Browsing Category

ଓଡ଼ିଶା

ଇ ବରଷ୍ ନାଇଁ ହୁଏ ‘ଜିରୋ ନାଇଟ୍ ସେଲିବ୍ରେସନ୍‌’

୨୦୨୦ ବରଷ୍ ଶେଷ୍ ହେଇକରି ୨୦୨୧ ନୂଆଁ ବରଷ୍ ଆସୁଛେ । ନୂଆଁ ବରଷ୍‌କେ ଲୁକେ ଧୁମ୍ ଧାମ୍ ନେ ମଜାମସ୍ତିକରିକିନା ମନେଇଥିସନ୍ । ଜିରୋ ନାଇଟ୍ ସେଲିବ୍ରେସନ୍ ସାଙ୍ଗେ ସବୁ ସହର, ହୋଟେଲ୍‌, ରେଷ୍ଟୁରାଂଟ ସଜେଇ ହେସି ସୁନ୍ଦର ହିସାବେ । ହେଲେଷ୍ଥର ନୂଆଁ ବରଷ୍ କରୋନା ଲାଗି ଫିକା ପଡବା । ଜିରୋ…

ଜରୁରୀ ପ୍ରସ୍ତାବନେ ବାଜଲା ମୋହର

ରାଜ୍ୟ କ୍ୟାବିନେଟ ବୈଠକନେ କେତେଟା ଜରୁରୀ ପ୍ରସ୍ତାବନେ ମୋହର ଲଗାଲେ ରାଜ୍ୟ ସରକାର । ୨୦୨୦ର ଶେଷ୍ କେବିନେଟ୍ ବୈଠକନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇକରି ଭିନ୍ ଭିନ୍ ପ୍ରସ୍ତାବନେ ମୋହର ଲଗେଇଛନ୍ । ସରକାରୀ ସ୍କୁଲ ମାନକେ ପଢୁଥିବାର ଛାତ୍ରଛାତ୍ରୀକଁର ଲାଗି ବଡ ଉପହାର ଦେଇଛନ୍…

ଦର୍ଶନ୍ ଦେବେ ମାଁ ସମଲେଇ

ଗଲା ୯ ମାସ୍ ତକ୍ ରାଜ୍ୟର ସବୁ ଧର୍ମପୀଠ୍ ମାନେ ବନ୍ଦ ରହିଥିବାର ବେଲକେ ଇହାଦେ ଧୀରେ ଧୀରେ ସବୁୂ ମନ୍ଦିରମାନେ ଖୁଲିବସଲାନ୍ । ପୁରୀ ଜଗନ୍ନାଥ ମନ୍ଦିର ବାଦ୍ ଗୁଟେ ଉତରୁ ଗୁଟେ ବଡ ବଡ୍ ମନ୍ଦିର ଆରୁ ଧର୍ମପୀଠ୍ ଖୁଲବାର ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ । ସବୁ ମନ୍ଦିର କୋଭିଡ୍ ନିୟମ୍‌କେ ଆଏଁଖ…

ଆହୁରି ବଢବା ଜାଡ୍‌

ରାଜ୍ୟନେ ଜାରି ରହିଛେ ଶୀତ୍ । ରାତି ପାରା କମବାର ସାଙ୍ଗେ ବଢୁଛେ ଜାଡ୍ । ଗଲା କିଛି ଦିନ୍ ଧରିକିନା ଲାଗି ରହିଥିବାର ଥଣ୍ଡା ଇହାଦେ ଫେର୍ ବଢେଇଛେ ମୁସ୍କିଲ୍ । ଆଗକେ ଆହୁରି ପାଂଚ ଦିନ୍ ପାଗ୍ ଏନ୍ତା ସମାନ୍ ରହେବା ଆରୁ ବେଶୀ କିଛି ପରିବର୍ତ୍ତନ୍ ନାଇଁ ଆସେ ବଲି ପାଣିପାଗ ବିଭାଗ ଆଡୁ…

ଭାଷଣ ଦେଲା ବେଲକେ ଅଚେତ୍ ହେଇ ତଲେ ପଡିଗଲେ ବିଧାୟକ

ବଲାଙ୍ଗିର ବିଧାୟକ ନେତା ନରସିଂହ ମିଶ୍ରକଁର ଦିହି ବିଗିଡିବାରନୁ ମେଡିକାଲନେ ଭର୍ତ୍ତି । ସିବିଆଇ ଅଫିସ ପାଶେ ଗୁଟେ କାର୍ଯ୍ୟକ୍ରମନେ ଭାଷଣ ଦେଲା ସମିଆଁନେ ସେ ତଲେ ପଡିଯାଇଥିଲେ । ଛାତିନେ ପେନ୍ ହେବାରନୁ ତଲେ ପଡିଯାଇଥିବାର ବେଲକେ ତାକୁଁ ଭୁବନେଶ୍ୱରର ଗୁଟେ ମେଡିକାଲନେ ଭର୍ତ୍ତି କରାଯାଇଛେ ।…

ରହସ୍ୟ ଘେରନେ ରାଜେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟାପକ୍‌କଁର ମୃତ୍ୟୁ

ବଲାଙ୍ଗିର ରାଜେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟାପକ୍ ପ୍ରକାଶ ଚନ୍ଦ୍ର ମୃତ୍ୟୁ ଘଟନା ଇହାଦେ ଭିଲ୍ ରହସ୍ୟ ଭିତରେ ରହିଛେ । ଗଲା ଅଗଷ୍ଟ ୩୧ ତାରିଖ ଦିନ୍ ବଲାଙ୍ଗିରର ଆଲୋକନଗରର ଭଡାଘରୁ ତାକଁର ମଲାଦେହ ମିଲିଥିଲା । ସେତେବେଲେ ସେ ଆତ୍ମହତ୍ୟା କରିଥିବାର କଥା ତାକଁର ସ୍ତ୍ରୀ ପୁଲିସକେ କହିଥିଲେ,…

ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀକୁଁ ନେଇକରି ବଢିଛେ ଚିନ୍ତା

ବ୍ରିଟେନ୍‌ନେ ଦେଖାଦେଇଥିବାର କରୋନା ଭାଇରସର ନୂଆଁ ଷ୍ଟ୍ରେନ୍ ଲାଗି ଇହାଦେ ଫେର୍ ଚିନ୍ତା ବଢିଛେ । ବାକି ଦେଶ ମାନକେ ଭିଲ୍ ଇତାର ନୂଆଁ ଷ୍ଟ୍ରେନ୍ ଥିବାର ନେଇକରି ସନ୍ଦେହ କରାଯାଉଛେ । ସେଆଡେ ଗଲା କିଛି ଦିନ୍ ଭିତରେ ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀକଁର ଭିତରେ କରୋନା ପଜିଟିଭ୍ ଥିବାର…

ହାତୀ ଗୁହୁଡା ଲାଗି ଅନ୍ଧାରେ କାଟୁଛନ୍ ଦିନ୍‌

ଅମଲ ସମିଆଁ ଆଏଲେ ହାତୀ ଉତ୍ପାତ୍ ବଢିଯାଇସି । ଧାନ୍ ଖାଏବାର ଲାଗି ଗୁହୁଡା ଗୁହୁଡା ହେଇକରି ଗାଁମୁହାଁ ହେଇଥିସନ୍ ହାତୀ । ବରଗଡ଼ନେ ