Browsing Category

ଓଡ଼ିଶା

ଲଇକେରା ବ୍ଲକ୍ ର ୪ଟା ସ୍କୁଲ୍ ର ୩୨ଜନ ଛାତ୍ରଛାତ୍ରୀ ହେଲେ କରୋନା ପଜିଟିଭ୍

ଝାରସୁଗୁଡା ଜିଲ୍ଲା ର୍ ଲଇକେରା ବ୍ଲକ୍ ର ଥିବାର୍ କେତେଟା ସ୍କୁଲ୍ ନେ ୩୨ ଜନ୍ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ୍ ହେଇଛନ୍ । କରୋନା ଉତାରୁ ଇହାଦେ ସ୍କୁଲ୍ ଖୁଲିଛେ ହେଲେ ସ୍କୁଲ୍ ଖୁଲବାର୍ ନୁ ଲଇକେରା ବ୍ଲକ୍ ର ସରକାରୀ ଆର୍ ବେସରକାରୀ ମିଶିକରି ୧୩ଟା ହାଇସ୍କୁଲ୍ ରହିଥିବାର୍ ବେଲ୍‌କେ…

କେଭେ ହେବା ବରଗଡ଼- ନୂଆପଡ଼ା ରେଲ୍ ପ୍ରକଳ୍ପ କାମ୍‌

ବରଗଡ଼ ସହର ସାଙ୍ଗେ ନୂଆଁପଡାକେ ରେଲ୍ ଲାଇନ୍ ସଂଯୋଗ କରବାର ଲାଗି କେନ୍ ଦିନୁ ଇଠାନର ଲୁକେ ଦାବି କରି ଆସୁଛନ୍ । ନୂଆପଡ଼ା ସାଙ୍ଗେ ଛତିଶଗଡ଼ ରାଜଧାନୀ ରାୟପୁର, ପଦ୍ମପୁରକେ ରେଲ୍ ଲାଇନ୍ ସଂଯୋଗ କରବାର ଲାଗି ଭିଲ୍ ଦାବି ହେଇଛେ । ଇ ରେଲ୍ ଲାଇନ୍‌ଟା ହେଲେ ବରଗଡ଼ ସାଙ୍ଗେ ନୂଆପଡ଼ା ଜିଲ୍ଲାର ଭିନ୍…

ମୋ ସ୍କୁଲ୍ ଯୋଜ୍‌ନାନେ ଭଲ୍ କାମ୍ କର୍‌ଲେ ଶିକ୍ଷକ୍ ମାନକୁଁ ମିଲ୍‌ବା ପୁରଷ୍କାର୍‌

ରାଜ୍ୟ ସର୍‌କାର୍‌କଁର୍ ଆଡୁ କରାଯାଇଥିବାର୍ ମୋ ସ୍କୁଲ୍ ଯୋଜ୍‌ନା ନେ ଯୁଡି ହେଇଛେ କେତେଟା ନୁଆ ନିୟମ୍ । ଯେନଥି ରାଏଜ୍ ର ପ୍ରତି ଜିଲ୍ଲା ନୁ ୨ ରୁ ୩ ଟା ବିଦ୍ୟାଲୟ କେ ଭଲ୍ ସ୍କୁଲ୍ ହିସାବେ ମନ୍ୟତା ଦିଆଯିବା । ମୋଟ୍ ଶହେ ଟା ସ୍କୁଲ୍ କେ ବାଛିକରି ତାକେ ପରିବର୍ତ୍ତନ୍‌ଶୀଳ ଶିକ୍ଷାନୁଷ୍ଠାନ୍…

ଭୁକର ଭୂଗୋଳ ନୁହେଁ, ଭାତର ହାଣ୍ଡି କଳାହାଣ୍ଡି:ମୁଖ୍ୟମନ୍ତ୍ରୀ

କଳାହାଣ୍ଡିକେ ରାଜ୍ୟ ସରକାରକଁର ୨୦୮୫ କୋଟି ଟଙ୍କାର ଉପହାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିକିନା ମଙ୍ଗଳପୁରନେ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ୍ କରିଛନ୍ । ଜୟ ମାଁ ମାଣିକେଶ୍ୱରୀ କହିକରି ଜିଲ୍ଲାବାସୀକୁଁ ସମ୍ବୋଧନ୍ କରିକିନା ସହିଦ୍ ରେଣ୍ଡୋ ମାଝିକୁଁ…

କଳାହାଣ୍ଡିକେ ୨୦୮୫ କୋଟି ଟଙ୍କାର ଭେଟି

କଳାହାଣ୍ଡିନେ ବୃହତ୍ ଇନ୍ଦ୍ରାବତୀ ଉଠାଜଳସେଚନ୍ ପ୍ରକଳ୍ପର ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୮୫ କୋଟି ଟଙ୍କାର ଇ ପ୍ରକଳ୍ପ ଆଡୁ ଉଠାଜଳସେଚନ୍ ସୁବିଧା ଯୋଗେଇ ଦିଆଯାଇଛେ ଜିଲ୍ଲାବାସୀକୁଁ । ୨୦୧୫ ମସିହାନେ ଆରମ୍ଭ ହେଇଥିବାର ଇ ପ୍ରକଳ୍ପ ଗଲା ବଛର୍ ସେପ୍ଟେମ୍ବର ମାସେ ଶେଷ୍…

