Browsing Category

ଦେଶ୍‌-ବିଦେଶ୍‌

ଆମେରିକାର ପ୍ରଶାସନ୍‌ନେ ୨୦ ଭାରତୀୟ-ଆମେରିକୀୟ

ଆମେରିକା ରାଜନୀତିନେ ଆର ଗୁଟେ ନୂଆଁ ଅଧ୍ୟାୟ ଆରମ୍ଭ ହେଇଛେ । ଟ୍ରମ୍ପ ଶାସନ୍ ଶେଷ୍ ହେବାର ସାଙ୍ଗେ ଜୋ ବାଇଡେନ୍‌କଁର ଶାସନ ମୂଲ ହେଇଛେ । ଗଲାକାଲି ରାଷ୍ଟ୍ରପତି ଜୋ ବାଇଡେନ୍ ଆରୁ ଉପରାଷ୍ଟ୍ରପତି କମଲା ହାରିସ ଶପଥ ନେଇକରି ଶାସନ୍ ଭାର ହାତକେ ନେଇଛନ୍ । ଉପରାଷ୍ଟ୍ରପତି କମଲା ହାରିସ ଭାରତୀୟ…

ଶପଥ୍ ନେଲେ ଆମେରିକାର୍ ନୂଆ ରାଷ୍ଟ୍ରପତି ଆର୍ ଉପରାଷ୍ଟ୍ରପତି

ଆମେରିକାନେ କାଲି ନୂଆ ରାଷ୍ଟ୍ରପତି ଆର୍ ଉପରାଷ୍ଟ୍ରପତି ହିସାବେ ଜୋସେଫ୍ ରୋବିନେଟ୍ ବାଇଡେନ୍ ଆର୍ ନୂଆ ଉପରାଷ୍ଟ୍ରପତି ହିସାବେ କମଲା ହାରିସ୍ ବୁଧୁବାର୍ ଦିନ ଶପଥ୍ ଗ୍ରହଣ୍ କରିଛନ୍ । ୭୮ ବରଷର୍ ବାଇଡେନ୍ ଆମେରିକାର୍ ୪୭ନଂ ରାଷ୍ଟ୍ରପତି ହେଇଥିବାର୍ ବେଲ୍‌କେ କମଲା ହାରିସ୍ ଆମେରିକାର୍ ୪୯ନଂ…

ଭୁଟାନ୍‌କେ କରୋନା ଟିକା ପଠାଲା ଭାରତ

ଭୁଟାନ୍‌କେ କରୋନା ଟିକା ପଠାଲେ ଭାରତ ସରକାର । ଆଏଜ ସକାଲେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ୍ ମନ୍ଦରନୁ ଭୁଟାନ୍ ପଠାଯାଇଛେ କୋଭିଡ୍ ଟିକା । ୧.୫ ଲାଖ୍ ଡୋଜ୍ ‘କୋଭିସିଲ୍ଡ୍‌’ ଟିକା ପଠାଯାଇଥିବାର ନେଇକରି ସୂଚନା ରହିଛେ । ‘ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଉତ୍ପାଦିତ୍…

ଏପ୍ରିଲ୍ ନୁ ତିଆରି ହେବା ସବୁନୁ ବଡ୍ ହକି ଷ୍ଟାଡିୟମ୍ 

ରାଉରକେଲା ନେ ଦେଶର୍ ସବୁନୁ ବଡ୍ ହକି ଷ୍ଟାଡିୟମ୍ ର ପ୍ରତିଷ୍ଠା ହେବା ବଲିକରି ମୁଖ୍ୟମନ୍ତ୍ରୀ ଘୋଷଣା କର୍‌ବାର୍ ଉତାରୁ ମୁଖ୍ୟମନ୍ତ୍ରୀକଁର୍ ନିର୍ଦ୍ଦେଶ୍ ଅନୁସାରେ ରାଜ୍ୟ ପ୍ରଶାସନ ଉଚ୍ଚସ୍ତରୀୟ୍ ଟିମ୍ ରାଉରକେଲା ପହଂଚିକରି ସବୁ ଦେଖ୍‌ରେଖ୍ କରିଛନ୍ । ସେ ଭିତ୍‌ରେ ମୁଖ୍ୟ ଶାସନ୍ ସଚିବ୍…

ଆଏଜ୍ ଶପଥ ନେବେ ବାଇଡେନ୍‌-ହାରିସ୍‌

ଆମେରିକାର ନୂଆଁ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଆରୁ ଉପରାଷ୍ଟ୍ରପତି କମଳା ହାରିସ ଦାୟିତ୍ୱ ନେବେ ଆଏଜ୍ । ବୁଧବାର ଦିନ୍ ଦୁହିଜନ୍ ଶପଥ ନେବେ ଆରୁ ଇଥିର ଲାଗି ସବୁ ପ୍ରସ୍ତୁତି ସରିଛେ । ଦେଶନେ କରୋନା ମାମଲା ଫେର୍ ବଢିଥିବାର ବେଲକେ କରୋନା ନିୟମ୍‌କେ ମାନିକରି ଶପଥ ଗ୍ରହଣ ଉତ୍ସବ…

