ ବେଲ୍‌କେ ବଡଦିନ୍ ଭିଲ୍ ଫିକା ପଡିଛେ । ସବୁ ବରଷ ଖ୍ରୀଷ୍ଟମାସ୍ କେ ବହୁତ୍ ଭଲ୍ ହିସାବେ ଚର୍ଚ୍ଚନେ ଲୋକ ମାନେ ଠୋଲ୍ ହେଇକରି ପାଲନ କରିଥିସନ୍ । ହେଲେ ଇ ବଛର୍ କରୋନା ଲାଗି ଅନଲାଇନ୍‌ଥି ଖ୍ରୀଷ୍ଟମାସ୍ କେ ପାଲନ୍ କର୍‌ବେ ଲୁକେ ।…

ପଶ୍ଚିମଓଡିଶାନେ ୪ ନୂଆଁ ଏସ୍‌ପି

ରାଜ୍ୟ ସରକାରକଁର୍ ନିଷ୍ପତି ହିସାବେ ରାଜ୍ୟର୍ କେତେଟା ଜିଲ୍ଲା ଆର୍ ପଶ୍ଚିମଓଡିଶାନେ ଭିଲ୍ ଏସ୍‌ପିମାନକଁର୍ ଅଦ୍‌ଲାବଦ୍‌ଲି କରାଯାଇଛେ । ପଶ୍ଚିମ୍‌ଓଡିଶାର୍ ସମ୍ବଲପୁର୍ ,ରାଉରକେଲା, ବଲାଙ୍ଗିର୍ ଆର୍ କଲାହାଣ୍ଡି ନେ ନୂଆ ଏସ୍‌ପିକଁର୍ ନିଯୁକ୍ତି ହେଇଛେ । ସମ୍ବଲପୁର୍ ର ନୂଆ ଆଇଜି ହିସାବେ…

ଭିଏସ୍‌ଏସ୍ ବିମାନ୍ ବନ୍ଦର୍‌ନେ ଲାଗୁ ହେଲା କଟକନା

କରୋନା ଲାଗି ଇହାଦେ ସବୁ ବିମାନ୍ ବନ୍ଦର୍ ମାନକୁଁ ନିୟମ୍ କଡାକଡି କରାଯାଇଥିବାର୍ ବେଲେ ଝାରସୁଗୁଡା ଜିଲ୍ଲାର୍ ଭିଏସ୍‌ଏସ୍ ବିମାନ ବନ୍ଦର୍ ନେ ଭିଲ୍ କଟ୍‌କନା ବଢେଇ ଦିଆଯାଇଛେ । ଲଣ୍ଡନ୍ ଆର୍ ଦକ୍ଷୀଣ୍ ଆଫ୍ରିକାନେ ଇହାଦେ ନୂଆ କରୋନା ଭାଇରସ୍ ଦେଖାଯାଇଥିବାର୍‌ନୁ ସେଥିର୍ ଲାଗି ଆମର୍ ଦେଶ୍…

ଭୁବନେଶ୍ୱର ବିମାନ ବନ୍ଦରନେ ଲାଗୁ ହେଲା ନୂଆଁ ଏସଓପି

କରୋନା ଭାଇରସ୍‌ର ନୂଆଁ ଷ୍ଟ୍ରେନ୍ ବାହାରିବାର ଉତାରୁ ଇଟା ଇହାଦେ ସବୁ ଦେଶ ମାନକଁର ଚିନ୍ତାର କାରଣ ବନିଛେ । ବ୍ରିଟେନ୍‌ନେ ଇ ନୂଆଁ ଷ୍ଟ୍ରେନ୍ ଆସିଥିବାର ନେଇକରି ଜନାପଡଲା ଉତାରୁ ଭିନ୍ ଭିନ୍ ଦେଶନେ ବଢିଯାଇଛେ ସୁରକ୍ଷା ବେବସ୍ଥା । ବ୍ରିଟେନ୍‌ନେ ଇହାନେ ଆଏବାର ୩୧ ତାରିଖ୍ ତକ୍ ଲକ୍‌ଡାଉନ୍…

‘ଲେଜିଅନ ଅଫ ମେରିଟ୍ ‘ ଆୱାର୍ଡଥି ସମ୍ମାନିତ୍ ହେଲେ ମୋଦି

 ଆମେରିକାର ସବୁନୁ ବଡ ସମ୍ମାନ୍ ‘ଲେଜିଅନ୍ ଅଫ୍ ମେରିଟ୍ ' ଥି ଭାରତ୍ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁଁ ସମ୍ମାନିତ୍ କରିଛନ୍ ଆମେରିକାର୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଲେଜିଅନ ଅଫ୍ ମେରିଟ୍ ଆମେରିକାର୍ ସବୁନୁ ବଡ ସମ୍ମାନ୍ ହେଇଥିବାର୍ ବେଲେ ଭାରତ୍ ଆର୍ ଆମେରିକାର୍ ଭିତ୍‌ରେ ଭଲ୍…

ଇଥର ଫେବୃଆରି ନେ ନାଇ ହୁଏ ବୋର୍ଡ ପରୀକ୍ଷା

କରୋନା ମହାମାରୀ କେ ନେଇକରି ସବୁ ସ୍କୁଲ୍ ଆର୍ କଲେଜ୍ ବନ୍ଦ ରହିଥିବାର୍ ବେଲେ ସ୍କୁଲ୍ ଖୁଲବାର୍ କେ ନେଇକରି ଇହାଦେ ତକ୍ କିଛି ସୂଚନା ନାଇମିଲି । ବୋର୍ଡ ପରୀକ୍ଷାକେ ନେଇକରି ସବୁ ଛାତ୍ରଛାତ୍ରୀ ,ଅଭିଭାବକ୍ ଆର୍ ଶିକ୍ଷକ୍ ଶିକ୍ଷୟତ୍ରୀକଁର୍ ମୁଡେ ଚିନ୍ତା ବଢିଯାଇଥିଲା । ହେଲେ ସେ ବାବ୍‌ଦେ…

ବ୍ରିଟେନ୍‌ନୁ ଆସିଥିବାର ଯାତ୍ରୀକଁରନେ କରୋନା

ବ୍ରିଟେନ୍‌ନେ ଫେର୍ କରୋନା ସଂକ୍ରମଣ ବଢିଥିବାର ବେଲେ ଲକ୍‌ଡାଉନ୍ ଘୁଷଣା କରାଯାଇଛେ । କରୋନା ଭୂତାଣୁର ଆର ଗୁଟେ ନୂଆଁ ଷ୍ଟ୍ରେନ୍ ରୋଗୀ ପାଶେ ଦେଖବାରକେ ମିଲିଛେ । ଯେନଥିର ଲାଗି ଫେର୍ ଚିନ୍ତା ବଢିଛେ । ସେଆଡେ ଏନ୍ତା ସ୍ଥିତିନେ ଭାରତ ଆରୁ ବ୍ରିଟେନ୍ ବିମାନ୍ ଉଡାଣ ବନ୍ଦ କରାଯାଇଛେ । ଆଏବାର…