Browsing Category

ଦେଶ୍‌-ବିଦେଶ୍‌

ରଖେ ହରି ତ, ମାରେ କିଏ

୪ ଦିନ୍ ଉତାରୁ ମାଏଟ ତଲୁ ମିଲଲା ୩ ବରଷ୍‌ର ଛୋଟ ଛୁଆ । ତୁର୍କୀନେ ହେଇଥିବାର ଭୂମିକମ୍ପ୍‌ର ୪ ଦିନ୍ ବାଦ୍ ଇ ଛୁଆ ମାଟି ତଲୁ ବାହାର କରାଯାଇଛେ । ଉଦ୍ଧାର ହେଇଥିବାର ଛୁଆର ନାଁ ହେଉଛେ ଆୟଦା ଗେଜ୍‌ଗିନ୍ ବଲିକରି ଜନାପଡିଛେ । ଇଜମିର ସହରନେ ହେଇଥିବାର ଭୂକମ୍ପ୍‌ନେ ଗୁଟେ ୮ ମହଲା ଘର୍ ଧସ୍‌କି…

ଆମେରିକାର ରାଷ୍ଟ୍ରପତି ନିର୍ବାଚନ୍ : ଟ୍ରମ୍ପ୍ ଆର୍ ବାଇଡେନ୍ କଁର ଭିତରେ କଡା ଟକ୍କ‌ର୍

କରୋନା ଭିତରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗନତି ଆରମ୍ଭ ହେଇଯାଇଛେ । ଶେଷଖବର ଅନୁସାରେ ମୋଟ୍ ୫୩୮ଟା ଇଲେକ୍ଟୋରାଲ କୋଲେଜ୍ନୁ ରିପବ୍ଲିକାନ୍ ପାର୍ଥି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇହାଦେ ତକ୍ ୧୭୪ ଭୋଟ ପାଇଥିବାର ବେଲେ ଜୋ ବାଇଡେନ୍ ୨୨୩ ଭୋଟ ନେ ଆଗେ ରହିଛନ । ହେଲେ ଇହାଦେ…

ବାଲିଜୁରୀ ହାଟ୍ ବନବା ବ୍ରାଣ୍ଡ୍‌

ସମ୍ବଲପୁରୀ ଶାଢୀ । ପଶ୍ଚିମ ଓଡ଼ିଶାକେ କେତେନି , ନାଁ ଆନିଦେଇଛେ ! ଖାଲି ରାଏଜ କି , ଦେଶ ନାଇଁସେ ଦେଶ ବାହାରେ ବି ରହିଛେ ସମ୍ବଲପୁରୀ କପଡାର ଆଦର । ଯେତେବେଲେ ବି ସମ୍ବଲପୁରୀ ଶାଢୀ , କପଡାର କଥା ପଡସି, ମନକେ ଆଏସି ବରଗଡର ବାଏଲଜୁରି ହାଟର କଥା । ଇ ହାଟକେ ଆଗକେ ଏସିଆର ସବୁନୁ ବଡ ଖୁଲା…

ଟ୍ରମ୍ପ୍ ବିଡେନ୍ ଟକ୍କର

ଆମେରିକାରନେ ଚାଲିଛେ ରାଷ୍ଟ୍ରପତି ନିର୍ବାଚନ୍ । ଆଏବାର ଚାର ବଛର ଲାଗି କିଏ ସମ୍ଭଲାବେ ଦୁନିଆଁର ସବୁନୁ ବଲଶାଲୀ ରାଷ୍ଟ୍ରର ଭାର୍ । ୪୫ ନମ୍ବର ରାଷ୍ଟ୍ରପତି ପଦ୍ ଲାଗି ଆଏଝ ହେଉଛେ ନିର୍ବାଚନ୍ । ରିପବ୍ଲିିକାନ୍ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଆର ଡେମୋକ୍ରେଟିକ୍ ପାର୍ଟିର ଜୋ ବିଡେନ୍‌କଁର ଭିତରେ…

ଖଣିଜ ଉତ୍ପାଦନ୍‌ନେ ଏକ ନମ୍ବର ଓଡ଼ିଶା

ଖଣିଜ ପଦାର୍ଥ ଉତ୍‌ପାଦନଥି ଦେଶ ଭିତରେ ଏକ ନମ୍ବର ରାଏଜ ଭାବେ ନିଜର ଜାଗା ତିଆର କରିଛେ ଓଡ଼ିଶା । ଦେଶର ମୋଟ୍ ଖଣିଜ ଉତ୍ପାଦନ ହିସାବନେ ଦେଖବାରକେ ଗଲେ ଆମର ରାଏଜ ଆଡୁ ୨୪.୬୮ ଭାଗ ରହିଛେ । କେନ୍ଦ୍ର ମନ୍ତ୍ରଣାଳୟର ବଛରକିଆ ରିପୋର୍ଟ ହିସାବେ ଓଡ଼ିଶା ଏକ ନମ୍ବରନେ ରହିଛେ । ୨୦୧୮-୧୯ନେ ରାଏଜର…