ସାଧାରଣତନ୍ତ୍ର ଦିବସନେ ରାଫେଲ୍‌ର ଶକ୍ତି ଦେଖବା ଦୁନିଆଁ

ଗଣତନ୍ତ୍ର ଦିବସ ଲାଗି ପ୍ରସ୍ତୁତି ଜୋରଦାର ଚାଲିଛେ । କରୋନା ନିୟମ୍ ମାନିକରି ଇ ବରଷ୍ ସାଧାରଣତନ୍ତ୍ର ଦିବସ ପାଲନ୍ କରାଯିବା । ଇ ବରଷ୍ ପରେଡ୍‌ନେ ରାଫେଲ୍ ଭିଲ୍ ନିଜର ଶକ୍ତି ଦେଖାବା । ମେଡ୍ ଇନ୍ ଇଣ୍ଡିଆ ଥିମନେ ଭାରତୀୟ ବାୟୁସେନା ଇ ପରେଡନେ ଲଢୁଆ ବିମାନ୍‌କେ ପ୍ରଦର୍ଶନ୍ କରାଯିବା ।…

ଭାରତୀୟ ସେନା ଉପମୁଖ୍ୟ ହେବେ ଓଡ଼ିଆ ପୁଓ

ଭାରତୀୟ ସେନାର ଉପମୁଖ୍ୟ ହେବେ ଓଡ଼ିଆ ପୁଓ ଚଣ୍ଡିପ୍ରସାଦ ମହାନ୍ତି । ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଜୟବଡ଼ନେ ଚଣ୍ଡିପ୍ରସାଦ ମହାନ୍ତିକଁର ଜନମ୍ । ଇହାଦେ ସେ ସଦର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ରହିଛନ୍ । ଇହାଦେ ଭାରତୀୟ ସେନାନେ ଉପମୁଖ୍ୟ ଥିବାର ସତିନ୍ଦର କୁମାର ସାଇନି ଆଏବାର ୩୧…

‘ପରାକ୍ରମ ଦିବସ୍‌’ ହିସାବେ ପାଳନ୍ କରାଯିବା ନେତାଜୀକଁର୍ ଜନମ୍ ଦିନ୍

ସବୁ ବରଷ୍ ଜାନୁଆରୀ ୨୩ ତାରିଖ୍ କେ ନେତାଜୀ ସୁବାଷ୍ ଚନ୍ଦ୍ର ବୋଷ୍‌କଁର୍ ଜନମଦିନ୍ ହିସାବେ ପାଳନ୍ କରା ଯାଉଥିବାର୍ ବେଲ୍‌କେ ଆଗ୍‌କେ ତହାକଁର୍ ଜନମ୍ ଦିବସ୍ କେ ପରାକ୍ରମ ଦିବସ୍ ହିସାବେ ପାଳନ୍ କରାଯିବା ବଲିକରି କେନ୍ଦ୍ର ସରକାର୍‌କଁର୍ ଆଡୁ ଘୋଷଣା କରାଯାଇଛେ । କେନ୍ଦ୍ର ସଂସ୍କୃତି…

ଠିକ୍ ନାଇଁ ଲାଗଲେ ହ୍ୱାଟସ୍‌ଆପ୍ ଡିଲିଟ୍ କରିଦେଉନ୍‌: ଦିଲ୍ଲୀ ହାଇକୋର୍ଟ

ହ୍ୱାଟସପ୍‌ର ନୂଆଁ ପ୍ରାଇଭେସି ପଲିସିକେ ନେଇକରି ଦାୟର ହେଇଥିବାର ଜନସ୍ୱାର୍ଥ ମାମଲାର ଗୁଟେ ଶୁଣାଣି କରିଛନ୍ ଦିଲ୍ଲୀ ହାଇକୋର୍ଟ । ହ୍ୱାଟସପ୍‌ର ନୂଆଁ ପ୍ରାଇଭେସି ପଲିସି ଆଏଲା ଉତାରୁ ବେଭହାରକାରୀକଁର ବ୍ୟକ୍ତିଗତ ପ୍ରାଇଭେସି ରହେବା କି ନାଇଁ ତାହାକେ ନେଇକରି ବହୁତ୍ ବାଦ୍ ବିବାଦ ଦେଖାଦେଇଛେ…

ଚାଷୀକଁ ଟ୍ରାକ୍ଟର ରାଲି ଉପରେ ପୁଲିସ ନେବେ ନିଷ୍ପତ୍ତି:ସୁପ୍ରିମ୍ କୋର୍ଟ

ଚାଷୀ ଆନ୍ଦୋଲନକେ ନେଇକରି ଫେର୍ ଗୁଟେ ଶୁଣାଣି କରିଛନ୍ ଦେଶର ସର୍ବୋଚ୍ଚ ଅଦାଲତ । ଆଏବାର ଜାନୁଆରୀ ୨୬ ତାରିଖନେ ଦିଲ୍ଲୀ ସୀମାନେ ଟ୍ରାକ୍ଟର ରାଲି କରବାର ଲାଗି ନିଷ୍ପତ୍ତି ନେଇଛନ୍ । ଚାଷୀକଁର ଟ୍ରାକ୍ଟର ରାଲି ପ୍ରସଙ୍ଗର ଆବେଦନ ଶୂଣାଣିନେ ସୁପ୍ରିମ୍ କୋର୍ଟ କହିଛନ୍ ଯେ , ଇଟା ଆଇନଶୃଙ୍ଖଳାର…