Browsing Category
ଓଡ଼ିଶା
ଇସ୍ରୋ ବୈଜ୍ଞାନିକ୍ ନିହାର ରଂଜନ ପ୍ରଧାନ
ବରଗଡ଼ ଅମ୍ବାଭନା ବ୍ଲକ୍ ଝାରପାଲି ଗାଁର ନିହାର ରଂଜନ ପ୍ରଧାନ ଯିବେ ଇସ୍ରୋ । ବୈଜ୍ଞାନିକ୍ ହିସାବେ ଇସ୍ରୋ ଯିବା ଲାଗି ବଛା ହେଇଛନ୍ ନିହାର ରଂଜନ । ଜାନୁଆରୀ ମାସେ ସେ ଇସ୍ରୋନେ ଯୋଗଦେବେ ବଲିକରି କହିଛନ୍ । ନିହାର ଝାରପାଲି ଗାଁର ଗୁଟେ ଚାଷୀ ପରିବାରନେ ଜନମ୍ ହେଇଛନ୍ । ମାଁ ପଙ୍କଜିନୀ…
ସମ୍ବଲପୁର ଆଇଆଇଏମ୍ର ସ୍ଥାୟୀ କ୍ୟାମ୍ପସ୍ ଶିଳାନ୍ୟାସ୍
ସମ୍ବଲପୁରନେ ଆଇଆଇଏମ୍ର ସ୍ଥାୟୀ କ୍ୟାମ୍ପସ୍ ଲାଗି ଶିଳାନ୍ୟାସ୍ କରିଛନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇ ଉତ୍ସବନେ ଭର୍ଚୁଆଲ୍ ଭାବେ ଭିଡିଓ କନଫରନେସିଂ ଆଡୁ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକଁର ସାଙ୍ଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ ଭିଲ୍ ଯୋଗ ଦେଇଥିଲେ ।…
କଲାହାଣ୍ଡିର୍ ବଜାଥି ଦୁଲ୍କିବା ଦିଲ୍ଲୀ
କଲାହାଣ୍ଡି ଜିଲ୍ଲା ର୍ ଲୋକ୍ନାଚ୍ ବଜାଶାଲ୍କେ ଇ ବଛର୍ ସାଧାରଣତନ୍ତ୍ର ଦିବସ୍ନେ ଭାଗ୍ ନେବାର୍ ଲାଗି ବଛା ଯାଇଛେ । କଲାହାଣ୍ଡି ର୍ ଜିଲ୍ଲା ର୍ ଲୋକ୍ନାଚ୍ ବଜାଶାଲ୍ ଆମର୍ ପଶ୍ଚିମ ଓଡିଶାର୍ କଲା ସଂସ୍କୃତି ଆର୍ ନାଚ୍ ଗୀତ୍ କେ ପୁରା ଦେଶ୍ ର ସାମ୍ନାନେ ଦେଖାବାର୍ ଲାଗି ପ୍ରସ୍ତୁତି ଇହାଦେ…
ନୂଆ ବରଷ ଲାଗି ମନ୍ଦିର୍ ବାହାରେ ଭକତକଁର୍ ଭିଡ୍
ନୂଆ ବରଷ ଲାଗି ସମ୍ବଲପୁରେ ମନ୍ଦିର୍ ମାନକଁର୍ ବାହାରେ ଭକତକଁର୍ ଭିଡ୍ ଦେଖିକେ ମିଲିଥିଲା । କରୋନା ଲାଗି ମନ୍ଦିର୍ ସବୁ ବନ୍ଦ ରହିଥିବାର୍ ବେଲେ ଭକତ୍ ମାନେ ମନ୍ଦିର୍ ବାହାରେ ଦୀପ୍ ଜାଲିକରି ଭଗବାନକୁଁ ପ୍ରାର୍ଥନା କରିଥିଲେ । ସେନ୍ତା ସମ୍ବଲପୁର୍ ର ସମଲେଇ ମନ୍ଦିର୍ ୩ ତାରିଖ୍ ନୁ…
ସେଲ୍ ର ନୂଆ ଅଧ୍ୟକ୍ଷ ସୋମା ମଣ୍ଡଳ
ରାଉଲକେଲା ର ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍) ର୍ ପହେଲା ମହିଲା ଅଧ୍ୟକ୍ଷ ହେଲେ ସୋମା ମଣ୍ଡଳ୍ । ୨୦୨୧ ଜାନୁଆରୀ ୧ ତାରିଖ୍ ନୁ ସେ ଇ ଦ୍ୱାୟିତ୍ୱ ନେଇଛନ୍ । ସୋମା ମଣ୍ଡଳ ଇତାର୍ ଆଗରୁ ସେଲ୍ର ବାଣିଜ୍ୟିକ୍ ନିର୍ଦ୍ଦେଶକ୍ ଥିଲେ । ଶ୍ରୀମତି ମଣ୍ଡଳ ସେଲ୍ ନେ ଯୋଗ ଦେବାର୍…
