Browsing Category

ଦେଶ୍‌-ବିଦେଶ୍‌

କରୋନା ବିଗଡାଲା ଖେଲ୍‌

ଆଜି ଯେନମାନେ ଅଛନ୍ ସେମାନେ କମସେ କମ୍ ବଞ୍ଚିଥିବାର୍ ତକ୍ ୨୦୨୦କେ କିହେ ନାଇଁ ପାସରନ୍ । ଯେତକି ନୁକସାନ୍ ହେଇଛେ, ତାର ହିସାବ କରବାର୍ ବି ମୁସ୍କିଲ୍ । ଜୀବନ୍ ଯାଇଛେ, ଅର୍ଥନୀତିର ଭୁଷଡିପଡିଛେ, ଏନ୍ତା କେହେନସି କ୍ଷେତ୍ର ନାଇଁନ ଯେନଟା କରୋନା ଲାଗି ପ୍ରଭାବିତ୍ ନାଇଁ ହେଇ । ଆର୍ ୨୦୨୦ନେ…

ସର୍‌ପଂଚ ନୁ ମୁଖ୍ୟମନ୍ତ୍ରୀ ତକ୍ ସଭେ ଦେବେ ସମ୍ପତ୍ତିର୍ ତାଲିକା

ଆମର୍ ରାଏଜେ ସବୁଦିନ୍ ଗୁଟେ ଗୁଟେ ଦୁର୍ନୀତି ର୍ ଘଟନା ସାମ୍ନାକେ ଆସୁଛେ । ଆର୍ ଇ ଦୁର୍ନୀତି ଲାଗି ଆମର୍ ରାଏଜର୍ ବିକାଶ୍ ଦିଗେ ବହୁତ୍ ଅସୁବିଧା ହେଉଛେ । ହେଲେ ଇ ଦୁର୍ନୀତି କେ ବନ୍ଦ କରବାର୍ ଲାଗି ଆମର୍ ରାଜ୍ୟ ସରକାର୍ ବହୁତ୍ ବଡ ପଦକ୍ଷେପ୍ ନେଇଛନ୍ । ରାଏଜର୍ ସବୁ ନେତା, ମନ୍ତ୍ରୀ,…

ଫେର୍ ବୈଠକ୍ ଲାଗି କେନ୍ଦ୍ର ସରକାରକଁର ଚିଠି

ଇହାଦେ ଭିଲ୍ ଚାଲିଛେ କୃଷି ଆନ୍ଦୋଳନ୍ । କୃଷି ଆଇନକେ ବିରୁଧ କରିକିନା ଗଲା ୨୭ ଦିନ୍ ହେଲାନ ଚାଷୀ ଆନ୍ଦୋଲନ୍ କରିକିନା ଧାରନାନେ ବସିଛନ୍ । ସରକାର ଆରୁ ଚାଷୀ ସଙ୍ଗଠନ ଭିତରେ କେତନି ଥର ବୈଠକ ହେଇସାରିଥିଲେ ଭିଲ୍ କେନସି ସମାଧାନ୍ ନାଇଁ ହେଇପାରି । ଚାଷୀ ନିଜର କଥାନେ ରହିଥିବାର ବେଲକେ ସରକାର…

ଡିସେମ୍ବର ୩୧ତକ୍ ବ୍ରିଟେନ୍‌ନୁ ଆସୁଥିବାର ସବୁ ଫ୍ଲାଇଟ୍ ବନ୍ଦ୍‌

ଫେର୍ ଡରାଲାନ କରୋନା ବେମାର । ବ୍ରିଟେନ୍‌ନେ କରୋନା ଫିରିଥିବାର ବେଲକେ ଇଥର ଗୁଟେ ନୂଆଁ ଭୂତାଣୁ ଥିବାର କହିଛନ୍ ବିଶେଷଜ୍ଞ । ଯେନଟାକି ଆଘରର ଚିହ୍ନଟ୍ ଭୂତାଣୁନୁ ବେଶୀ ପ୍ରଭାବଶାଲୀ । ଆରୁ ଇହାଦେ ଇଟାକେ ନେଇକରି ଚିନ୍ତା ବଢିଛେ ବ୍ରିଟେନ୍ ସରକାରକଁର । ସଂକ୍ରମଣ ଅଟକାବାର ଲାଗି ସରକାର…

ଆଡିଲେଡ୍‌ ନେ ହାରିଗଲା ଭାରତ୍‌

ଆଡିଲେଡ ନେ ହେଇଥିବାର୍‌ ଭାରତ୍‌ ଅଷ୍ଟ୍ରେଲିଆ ମ୍ୟାଚ୍‌ନେ ଭାର୍‌ତର୍‌ ହାରିଯାଇଛେ । ୮ୱିକେଟ୍‌ ନେ ଭାରତ୍‌ କେ ହରେଇ କରି ମ୍ୟାଚ୍‌ ଜିତିଛେ ଅଷ୍ଟ୍ରେଲିଆ । ପହେଲା ଇନିଂସ ନେ ଭାରତ୍‌ ଅଷ୍ଟ୍ରେଲିଆ ନୁ ଆଗେ ରହିଥିବାର୍‌ ବେଲେ ସେକେଣ୍ଡ୍‌ ଇଂନିସ୍‌ ନେ ଭାରତ୍‌ ମାତ୍ର ୩୬ ରନ୍‌ କରିପାରିଥିଲା…

