Browsing Category

ଓଡ଼ିଶା

ସମ୍ବଲପୁର୍ ନେ ଟିକା ନେଲେ ୬୧୨ ଜନ

ଶନିବାର୍ ଦିନ ସାରା ଦେଶ୍‌ନେ ଟିକାଦାନ୍ କରାଯାଇଥିବାର୍ ବେଲ୍‌କେ ସମ୍ବଲପୁର୍ ଜିଲ୍ଲା ନେ ଭିଲ୍ ଟିକାଦାନ୍ କରାଯାଇଛେ । ସମ୍ବଲପୁର ଜିଲ୍ଲା ର୍ ୭ଟା ଡାକ୍ତରଖାନା ସମ୍ବଲପୁର୍ ବଡ ଡାକ୍ତରଖାନା, ଭିମସାର୍ ବୁର୍ଲା ,କୁଚିଣ୍ଡା ଡାକ୍ତରଖାନା, ରେଢାଖୋଲ୍ ଡାକ୍ତର୍‌ଖାନା , ହୀରାକୁଦ୍ ଗୋଷ୍ଠୀ…

ଶୁଲିଆ ଯାତରା ଲାଗି ପ୍ରସ୍ତୁତି ବୈଠକ

ଆଏବାର ୧୯ ତାରିଖନେ ହେବାକେ ଯାଉଛେ ଶୁଲିଆ ଯାତରା । ଫେର୍ ରକତ୍‌ଥି ଉଦା ହେବା ବଲାଙ୍ଗିର ଦେଓଗାଁ ଖଇରଗୁଡାର ଶୁଲିଆ ପୀଠ୍ । ଆଦିବାସୀ ସମ୍ପ୍ରଦାୟକଁର ଶୁଲିଆ ଯାତରା ଫି ବରଷ୍ ଲେଖେଁ ଇ ବରଷ୍ ଭିଲ୍ ହେବାକେ ଯାଉଛେ । ଯାତରା ପ୍ରସ୍ତୁ୍‌ତି ନେଇକରି ଜିଲ୍ଲା ପ୍ରଶାସନ୍ ଆଡୁ ବଲାଙ୍ଗିର…

ରାଏଜର୍ ଭିନ୍ ଭିନ୍ ଜିଲ୍ଲାନେ କରାଗଲା ଟିକା ଦାନ୍

ଆଏଜ୍ ଦେଶବ୍ୟାପି ଟିକାକରଣ୍ କରାଯିବା ସାଙ୍ଗେ ରାଏଜ୍ ର ସବୁ ଜିଲ୍ଲା ନେ ବି କରୋନା ଟିକାଦାନ୍ କରାଯାଇଛେ । ସେନ୍ତା ପଶ୍ଚିମଓଡିଶାର୍ ବଲାଙ୍ଗୀର୍ , ସମ୍ବଲପୁର୍ , ସୁନ୍ଦରଗଡ ଜିଲ୍ଲାର୍ ହସ୍ପିଟାଲ୍ ମାନକୁଁ ଟିକାଦାନ୍ କରାଯାଇଛେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ ଭିଡିଓ କନଫରେନ୍ସ ଜରିଆ ଥି…

ଲୁକଲୁକାନି ଖେଲୁଛେ ଶୀତ୍‌

ଫେର୍ ଫିରିଛେ ଶୀତ୍ । ରାଜ୍ୟନେ ଭିନ୍ ଭିନ୍ ଜାଗାନେ ପାରା କମିଥିବାର ବେଲକେ ଥଣ୍ଡା ବଢିଛେ । ୯ଟା ଜାଗାନେ ପାରା ୧୧ ଡିଗ୍ରୀ ତଲେ ରହିଥିବାର ଜନାପଡିଛେ । ୫.୮ ଡିଗ୍ରୀ ସାଙ୍ଗେ ଫୁଲବାଣୀ ଓଡ଼ିଶାର ସବୁନୁ ଥଣ୍ଡା ସହର ବନିଛେ । ସେନ୍ତା ଝାରସୁଗୁଡ଼ା ସହରନେ ପାରା ରହିଛେ ୭.୬ ଡିଗ୍ରୀ,…

ଆରମ୍ଭ ହେଲା ଦେଶ୍‌ବ୍ୟାପି ଟିକାଦାନ୍ ପ୍ରକ୍ରିୟା

ଆଏଜ୍ ସାରା ଦେଶେ ମୂଲ୍ ହେଇଯାଇଛେ କରୋନା ଟିକାଦାନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ୍‌ବ୍ୟାପି ଈ ଟିକାଦାନ୍ ପ୍ରକ୍ରିୟାର୍ ଆରମ୍ଭ ନେ ଦେଶ୍ ର ଲୋକମାନକୁଁ ସମ୍ବୋର୍ଦ୍ଧନ୍ କରିଛନ୍ । ଦେଶନେ ଦୁଇ ପ୍ରକାର୍ ର୍ କରୋନା ଟିକା ପ୍ରସ୍ତୁତ୍ କରାଯାଇଥିବାର୍ ବେଲେ ଆଏଜ୍ ସେ ଟିକା ଦାନ୍…

