Browsing Category

ଓଡ଼ିଶା

ସମ୍ବଲ୍ ମାଏଟ୍ ର ବୀର୍ ପୁଓ ବୀର୍ ସୁରେନ୍ଦ୍ର ସାଏ

ସ୍ୱାଧୀନତା ସଂଗ୍ରାମ୍ ଥି କେତେ କେତେ ସଂଗ୍ରାମୀ ମାନେ ନିଜର୍ ଜୀବନ୍ କେ ବାଜି ଲଗେଇ ଦେଇଥିବାର୍ ବେଲ୍‌କେ ସେ ଭିତ୍‌ରୁ ଜନେ ଥିଲେ ପଶ୍ଚିମ ଓଡିଶାର୍ ସମ୍ବଲ୍ ମାଏଟର୍ ପୁଓ ବୀର ସୁରେନ୍ଦ୍ର ସାଏ । ଯାହର୍ ହାତେ ଧନୁଶର୍ ଥିବାର୍ ତକ୍ ଦୁନିଆର୍ ସବୁନୁ ଶକ୍ତିଶାଲୀ ସାମ୍ରାଜ୍ୟର୍ ରଜା ଭିଲ୍…

ନେତାଜୀକୁଁ ଶ୍ରଦ୍ଧାଞ୍ଜଲି ଜନାଲେ ମୁଖ୍ୟମନ୍ତ୍ରୀ

ଦେଶର ବୀର୍ ପୁଓ ଦେଶଭକ୍ତ ସ୍ୱାଧିନତା ସଂଗ୍ରାମୀ ତଥା ମହାନ ନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷକଁର ଆଏଜ୍ ହେଉଛେ ୧୨୫ ନମ୍ବର ଜନମ୍ ଜୟନ୍ତୀ । ନେତାଜୀକଁର ଜନମ୍ ଜୟନ୍ତୀନେ ପୁରା ଦେଶ ତାକୁଁ ସୋର୍ ପକଉଛେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଲ୍ ଆଏଜ କଟକ ଯାଇକରି ଜାନକୀ ଭବନନେ ଥିବାର ସୁବାଷ…

ଅନଲାଇନ୍ ଚାଲବା ଅଧିବେଶନ୍

ଇ ବରଷ୍ ଅନଲାଇନ୍‌ନେ ଚାଲବା ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ୍ । ଫେବୃଆରୀନେ ଆରମ୍ଭ ହେବାକେ ଯାଉଛେ ବିଧାନସଭା ବଜେଟ୍ ଅଧିବେଶନ୍ । ସେଆଡେ କରୋନା କାଲ୍ ଲାଗି ବିନା କାଗଜନେ ଅଧିବେଶନ୍ କାମ୍ ହେବାର ନେଇକରି ନିଷ୍ପତ୍ତି ନିଆଯିବା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଇଟା ନେଇକରି ସୂଚନା…

ନିଜର ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ୍ ପରୀକ୍ଷାର୍ଥୀ

ଇ ବରଷ୍ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜର ସ୍କୁଲନେ ଦେବେ ପରୀକ୍ଷା । ଇଟା ନେଇକରି ମାଧ୍ୟମିକ ଶିକ୍ଷା ବୋର୍ଡ ଆଡୁ ଏନ୍ତା ସୂଚନା ଦିଆଯାଇଛେ । ସୂଚନା ହିସାବେ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜର ସ୍କୁଲନେ ପରୀକ୍ଷା ଦେଲେ ଭିଲ୍ ସେ ସ୍କୁଲର ଶିକ୍ଷକ ନୀରିକ୍ଷକ୍ ନାଇଁ ହେଇପାରନ୍ । ଦୁଶରା…

ରାଉରକେଲା ନେ ରାଏଜର୍ ସବୁନୁ ଉଚ୍ଚା ପତାକା ସ୍ତମ୍ଭ

ଆଏବାର୍ ଜାନୁଆରୀ ୨୬ ନେ ରାଏଜର୍ ସବୁନୁ ବଡ୍ ପତାକା ସ୍ତମ୍ଭ ନେ ଜାତୀୟ ପତାକା ଉଡାବାର୍ ଲାଗି ପ୍ରସ୍ତୁତି ଚାଲିଛେ । ରଉରକେଲା ଇସ୍ପାତ୍ କାରଖାନା(ଆର୍‌ଏସ୍‌ପି) ଆଡୁ ଓଡିଶାର୍ ସବୁନୁ ଉଚ୍ଚା ପତାକା ସ୍ତମ୍ଭ କେ ସହରର୍ ସେକ୍ଟର୍‌-୬ ଟେଲିଫୋନ୍ ଭବନ୍ ଆର୍ ଭଞ୍ଜ କଲାମଣ୍ଡପ୍ ପାସେ ତିଆରି…

