Browsing Category
ଓଡ଼ିଶା
ଆଏବାର ୧୯ନେ ଶୁଲିଆଯାତ୍ରା
ଆଏବାର ୧୯ ତାରିଖନେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ର ନାଁକରା ଶୁଲିଆ ଯାତ୍ରା ହେବାକେ ଯାଉଛେ । ଯାତ୍ରାର ପ୍ରସ୍ତୁତି ନେଇକରି କୁଲତାପଡ଼ା ପଂଚାୟତ୍ ମୁଡପଡା ଗାଁନେ ଗୁଟେ ବୈଠକ ହେଇଯାଇଛେ । ଇ ବରଷ୍ କରୋନା ଡର ଥିବାର ବେଲକେ କୋଭିଡ୍ ଗାଇଡ୍ ଲାଇନ୍ ହିସାବେ ଯାତ୍ରା କରାଯିବାର ନେଇକରି…
ସୁବର୍ଣ୍ଣପୁରନେ ଖୁଲବା ସବୁ ଧର୍ମାନୁଷ୍ଠାନ୍
ଆଏବାର ୮ ତାରିଖନୁ ଖୁଲବା ସୁବର୍ଣ୍ଣପୁରର ସବୁ ଧର୍ମାନୁଷ୍ଠାନ୍ । କୋଭିଡ୍ ଗାଇଡ୍ ଲାଇନ୍ ହିସାବେ ମନ୍ଦିର ମସଜିଦ୍ ଚର୍ଚ୍ଚ ଖୁଲବାର ଲାଗି ଜିଲ୍ଲାପାଳ ଜାରି କରିଛନ୍ ନିର୍ଦ୍ଦେଶନାମା । ଜିଲ୍ଲାନେ ମନ୍ଦିର ଖୁଲାଯିବାର ନେଇକରି ଜିଲ୍ଲାପାଳ ମନିଷା ବାନାର୍ଜିକଁର ଅଧ୍ୟକ୍ଷତାନେ ବୈଠକ ହେଇଥିଲା…
ମାଁ’ର୍ ଦର୍ଶନ୍ ଲାଗି ଲାଗ୍ଲା ଭକତ୍ ମାନକଁର୍ ଭିଡ୍
ଜାନୁଆରୀ ୩ ତାରିଖ୍ ନୁ ସମଲେଇ ମନ୍ଦିର୍ ଖୁଲିଥିବାର୍ ବେଲ୍କେ ମନ୍ଦିର୍ ନେ ଭକତକଁର୍ ଭିଡ ଜମୁଛେ । କରୋନା ମହାମାରୀ ଲାଗି ସମଲେଇ ମନ୍ଦିର୍ ୯ ମାସ୍ଟେ ବନ୍ଦ ରହିଥିଲା ସେ ନେଇକରି ମା କଁର୍ ଦର୍ଶନ ବନ୍ଦ କରାଯାଇଥିବାର୍ ନୁ ଇହାଦେ ମନ୍ଦିର୍ ଖୁଲିଥିବାର୍୍ ବେଲ୍କେ ଭକତ୍କଁର୍ ଗହଲି…
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟନେ ଗ୍ୟାସ୍ ଲିକ୍, ଗଲା ୪ ଜୀବନ୍
ରାଉରକେଲା ଇସ୍ପାତ୍ କାରଖାନାନେ ଗ୍ୟାସ୍ ଲିକ୍ ହେଇକରି ୪ଜନ୍କଁର ଜୀବନ୍ ଯାଇଛେ । ଆଏଜ୍ ସଖାଲୁ ସଖାଲୁ କାରଖାନାର ସିସିଡି (କୋଲ୍ କେମିକାଲ୍ ଡିପାର୍ଟମେଣ୍ଟ) ବିଭାଗନେ ଗ୍ୟାସ୍ ଲିକ୍ ହେଇଥିବାର ସୂଚନା । ଗ୍ୟାସ୍ ଲିକ୍ ହେଇଯିବାରନୁ ୧୦ ଜନ୍ କର୍ମଚାରୀ ଗୁରୁତର ହେଇଯାଇଥିବାର ବେଲକେ ଇମାନକୁଁ…
ଅଗ୍ନିଶମ୍ ପୋର୍ଟାଲ ଆରୁ ଫାୟାର ପାର୍କର ଶୁଭାରମ୍ଭ
ଅଗ୍ନିଶମ ବିଭାଗର ସେବା ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ଆଡୁ ମୁଖ୍ରମନ୍ତ୍ରୀ ପୋର୍ଟାଲର ଶୁଭାରମ୍ଭ କରିଥିବାର ବେଲକେ ୫-ଟି ଅଧୀନନେ ଥିବାର ଇ ପୋର୍ଟଲ ଆଡୁ ଲୁକକୁଁ ୧୬ଟା ସେବା ମିଲିପାରବା । ଇତାର ସାଙ୍ଗେ ଭୁବନେଶ୍ୱର ବରମୁଣ୍ଡାନେ ଥିବାର ଅଗ୍ନିଶମ ଆରୁ…
