Browsing Category

ଦେଶ୍‌-ବିଦେଶ୍‌

ରାଉରକେଲା ଏରୋଡ୍ରମ୍‌ନେ ଏଏଆଇ ଟିମ୍

ରାଉରକେଲା ବିମାନବନ୍ଦରନୁ ଉଡବା ଘରୋଇ ବିମାନ୍ । କେତେଦିନୁ ଇଠାନେ ବିମାନ୍ ଉଡବା ନେଇକରି କାମ୍ ଚାଲିଥିଲେ ଭିଲ୍ କାର୍ଯ୍ୟକାରୀ ହେଇନାଇଁ ପାରିଥାଇ । ଆଏଜ୍ ଏୟାର ଅଥରିଟି ଅଫ୍ ଇଣ୍ଡିଅରାର ଦୁଇ ଜନିଆ ଟିମ୍ ଆସିକରି ଘରୋଇ କମ୍ପାନୀ ଅଧିକାରୀ ମାନକଁର ସାଙ୍ଗେ ଆଲୋଚନା ଇନେଇକରି କରିଛନ୍ । ଇ…

ମହିଲାକଁର ଲାଗି ମୋବାଇଲ ମେଡିକାଲ୍‌

ମହିଲାକଁର ଲାଗି ମୋବାଇଲ ମେଡିକାଲ୍ ସୁବିଧା ମୁଲ୍ । ଛତିଶଗଡ଼ନେ ପହେଲାକରି ମହିଲା ମାନକଁର ଚିକିତ୍ସା ଲାଗି ଦାଇ-ଦିଦି କ୍ଲିନିକ୍ ମୁଲ୍ ହେଇଛେ । ଇଥରେ ଖାଲି ମହିଲା ମାନେ ହିଁ ଚିକିତ୍ସା କରବେ । ଛତିଶଗଡ଼ର ରାୟପୁର, ବିଲାସପୁର, ଆରୁ ଭିଲାଇର ମ୍ୟୁନିସିପାଲଟି ଇଲାକାନେ ମାହାଲିଆନେ ସେବା ଯୁଗେଇ…

ସଂକ୍ରମଣ ଡରନେ ଫେର୍ ଲାଗୁ ହେବା କରୋନା ନିୟମ୍

ଫେର କରୋନା ଲହର ଫିରିଛେ ଦେଶର ଭିନ୍ ଭିନ୍ ଜାଗାକେ । ଥଣ୍ଡା ବଢବାର ସାଙ୍ଗେ ଦୁଇ ନମ୍ବର ଥର ଫେର କରୋନା ବେମାରୀ ଲକ୍ଷଣ ଲୁକକଁର ଦିହେ ଦେଖବାକେ ମିଲିଛେ । ରାଜଧାନୀ ଦିଲ୍ଲୀ ଆରୁ ଗୁଜୁରାଟନେ କରୋନା ରୁଗୀକଁର ସଂଖ୍ୟା ଫେର୍ ବଢିଥିବାର ଦେଖବାକେ ମିଲିଛେ । ଆଗକେ ଦୁଶରା ରାଜ୍ୟ ମାନକେ ଭିଲ୍…

ଦୁନିଆଁ ମାନୁଛେ “ବିଶ୍ୱ ପାଇଖାନା ଦିବସ୍‌’

ଆଏଜ୍‌କା ସାରା ଦୁନିଆଁ ମାନୁଛେ "ବିଶ୍ୱ ପାଇଖାନା ଦିବସ୍‌' । "ମିଳିତ ଜାତିସଂଘ'ଆଡୁ ସାରା ଦୁନିଆଁର୍ ଲୋକମାନେ ପାଇଖାନା ବେଭାର୍ କରବାର୍‌ଟା କେତେ ଜରୁରୀ ଆଏ ଯେ ସେ ବାବଦରେ ସମକୁ ସଚେତନ୍ କରବାର୍ ଲାଗି ନଭେମ୍ବର୍ ୧୯ ଦିନକେ ସବୁଦେଶେ ଟଏଲେଟ୍ ଡେ ହିସାବେ ପାଲନ କରାଯାଉଛେ ।…

ଦେଶ ସୋର କରୁଛେ ଇ ମାଏଟର ଦୁହି ମହାନ୍ ନାରୀକୁଁ

ଭାରତ ଦେଶନେ କେତନିଟେ ମହାପୁରୁଷ ଆରୁ ମହାନ୍ ନାରୀ ଜନମ୍ ହେଇକରି ଇ ମାଏଟ୍‌କେ ଗରବ୍ ଆନିଦେଇଛନ୍ । ଇଂରେଜ ଶାସନ ସମିଆଁନେ ଦେଶକେ ସ୍ୱାଧୀନ୍ କରବାର ଲାଗି କେତେ ମହାନ୍ ମହାନ୍ ଲୋକ୍ ନିଜର ଜୀବନ୍ ବାଜି ଲଗେଇଥିଲେ । ସେମାନକଁର ଭିତରୁ ଜନେ ହେଉଛନ୍ ଝାନ୍ସି ରାନୀ ଲକ୍ଷ୍ମୀବାଇ । ଆଏଜ୍ ହେଉଛେ…