କ୍ରିକେଟ ପଡିଆନୁ ରାଜନୀତି ମଇଦାନ୍‌

ଇହାଦେ ବିହାର ନିର୍ବାଚନ ଲାଗି ରାଜନୀତି ପୁରା ସରଗରମ ରହିଛେ । ଭିନ୍ ଭିନ୍ ଦଲର ନେତା ଇହାଦେ ବିହାରନେ ଡେରା ପକେଇଛନ୍ । ନିର୍ବାଚନ ମଇଦାନନେ ଖୋବଟେ ଟାନୁଆ ନେତା ଉତୁରିଥିବାର ବେଲେ ଲାଲୁ ଯାଦବଙ୍କର ପୋ ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଭିଲ ଲଢୁଛନ୍ । ତେଭେ…

ବିନା ମାସ୍କନେ ବାହାରିଲେ ପଡବା ମହଙ୍ଗା

ମାସ୍କ ନାଇ ପିନ୍ଧଲେ ଫାଇନ୍ ଦେବାରଟା ତ ସଭେ ଜାନିଥିବେ ହେଲେ ବାଢୁନ୍ ଧରିକରି ରାସ୍ତାଘାଟ ସାଫ୍ କରବାରଟା ଟିକେ ଅଡୁଆ ଲାଗୁଥିବା । ଇହାଦେ ଭିଲ ଦେଶେ କରୋନା ସଂକ୍ରମଣର ଡର ରହିଛେ । ଏନ୍ତାଥି ମୁମ୍ବାଇ ଲେଖେ ବଡ ସିଟିନେ ଲୋକମାନେ ମାସ୍କ୍ ନାଇ ପିନ୍ଧୁଥିବାର ଦେଖବାକେ ମିଲୁଛେ । କରୋନାନେ…

ରୋଗ ପ୍ରତିରୋଧକ ଶକ୍ତି ବଢଉଛେ ବିସିଜି ଟିକା

କରୋନା ମହାମାରୀ ଲାଗି ଇହାଦେ ପୂରା ବିଶ୍ୱ ଜୁଝୁଛେ । ଇ ସମିୟାନେ ଡାକ୍ତର ଆର ବୈଜ୍ଞାନିକ ଟିକା କରୋନା ଟିକା ବାହାର କରବାର ଲାଗି ଯୋରସୋରଥି ଲାଗିଛନ୍ । ଏନ୍ତାଥି ଇହାଦେ ବିସିଜି ଟିକା ବୟସ୍କ ଲୋକଙ୍କୁ ସାହାଜ କରିପାରେ ବଲି ଆଶ ରହିଛେ । ଆଇସିଏମଆର ଆଡୁ କରାଯାଇଥିବାର ସର୍ଭେନୁ ଇ ତଥ୍ୟ…

ଇଥିର ଲାଗି ଜାଲିଦେଲେ ଗୁଟେ କୁଟି ଟଙ୍କାର ମର୍ସିଡିଜ୍‌

ଫିଦିନ୍ ଆପଣ ସୋସିଆଲ ମିଡିଆନେ ଖୋବଟେ ଭାଇରାଲ ଭିଡିଓ ଦେଖୁଥିବେ । ବହୁତ ଲୋକ ଅଛନ ଭିଉସ୍ ପାଏବାର ଲାଗି କେନସି ଭିଲ ହଦ୍ ପାର କରୁଛନ୍ । ଆର ଲୋକଙ୍କୁ ନିଜର ଭିଡିଓ ସାଙ୍ଗେ ଯୁଡିକିନା ରଖବାର ଲାଗି ସ୍ପେସାଲ ଭିଡିଓ ସବୁ ତିଆର କରୁଛନ୍ । ଏନ୍ତା ବହୁତଟେ ୟୁଟ୍ୟୁବରର୍ସ ରହିଛନ୍ ଯେନମାନେ କି…

ବିହାର ନିର୍ବାଚନ ମୁଲ

ବିହାରନେ ପହେଲା ଖେପର ମତଦାନ କାର୍ଯ୍ୟକ୍ରମ ମୂଲ ହେଇଛେ । କୈମୁରର ଚାରଟା ବିଧାନସଭା ସିଟ୍‌ନେ ଶାନ୍ତିଶୃଙ୍ଖଳାର ସାଙ୍ଗେ ମତଦାନ କାମ ଚାଲିଛେ । କୋଭିଡ ଗାଇଡ ଲାଇନ୍‌କେ ଜହ ଗୁରୁତ୍ୱ ଦିଆଯାଉଛେ । ସେଆଡେ ଭୋଟରଙ୍କର ଭିତରେ ଭିଲ ତହଁକ ଦେଖବାକେ ମିଲିଛେ । କୈମୁରର ୪ଟା ବିଧାନସଭା କ୍ଷେତ୍ର…