ସମ୍ବଲପୁର୍ ଆସ୍‌ଲା କରୋନା ଟିକା କୋଭିସିଲ୍ଡ

କରୋନା ଟିକା କୋଭିସିଲ୍ଡ ବୁଧୁବାର୍ ଦିନ ସମ୍ବଲପୁର୍ କେ ପହଂଚିଛେ । ଟିକା ଦାନ୍ ଲାଗି ସମ୍ବଲପୁର୍ ଜିଲ୍ଲା ପ୍ରଶାସନ୍ ଆଡୁ ସବୁ ପ୍ରକାରର୍ ବେବସ୍ଥା କରାଯାଇଛେ । ସମ୍ବଲପୁର୍ କେ ବୁଧୁବାର୍ ଦିନ ୭୫୦୦ ଡୋଜ୍ ଆସିଥିବାର୍ ସୂଚନା ମିଲିଛେ । ଆଏବାର୍ ୧୬ ତାରିଖ୍ ଦିନ ସମ୍ବଲପୁର ଜିଲ୍ଲା ର୍ ୭ ଟା…

ଦିନ୍ ଦାହାଡେ ଲୁଟି ନେଲେ ୫ ଲାଖ୍ ଟଙ୍କା

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଡୁମେରଜୋରନେ ଦିନ୍ ଦାହାଡେ ଲୁଟ୍ । ଇଠାନର ଏସବିଆଇ ବ୍ୟାଙ୍କନୁ ଲୁଟେରା ୫ ଲାଖ୍‌ନୁ ଅଏତକା ଟଙ୍କା ଲୁଟି ନେଇଛନ୍ । ୫ ଜନ୍ ଲୁଟେରା ମୁଖା ପିନ୍ଧିକରି ବ୍ୟାଙ୍କ ଭିତରେ ଢୁକିଥିଲେ । ବ୍ୟାଙ୍କ କର୍ମଚାରୀକୁଁ ବନ୍ଧୁକ୍ ଆର ଖଣ୍ଡା ଦେଖେଇକରି ମାରିଦେବାର…

ପଦ୍ମଶ୍ରୀ ଡି. ରାଓକଁର ବିୟୋଗ୍‌

ଆରୁ ନାଇଁନ ପଦ୍ମଶ୍ରୀ ଡି. ପ୍ରକାଶ ରାଓ । କଟକ ଏସିସିବିନେ ଚିକିତ୍ସା କରାଯାଉଥିବାର ବେଲକେ ତାକଁର ବିୟୋଗ୍ ହେଇଛେ । ପହେଲାନୁ କରୋନାନେ ପଡିଥିଲେ ଆରୁ ତାକୁଁ ଏସିସିବିର ମେଡିକାଲର କୋଭିଡ୍ କେୟାରନେ ଭତ୍ତି କରାଯାଇଥିଲା । ଗଲା କିଛି ଦିନ୍ ହେଲା ଫେର୍ ଦିହି ବିଗଡିବାରନୁ ତାକୁଁ ମେଡିକାଲନେ…

ରାଜ୍ୟନେ ଟିକାକରଣ ନେଇକରି ନୂଆଁ ସୂଚନା

ଭାରତନେ ଟିକାକରଣ ଲାଗି ସବୁ ରାଜ୍ୟ ମାନକେ ଟିକା ପଠାଯିବାର କାମ୍ ମୁଲ ହେଇଛେ । ଗଲା କାଲି ଓଡ଼ିଶାନେ ଭିଲ୍ କରୋନା ଟିକା ପୁହୁଁଚିଛେ । ଭୁବନେଶ୍ୱର ବିମାନବନ୍ଦରନେ କରୋନା ଟିକା ପୁହୁଞ୍ଚିଲା ଉତାରୁ ଇଟା ଦୁଶରା ଜିଲ୍ଲା ମାନକେ ଭିଲ୍ ପଠାଯାଉଛେ । ପୁନେର ସିରମ୍ ଇନଷ୍ଟିଚ୍ୟୁଟ୍‌ନୁ ସବୁ ଟିକା…

ମେଟ୍ରିକ୍ ପରୀକ୍ଷା ର ଫି’ ଛାଡ୍ କର୍‌ଲେ ରାଜ୍ୟ ସରକାର୍

ଇ ବରଷ୍ ମେଟ୍ରିକ୍ ପରୀକ୍ଷା ଦେବାର୍‌କେ ଯାଉଥିବାର୍ ଛାତ୍ରଛାତ୍ରୀ ମାନକଁର୍ ଫି ଛାଡ୍ କରିଛନ୍ ରାଜ୍ୟ ସର୍‌କାର୍ । କରୋନା ମହାମାରୀ ଲାଗି ସବୁ ଶିକ୍ଷା ଅନୁଷ୍ଠାନ ମାନେ ବନ୍ଦ୍ ରହେଲା ଉତାରୁ ଜାନୁଆରି ୮ନୁ କୋଭିଡ୍ ଗାଇଡଲାଇନ୍ କେ ମାନିକରି ମେଟ୍ରିକ୍ ଆର୍ +୨ ର ପାଠପଢା ମୂଲ୍ ହେଇଛେ ।…