Browsing Category
ଓଡ଼ିଶା
ହୀରାକୁଦ୍ ପ୍ରତିଷ୍ଠା ଦିବସ୍
ଦୁନିଆଁର ସବୁନୁ ଲମ୍ବା ଡେମ୍ ହୀରାକୁଦ ଡେମ୍ର ଆଏଜ୍ ପ୍ରତିଷ୍ଠା ଦିବସ୍ । ୬୪ ବଛର ପୁରିଛେ ଇତାର ଶୁଭାରମ୍ଭ ହେବାର । ୧୯୪୬ ମସିହା ମାର୍ଚ୍ଚ ୧୫ ତାରିଖ ହୀରାକୁଦ ନଦୀବନ୍ଧ ଯୋଜନାର ଶିଳାନ୍ୟାସ ହେଇଥିଲା । ୧୯୪୮ ମସିହା ଏପ୍ରିଲ୍ ୧୨ ତାରିଖନେ ସେତେବେଲର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ…
ଝାରସୁଗୁଡା ନୁ ବେଙ୍ଗଲୋର୍ ,ମୁମ୍ବାଇ କେ ଉଡ୍ଲା ଉଡାଯାହାଜ
ଝାରସୁଗୁଡା ର ବୀର୍ ସୁରେନ୍ଦ୍ର ସାଏ ବିମାନ୍ ବନ୍ଦର୍ ନୁ ମୁମ୍ବାଇ ଆର୍ ବେଙ୍ଗଲୋର୍ କେ ବିମାନ୍ ଚଲାଚଲ୍ ଆରମ୍ଭ ହେଇଥିବାର୍ ବେଲ୍କେ ମଙ୍ଗଳବାର୍ ଦିନ ସ୍ପାଇସଜେଟ୍ ଉଡାଯାହାଜ୍ ମୁମ୍ବାଇ ନୁ ଝାରସୁଗୁଡା କେ ପହେଲା ଉଡିଥିଲା । ବୋଇଂ ୭୩୭ ସକାଲର୍ ୧୦ ନୁ ମୁମ୍ବାଇ ନୁ ବାହାରିକରି ସକାଲର୍…
ଖେଲୋ ଇଣ୍ଡିଆ ଜୋନାଲ୍ କମିଟିନେ ବଲାଙ୍ଗିର୍ର ସୁମିତ ପୁରୋହିତ
ବଲାଙ୍ଗିର୍ ଜିଲ୍ଲାର୍ ସୁମିତ ରଞ୍ଜନ ପୁରୋହିତ କେନ୍ଦ୍ର ସରକାର୍କଁର୍ କ୍ରୀଡା ଆର୍ ଯୁବ ମନ୍ତ୍ରାଳୟ ଅଧିନ୍ନେ ରହିଥିବାର୍ ଖେଲୋ ଇଣ୍ଡିଆର୍ ଜୋନାଲ୍ ଟେଲେଣ୍ଟ୍ ଆଇଡେଣ୍ଟିଫିକେସନ୍ କମିଟି ନୁ ବଛା ଯାଇଛନ୍ । ଖେଲୋ ଇଣ୍ଡିଆର୍ ଇଷ୍ଟ୍ଜୋନ୍ ର ସଭ୍ୟ ହିସାବେ ତାହାକୁଁ ମନୋନିତ୍ କରାଯାଇଛେ । ସେ…
ସରଲା ଟକା, ଆଏଲା କରୋନା ଟିକା
ଶେଷ ହେଲା ସବୁ ଟକା ରାଜ୍ୟନେ ପୁହୁଞ୍ଚିଲା କରୋନା ଟିକା । ଆଏଜ୍ ଓଡ଼ିଶାକେ ସ୍ପାଇସଜେଟ୍ର ସ୍ୱତନ୍ତ୍ର ବିମାନନେ ପୁନେର ସେରମ୍ ଇନଷ୍ଟିଚ୍ୟୁଟ୍ନୁ ଭୁବନେଶ୍ୱର ଆସିକରି ପୁହୁଞ୍ଚିଛେ କରୋନା ଟିକା । ରାଜ୍ୟନେ ପୁହୁଞ୍ଚିଲା ଉତାରୁ ଟିକା ମାନକୁଁ ଭୁବନେଶ୍ୱର ରାମ ମନ୍ଦିର ପାଶେ ଥିବାର ଔଷଧ ନିଗମ…
ଅସିତ ତ୍ରିପାଠୀ ହେଲେ ପଶ୍ଚିମଓଡିଶା ବିକାଶ୍ ପରିଷଦ ର ଅଧ୍ୟକ୍ଷ
ପୂର୍ବତନ୍ ମୁଖ୍ୟ ଶାସନ ସଚିବ୍ ଅସିତ୍ ତ୍ରିପାଠୀ ପଶ୍ଚିମ ଓଡିଶାର୍ ବିକାଶ୍ ପରିଷଦ୍ ର ଅଧ୍ୟକ୍ଷ ହିସାବେ ନିୟୋଜିତ୍ ହେଇଛନ୍ । ପହେଲା ନୁ ସେ ବରିଷ୍ଠ ପ୍ରଶାସନିକ୍ ଅଧିକାରୀ ରାଜ୍ୟ ର ମୁଖ୍ୟ ଶାସନ ସଚିବ୍ ଥିଲେ । ଡିସେମ୍ବର ୩୧ ତାରିଖ୍ ନେ ସେ ମୁଖ୍ୟ ଶାସନ୍ ସଚିବ୍ ପଦ୍ନୁ ଅବସର୍ ନେଇଥିଲେ ।…
ଆଏବାର ୧୪ନେ କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ
