Browsing Category

ଦେଶ୍‌-ବିଦେଶ୍‌

ଦେଶ୍ ମାନୁଛେ ‘ବିଜୟ ଦିବସ୍‌’

‘ଡିସେମ୍ବର୍ ୧୬’ ଭାରତର୍ ସାମରିକ୍ ଇତିହାସ୍‌ରେ ଗୁଟେ ବଡଭାରି ଦିନ୍ । ସବୁ ବରଷ୍ ଇ ଦିନ ଭାରତ୍‌ରେ ବିଜୟ ଦିବସ୍ ମନାଯାଏସି । ୧୯୭୧ ମସିହାନେ ଆଜିର୍ ଦିନେ ଭାରତ୍ ସେନା ଆର୍ ବାଂଲାଦେଶ୍‌ର ମୁକ୍ତି ବାହିନୀ ସାମ୍ନାରେ ପାକିସ୍ତାନ୍ ସେନା ବିନା ସର୍ତ୍ତ ନେ ଆତ୍ମସମର୍ପଣ୍ କରିଥିଲା ଆର୍ ତାର୍…

ନାଇଁ ବସେ ଶୀତ୍ ଅଧିବେଶନ୍ 

ଇ ବରଷ୍ ସଂସଦର ଶୀତ ଅଧିବେଶନ୍ ନାଇଁ କରାଯାଏ । କରୋନା ଡର୍ ଲାଗି ଶୀତ୍ ଅଧିବେଶନ୍ ବନ୍ଦ କରବାର ଲାଗି ନିଷ୍ପତ୍ତି ନିଆଯାଇଥିବା ନେଇକରି ଜନାପଡିଛେ । ଜାନୁଆରୀନେ ଯାଇକରି ଏକାଥରେ ବଜେଟ୍ ଅଧିବେଶନ୍ କରାଯିବା ନେଇକରି ସହମତି ମିଲିଥିବାର ସୂଚନା ରହିଛେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ…

କିଏ କିଏ ଖେଲବେ ଡେ/ନାଇଟ୍ ଟେଷ୍ଟ

ଡେ/ନାଇଟ୍ ଟେଷ୍ଟ ହେଉଥିବାର୍ ବେଲକେ ଆଡିଲେଡନେ ଖେଲାଯିବା ଇ ପିଙ୍କ ବଲ ଟେଷ୍ଟ । ସବୁନୁ ବଡ କଥା ହେଉଛେ ପହେଲା କରି ବିଦେଶ ମାଟିନେ ଭାରତ ଡେ/ନାଇଟ ଟେଷ୍ଟ ଖେଲବାର୍‌କେ ଯାଉଛେ । ହେଲେ ଟିମ୍ ଇଣ୍ଡିଆର ୧୧ ଭିତରେ କେନ୍ ମାନେ ରହେବେ ତାକେ ନେଇ ଚିନ୍ତା ବଢିଛେ । ଗଲା ଅଭ୍ୟାସ ମ୍ୟାଚକେ ଦେଖଲେ…

କରୋନା ଟିକାର୍‌ ନୂଆ ଗାଇଡ ଲାଇନ୍‌

କରୋନା ଟିକା ଦେବାର୍‌ ଲାଗି କେନ୍ଦ୍ର ସରକାର୍‌ ସୋମବାର୍‌ ଦିନ ନୂଆ ଗାଇଡ୍‌ ଲାଇନ ଲାଗୁ କରିଛନ । ଗାଇଡଲାଇନ୍‌ ହିସାବେ ଲୋକ୍‌ ମାନକୁଁ କରୋନା ଟିକା ଦିଆଯିବା । ପହେଲା ୩୦ କୋଟି ଲୋକମାନକୁଁ କରୋନା ଟିକା ଦିଆଯିବା ତାର୍‌ ଭିତ୍‌ରୁ ସ୍ୱାସ୍ଥ୍ୟ କର୍ମଚାରୀ , କରୋନା ୱାରିୟର ,୫୦ନୁ ଅଧିକା…

ଆମେରିକାନେ ଟିକାକରଣ ମୁଲ୍‌

ପୁରା ଦୁନିଆଁନେ ଇହାଦେ ଭିଲ୍ କରୋନା ବେମାର ଲାଗି ଚିନ୍ତା ରହିଛେ । ଗଲା ବରଷ୍ ଚୀନ୍‌ର ଉହାନ୍ ସହରନୁ ବାହରିଥିବାର କରୋନା ପଛେ ପଛେ ସବୁ ଦେଶନେ ଭିଲ୍ ଦେଖାଦେଇଥିଲା । ଯେନଟାକି ପୁରା ଦୁନିଆ ଲାଗି ମୁଡଦୁଖା ବନିଛେ । କରୋନା ବେମାରନେ ୭ କୋଟି ୨୨ ଲାଖ୍‌ନୁ ଅଏତକା ଲୁକକୁଁ ହେଇଥିବାର ବେଲକେ…

