Browsing Category

ଓଡ଼ିଶା

ରାଉରକେଲାନେ ଉଡଲା ସବୁନୁ ଉଚ୍ଚା ତ୍ରିରଙ୍ଗା

ରାଉରକେଲା ର ଟେଲିଫୋନ୍ ଭବନ୍ ପାସେ ଥିବାର୍ ଇସ୍ପାତ୍ ଉଦ୍ୟାନ୍ ନେ ଉଡ୍‌ଲା ରାଏଜର୍ ସବୁନୁ ଉଚ୍ଚା ଜାତୀୟ ପତାକା । ଜାନୁଆରୀ ୨୬ ଦିନ ରାଏଜର୍ ସବୁନୁ ଉଚ୍ଚା ପତାକା କେ ଉଡାଗଲା । ୨୩୦ ଫୁଟ୍ ଉଚ୍ଚା ଖୁଣ୍ଟନେ ଇ ୭୨ଫୁଟ୍ ଲମ୍ବା ଆର ୪୮ଫୁଟ୍ ଚଉଡା ଥିବାର୍ ଇ ପତାକା ଉତ୍ତୋଳନ କରାଯାଇଛେ ।…

ରାଜରାସ୍ତାନେ ୫ ଘଣ୍ଟା ଫସି ରହେଲେ କଲାକାର

ସାଧାରଣତନ୍ତ୍ର ଦିବସ ଦିନ୍ ଦିଲ୍ଲୀ ଲାଲକିଲ୍ଲାନେ ହେଇଥିବାର ଝମେଲା ସ୍ଥିତି ଲାଗି ବହୁତ୍ ଲୋକ୍ ହଏରାନ୍ ହେଇଛନ୍ । ଟ୍ରାକ୍ଟର ରାଲି କରବାର ଲାଗି ଦିଆଯାଇଥିବାର ରୁଟ୍‌ନେ ନାଇଁ ଯାଇକରି ବେରିକେଡ ଭାଙ୍ଗିକରି ଦିଲ୍ଲୀ ଭିତରକେ ଢୁକିଥିଲେ ଚାଷୀ । ଆରୁ ଇ ସବୁ ଭିତରେ ୫ ଘଣ୍ଟାକାଲ୍ ରାସ୍ତାନେ…

ଉନ୍ମୋଚନ୍ ହେଲା ‘ପରୀକ୍ଷା ଦର୍ପଣ’

ମାଟ୍ରିକ୍ ଛାତ୍ରଛାତ୍ରୀକଁର ପରୀକ୍ଷାନେ ସାହାଯ୍ୟ କରବା ଟେଷ୍ଟ ପେପର ‘ପରୀକ୍ଷା ଦର୍ପଣ’ । ପରୀକ୍ଷା ଦର୍ପଣ ଟେଷ୍ଟ ପେପର୍ ଉନ୍ମୋଚନ୍ କରିଛନ୍ ସ୍କୁଲ ଆରୁ କଲେଜ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । କରୋନା କାଲ୍ ଲାଗି ସ୍କୁଲ ବନ୍ଦ ରହିଥିଲା । ଛାତ୍ରଛାତ୍ରୀ ଅନ୍‌ଲାଇନ୍ ମାଧ୍ୟମନେ ଯାହା…

ପ୍ରଫେସର ସଞ୍ଜିବ ମିତ୍ତଲ ନୂଆଁ କୁଳପତି

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆଁ କୁଳପତି ଭାବେ ଯୋଗ ଦେଲେ ପ୍ରଫେସର ସଂଜୀବ ମିତ୍ତଲ । ଜିଏମୟୁ କୁଳପତି ପ୍ରଫେସର ଏନ ନାଗାରାଜୁକଁରଠାନୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ । ପୁରନା ଛାତ୍ର ସଂଗଠନକେ ସୁଦୃଢ କରବାର ସାଙ୍ଗେ ବଡ ଶିଳ୍ପ ସଂସ୍ଥାନ ସାଙ୍ଗେ ସୁସମ୍ପର୍କ, ଗବେଷଣା ବୃଦ୍ଧି,…

‘ଆମର ଝି’

ଗଲା କିଛି ଦିନ୍ ହେଲା ଟୁକେଲ୍ ପାୱାରକେ ନେଇକରି ଜୋରଦାର ଚର୍ଚ୍ଚା ହେଉଛେ । ଭିନ୍ ଭିନ୍ କ୍ଷେତ୍ରନେ ଟୁକେଲକଁର କୀର୍ତ୍ତି ଦେଖୁଛନ୍ ଦୁନିଆଁର ସବୁ ଲୋକ୍ । କେନ୍‌ଠାନେ ମହିଲାମାନେ ମିଶିକରି ଏକଲା ଆକାଶ ଉପରେ ସବୁନୁ ଲମ୍ବା ରାସ୍ତାର ଯାତ୍ରା କରୁଛନ୍ ଫେର୍ କେନ୍‌ଠାନେ ଦିନେକର ଲାଗି ଟୁକେଲ…

ଜିତେନ୍ଦ୍ରିୟକୁଁ ହଲଧରକଁର ଗାଲି !

