Browsing Category

ଦେଶ୍‌-ବିଦେଶ୍‌

ଦେଶ୍‌ନେ କରାଯାଉ ୪ଟା ରାଜ୍‌ଧାନୀ – ‘ମମତା ବାନର୍ଜୀ’

କାଲି କୋଲକାତାନେ କରାଯାଇଥିବାର୍ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମ୍‌ନେ କୋଲ୍‌କାତା ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଦେଶର୍ ୪ଟା ଜାଗାକେ ରାଜ୍‌ଧାନୀ କରାଯାଉ ବଲିକରି ଉଦ୍‌ବୋଧନ୍ କରିଛନ୍ । ଖାଲି ନୂଆଦିଲ୍ଲୀ କାଏଁକରି ଦେଶର୍ ୪ଟା ପର୍ଯ୍ୟାୟ୍ ଭିତ୍ତିକ୍ ରାଜଧାନୀ ରହେବାର୍ ଦର୍‌କାର୍ ବଲିକରି ସେ…

ଦେଶ୍‌ବ୍ୟାପି ପାଲନ୍ କରାଗଲା ‘ପରାକ୍ରମ୍ ଦିବସ୍ ‘

କାଲି ଦେଶର୍ ସବୁ ଆଡେ ନେତାଜୀ ସୁବାଷ ଚନ୍ଦ୍ର ବୋଷ୍‌କଁର୍ ୧୨୫ତମ ଜନମ୍ ଦିବସ୍ କେ ‘ପରାକ୍ରମ୍ ଦିବସ' ହିସାବେ ପାଲନ୍ କରାଯାଇଛେ । କୋଲକାତାନେ କରାଯାଇଥିବାର୍ ନେତାଜୀ ଜୟନ୍ତୀର ଜାତୀୟ୍ କାର୍ଯ୍ୟକ୍ରମ୍ ନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ୍ ଦେଇଥିଲେ । କୋଲକାତା ର ଭିକ୍ଟୋରିଆ…

ଡାଏଲ ‘୧୩୯’

ଏତକର ରେଲ୍ ସେବା ଲାଗି ଗୁଟେ ହେଲ୍ପଲାଇନ୍ ନମ୍ବରକେ ଡାଏଲ୍ କଲେ ସବୁ ସୁବିଧା ପାଇପାରବେ । ‘୧୩୯’ନମ୍ବର ସାଙ୍ଗେ ରେଲବିଭାଗର ସବୁ ନମ୍ବର ମିଶେଇ ଦିଆଯାଇଛେ । ଆଘୋ ଯାତ୍ରୀ ଭିନ୍ ଭିନ୍ ସମସ୍ୟା ଲାଗି ଭିନ୍ ଭିନ୍ ନମ୍ବରକେ ଡାଏଲ୍ କରବାକେ ପଡୁଥିଲା । ହେଲେ ଇହାଦେ ଆରୁ ଇ ସମସ୍ୟା ନାଇଁ ରହେ ।…

ଭାରତ୍ ଆର୍ ଚୀନ୍ ଭିତ୍‌ରେ ବସ୍‌ବା ୯ନଂ କମାଣ୍ଡରସ୍ତରୀୟ ବୈଠକ୍‌

ଭାରତ୍ ଆର୍ ଚୀନ୍ ଭିତ୍‌ରେ ଲାଗିରହିଥିବାର୍ ସୀମା ବିବାଦ୍ ର ସମାଧାନ୍ ନାଇ ହେଇ ପାରୁଥିବାର୍ ବେଲ୍‌କେ ଭାରତ୍ ଆର୍ ଚୀନ୍ ଭିତ୍‌ରେ ୮ଥର୍ ଇ ବୈଠକ୍ ବସି ସାରିଛେ ହେଲେ କଛି ସମାଧାନ୍ ନାଇ ବାହାରି । ସେଥିର୍ ଲା୍‌ଗି ୯ ମାସ୍ ଆଗରୁ ଲଦାଖ୍ ନେ ଭାରତ୍ ଆର୍ ଚୀନ୍ ଭିତ୍‌ରେ ସୀମା କେ ନେଇକରି ଲାଗି…

ସୁବାଷ ବୋଷକଁର ଝି’ର ପସନ୍ଦ୍ ସମ୍ବଲପୁରୀ ଶାଢୀ

ଦେଶବାସୀ ମତେ ରକ୍ତ ଦିଅ, ମୁଇଁ ତୁମକୁ ସ୍ୱାଧିନତା ଦେମି...ଯାହକଁର ଇ ପଦେ କଥା ଶୁନିକରି ଲକ୍ଷ ଲକ୍ଷ ଲୋକ୍ ସ୍ୱାଧିନତା ସଂଗ୍ରାମନେ ଝାସ୍ ଦେଉଥିଲେ । ଯାହାକୁଁ କଶ୍ମିରନୁ କନ୍ୟାକୁମାରୀ ସଭେ ଡାକୁଥିଲେ ନେତାଜୀ । ଯାହାକୁଁ ମାହାତ୍ମା ଗାନ୍ଧି ଡାକୁଥିଲେ ଦେଶଭକ୍ତ ମାନକଁର ରାଜକୁମାର । ସାରା…