କରୋନା ଉତାରୁ ମୁଖ୍ୟମନ୍ତ୍ରୀକଁର ପହେଲା ଜିଲ୍ଲା ଗସ୍ତ । ଆଏବାର ୧୪ ତାରିଖନେ ସରକାରୀ କାର୍ଯ୍ୟକ୍ରମନନେ ଯୋଗ ଦେବାର ଲାଗି କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ । ଇ ନେଇକରି ଗୁଟେ ଭିଡିଓ ମାଧ୍ୟମନେ ସୂଚନା ଦେଇଛନ୍ ନିଜେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡିବାସୀକୁଁ ଜୁହାର ଜନେଇକରି ଜିଲ୍ଲା ଗସ୍ତ…
ସମ୍ବଲପୁରର ଟୁକେଲ ଶ୍ରୀୟଙ୍କା ଜିତଲେ ପଦକ୍
ସୁଟର୍ ଶ୍ରୀୟଙ୍କା ଷଡଙ୍ଗୀ ଦେଖାଲେ ଟୁକେଲ ପାୱାର । ନୂଆଦିଲ୍ଲୀନେ ଆୟୋଜିତ୍ ୧୦ ମିଟର୍ ଏୟାର୍ ରାଇଫଲ୍ ଇଭେଣ୍ଟସ୍ନେ ଭାଗ ନେଇକରି ଜିତିଛନ୍ ପଦକ୍ । ଇ ପ୍ରତିଯୋଗିତାନେ ତିନ୍ ନମ୍ବରନେ ଆସିଥିବାର ଶ୍ରୀୟଙ୍କାକୁଁ ବ୍ରୋଞ୍ଚ ପଦକ୍ ମିଲିଛେ । ଦୁଇଥର ଟ୍ରାଏଲନେ ଶ୍ରୀୟାଙ୍କା ସମାନ୍ ସ୍କୋର ୬୨୯.୧…
ବାହାରିଲା ନବୀନକଁର ମନ୍ତ୍ରୀ ମଣ୍ଡଳର୍ ସଦସ୍ୟକଁର ସମ୍ପତ୍ତି ଲିଷ୍ଟ୍
ସରକାରୀ ବେବସ୍ଥାନୁ ଦୁର୍ନୀତି ହଟାବାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଟେ ବଡ ଘୋଷଣା କରିଥିଲେ । ବିଜେଡି ପ୍ରତିଷ୍ଠା ଦିବସନେ ମୁଖ୍ୟମନ୍ତ୍ରୀ ସବୁ ନେତା, ମନ୍ତ୍ରୀନୁ ନେଇକରି ସରକାରୀ କର୍ମଚାରୀକଁର ସମ୍ପତ୍ତି ର ଲିଷ୍ଟ ସର୍ବସାଧାରଣନେ ବାହାର କରାଯିବାର ନେଇକରି ଘୋଷଣା କରିଥିଲେ ।…
ବଲାଙ୍ଗିରର ସୁନା ଟୁକେଲ ବୀଣା ଥାପା
ବଲାଙ୍ଗିରର ନାଁ ରଖିଛନ୍ ତିନ୍ ଜନ୍ ପିଲା ଟୁକେଲ । ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲନେ ହେଇଥିବାର ରାଜ୍ୟ ସ୍ତରୀୟ ୧୦ ମିଟର ଏୟାର ରାଇଫଲ୍ ଓପନ୍ ସାଇଟ୍ ସୁଟିଂ ପ୍ରତିଯୋଗିତାନେ ଭାଗ ନେଇଥିଲେ ଇମାନେ । ବଲାଙ୍ଗିରର ଟୁକେଲ ବୀଣା ଥାପା ଗୋଲ୍ଡ ମେଡାଲ୍ ଜିତିଥିବାର ବେଲକେ ଅମିତ୍ ନନ୍ଦ ଆରୁ ଟୁଲୁ…
ଦିହେ କିରାସିନି ଢାଲିକରି ନିଆଁ ଲଗେଇଦେଲେ ନୂଆଁବହ
ନୂଆଁକରି ବିହା ହେଇଥିବାର ମହିଲାକଁର ଆତ୍ମହତ୍ୟା । ସୁବର୍ଣ୍ଣପୁର ଡୁଙ୍ଗରିପାଲି ଥାନା ବେହେରାମାଲ ଗାଁନେ ଏନ୍ତା ଘଟନା ଦେଖବାକେ ମିଲିଛେ । ଗଲାକାଲି ଡେର୍ ରାଏତ୍ ଗାଁର ଭାନୁମତୀ ଧାରୁଆ ଦିହେ କିରାସିନି ଢାଲିକରି ଆତ୍ମହତ୍ୟା କରିଥିବା ଜନାପଡିଛେ । ସ୍ୱାମୀ ସ୍ତ୍ରୀକଁର ଭିତରେ ଗାଲି ଝଗଡ…