ବୌଦ୍ଧ୍ ଆର୍ ସୋନପୁର୍ ଜିଲ୍ଲାର୍ ବିକାଶ୍ ପ୍ରକଲ୍ପର୍ ସମୀକ୍ଷା କଲେ ଡବ୍ଲୁଓଡିସି ଅଧ୍ୟକ୍ଷ

ବୌଦ୍ଧ ଆର୍ ସୋନପୁର୍ ଜିଲ୍ଲାର୍ ଉଦ୍ୟୋଗୀ ମାନକଁର୍ ବିକାଶ୍ ଲାଗି ମୁଖ୍ୟମନ୍ତ୍ରୀକଁର୍ ମୁଖ୍ୟ ପରାମର୍ଶଦାତା ଆର୍ ପଶ୍ଚିମ ଓଡିଶାର୍ ବିକାଶ୍ ପରିଷଦ୍‌(ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ୍ ଦେଇଛନ୍ । ବୌଦ୍ଧ ଜିଲ୍ଲାପାଳକଁର୍ ସମ୍ମିଲନୀ କକ୍ଷ ନେ ହେଇଥିବାର୍ ବୈଠକ୍‌ନେ…

ବଦ୍‌ଲିଯିବା କୋଣାର୍କର୍ ରୂପ୍‌ରେଖ୍

ରାଜ୍ୟ ସରକାର୍ ପୁରୀ କେ ଗୁଟେ ବିଶ୍ୱ ଐତିହ ସହର୍ ବନାବାର୍ ଲାଗି ତାର୍ ବିକାଶ୍ କାମ୍ ର ଯୋଜ୍‌ନା ଆରମ୍ଭ କରିଛନ୍ । ପୁରୀ ର କୋଣାର୍କ କେ ଆନ୍ତର୍ଜାତୀୟ୍ ରୂପ୍‌ରେଖ୍ ଦେବାର୍ ଲାଗି ରାଜ୍ୟ ସରକାରକଁର୍ ଆଡୁ ନିଲିଆ ନକ୍ସା ବନା ଯାଇଛେ । ୧୯୮୪ ମସିହା ନେ ୟୁନେସ୍କୋ ଆଡୁ କୋଣାର୍କ କେ ବିଶ୍ୱ…

ବଜାଶାଲ୍ କଲାକାରକୁଁ ଭେଟଲେ କଂଗ୍ରେସ ନେତା ଭକ୍ତ ଦାସ

ଆଏବାର ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସନେ କଳାହାଣ୍ଡିର ବଜାଶାଲ୍ ଆଡୁ ନାଚ୍ ଦେଖାବେ କଲାକାର । ଇଥିର ଲାଗି ଜୋରଦାର ପ୍ରସ୍ତୁତି ଚଲେଇଛନ୍ ସବୁ କଲାକାର । ଗଲା ୩ ତାରିଖନୁ ଦିଲ୍ଲୀ ଯାଇଛନ୍ ୮୦ ଜନିଆ କଲାକାର ଗୃପ୍ । ଦିଲ୍ଲୀ ରାଜପଥନେ ବଜାଶାଲ୍‌ର କମାଲ ପୁରା ଦେଶ ଦୁନିଆଁ ଦେଖବାର ଆଘୋନୁ…

ଛାତ୍ରଛାତ୍ରୀ ଲାଗି ‘ପରୀକ୍ଷା ଦର୍ପନ୍‌’

ମାଟ୍ରିକ୍ ପରୀକ୍ଷାର୍ଥୀକୁଁ ମାହାଲିଆନେ ଟେଷ୍ଟପେପର ଦେବେ ରାଜ୍ୟ ସରକାର । ୬ ଲାଖ୍ ୨୦ ହଜାର ୫୦୮ ମାଟ୍ରିକ ପରୀକ୍ଷାର୍ଥୀକୁଁ ଟେଷ୍ଟପେପର୍ ଦେବେ ସରକାର । ଇନେଇ କରି ସୂଚନା ଦେଇଛନ୍ ସ୍‌କୁଲ ଆରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । କରୋନା କାଲନେ ସ୍କୁଲ ସବୁ ବନ୍ଦ ରହିଥିବାରନୁ…

ବଲାଙ୍ଗିରନେ ଅସିତ୍ ତ୍ରିପାଠୀ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲା ଉତାରୁ ଅସିତ ତ୍ରିପାଠୀକଁର ପହେଲା ବଲାଙ୍ଗିର ଗସ୍ତ । ଗସ୍ତ ସମିଆଁନେ ଜିଲ୍ଲାସ୍ତରୀୟ ସମୀକ୍ଷା କରିଛନ୍ ଅସିତ୍ ତ୍ରିପାଠୀ । ଇତାର ଆଘୋନୁ ଶ୍ରୀ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ୍ ସଚିବ ଦାୟିତ୍ୱନେ ରହିଥିବାର ବେଲକେ ଆଗୁଆ ଅବସର…