ସିଏମ୍ ନଂ୧ – ‘ନବୀନ ପଟ୍ଟନାୟକ’

ଆମର୍ ଦେଶର୍ ସବୁନୁ ଲୋକପ୍ରିୟ୍ ମୁଖ୍ୟମନ୍ତ୍ରୀ ହିସାବେ ଓଡିଶାର୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ୍ ୧ନଂ ଥି ଅଛନ୍ । ଶ୍ରୀ ନବୀନ ପଟ୍ଟନାୟକ କଁର୍ ଉପରେ ଲୋକମାନେ ସନ୍ତୋଷ୍ ଥିବାର୍ କେ ନେଇକରି ସି-ଭୋଟ୍ ସର୍ଭେନୁ ଜନା ପଡିଥିଲା । ପହେଲାନୁ ନବୀନ ପଟ୍ଟନାୟକ ଜନେ ଆଦଶ୍‌ର୍ ମୁଖ୍ୟମନ୍ତ୍ରୀ…

ଟିକାକରଣ ନେଇକରି ପ୍ରସ୍ତୁତି ଶେଷ

କରୋନା ଟିକାକରଣ ନେଇକରି ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ । ଆଏବାର କାଲି ମାନେ ଜାନୁଆରୀ ୧୬ନୁ ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ୍ ମୁଲ ହେବାକେ ଯାଉଛେ । ରାଜ୍ୟନେ କୋଭାକ୍ସିନ୍ ଆରୁ କୋଭିସିଲ୍ଡ ଟିକା ପୁହୁଞ୍ଚିସାରିଥିବାର ବେଲକେ ସବୁ ଜିଲ୍ଲା ମାନକେ ଭିଲ୍ ପଠାଯାଇଛେ । ଟିକାକରଣ…

କେସିଙ୍ଗାନେ ହେବା ରାଏଜ୍‌ର ପହେଲା ମଡେଲ୍ ବସ୍ତି 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ କଁର୍ କଲାହାଣ୍ଡି ଗସ୍ତ ନେ କାଲି ଇନ୍ଦ୍ରାବତୀ ମେଗା ପ୍ରକଲ୍ପ ର ଉଦ୍‌ଘାଟନ୍ କରବାର୍ ସାଙ୍ଗେ କେସିଙ୍ଗା ର୍ ମଡେଲ୍ ବସ୍ତିର୍ ଉଦ୍‌ଘାଟନ୍ କରାଯାଇଛେ । କଲାହାଣ୍ଡି ଜିଲ୍ଲା ନେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ୍ ଉଦଘାଟନ୍ କରିଥିବାର୍ ପ୍ରକଲ୍ପ୍ ମାନକଁର୍…

କୋଭିଡ୍ ଗାଇଡ୍ ଲାଇନ୍‌ଥି ହେବା ସାଧାରଣତନ୍ତ୍ର ଦିବସ

୨୦୨୧ ଜାନୁଆରୀ,୨୬ ସାଧାରଣତନ୍ତ୍ର ଦିବସ ଲାଗି ରାଜ୍ୟ ସରକାର ଜାରି କରିଛନ୍ ନିୟମ୍ । ଇ ବରଷ୍ କରୋନା ବେମାର ଡର ରହିଥିବାରନୁ ନିୟମ୍ ଅନୁସାରେ ଦିବସ୍ ପାଲନ୍ କରାଯିବାର ନେଇକରି ସରକାର ନିଷ୍ପତ୍ତି ନେଇଛନ୍ । ଇଟା ନେଇକରି ରାଜ୍ୟ ଗୃହ ବିଭାଗ ଆଡୁ ସବୁ ଜିଲ୍ଲାର ଜିଲ୍ଳାପାଲ ଆରୁ ଏସପିକୁଁ…

ଗୋପାଲପୁର୍ ନୁ ସମ୍ବଲପୁର୍ ର ରେଲ୍ ଯୋଗାଯୋଗ୍ ଲାଗି ଶେଷ୍ ହେଲା ସର୍ଭେ

ଗୋପାଲପୁର୍‌-ସମ୍ବଲପୁର୍ ରେଲ୍ ଯୋଗାଯୋଗ୍ ଲାଗି କାଲି ସର୍ଭେ ଶେଷ୍ ହେଇଛେ । ଆଗରୁ ଦକ୍ଷିଣ୍ ପଶ୍ଚିମ୍ ନେ ରେଲପଥ୍ ସଂଯୋଗ୍ ଲାଗି ପ୍ରସ୍ତାବିତ୍ ହେଇଥିଲା ।ହେଲେ କାଲି ତାର୍ ଏୟାର୍ ସର୍ଭେ ଶେଷ୍ ହେଇଯାଇଛେ ଆର୍ ସର୍ଭେ ରିପୋର୍ଟ କେ ନୀତି ଆୟୋଗ୍ କେ ପଠାଯାଇଛେ । ନୀତି ଆୟୋଗ୍ ର ମଞ୍ଜୁରୀ…