Browsing Category
ଓଡ଼ିଶା
୧୦ନୁ ଖୁଲବା ହରିଶଙ୍କର ପୀଠ୍
ଶେଷ ହେଲା ସବୁ ଟକା, ଜାନୁଆରୀ ୧୦ ତାରିଖନେ ଶ୍ରଦ୍ଧାଲୁକଁର ଲାଗି ଖୁଲବା ହରିଶଙ୍କର ପୀଠ୍ । ପାଟଣାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ସୋମନାଥ ପ୍ରଧାନକଁର ଅଧ୍ୟକ୍ଷତାନେ ହେଇଥିବାର ବୈଠକନେ ଏନ୍ତା ନିଷ୍ପତ୍ତି ନିଆଯାଇଛେ । ଗଲା ୯ ମାସ୍ରୁ ଅଏତକା ଦିନ୍ ହେବା…
ହୀରାକୁଦନେ ୧ ଲାଖ୍ ୨୪ ହଜାର ୮୬୪ ପକ୍ଷୀ
ହୀରାକୁଦନେ ସରିଛେ ପକ୍ଷୀଗଣନା । ଇ ବରଷ୍ ୯୮ ପ୍ରଜାତିର ୧ ଲାଖ୍ ୨୪ ହଜାର ୮୬୪ଟା ପକ୍ଷୀ ଆସିଥିବାର ନେଇକରି ଗଣନାନୁ ଜଣାପଡିଛେ । ଇଥରେ ୪୭ଟା ପ୍ରଜାତିର ୨୧ ହଜାର ୭୪୭ଟା ବିଦେଶୀ ପକ୍ଷୀ ରହିଥିବାର ନେଇକରି ସୂଚନା ଦେଇଛନ୍ ଡିଏଫଓ । ଗଲା ଗୁରୁବାର ଦିନ ପକ୍ଷୀ ଗଣନା କରାଯାଇଥିବାର ବେଲକେ…
ସ୍କୁଲନେ ବାଜଲା ଘଣ୍ଟି
ଆଜିଠାନୁ ଖୁଲା ରାଜ୍ୟର ସବୁ ସ୍କୁଲ୍ । କୋଭିଡ୍ ନିୟମ୍ ହିସାବେ ସ୍କୁଲ ଖୁଲବାର ଲାଗି ଅନୁମତି ମିଲଲା ଉତାରୁ ଶୁକ୍ରବାର ଖୁଲିଛେ ସ୍କୁଲ୍ । ଖାଲି ଦଶମ ଆରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀକୁଁ ସ୍କୁଲ୍ ଆସବାର ଲାଗି କହିଛନ୍ । ଛାତ୍ରଛାତ୍ରୀ ମାସ୍କ ପିନ୍ଧି କରି ସ୍କୁଲକେ ଯାଇଛନ୍ । ସ୍କୁଲ…
ମୁଖ୍ୟମନ୍ତ୍ରୀକୁଁ ହତ୍ୟା କରବାର ଲାଗି ଚକ୍ରାନ୍ତ୍
ଓଡ଼ିଶା ମୁଖ୍ୟମନ୍ତ୍ରୀକୁଁ ମାରବାର ଲାଗି ହେଇଛେ ଚକ୍ରାନ୍ତ୍ । ପେସାଦାର ସୁପାରି କିଲର୍କୁଁ ଇଥିର ଲାଗି ନିୟୋଜିତ୍ କରାଯାଇଥିବାର ନେଇକରି ଜନାପଡିଛେ । ଏକେ-୪୭, ସ୍ୱୟଂଚାଳିତ ପିସ୍ତଲ ଲେଖେଁ ଅତ୍ୟାଧୁନିକ୍ ଅସ୍ତ୍ରଶସ୍ତ୍ର ଭୁବନେଶ୍ୱରନେ ପୁହୁଞ୍ଚିଛେ ଆରୁ ଇତାର ମାଷ୍ଟରମାଇଣ୍ଡ ମହାରାଷ୍ଟ୍ର…
ଡାକ୍ତରୀ ଆର୍ ଇଞ୍ଜିନିୟରିଂ କଲେଜ୍ କୋଟା ଲାଗି ବନ୍ଲା କମିଟି
ସରକରୀ ସ୍କୁଲ୍ ମାନକୁ ପଢୁଥିବାର୍ ଛୁଆ ମାନକର୍ ଲାଗି ଡାକ୍ତରୀ ଆର୍ ଇଞ୍ଜିନିୟରିଂ ସିଟ୍ ସଂରକ୍ଷିତ୍ କରବାର୍ ଲାଗି ଓଡିଶା ସରକର୍କଁର୍ ନିଷ୍ପତ୍ତିକେ କେନ୍ତା ହିସାବେ ଠିକ୍ ସେ କାର୍ଯ୍ୟକାରୀ ପରାଯାଇ ପାରବା ଯେ ସେତାର୍ ଉପରେ ଗୁତା ଉଚାର୍ କରବାର୍ ଲାଗି ରାଜ୍ୟ ସରକାର୍ ଗୁଟେ କମିଟି ସେ…
କମିଟି କହେବାର୍ ହିସାବେ କମ୍ବା ସ୍କୁଲ୍ ଫି
ରାଏଜେ ଥିବାର୍ ବେସରକାରୀ ସ୍କୁଲ୍ ମାନେ ଲକ୍ଡାଉନ୍ ସମିଆର୍ ଫି କେତେ କେତେ କମ୍ କରବେଯେ ସେଟକେ ନେଇକରି ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ । ହାଇକୋର୍ଟ ରାୟନେ କହିଛନ୍ ଯେ ଇ ବାବଦରେ କୋର୍ଟ ଯେନ୍ କମିଟି ବନେଇଛନ୍ ସେ କମିଟିର୍ ରିପୋର୍ଟ ଆସଲାପରେ ଯାକିର୍ ଇ ଉପରେ ଆଗକେ…
ନୂଆପଡ଼ା କୋମନାନେ ବାଘ୍!