ମନ ଢୁଲିଆକଁର ଗୁଲଗୁଲା
ଶେଷେ କଲାକାରକଁର ଦୁଃଖ୍ ବୁଝଲା ପ୍ରଶାସନ୍ ଆରୁ ଚିକିତ୍ସା ଲାଗି ଦିଆଗଲା ସାହାଜ୍ । ବରପାଲି ଟୁଙ୍ଗବନ୍ଦଲି ଦଣ୍ଡ ନାଚର ମୁଖ୍ୟ କଳାକାର ତଥା ଢୁଲିଆ ମନ୍ ଲୁହା ବନେ ଦିନ୍ ହେଲା ବେମାରନେ ପଡିଥିଲେ । ହେଲେ ପାଶେ ପଏସାପତର ନାଇଁ ଥିବାର ବେଲକେ ଛୁଆପିଲା ଭିଲ୍ କେହି ନାଇଁ ବୁଝଲେ କଥା । ଭଙ୍ଗା…
ଅନଲାଇନ୍ ନେ ବିକ୍ରି ହେଉଛେ ଓଡିଶାର୍ ହସ୍ତତନ୍ତ
ଓଡିଶାର୍ ହସ୍ତକଲାର୍ ଚାହିଦା ଇହାଦେ ସାରା ଦେଶ୍ ଆର୍ ସାରା ବିଶ୍ୱନେ ବଢିଚାଲିଛେ । ସେଥିର୍ ଲାଗି ବଲିକରି ଭିନ୍ ଭିନ୍ ‘ଇ କମର୍ସ ' ସାଇଟ୍ ମାନକୁଁ ଆମର୍ ଓଡିଶାର୍ ଭିନ୍ ଭିନ୍ ହସ୍ତକଲା ଯେନ୍ତା ସମ୍ବଲପୁରୀ ଶାଢୀ ହେଉ କି ଓଡିଶାର୍ ଆର୍ କିଛି ହସ୍ତଶିଲ୍ପ ହେଉ ସବୁ ବିକ୍ରିବଟା ହେବାର୍ ଆରମ୍ଭ…
ମହାନଦୀନେ ବିଦେଶୀ କୁନୁଆଁ
ସୋନପୁରକେ ବିଦେଶୀ ପକ୍ଷୀକଁର ଆଗମାନ୍ । ଫି ବରଷ୍ ଶୀତ୍ ଦିନ୍ ଆଏବାର ସାଙ୍ଗେ ବିଦେଶୀ ପକ୍ଷୀ କୁନୁଆଁ ସାଜିଥିସନ୍ ଇଠାନେ । ମହାନଦୀ ପାଏନ୍ଥି ରଙ୍ଗ ବେରଙ୍ଗର ସୁନ୍ଦର ସୁନ୍ଦର ପକ୍ଷୀକଁର ଗହଲ ଚହଲ ଦେଖବାକେ ମିଲିଛେ । ୟୁରୋପ୍ ମହାଦେଶ ଆଡୁ ଶହ ଶହ ପକ୍ଷୀ ଯେନ୍ତା ରୁଡି ସଲ୍ଡକ୍, ରୋଜି…
ଭାଗବତ ପାଠାଗର ସଦସ୍ୟକଁର ନୂଆଁ ଚେଷ୍ଟା
ତନ୍ତ୍ର,ମନ୍ତ୍ର, ଯନ୍ତ୍ରର ପୀଠ୍ ହେଉଛେ ସୁବର୍ଣ୍ଣପୁର ଜିଲ୍ଲା । ଗଡଜାତ୍ ସହର ହିସାବେ ଜନା ଇ ସହରକେ ମନ୍ଦିର ମାଲିନୀ କୁହାଯାଉଥିବାର ବେଲକେ ଇଠାନେ ରହିଛନ୍ ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ ଆର୍ ଅଷ୍ଟ ଚଣ୍ଡି । ଶକ୍ତି ପୀଠ୍ ମାନେ ଇଠାନେ ଥିବାର ଲାଗି ପୁରାତନ୍ ଯୁଗନୁ ଇତାକେ ନିଜର ସାଧନା ସ୍ଥଲ…
ଏସ୍ .ମୁରଲୀଧର୍କଁର୍ ଶପଥ୍ ପାଠ୍
ଓଡିଶା ହାଇକୋର୍ଟର୍ ମୁଖ୍ୟ ବିଚାର୍ପତି ହିସାବେ ଡ.ଏସ.ମୁରଲୀଧର୍ ଶପଥ ନେଇଛନ୍ । ତାକଁର୍ ଇ ଶପଥ ପାଠ୍ ଉତ୍ସବ ରାଜଭବନ୍ ଠାନେ ଅନୁଷ୍ଠିତ୍ ହେଇଥିଲା ଯେନଥି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାହାକୁଁ ଶପଥ୍ ପାଠ୍ କରେଇଥିଲେ । ମୁଖ୍ୟ ଶାସନ ସଚିବ୍ ସୁରେଶ୍ ଚନ୍ଦ୍ର ମହାପାତ୍ର ନିଯୁକ୍ତିପତ୍ର…