Browsing Category

ଦେଶ୍‌-ବିଦେଶ୍‌

କେନେ ଟୋକନ୍ ଟେନସନ୍ ତ କେନେ କଟନିଛଟନି

ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନେ ଇହାଦେ ଭରଦର ଚାଲିଛେ ଧାନ୍ ଘିନା । ଚାଷୀକଁର୍ ଯେନଟା ସବୁଥୁର ମୁଡ ଦୁଖା ପାଲଟିସି ସେଟା ହେଲା ଧାନ୍ ବିକଲା ବେଲକେ କଟନି ଛଟନିକେ ନେଇ । ମିଲ୍ ମାଲିକ ମାନେ ମନମୁଖୀ କାରବାର୍ କରୁଥିବାର୍ ଚାଷୀ ମାନେ କହୁଛନ୍ । ଚାଷୀ ମଣ୍ଡିନୁ ମିଲ ମାଲିକକଁର୍ ପାଖକେ…

‌ନୂଆ ସଂସଦ୍‌ ଭବନ୍‌ର ମାଏଟ୍‌ ପୂଜା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନ ଲାଗି ନୁଆ ଦିଲ୍ଲୀ ନେ ଗୁରୁବାର୍‌ ଦିନ ଶିଲାନ୍ୟାସ କରିଛନ୍‌ । ପହେଲାନୁ ନୁଆ ସଂସଦ ଭବନ କେ ନେଇକରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିବାର୍‌ ବେଲେ ଗୁରୁବାର୍‌ ଦିନ ତାର ଭୁମି ପୂଜା ହେଇଛେ । ପ୍ରଧାନମନ୍ତ୍ରୀ ତାକଁର ଉଦ୍‌ବୋଧ୍‌ନ୍‌ ଭାଷଣ୍‌ ନେ…

‘ଫାଇଜର’୍ ଟିକାକେ ଆମେରିକାର ହଁ

ବ୍ରିଟେନ୍ ଆରୁ କାନାଡା ଉତାରୁ ଆମେରିକାନେ ଫାଇଜର ଭ୍ୟାକସିନ୍‌କେ ମିଲଲା ଅନୁମତି । କରୋନା ଟିକା ଲାଗି ଆମେରିକା ଫାଇଜର କମ୍ପାନୀକେ ଅନୁମତି ଦେଇଥିଲେ । ଫାଇଜର ଭ୍ୟାକ୍ସିନ୍‌କେ ଆଘୋନୁ ଫୁଡ୍ ଆଣ୍ଡ ମେଡିସିନ୍ ଆଡମିନିଷ୍ଟ୍ରେସନ୍ ଆଡୁ କେତନି ଆଲୋଚନା ବାଦ୍ ଅନୁମତି ଦିଆଯାଇଛେ । ଇ କମିଟିନେ…

ହକି ବିଶ୍ୱକପ୍ ୨୦୨୩ ଲାଗି ସ୍ଥିତି ଅନୁଧ୍ୟାନ୍‌

ଫେର୍ ଓଡ଼ିଶାନେ ହକି ବିଶ୍ୱକପ୍‌ର ଆୟୋଜନ୍ କରାଯିବାର ନେଇକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ । ୨୦୨୩ ହକି ବିଶ୍ୱକପ୍ ଭୁବନେଶ୍ୱର ଆର ରାଉରକେଲାନେ ଖେଲାଯିବାର ନେଇକରି ଘୋଷଣା ହେଇଥିବାର ବେଲକେ ଷ୍ଟାଡିୟମ୍ କାମ୍ ମୁଲ ହେଇଗଲାନ । ଇ ସବକେ ଆଏଁଖ ଆଗାଡେ ରଖିକରି ବିଜୁ ପଟ୍ଟନାୟକ…

କେନ୍ତା ଥିଲେ ସହିଦ ରେଣ୍ଡୋ ମାଝୀ?

 ଆମର ମାଟିର ପୁଓ, ମାଟିର ଟେକ ସହିଦ ରେଣ୍ଡୋ ମାଝୀ । ଯିଏ କି ଝନେ ବୀର ସଂଗ୍ରାମୀ , ନିଜର ମାଁ ମାଏଟ ଲାଗି ନିଜର ଜୀବନ୍ ଦେଇଥିଲେ । ଭାରତର ସ୍ୱାଧିନତା ସଂଗ୍ରାମ୍ ବଏଲେ ସବୁବେଲେ ବୁଝାଯାଏସି ଯେ ସେ ସମିଆଁର ପଢା ଲିଖା ଲୋକ୍ ମାନେ ଯେତେବେଲକେ ଆନ୍ଦୋଲନ୍ କଲେ, ରାସ୍ତାକେ ଉତରିଲେ, ସେମାନେ…