ଏନକାଉଣ୍ଟର୍‌ ଥି ୪ ଆତଙ୍କବାଦୀର୍‌ ଜୀବନ୍‌ ଗଲା

ଜମ୍ମୁନେ ଥିବାର୍‌ ନାଗ୍ରୋଟାର୍‌ ଗୁଟେ ଟୋଲ୍‌ ପ୍ଲାଜାନେ ଭାରତ୍‌ର ସେନା ଆର୍‌ ଆତଙ୍କ୍‌ବାଦୀ ଭିତ୍‌ରେ ହେଇଥିବାର୍‌ ଗୁଲିମାଡ୍‌ନେ ୪ଜନ ଆତଙ୍କ୍‌ବାଦୀର୍‌ ଏନକାଉଣ୍ଟର୍‌ କରବାର୍‌ ଥି ଭାରତ୍‌ର ସେନା ସଫଲ୍‌ ହେଇଛେ ।ସେ ଜାଗାନେ ଆତଙ୍କ୍‌ବାଦୀ ଥିବାର୍‌ ଖବର୍‌ ଉତାରୁ ସେ ଜାଗା ନେ ହାଇଆଲର୍ଟ…

ରାଜମା ଭାତ୍ ଆନିଦେଲା ନୂଆଁ ପରିଚୟ

ଆଜିର୍ ମହିଲା ଆର୍ ଘରର ଚାରି କାନ୍ଥି ଭିତରେ ରହିନାଇଁ ଯାଇ । ଘରୁ ବାହାରକେ ଗୋଡ କାଢି କରି ନିଜର ସୁବିଧା ଅସବିଧା କଥା ନିଜେ ବୁଝୁଛେ । ଆଘୋ ଦିନ୍ ଥିଲା ସ୍ୱାମୀ କମାଲେ ଯାଇକରି ସ୍ତ୍ରୀ ଚଲୁଥିଲା । ହେଲା ଇହାଦେ ସମିଆଁ ବଦଲିଛେ ଆରୁ ମହିଲା ନିଜର ଗୁଡେ ନିଜେ ଠିଆ ହେବାର ସାଙ୍ଗେ ନିଜର ବାଟ୍…

ଆକ୍ଟିଂ ଦୁନିଆଁକେ ଇମ୍ରାନ୍‌କଁର ବାଏ ବାଏ…

ଅଭିନୟ ଦୁନିଆଁ ଛାଡଲେ ବଲିଉଡ ଅଭିନେତା ଇମ୍ରାନ୍ ଖାନ୍ । ୨୦୦୮ ମସିହାନେ ଫିଲ୍ମ ‘ଜାନେ ତୁ ୟା ଜାନେନା’ ଫିଲ୍ମନୁ ଡେବ୍ୟୁ କରିଥିଲେ । ପହେଲା ଫିଲ୍ମନୁ ହିଁ ସେ ନିଜର ଅଭିନୟର ଯାଦୁଥି ଦର୍ଶକକଁର ମନ ଘିନିଥିଲେ । ୨୦୧୫ ସାଲେ କଟ୍ଟିବଟ୍ଟି ଫିଲ୍ମ ଜରିଆନେ ଦେଖନାହାରୀକଁର ଆହୁରି ପାଶେ ପହୁଞ୍ଚି…

ଗିରଫ ହେଲେ ୨ ଜନ ଆତଙ୍କ୍‌ବାଦୀ

ଗଲା ସୋମବାର ରାତି ଦିଲ୍ଲୀ ପୁଲିସ ରାଜଧାନୀ ଦିଲ୍ଲୀନେ ଜସ-ଇ-ମହମ୍ମଦ୍‌ ର ଦୁଇ ଜନ୍‌ ଆତଙ୍କ୍‌ବାଦୀକେ ଗିରଫ୍‌ କରିଥିବାର ଜନା ଯାଇଛେ । ଆତଙ୍କବାଦୀ ହମ୍‌ଲା କେ ଅଟ୍‌କାବାର ଲାଗି ଦିଲ୍ଲୀ ପୁଲିସ୍‌ ଦିଲ୍ଲୀର୍‌ ସରାୟକାଲେ ଗାଁନୁ ଇ ଦୁହି ଆତଙ୍କବାଦୀ କେ ଗିରଫ କରିଛେ । ଆତଙ୍କବାଦୀ ମାନେ…

ଭଲ୍‌ କାମ୍‌ ଦେଉଛେ ମଡର୍ଣ୍ଣାର୍‌ କୋଭିଡ ଟିକା

ଆମେରିକାର ମେଡିସିନ କମ୍ପାନି ମଡର୍ଣ୍ଣା କରୋନା ଲାଗି ତିଆରି କରିଥିବାର୍‌ ଭେକ୍‌ସିନ୍‌ କରୋନା ଭୁତାନୁକେ ୯୦.୪% ନଷ୍ଟ୍‌ କରବାର୍‌ଥି ସହାୟକ ହେଇଛେ ବୋଲି ଗୁଟେ ପରୀକ୍ଷାନୁ ଜନା ଯାଇଛେ । ଇତାର ଆଗରୁ ଆମେରିକାରର୍‌ ଆର୍‌ ଗୁଟେ କମ୍ପାନି ଫାଇଜର ଭିଲ ତାର ଟିକା ୯୦% କରୋନାକେ ପ୍ରଭାବିତ୍‌…