Browsing Category

ଦେଶ୍‌-ବିଦେଶ୍‌

ଫେର୍ ୪୩ଟା ଆପ୍ ବେନ୍‌

ଆର ୪୩ଟା ଆପ୍ ବେନ୍ କଲେ ଭାରତ୍ ସରକାର । ଦେଶର ସୁରକ୍ଷାକେ ନେଇକରି ଏନ୍ତା ପଦକ୍ଷେପ୍ ନେଇଛନ୍ କେନ୍ଦ୍ର ସରକାର । ଧାରା ୬୯(ଏ) ହିସାବେ ଇ ସବୁ ଆପ୍ ମାନକେ ଭାରତନେ ବେନ୍ କରାଯାଇଛେ । ଇ ନେଇକରି ସରକାରକଁର ଆଡୁ ଗୁଟେ ବିଜ୍ଞପ୍ତି ଲାଗୁ ହେଇଛେ । ଇ ସବୁ ଆପ୍‌ର କାମ୍ ଉପରେ ଆଘୋ ନଜର…

ଦୁନିଆଁ ଭରର ଶହେଟା ପ୍ରତିଭାଶାଲୀ ମହିଲା

ଆଜିର୍ ମହିଲା ପୁରଷକଁରନୁ କେନସି କାମ୍ କି ଗୁଣ୍‌ଥି କମ୍ ନୁହେଁ ସେ । ସବୁଥିରେ ଆଗେ ଥିବାର ଇ ମହିଲା ମାନେ ଆଏଜ୍ ଦେଶ ଦୁନିଆଁନେ ମୁଖିଆ ସାଜିଛନ୍ । ଇ ସବୁ ମହିଲାକଁର ସାହସ ଆର ଭଲ୍ କାମ୍ ସବୁକେ ଲୋକକଁର ଆଘକେ ଆନବାର ଗୁଟେ ଚେଷ୍ଟା କରିଆସୁଛେ ବିବିସି । ଫି ବଛର ଦୁନିଆଁ ଭରର୍ ଶହେ ଜନ୍…

ଅସ୍ତ୍ରୋପ୍ରଚାର୍‌ କର୍‌ବେ ଆୟୁର୍ବେଦିକ୍‌ ଡାକ୍ତର୍

 ଆୟୁର୍ବେଦିକ୍‌ ଡାକ୍ତର୍‌ ମାନେ ବି କରିପାର୍‌ବେ ଅସ୍ତ୍ରୋପ୍ରଚାର୍‌ ବୋଲି କେନ୍ଦ୍ର ସରକାର୍‌ ନୋଟିସ୍‌ ବାହାର୍‌ କରିଛନ୍‌ । ଅର୍ଥୋପେଡିକ୍‌ , ଇଏନ୍‌ଟି, ଆଖି ଆର୍‌ ଦାନ୍ତ୍‌ ଅସ୍ତ୍ରୋପଚାର୍‌ ଆର୍‌ ଚିକିତ୍ସା ସାଙ୍ଗେ ଜେନେରାଲ୍‌ ସର୍ଜରୀ ଭିଲ୍‌ କରିପାରବେ । ଆୟୋର୍ବେଦିକ୍‌ ପଢିଥିବାର୍‌…

ଆସୁଛେ ବାତ୍ୟା ‘ନିଭାର’

ବଙ୍ଗୋପ୍‌ସାଗର୍‌ନେ କାଲି ଲଘୁଚାପ ହେବାର୍‌ ଉତାରୁ ବାତ୍ୟାର୍‌ ବଡ୍‌ ରୂପ୍‌ ନେଇଛେ । ୨୫ ତାରିଖ୍‌ ନେ ପୁଡୁଚେରୀ ଆର୍‌ ତାମିଲ୍‌ନାଡୁ ନେ ୧୦୦ ନୁ ୧୧୦ କିମି ତକ୍‌ ପବନ ବହେବାର୍‌ ସାଙ୍ଗେ ବାତ୍ୟାର୍‌ ରୂପ୍‌ ନେବା ବାତ୍ୟା ‘ନିଭାର୍‌ ' । ବାତ୍ୟାର୍‌ ଗତି ଧୀରେ ଧୀରେ ପଶ୍ଚିମ୍‌ ଆଡେ…

ଏଲଓସିନେ ମିଲଲା ୧୬୦ ମିଟର ଲମ୍ବର ସୁଡଙ୍ଗ୍

ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟରର ଅନ୍ତର୍ଜାତୀୟ ସୀମାନେ ଗୁଟେ ସୁଡଙ୍ଗ୍‌ଟେ ମିଲିଛେ । ଇ ସୁଡଙ୍ଗ୍ ବାଟ୍ ଦେଇକରି ପାକିସ୍ତାନୀ ଜୈସ୍ ଆତଙ୍କବାଦୀକୁଁ ଭାରତ ପଠଉଥିଲା । ନାଗ୍‌ରୋଟାନେ ଭାରତୀୟ ଯବାନକଁର ହାତୁ ମରିଥିବାର ୪ ଆତଙ୍କବାଦୀ ଇ ବାଟ୍ ଦେଇକରି ଭାରତକେ ଢୁକିଥିଲେ ବଲି ଜନାପଡିଛେ । ଇ…