ବଢୁଛେ ଚାଷୀ ଅସନ୍ତୋଷ, ହେଇନାଇଁ ପାରବାର ସମାଧାନ୍‌

କେନ୍ଦ୍ରର ନୂଆଁ କୃଷି ଆଇନକେ ବିରୋଧ କରିକିନା ଇହାଦେ ଭିଲ୍ ଦେଶସାରା ଚାଲିଛେ ଚାଷୀ ଆନ୍ଦୋଲନ୍ । କୃଷ୍କ ସଙ୍ଗଠନ୍ ଆଡୁ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥନେ ଚକା ଜାମ୍ କରବାର ଚେତାବନୀ ଦିଆଯାଇଛେ । ଯାର ବାଦ୍ ପୁଲିସ ଆଡୁ ସୁରକ୍ଷାକେ ବଢେଇ ଦିଆଯାଇଛେ । ସେଆଡେ ହରିୟାଣାର ଚାଷୀମାନେ ଗୁଟେ ଟୋଲ୍…

‘ପର୍ସନ୍‌ ଅଫ୍‌ ଦି ଇୟର୍‌ ‘-ବାଇଡେନ୍‌ ଆର୍‌ କମଲା ହାରିସ୍

‌ଟାଇମସ୍‌  ମାଗାଜିନ୍‌ ର ‘ପର୍ସନ୍‌ ଅଫ୍‌ ଦି ଇୟର୍‌-୨୦୨୦ 'ର ଟାଇଟଲ ଆମେରିକାର୍‌ ନୁଆ ନିର୍ବାଚିତ୍‌ ରାଷ୍ଟ୍ରପତି ଆର୍‌ ଉପରାଷ୍ଟ୍ରପତି କମଲା ହାରିସ୍‌କୁଁ ଦିଆଯାଇଛେ । ଟାଇମସ୍‌ ମେଗାଜିନ୍‌ ଆଡୁ ଇ ମାନ୍ୟତା ବିଶ୍ୱର୍‌ ଜନାଶୁନା ଚେହେରା ମନକୁଁ ଦିଆଯାଇଥିସି । ଚେଞ୍ଜିଂ ଆମେରିକାସ୍‌…

‘ଆର୍ଟେମିଜ୍‌’ ସଦସ୍ୟକଁର ଭିତରେ ଅଛନ୍‌ ରାଜା ଚାରି

ନାସାର ‘ଆର୍ଟେମିଜ୍‌’ନେ ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଚାରି । ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଚାରିକଁର ସାଙ୍ଗେ ଚନ୍ଦ୍ରାବତରଣ କାର୍ଯ୍ୟକ୍ରମ୍‌ର ‘ଆର୍ଟେମିଜ୍‌’ ଲାଗି ଟ୍ରେନିଂ ନେବାକେ ଥିବାର ୧୮ ଜନ୍‌କଁର ନାଁ ଘୁଷନା କରିଛେ ନାସା । ଇ ଟିମ୍‌ର ମହିଲା ସଦସ୍ୟ ଅଏତକା ରହିଛନ୍…

ଭାରତର୍ ସବୁଠାନୁ ବଡ୍ ବୁଦ୍ଧିଜୀବୀ

ଏନ୍ତା କେତେ ଜଣ୍ ବୁଦ୍ଧିଜୀବୀ ବକ୍ତାକଁର୍ ବାବଦନେ ଆପଣ୍ ଶୁନିଛନ୍ ଯାହାଁକର୍ ଭାଷଣ୍ ଶୁନବାର୍ କେ ଷ୍ଟାଡିୟମ୍ ମାନକୁ କିଛି ନିହେଲେ ୪୦/୫୦ ହଜାର୍ ଲୋକ୍ ଭିଡ୍ ଜମଉଥିଲେ । ହଁ, ଭଡାଟିଆ ରାଜନୈତିକ୍ ଶ୍ରୋତା ନାଇଁ । ବକ୍ତାକଁର୍ କହେବାର୍ ତରିକାର୍ ଆକର୍ଷଣ୍‌ରେ, ତାଁକର୍  ଜ୍ଞାନ୍‌ର ଝଲକ୍…

ଭୁବନେଶ୍ୱର୍‌ ନୁ ରାଉରକେଲା କେ ଚାଲବା ଡବଲ ଡେକର୍‌ ଟ୍ରେନ୍‌

କୋରୋନା କାଲ୍‌ଥି ଟ୍ରେନ୍‌ ଚଲାଚଲ୍‌ କେ ନେଇକରି ବନେଟେ ଅସୁବିଧାନେ ପଡିଥିଲେ ଯାତ୍ରୀ ମାନେ । ହେଲେ ଇ କିଛି ମାସ୍‌ ଉତାରୁ ସବୁ ଟ୍ରେନ୍‌ ଯା ଆସ୍‌ ଲାଗି ସୁବିଧା କରାଯାଉଛେ । କେତେଟା ପୂରନା ଟ୍ରେନ ସାଙ୍ଗେ ନୂଆ ଟ୍ରେନ୍‌ ଚାଲବା ବଲିକରି ସୂଚନା ମିଲୁଛେ । ବେଙ୍ଗଲୋର୍‌ନେ ହେଇଥିବାର୍‌…