Browsing Category

ଦେଶ୍‌-ବିଦେଶ୍‌

ଭାରତକେ ‘୧୯୫’ ରନର୍‌ ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ଆଜି ସିଡନିନେ ଚାଲିଥିବାର ସେକେଣ୍ଡ୍‌ ଟି-୨୦ମେଚ୍‌ନେ ଭାରତ ଆର୍‌ ଆଷ୍ଟ୍ରେଲିଆ ଖେଲୁଥିବାର୍‌ ବେଲେ ଅଷ୍ଟ୍ରେଲିଆ ପହେଲା ବ୍ୟାଟିଂ କରିକିନା ଭାରତ୍‌କେ ୧୯୫ ରନ୍‌ ଟାର୍ଗେଟ୍‌ ଦେଇଛେ । ୨୦ ଓଭର୍‌ ଥି ୫ଟା ୱିକେଟ୍‌ ହାରିକରି ଅଷ୍ଟ୍ରେଲିଆ ୧୯୪ ରନ୍‌ କରିପାରିଛେ । ମେଚ୍‌ ଆରମ୍ଭ୍‌ ନୁ ଭାରତ୍‌…

ପାକିସ୍ତାନର ଦୁହି ଟୁକେଲକୁଁ ଫିରାବାର୍‌ ଚେଷ୍ଟା

ପାକିସ୍ତାନ୍‌ର ଅଧିନ୍‌ନେ ଥିବାର୍‌ କାଶ୍ମୀର୍‌ନୁ ଭାରତ୍‌ ର ଜାମ୍ମୁ କାଶ୍ମୀର୍‌ ର ପୁଂନଚ୍‌ ଅଂଚଲ୍‌ କେ ଭୁଲ୍‌ଥି ପଲେଇ ଆସିଥିଲେ ଦୁଇଟା ନାବାଲିକାକୁଁ ନିୟନ୍ତ୍ରଣ ରେଖା ପାସେ ଭାରତୀୟ ଯବାନ୍‌ ମାନେ ଦେଖିଥିଲେ । ଫର୍‌ୱାର୍ଡ କଠୁଆ ତହସିଲ୍‌ର ଆଦ୍ଦାସପୁର୍‌ନେ ସେ ଦୁହି ଟୁକେଲ ମାନକଁର୍‌…

କରୋନା ଟିକା ନେଇକରି ଭିଲ୍ ବାହାରିଲା ପଜିଟିଭ୍

କରୋନା ବେମାରକେ ନେଇକରି ଇହାଦେ ଭିଲ୍ ପୁରା ଦୁନିଆଁ ଚିନ୍ତାନେ ଅଛନ୍ । ଭିନ୍ ଭିନ୍ ଦେଶର ବୈଜ୍ଞାନିକ ଆରୁ ଗବେଷକ ଭେକ୍ସିନ୍ ବାହାର କରବାରନେ ଲାଗିଛନ୍ । ଇତାର ଭିତରେ ଭାରତର ବାୟୋଟିକ୍ କମ୍ପାନୀ ଆଡୁ ବାହାର କରାଯାଇଥିବାର ‘କୋଭେକ୍ସିନ’୍ ଟିକାର ପ୍ରଭାବକେ ନେଇକରି ସମସ୍ୟା ଦେଖାଦେଇଛେ ।…

‘ମାଁ ମାଏଟ୍ କାଁନ୍ଦୁଛେ’…

ମାଁ ମାଏଟ୍ କାଁନ୍ଦୁଛେ... ଇ ପଦେ କଥା ଶୁନିଦେଲେ ଇହାଦେ ଆମର୍ ଭିତରୁ ମାଁ ମାଏଟ୍ କେ ବଞ୍ଚାବାର୍ ଲାଗି ଶହ ଶହ ସଂଗ୍ରାମୀ ବାହାରି ପଡ଼ବେ । ଆର୍ ସୋସିଆଲ୍ ମିଡିଆଥି ତ କେତେ କେତେ ସଂଗ୍ରାମୀ ବାହାରିଯିବେ ଯେ ତାର୍ ହିସାବ୍ ନାଇଁ । ଇ କଥାର୍ ପରୀକ୍ଷା ଆପଣ୍ ନିଜେ ବି କରିନେଇ ପାରବେ । ବାକି…

ଡିସେମ୍ବର୍‌ ୮ନେ ହେବା ଭାରତ‌ ବନ୍ଦ୍‌

ନୁଆ କୃଷି ବିଲ୍‌ର ବିରୋଧ୍‌କେ ନେଇକରି ଚାଷୀ ମାନକଁର୍‌ ଆନ୍ଦୋଲନ୍‌ ଇହାଦେ ଜୋର୍‌ ଧରିଛେ । କୃଷି ବିଲ୍‌କେ ନେଇକରି ସରକାରକଁର୍‌ ସାଙ୍ଗେ ଆଲୋଚନା ବିଫଲ୍‌ ହେବାର୍‌ ଉତାରୁ ୪୦ଟା କୃଷକ୍‌ ସଂଗଠନ୍‌ ଆଡୁ ୮ ଡିସେମ୍ବର୍‌(ମଙ୍ଗଲବାର୍‌) ଦିନ ଭାରତ୍‌ ବନ୍ଦ୍‌ ର୍‌ ଡାକ୍‌ରା ଦିଆଯାଇଛେ । କୃଷି…

