Browsing Category

ଦେଶ୍‌-ବିଦେଶ୍‌

ବାପୁକଁର ତିରୋଧାନ୍ ଦିବସ

ଆଏଜ ମହାତ୍ମା ଗାନ୍ଧୀକଁର ତିରୋଧାନ ଦିବସନେ ତାକୁଁ ଶ୍ରଦ୍ଧାଞ୍ଜଲି ଜନେଇଛନ୍ ଦେଶବାସୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆରୁ ଦୁଶରା ମନ୍ତ୍ରୀମାନେ ଦିଲ୍ଲୀ ରାଜଘାଟନେ ଶ୍ରଦ୍ଧାଞ୍ଜଲି ଜନେଇଛନ୍ । ବାପୁକଁର ଶ୍ରାଦ୍ଧ ଦିବସକେ…

ଜିଦ୍‌ନେ ଚାଷୀ

ଇହାଦେ ଭିଲ୍ ନୂଆଁ କୃଷି ଆଇନ୍ ବିରୋଧନେ ଜାରି ରହିଛେ ଚାଷୀ ଆନ୍ଦୋଲନ୍ । ପ୍ରଶାସନ୍ , ପୁଲିସର ଅଟକାବାର ଉତାରୁ ଭିଲ୍ ଚାଷୀ ନିଜର ଜିଦ୍‌ନେ ରହିଛନ୍ । ସିଂଘୁ ଆରୁ ଗାଜିପୁର ସୀମା ଧାରନାଥି ଚାଷୀକଁର ସଂଖ୍ୟା ବଢବାରନେ ଲାଗିଛେ । ହରିୟାଣା ଆରୁ ପଞ୍ଜାବରୁ ଶହ ଶହ ଚାଷୀ ଆନ୍ଦୋଳନନେ ସାମିଲ୍…

ଇସ୍ରାଏଲ୍ ଦୂତାବାସ ପାଶେ ଆଇଇଡି ବିସ୍ଫୋରଣ

ଦିଲ୍ଲୀନେ ଶୁକ୍ରବାର ଇସ୍ରାଏଲ୍ ଦୂତାବାସ ପାଶେ ଆଇଇଡି ବିସ୍ଫୋରଣ ହେଇଛେ । ଗଲାକାଲି ବେଲବୁଡା ୫ ବଜା ବିସ୍ଫୋରଣ ହେଇଥିବାର ନେଇକରି ଜନାପଡିଛେ । ଘଟନାନେ କାହାର ଜୀବନ୍ ନାଇଁ ଯାଇ କି କେହି ଖଣିଆଁ ନାଇଁ ହେଇ, ତେବେ ପାଶେ ଥିବାର ଗାଡି ମଟର ବମ୍‌ଥି ନଷ୍ଟ ହେଇଛେ । ବିସ୍ଫୋରଣ ଘଟନା ଜାନଲା…

ପଦ୍ମ ସମ୍ମାନନେ ସମ୍ମାନିତ୍ ଓଡିଶାର୍ ମହିଲା

ଆମର୍ ଦେଶର୍ ପଦ୍ମ ପୁରସ୍କାର୍ ବହୁତ୍ ବଡ ଟେ ସମ୍ମାନ ଆଏ ଆର୍ ଇ ସମ୍ମାନ୍ ଦେଶର୍ ଭିନ୍ ଭିନ୍ କ୍ଷେତ୍ର ନେ ନାଁ କରିଥିବାର୍ ଲୋକମାନକୁଁ ମିଲିଥିସି । ସେନ୍ତା ଇ ବରଷ୍ ଆମର୍ ଓଡିଶାର୍ ୬ ଜଣକୁଁ ପଦ୍ମ ପୁରସ୍କାର୍ ଦିଆଯିବା ବଲିକରି ଘୋଷଣା କରିଛନ୍ ଭାରତ ସରକାର୍ । ସେ ୬ ଜଣକଁର୍ ଭିତ୍‌ରୁ ଆମର୍…

ଟିକାକରଣନେ ଭାରତର ଦାୟିତ୍ୱକେ ରାଷ୍ଟ୍ରପତିକଁର ପ୍ରଶଂସା

ସଂସଦର ବଜେଟ୍ ଅଧିବେଶନ୍ ଆରମ୍ଭନେ ସଂସଦର ମିଳିତ ଅଧିବେଶନନେ ଅଭିଭାଷଣ ରଖିଛନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଇ ଅବସରନେ ଗଣଟିକାକରଣକେ ପ୍ରଶଂସା କରିଛନ୍ ରାଷ୍ଟ୍ରପତି । ଭାରତ ଆରମ୍ଭ କରିଥିବାର ବିଶ୍ୱର ସବୁନୁ ବଡ ଟିକାକରଣ ଅଭିଯାନ ଗୁଟେ ଗୌରବର କଥା ବଲି କହିଛନ୍ ସେ । କରୋନା କାଲନେ…