୭୮ ବରଷ୍‌ନେ ଜୋ ବାଇଡେନ୍‌

ଆମେରିକାର ନୂଆଁକରି ରାଷ୍ଟ୍ରପତି ନିର୍ବାଚିତ୍ ହେଇଥିବାର ଜୋ-ବିଡେନ୍‌କଁର ଆଏଜ୍ ଜନମ୍ ଦିନ୍ । ୨୦୨୧ ଜାନୁଆରୀନେ ରାଷ୍ଟ୍ରପତି ପଦ ଲାଗି ଶପଥ ନେବାକେ ଯାଉଥିବାର ଜୋ ବିଡେନ୍ ସବୁନୁ ଅଏତକା ବରଷ ଥିବାର ରାଷ୍ଟ୍ରପତି । ଇତାର ଆଘୋନୁ ଥିବାର ରାଷ୍ଟ୍ରପତି ରୋନାଲ୍ଡ ରିଗାନ୍ ସବୁନୁ ଅଏତକା ବରଷ…

କମେଡି କୁଇନ୍‌ ଭାରତିକୁଁ ଏନସିବିର୍‌ ଜେରା

ସୁଶାନ୍ତ ସିଂ ରାଜପୁତକଁର୍‌ ମରବାର୍‌ ଉତାରୁ ବହୁତ୍‌ଟେ ବଲିଉଡ ସୁପରଷ୍ଟାର୍‌କଁର୍‌ ଡ୍ରଗ୍ସ୍‌ ଲିଂକ୍‌ ର କଥା ସାମନା୍‌ କେ ଆସିଥିଲା । ଆର୍‌ ସେମାନ୍‌କୁ ଇ ନେଇକରି ଏନସିବି୍‌ ପଚରାଉଚରା କରିଥିଲା । ଦୀପିକା ପାଦୁକନ୍‌ ,ଶ୍ରଦ୍ଧା କପୁର୍‌ ,ସାରା ଅଲ୍ଲୀ , ରକୁଲ୍‌ ପ୍ରିତ୍‌ ଲେଖେ ବଡ ବଡ…

ପାକିସ୍ତାନ୍ ଭାଙ୍ଗଲା ଅସ୍ତ୍ରବିରତୀ ନିୟମ୍‌

ଜମ୍ମୁ- କାଶ୍ମୀର ରଜୌରି ଜିଲ୍ଲାନେ ପାକିସ୍ତାନର ଅସ୍ତ୍ରବିରତୀ ନିୟମ ଭାଙ୍ଗବାରନୁ ଜନେ ଭାରତୀୟ ଯବାନ୍ ସହିଦ ହେଇଛନ୍ । ସହିଦ୍ ଯବାନ୍ ହେଉଛନ୍ ହାବିଲଦାର ପାଟିଲ୍ ସଂଗ୍ରାମ ଶିବାଜୀ । ଜନେ ଅଧିକାରୀ କହିଛନ୍ ଡେର ରାଏତ୍ ୧ ବଜା ଆଡେ ନୌଶେରାର ଲାମ ଇଲାକା ଆଡୁ ଗୁଲି ଫୁଟିଥିଲା । ଇଥରେ ଜନେ…

ଏପ୍ରିଲ୍‌ନେ ମିଲ୍‌ବା କରୋନା ଟିକା

୨୦୨୧ ଏପ୍ରିଲ୍‌ନେ କରୋନା ଟିକା ସାରା ଭାରତ୍‌ନେ ମିଲବା ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ସିଆଇଆଇ)ର୍‌ ସିଇଓ ଆଦର୍‌ ପୁନାୱାଲା କହିଛନ୍‌ । ଅକ୍ସଫୋର୍ଡ ଆଷ୍ଟ୍ରୋଜେନିକା ଟିକାର୍‌ ପରୀକ୍ଷା ସଫଲ୍‌ ହେଇଥିବାର ବେଲେ ବେଶୀ ବୟସ୍‌ ର ଲୋକ୍‌ ମାନ୍‌କଁର ଦେହେ ଟିକା କାମ୍‌…

ଦେଶେ ୯୦ ଲାଖ୍ ଟପଲା କରୋନା

ଦେଶେ ଫେର୍ ବିଗଡିବାରନେ ଲାଗିଛେ କରୋନା ସ୍ଥିତି । ୯୦ ଲାଖ୍ ଟପିଛେ କରୋନା ରୋଗୀକଁର ସଂଖ୍ୟା । ସେନ୍ତା କରୋନାନେ ଏକ ଲାଖ୍ ୩୨ ହଜାର ୧୬୨ଜନକଁର ଗଲାନ ଜୀବନ୍ । ଗଲା ୨୪ ଘଣ୍ଟା ଭିତରେ ୪୫ ହଜାର ୫୨୨ ନୂଆଁ କରୋନା ରୁଗୀ ଚିହ୍ନଟ ହେଇଥିବାର ବେଲକେ ୫୮୪ ଜନ୍‌କଁର ଜୀବନ୍ ଯାଇଛେ । ସେଆଡେ ୮୪…