ଆନ୍ତର୍ଜାତିକ ସିନେମାନେ ନୀଳମାଧବ ପଣ୍ଡାକଁର ଫିଲ୍ମ ‘କାଲିର ଅତୀତ’

ଓଡ଼ିଆ ଫିଲ୍ମ ଜଗତ୍ ଲାଗି ଖୁସି ଖବର । ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବ-୨୦୨୦ ପନୋରମାନେ ନାଁକରା ଅନ୍ତର୍ଜାତିକ ଫିଲ୍ମ ନିର୍ମାତା ଆରୁ ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡାକଁର ଫିଲ୍ମ ‘କାଲିର ଅତୀତ’ ବଛା ହେଇଛେ । ଇଟା ନେଇକରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ…

ଏଥର ସସ୍ତାନେ ସ୍ୱାସ୍ଥ୍ୟ ସେବା

କରୋନା ସମିୟାନେ ସବୁଆଡେ ସଂକ୍ରମଣ ସଂଖ୍ୟା ବଢୁଥିବାର୍‌ ବେଲେ ଚିକିତ୍ସା ଭଲ ହିସାବେ ହେଇ ନାଇ ପାରବାର୍‌ । ସେଥିର୍‌ ଲାଗି ରାଜ୍ୟ ମାନକଁର୍‌ ନେ ସସ୍ତା ଥି ଚିକିତ୍ସା କରବାର୍‌ ୍‌ ବେବସ୍ଥା କେ ନେଇକରି ସୁପ୍ରିମକୋର୍ଟ ଶୁଣାଣି କରିଛେ । ସୁଲଭ ଚିକିତ୍ସା ପାଇବାର୍‌ ଟା ଲୋକମାନକଁର୍‌…

୪ ମାସର ରାସନ୍ ଧରି ଆସିଛନ୍ ଚାଷୀ

ଖରା ବର୍ଷା ଶୀତ ସହି ନିଜର କ୍ଷେତେ ସୁନାର ଫସଲ ଫଲଉ ଥିବାର୍ ଚାଷୀ ମାନକେ କାଁ ହେଇଛେ । ନିଜର କ୍ଷେତ୍ ଛାଡି କରି ପହଞ୍ଚିଛନ୍ ରାଜଧାନୀକେ । ଡର ଘାରିଛେ ତାକୁଁ ବଛରଟାକର ମେହେନତ୍ ର ଦାମ୍ ନୂଆଁ ଆଇନ୍ ଲାଗି ତାକୁଁ ନାଇଁ ମିଲେକେ । ହେଥିରଲାଗି ଦେଶକେ ଚଲଉଥିବାର୍ ଲୋକ୍ ମାନକଁର ଆଗାଡେ ନିଜର…

କେଭେ ହେବା ସମାଧାନ୍ ?

କେନ୍ଦ୍ର ସରକାରକଁର ନୂଆଁ କୃଷି ଆଇନ୍‌କେ ବିରୁଧ କରିକିନା ଦେଶଭରନେ ଚାଲିଛେ ଚାଷୀ ଆନ୍ଦୋଲନ୍ । ୨୧ ଦିନ୍ ଉପରେ ପୁହୁଞ୍ଚିଛେ ଇ ଆନ୍ଦୋଲନ୍ । ନିଜର ଜିଦ୍‌ନେ ରହିଥିବାର ଚାଷୀ ଦାବି ନାଇଁ ପୁରା ହେବାର ତକ୍ ଆନ୍ଦୋଳନ୍ ଜାରି ରହେବା ବଲି ଚେତାବନୀ ଦେଇଛନ୍ । ସେଆଡେ କେନ୍ଦ୍ର ସରକାର ଭିଲ୍ କେତନି…

ଡାକ୍ ବିଭାଗ ଆଡୁ ମୁଲ୍ ହେଲା ‘ଡାକ୍ ପେ’ ଆପ୍‌

ଏତକର ଡାକ୍ ବିଭାଗର ଭିଲ୍ ଡିଜିଟାଲ୍ ପେମେଣ୍ଟ ସୁବିଧା ପାଇପାରବେ ଗରାଖ୍ । ଇଣ୍ଡିଆ ପୋଷ୍ଟ୍ ପେମେଣ୍ଟ୍ ବ୍ୟାଙ୍କ୍ (ଆଇପିପିବି) ଡାକ୍ ବିଭାଗ ଆଡୁ ଉପଭୋକ୍ତା ମାନକୁଁ ବେଙ୍କିଙ୍ଗ୍ ଆରୁ ଡିଜିଟାଲ୍ ଟ୍ରାଞ୍ଜାକ୍ସନ୍‌ର ସୁବିଧା ଦିଆଯିବା । ଡାକ୍ ପେ ନାଁନେ ଗୁଟେ ଡିଜିଟାଲ୍ ପେମେଣ୍ଟ ଆପ୍…