ଆର୍‌ କିଛି ହପ୍ତା ଭିତରେ ଆସ୍‌ବା କରୋନା ଟିକା

କରୋନା ଟିକାକେ ନେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଲୀୟ ବୈଠକ୍‌ନେ କହିଛନ୍‌ ଯେ ଆସବାର୍‌ କିଛି ହପ୍ତା ଭିତରେ କରୋନା ପ୍ରତିଷେଧକ୍‌ ଟିକା ଦେଶ୍‌କେ ଆସ୍‌ବା । ବିଶେଷଜ୍ଞ ମାନକଁର୍‌ନୁ ଟିକା ପରୀକ୍ଷା ହେଇସାରବାର୍‌ ଉତାରୁ ଦେଶ୍‌ନେ କରୋନା ଟିକା ଦିଆଯିବା । ଆର୍‌ ଇ କରୋନା…

୧୫୦୦ ଟଙ୍କା ନେଇକରି ଭାରତ ଆସିଥିଲେ ଗୁଲାଟି

ମହେଶିଆଁ ଦି ହଟ୍ଟି ମାନେ ଏମଡିଏଚ୍ । ଭାରତର ମସଲା ଭିତରେ ବଡ ଆର୍ ଜନାଶୁନା ବ୍ରାଣ୍ଡ । ଏମଡିଏଚ ଗ୍ରୁପର ମାଲିକ୍ ଆର ଏମଡିଏଚ ମସଲା ମାନକଁର୍ ବିଜ୍ଞାପନର ଜନାଶୁନା ଚେହେରା ଧର୍ମପାଲ ଗୁଲାଟି ଆର୍ ନାଇଁନ । ୯୮ ବର୍ଷନେ ତାକଁର ଜୀବନ୍ ଯାଇଛେ । ଦିଲ୍ଲୀର ମାତା ଚନ୍ନନ ଦେବୀ ହସପିଟାଲନେ ତାକଁର୍…

“ହେଲମେଟ୍ ଆର୍ ମାସ୍କ ପିନ୍ଧ ବୋ… ପୁଲିସ୍ ଅଛେ…”

"ହେଲମେଟ୍ ଆର୍ ମାସ୍କ୍ ପିନ୍ଧ ବୋ... ହେ ଆଗାଡେ ପୁଲିସ୍ ଅଛେ । ନାଇଁ ପିନ୍ଧିଥିବ ବେଲେ ଫାଇନ୍ ପକାବେ । ହେନୁ ପାର୍ ହେଇକରି ଆଗକେ ପଲାଲେ ଫେର୍ ଖୁଲି ନି ଦେମା କାଏଁ । " ଇ ପ୍ରକାରର୍ କଥା ଦୁଇପଦ୍ କେତେ ଲୋକ୍ ଯେ କେତେ ଠାନେ ଶୁନିଥିବେ ଆର୍ କହୁ ଭିଲ୍ ଥିବେ ତାର୍ ହିସାବ୍ ନାଇଁନ। କଥା…

ପାଶରିଗଲେ କୋଭିଡ୍ ନିୟମ୍‌

ଦେଶେ ଇହାଦେ ଭିଲ୍ କରୋନା ଡର୍ ରହିଛେ । କରୋନା ଦୁଇ ନମ୍ବର ଥର ଦେଶର ଭିନ୍ ଭିନ୍ ଜାଗାନେ ଦେଖବାକେ ମିଲିଥିବାର ବେଲକେ ସରକାର ଇହାଦେ ଭିଲ୍ କଡାକଡି ରଖିଛନ୍ ନିୟମ୍ । ସାମାଜିକ୍ ଦୂରତା, ଆରୁ ମାସ୍କ ପିନ୍ଧବାର ଉପରେ ଇହାଦେ ଭିଲ୍ ଅଏତକା ଗୁରୁତ୍ୱ ଦିଆଯାଉଚେ । ହେଲେ କିଛିଟା ଜାଗାନେ ଇ ସବୁ…

ଫେର୍ କମାଲ୍ ଦେଖାଲେ ଟିଟଲାଗଡ଼ର ପୁଓ ଜିତେନ୍ଦ୍ର

ଅନ୍ତର୍ଜାତୀୟ ଫିଲ୍ମ ଦୁନିଆନେ ନାଁ କରିଥିବାର ପଶ୍ଚିମଓଡ଼ିଶାର ଜିତେନ୍ଦ୍ର ମିଶ୍ରକଁର ଫିଲ୍ମ ଦେଖା ହେଇଛେ ଅଲମ୍ପିଆ ଫିଲ୍ମୋତ୍ସବନେ । ଟିଟଲାଗଡନେ ଜନମ୍ ହେଇଥିବାର ଜିତେନ୍ଦ୍ରକଁର ପ୍ରଜୋଜନାଥି ବନିଥିବାର ଫିଲ୍ମ ‘ହ୍ୟୁମନ ଓକ’୍ ୨୩ ନମ୍ବର ଅଲମ୍ପିଆ ଫିଲ୍ମୋତ୍ସବନେ ଦେଖା ହେଇଛେ । ଗ୍ରୀସ୍‌ନେ…