ରାଜ୍ୟସଭା ସାଂସଦ୍ ରଂଜନ୍ ଗୋଗୋଇକୁଁ ‘ଜେଡ ପ୍ଲସ୍‌’ ସୁରକ୍ଷା

ଦେଶର୍ ପୂର୍ବତନ୍ ମୁଖ୍ୟ ବିଚାର୍‌ପତି ରଂଜନ୍ ଗୋଗୋଇକୁଁ କେନ୍ଦ୍ର ସରକାରକଁର୍ ଆଡୁ ସବୁ ନୁ ବଡ ‘ଜେଡ୍ ପ୍ଲସ୍ ' ସୁରକ୍ଷା ଦିଆଯିବା ବଲିକରି ଘୋଷଣା କରାଯାଇଛେ । ଗୋଗୋଇ ପହେଲା ନୁ ସୁପ୍ରିମ୍‌କୋର୍ଟ ର ମୁଖ୍ୟ ବିଚାରପତି ଥିବାର୍ ବେଲ୍‌କେ ଇହାଦେ ସେ ରାଜ୍ୟସଭାର୍ ସଦସ୍ୟ ଅଛନ୍ । ସେଥିର୍ ଲାଗି…

ଫେସ୍‌ବୁକ୍ ନୁ ଚୋରି ହେଲା ଡାଟା

୫.୬୨ ଲାଖ୍ ଭାରତୀୟ କଁର୍ ଫେସ୍‌ବୁକ୍ ନୁ ଡାଟା ଚୋରୀ ଅଭିଯୋଗ୍‌ନେ ଇଂଲଣ୍ଡ୍‌ର ‘କେମ୍ବ୍ରିଜ୍ ଆନାଲିଟିକା' ର୍ ନାଁ ଥି ‘ସେଣ୍ଟ୍ରାଲ୍ ଇନ୍‌ଭେଷ୍ଟିଗେସ୍‌ନ ବ୍ୟୁରୋ'(ସିବିଆଇ) ମାମ୍‌ଲା ରୁଜୁ କରିଛେ । ତାର୍ ସାଙ୍ଗେ ଇଂଲଣ୍ଡ୍ ର ଆର୍ ଗୁଟେ ପ୍ରତିଷ୍ଠାନ୍ ‘ଗ୍ଲୋବାଲ୍ ସାଇନ୍ସ୍ ରିସର୍ଚ'…

ସିରମ୍ ଇନଷ୍ଟିଚ୍ୟୁଟ୍‌ନେ ନିଆଁ ଲାଗବାର ଘଟନା, ୫ ଜନକଁର ମୃତ୍ୟୁ

ପୁନେ ସିରମ୍ ଇନଷ୍ଟିଚ୍ୟୁଟନେ ହେଇଥିବାର ଅଗ୍ନିକାଣ୍ଡ ଘଟନାନେ ୫ ଜନ୍‌କଁର ଜୀବନ୍ ଯାଇଥିବାର ନେଇକରି ସୂଚନା ରହିଛେ । ଆଏଜ୍ ଦୁଇପହରେ ଇଠାନର ଗୁଟେ ତିଆର ଚାଲିଥିବାର କୁଠାନେ ନିଆଁ ଲାଗିଯାଇଥିଲା । ଖବର ପାଇକରି ଦମକଲ ବାହିନୀ ଆରୁ ପୁଲିସ ନିଆଁ ଲିଭାବାର ଲାଗି ଚେଷ୍ଟା କରିଥିଲେ ଆରୁ ଉଦ୍ଧାର…

ଜଲିଗଲା କାଏଁ କରୋନା ଟିକା

ପୁନେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବିଲ୍ଡିଂନେ ଲାଗଲା ନିଆଁ । ଟର୍ମିନାଲ-୧ନେ ଥିବାର ଗୁଟେ କୁଠାନେ ନିଆଁ ଲାଗିଥିବାର ନେଇକରି ଜନାପଡିଛେ । ଘଟନା ଜାଗାନେ ୧୦ଟା ଦମକଲ ଗାଡି ପୁହୁୂଞ୍ଚିକରି ନିଆଁ ଲିଭା କାମେ ଲାଗିଛନ୍ । ସେଆଡେ କୁଠା ତିଆର କାମ୍ ଚାଲିଥିବାରନୁ ଭିତରେ କେହି ଫସି ନାଇଁ…

ଆର ଖେପେ ଟିକା ନେବେ ପ୍ରଧାନମନ୍ତ୍ରୀ ଆର୍ ମୁଖ୍ୟମନ୍ତ୍ରୀ

ଦେଶ୍‌ନେ ଇହାଦେ ପହେଲା ଖେପ୍‌ର ଟିକାଦାନ୍ ଚାଲୁଥିବାର୍ ବେଲ୍‌କେ ବହୁତ୍ ଜଲ୍‌ଦି ଟିକାଦାନ୍ ର ୨ନଂ ଖେପ୍ ଆରମ୍ଭ ହେଇଯିବା । ପହେଲା ଖେପ୍ ଥି ସବୁ ସ୍ୱାସ୍ଥ୍ୟକର୍ମୀ ମାନକୁଁ ଟିକା ଦିଆଯାଇଥିଲା ହେଲେ ଆଏବାର୍ ଖେପେ ପ୍ରଧାନମନ୍ତ୍ରୀ ଆର୍ ସବୁ ରାଏଜ୍ ର ମୁଖମନ୍ତ୍ରୀ ମାନେ ଟିକା ନେବେ । ପହେଲା…