ବିଶ୍ୱର ସବୁନୁ ବଡ୍ ଇସ୍ପାତ୍ କାରଖାନା ହେବା ଅନୁଗୁଳନେ

ଅନୁଗୁଳନେ ବିଶ୍ୱର ସବୁନୁ ବଡ୍ ଇସ୍ପାତ୍ କାରଖାନା ପ୍ରତିଷ୍ଠା କରବା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ୍‌) । ଓଡ଼ିଶାକେ ଶହେ ନିୟୁତ୍ ଟନ୍ ଇସ୍ପାତ୍ ତିଆର କରୁଥିବାର ହବ୍ ଭାବେ ପ୍ରତିଷ୍ଠା କରାଯିବା । ଇଟା ନେଇକରି ଜେଏସପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ ଭିଜନ୍ ୨୦୩୦…

ବଜେଟ୍ ଅଧିବେଶନ୍ ଆରମ୍ଭ

ଆଜିନୁ ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ୍ । ବଜେଟ୍ ଅଧିବେଶନ୍‌ନ ପହେଲା ଦିନେ ଦୁହି ଗୃହକେ ସମ୍ବୋଧିତ୍ କରୁଛନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଇତାର ଆଘୋନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦନେ ସମ୍ବୋଧନ୍ କରିଛନ୍ । ବରଷ ୨୦୨୧ର ପହେଲା ବଜେଟ୍ ଅଧିବେଶନ୍ ବଲି ପ୍ରଧାନମନ୍ତ୍ରୀ…

ଗାଜିପୁର୍ ସୀମାନେ ଲାଗ୍‌ଲା ୧୪୪ ଧାରା

ନୂଆଦିଲ୍ଲୀ ନେ ଚାଷୀ ଆନ୍ଦୋଲନ୍ ଜୋର୍ ଧରିଥିବାର୍ ବେଲେ ଗଣତନ୍ତ୍ର ଦିବସ୍ ଦିନ ଚାଷୀ ସଂଗଠନ୍ ଆଡୁ ହେଇଥିବାର୍ ହିଂସାକାଣ୍ଡ କେ ନେଇକରି ପ୍ରଶାସନ୍ ଆଡୁ କଡା କାର୍ଯ୍ୟନୁଷ୍ଠାନ ନିଆଯାଇଛେ । ଦିଲ୍ଳୀ ର ସବୁ ସୀମା ଆଡୁ ଆନ୍ଦୋଲନକାରୀ ମାନକୁଁ ହଟାବାର୍ ଲାଗି ତ୍ତଉତ୍ତରପ୍ରଦେଶ୍ ସରକାର୍ ଜିଲ୍ଲା…

ରାଉରକେଲା ହକି ଷ୍ଟାଡିୟମ୍ ‌ନେ କ୍ରୀଡା ମନ୍ତ୍ରୀ

ରାଉରକେଲାନେ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା । ହକି ଷ୍ଟାଡିୟମ୍ ଯାଇକରି ବୁଲିକରି କାମ୍‌ର ତଦାରଖ୍ କରିଛନ୍ କ୍ରୀଡା ମନ୍ତ୍ରୀ । ଆଏବାର ୨୦୨୩ନେ ଫେର ଘାଏ ଓଡ଼ିଶାନେ ହକି ବିଶ୍ୱକପ୍ ହେବାକେ ଯାଉଛେ । ଇଥିର ଲାଗି ଇହାଦେନୁ ଜୋରଦାର୍ ପ୍ରସ୍ତୁତି ଚାଲିଛେ । ରାଉରକେଲାନେ ଥିବାର…

ବିଲେଇଗଡ୍‌ର ସୁନ୍ଦ୍‌ରୀ ବହ

ନାରୀର ସୁନ୍ଦରତାକେ ନେଇକରି ସବୁ ବେଲେ ଚର୍ଚ୍ଚା । ଆଉ ଇ ଚର୍ଚ୍ଚା କେତେବେଲେ ବି କମ୍ ନାଇଁ ହୁଏ ବରଂ ଇଥରେ ସେମାନକଁର ସୁନ୍ଦରତାର ଆହୁରି ପୃଷ୍ଠା ଉତାରୁ ପୃଷ୍ଠା ଯୁଡି ହେଇ ଚାଲିଥିସି । ସୁନ୍ଦରତା କହେଲେ ଯେ ଖାଲି ଦେହର ସୁନ୍ଦରତା ନାଇଁ ବୁଝାଯାଏ । ବାହ୍ୟ ସୁନ୍ଦରତା ସାଙ୍ଗେ ରହିଥିସି…