ଫେର୍ ନୂଆଁପଡ଼ାନେ ବାଘ୍ ଡର୍ । ଜିଲ୍ଲାର କୋମନା ରେଞ୍ଜ ବିରସିଂଜପଡ଼ା ଗାଁନେ ବାଘ୍ ବୁଲୁଥିବାର ନେଇକରି ଜନାପଡିଛେ । ଗାଁର ୩ ଜନ୍କଁର ଛେଲ୍, ବଲଦ୍ ଆରୁ ବାଛୁରୀକେ ମାରିକରି ବାଘ୍ ଖାଇଥିବାର ଅଭିଯୋଗ କରିଛନ୍ ଗ୍ରାମବାସୀ । ସେଆଡେ ଏନ୍ତା ଖବର ଶୁନଲା ବାଦ୍ କୋମନା ରେଞ୍ଜର ବନ ଅଧିକାରୀ…
ଖୁଲଲା ମାଁ ମାଣିକେଶ୍ୱରୀ ଆର ନୃସିଂହନାଥ ମନ୍ଦିର
କରୋନା ଲାଗି ବନ୍ଦ ରହିଥିଲା ସବୁ ମନ୍ଦିର, ମସଜିଦ୍, ଚର୍ଚ୍ଚ ସାଙ୍ଗେ ଦୁଶରା ଧର୍ମନୁଷ୍ଠାନ୍ । ଇହାଦେ ଧୀରେ ଧୀରେ କରୋନା ସ୍ଥିତି ଟିକେ ସୁଧରିଲା ଉତାରୁ ସବୁ ଧର୍ମସ୍ଥଲ ମାନେ ଖୁଲିଛନ୍ । କଳାହାଣ୍ଡି ଭବାନୀପାଟଣା ମାଁ ମାଣିକେଶ୍ୱରୀକଁର ମନ୍ଦିର ଭକତ୍କଁର ଲାଗି ଖୁଲିଛେ । ମାଁ…
ରେଲ୍ ଷ୍ଟେସନ୍ ନାଁକେ ନେଇକରି ଘିଚାଟନା
ବଲାଙ୍ଗିର-ଖୋର୍ଦ୍ଧା ରେଲ ଲାଇନ୍ କାମ୍ ଇହାଦେ ତକ୍ ପୁରା ହେଇନାଇଁ ପାରବାର । ବଲାଙ୍ଗିର ଆଡୁ ବିଛୁପାଲି ତକ୍ ରେଲ୍ ଯିବାର ଆଏବାର କରୁଛେ । ହେଲେ ରେଲ୍ ଷ୍ଟେସନ୍କେ ନେଇକରି ପହେଲାନୁ ହିଁ ଝମେଲା ଦେଖବାରକେ ମିଲିଥିଲା । ଷ୍ଟେସନ୍ଟା ବିଛୁପାଲି ଆରୁ ଭଇଁସାପାଲି ସୀମାନେ ରହିଥିବାର ବେଲେ…
ବଲାଙ୍ଗିର୍ ର ଗୁଗୁଲ୍ ବୟ୍ ଫେରଥରେ କମାଲ୍ ଦେଖାଲେ
ବଲାଙ୍ଗିର୍ ଜିଲ୍ଲାର୍ ଭେଙ୍କଟ୍ ରମଣ ପଟ୍ଟନାୟକ୍ ଯିଏକି ଗୁଗୁଲ୍ ବୟ ନାଁ ଥି ଜନାଶୁନା ଆନ୍ । ତାହାକୁଁ ମାତ୍ର ୭ ବରଷ ହେଇଥିବାର୍ ବେଲ୍କେ ସେ ମାଇକ୍ରୋସପ୍ଟ୍ ଏସୋସିଏଟ୍ ପରୀକ୍ଷା ଦେଇକରି ସେଥି ସଫଲତା ପାଇଛନ୍ । ଜାଭା ,ଏସଟିଏମଏଲ୍ ପ୍ରୋଗାମିଂ ଲାଗି ମାଇକ୍ରୋସପ୍ଟ୍ ପରୀକ୍ଷା କରାଯାଇଥିଲା…