ଗାୟକ ଜିତେନ୍ଦ୍ରିୟ ହରିପାଲକୁଁ କେହି ଜନେ କବି ହଲଧର ନାଗକଁର ସୁରର ନକଲ୍ କରିକିନା ଗାଲି ଦେଇଥିବାର ନେଇକରି ଗାଲି କରୁଥିବାର ଗୁଟେ ଅଡିଓ ଭାଇରାଲ ହେଇଛେ । ଏନ୍ତା ଘଟନା ଉତାରୁ ପଦ୍ମଶ୍ରୀ କବି ହଲଧର ନାଗ ଇତାର ପ୍ରତିକ୍ରିୟା ରଖିଛନ୍ । ହଲଧର କହିଛନ୍ କି ଜିତେନ୍ଦ୍ରିୟକୁଁ ସେ ଭାଇ ଲେଖେଁ…

ସିଏମ୍ ନମ୍ବର ୱାନ୍‌, ନବୀନ ପଟ୍ଟନାୟକ

ଫେର୍ ନମ୍ବର ୱାନ୍ ନବୀନ ପଟ୍ଟନାୟକ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେର୍ ଥରେ ଲୋକପ୍ରିୟ ମୁଖ୍ୟନ୍ତ୍ରୀ ତାଲିକାନେ ରହିଛନ୍ । ଦେଶର ପ୍ରତିଷ୍ଠିତ୍ ମାଗାଜିନ୍ ଇଣ୍ଡିଆ ଟୁଡେ ଗ୍ରୁପ୍ ଆରୁ କାର୍ଭି ଇନସାଇଟ୍ ଆଡୁ ହେଇଥିବାର ସର୍ଭେନେ ନବୀନକଁର ନାଁ ଲିଷ୍ଟର ପହେଲାନେ ରହିଛେ । ଜାନୁଆରୀ…

ମଉଲିଗଲେ ‘ମନ ଆକାଶର ଜହ୍ନ’

ଆରୁ ନାଇଁନ ପୁରଖା ଅଭିନେତା ଶାନ୍ତି ସ୍ୱରୂପ ମିଶ୍ର । ଓଡ଼ିଆ ଫିଲ୍ମ ଦୁନିିଆଁର ଚର୍ଚ୍ଚିତ ନାୟକକଁର ବିୟୋଗ । ରବିବାର ୭୨ ବରଷ୍ ବୟସ୍‌ଥି ତାକଁର ନିଧନ୍ ହେଇଛେ । ମେଡିକାଲନେ ଚିକିତ୍ସିତ୍ ହେଉଥିବାର ସମିଆଁନେ ତାକଁର ଦେହାନ୍ତ ହେଇଥିବାର ନେଇକରି ଜନାପଡିଛେ । ଗଲାକାଲି ଗାଧୁଥିବାର ବେଲେ…

ଆଦର୍ଶ ବିଦ୍ୟାଲୟର୍ ନାଁ ଲେଖା ଲାଗି ଆରମ୍ଭ ହେଲା ଫର୍ମଫିଲପ୍

jରାଏଜନେ ଥିବାର୍ ୨୫୦ଟା ଆଦର୍ଶ ବିଦ୍ୟାଲୟର୍ ନାଁ ଲେଖା ଲାଗି ବିଜ୍ଞପ୍ତି ବାହାରିଛେ ଯେନଥି ୬ କ୍ଲାସ୍ ର ନାଁ ଲେଖା ଲାଗି ସୂଚନା ଦିଆଯାଇଛେ । ନାଁ ଲେଖା ଲାଗି ଆବେଦନ୍ କର୍‌ବାର୍ ଶେଷ୍ ତାରିଖ୍ ଫେବୃଆରୀ ୨୦ ତାରିଖ୍ ଥିବାର୍ ବେଲ୍‌କେ ଆଏବାର୍ ମାର୍ଚ୍ଚ ୮ ତାରିଖ୍ ଦିନେ ପ୍ରବେଶିକା ପରୀକ୍ଷା…

ବୀର୍ ସୁରେନ୍ଦ୍ର ସାଏକଁର ପ୍ରତିମୂର୍ତ୍ତି ଉନ୍ମୋଚିତ୍‌

ବୀର୍ ସୁରେନ୍ଦ୍ର ସାଏକଁର ଜନମ୍ ଦିନନେ ଉନ୍ମୋଚନ୍ ହେଲା ତାକଁର ପ୍ରତିମୂର୍ତ୍ତି । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁହୁଞ୍ଚିକରି ମାଟିର ବୀର୍ ପୁଓ ସୁରେନ୍ଦ୍ର ସାଏକଁର ପ୍ରତିମୂର୍ତ୍ତି ଉନ୍ମୋଚନ୍ କରିଛନ୍ ଆଏଜ୍ । ୧୪ ଫୁଟ୍ ଉଚ୍ଚା…