କରୋନା ଟିକାକେ ଅନୁମତି ଦେଲା ଭାରତ
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଆର୍ ଆଷ୍ଟ୍ରାଜେନିକା ତିଆରି କରିଥିବାର୍ କରୋନା ଟିକା କୋଭିସିଲ୍ଡ୍ କେ ଭାରତନେ ଜରୁରୀ ବେବ୍ହାର୍ ଲାଗି ଅନୁମତି ଦେଲେ ଭାରତ ସର୍କାର୍ । ସରକାର୍କଁର୍ ଅନୁମତି ଉତାରୁ ଶୁକ୍ରୁବାର୍ ଦିନ ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ…
ସୋର୍ ପଡୁଛନ୍ ମାଧୋ ସିଂ
ବରଗଡ ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ଆର୍ ବିଳ୍ପବୀ ମାନକଁର୍ ବୀରଗାଥାର ମୁକସାକ୍ଷୀ ପାଲଟିଛେ । ପାଣି ମୋରାର ସ୍ୱାଧିନତା ଆନ୍ଦୋଲନର ଗୁଟେ କେନ୍ଦ୍ର ଥିବାର୍ ବେଲକେ ଇ ଗାଁନୁ ୨୦ନୁ ଅଧିକା ସ୍ୱାଧିନତା ସଂଗ୍ରାମୀ ମହାତ୍ମା ଗାନ୍ଧୀକଁର୍ ଡାକରାନେ ସ୍ୱାଧିନତା ସଂଗ୍ରାମନେ ଝାସ୍ ଦେଇଥିଲେ । ହେଲେ…
ନିଷିଦ୍ଧାଂଚଲନେ ଫଟୋସୁଟ୍
ହୀରାକୁଦ ଡେମ୍ ନିଷିଦ୍ଧାଂଚଲନେ କଡା ସୁରକ୍ଷା ବେବସ୍ଥା ଭିତରେ ଭିଲ୍ ନିୟମ୍ ଉଲଘଂନ୍ କରୁଥିବାର ଲେଖେଁ ଘଟନା ଦେଖବାକେ ମିଲିଛେ । ଡେମ୍କେ ବୁଲି ଆସୁଥିବାର ପିଲା ଟୁକେଲମାନେ ପାୱାର ହାଉସ୍ ଛାତ୍ ଉପରକେ ଚଢିକରି ଫଟୋ ଉଠୋଉଥିବାର ଭାଇରାଲ ହେବାରନେ ଲାଗିଛେ । ଇ ଜାଗାକେ ଯିବାର ଲାଗି ବାରଣ…
ଯେବେ ଡାକ୍ତର ପାଲଟିଲେ ଭଗବାନ୍ !
କରୋନା କାଲ ମନ୍ଦିର, ମସଜିଦ୍, ଚର୍ଚ୍ଚ ସବୁ ବନ୍ଦ୍ ଥିଲା । ଖାଲି ଖୁଲା ଥିଲା ହସପିଟାଲ । ଆର୍ ହସପିଟାଲନେ ଡାକ୍ତର, ନର୍ସ ଅଲଗା ସ୍ୱାସ୍ଥ୍ୟକର୍ମୀ ଭଗବାନ୍ ପାଲଟିଥିଲେ । କରୋନାକେ ହରାବାର ଲାଗି ଦିନ ରାତି ପରିଶ୍ରମ୍ କଲେ । ନିଜର ଜୀବନ୍ କେ ନାଇଁ ଦେଖିକରି ସେମାନେ ଲଢିଥିଲେ କରୋନା ଯୁଦ୍ଧ…
ଡେର୍ ରାଏତ୍ନେ ଲାଗଲା ନିଆଁ, ଟିକେକେ ବଂଚଲେ ଘରର ମାଲିକ୍
ଡେର୍ ରାଏତ୍ନେ ଘରେ ନିଆଁ ଲାଗିକରି ଜଲିଗଲା ଘର୍ । ରାଉରକେଲା ବାସନ୍ତୀ କଲୋନୀ ଏଲ-୫୭(ଫେଜ୍-୧) ଘରେ ନିଆଁ ଲାଗିଯାଇଥିଲା । ନିଆଁଲାଗିକରି ଗୁଟେ କାର, ଦୁଇଟା ବାଇକ୍, ସ୍କୁଟି, ସାଇକଲ ସାଙ୍ଗେ ଘର ଦୁଶରା ସାମାନ୍ ଜଲିପୁଡିକରି ଖାର୍ ହେଇଯାଇଛେ । ଘରର କେନସି ସଦସ୍ୟକଁର କିଛି କ୍ଷତି ନାଇଁ…