‘ଇସ୍ରୋ’ ର୍‌ ସ୍ୱଦେଶୀ ‘ଜିପିଏସ୍‌’ କେ ମିଲ୍‌ଲା ‘ଆଇଏମଓ’ର ସ୍ୱୀକୃତି

ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂସ୍ଥା ) ତିଆରି କରିଥିବାର୍‌ ଗୁଟେ ସ୍ୱଦେଶୀ ‘ଜିପିଏସ୍‌'କେଣ୍ଟନ୍ୟାସ୍‌ନାଲ୍‌ ମେରିଟାଇମ୍‌ ଅର୍ଗାନାଇଜେସନ୍‌ (ଆଇଏମ୍‌ଓ) ଆଡୁ ସ୍ୱୀକୃତି ଦିଆଗଲା । ତାର୍‌ ନାଁ ‘ନେଭିଗେସନ୍‌ ୱିଥ୍‌ ଇଣ୍ଡିଆନ କନଷ୍ଟେଲେସନ୍‌' ଏନ୍‌ଭିଆଇସି ରଖାଯାଇଛେ । ଯେନଟା ଗୁଟେ…

ଚାଷୀ ଲାଗି ନବୀନ ସରକାରକଁର୍‌ ନୂଆ ପଦକ୍ଷେପ୍

ଚାଷୀ ମାନକଁର୍‌ ସମସ୍ୟା ର ସମାଧାନ କରବାର୍‌ କେ ଅଣ୍ଟା ଭିଡିଛନ୍‌ ଆମର୍‌ ରାଜ୍ୟ ସରକାର୍‌ । ରାଏଜ୍‌ନେ କୃଷି ଆର୍‌ କୃଷକକଁର୍‌ ବିକାଶ୍‌ ଲାଗି ରାଜ୍ୟ ସରକାର୍‌ ନୁଆ ନୁଆ ଯୋଜନା ସବୁ ଲାଗୁ କରିଥିସନ୍‌ ।ତାର୍‌ ସାଙ୍ଗେ ଆମର୍‌ ରାଏଜର୍‌ ସ୍ୱାସ୍ଥ୍ୟ ସେବା ଆର୍‌ ପିଇବାର୍‌ ପାଏନ ‌ ର୍‌…

ଦେଶର୍ ଲାଗି ଆଏଜ୍ କେତେ ବଡ଼୍ ଦିନ୍ ! 

ସଭେ ଜାନିଛୁଁ ଯେ ଗୁଟେ ୧୨ବର୍ଷିଆ ଛୁୃଆ ‘ଧର୍ମପଦ’ ସାରା ଜଗତ୍‌ନେ ବିଖ୍ୟାତ୍ କୋଣାର୍କ ମନ୍ଦିର୍‌ର ଟିପିନେ କଲସ୍ ବସେଇଥିଲା । ବାକି କିଏ କିଏ ଇତାର୍ ନିହି କୁଡିଥିଲେ ବେଲେ କିହେ ନାଇଁ କହିପାରୁଁ । କିଏ ଇତାର୍ ପହେଲା ନକ୍ସା କରିଥିଲା ପଚରାଲେ ବି କେହି ନାଇଁ କହିପାରୁଁ । ଅବଶ୍ୟ ଘରେ-ଘରେ:…

ହେରିଟେଜ୍‌ ଭବନ୍‌ ହେଲା ସମ୍ବଲପୁରର ମୁଖିଆ ଡାକ୍‌ଘର୍‌

ଭାରତ ସରକାରକଁର୍‌ ଯୋଗାଯୋଗ୍‌ ମନ୍ତ୍ରାଲୟ ଅଧିନନେ ରହିଥିବାର୍‌ ପୁରନା ୮ଟା ଡାକଘର୍‌ କେ ସରକାରକଁର୍‌ ହେରିଟେଜ୍‌ ଆର୍‌ ମ୍ୟୁଜିୟମ୍‌ ପରିଚାଲନା ସଂସ୍ଥା ଆଡୁ ଡିସେମ୍ବର୍‌ ୮ ତାରିଖ୍‌ ନେ ହେରିଟେଜ୍‌ ଭବନ୍‌ (ପ୍ରାଚୀନ କୀର୍ତ୍ଥି ) ହିସାବେ ମାନ୍ୟତା ଦିଆଯାଇଛେ । ସେ ଭିତରୁ ସମ୍ବଲପୁରର୍‌…

ଇଥର ପରୀକ୍ଷା କେନ୍ତା ଦେବେ ପିଲା ?

କରୋନା ଲାଗି ବନେ ଦିନ୍‌ୁ ବନ୍ଦ ଅଛେ ସ୍କୁଲ, କଲେଜ ସବୁ । ଛୁଆକଁର୍ ସୁରକ୍ଷାକେ ନଜରଥି ରଖି ଏନ୍ତା ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏବେ ବଡ ପ୍ରଶ୍ନ ଉଠିଛେ ଯେ ଆଗକେ ପରୀକ୍ଷା କେନ୍ତା ହେବା । କ୍ଲାସରୁମରେ ପଢେଇକରି ସବୁ ସିଲାବସ ସାରିକରି ପରୀକ୍ଷା ହେବା ନା ଅନଲାଇନ୍ ପାଠପଢାକେ ଏକା…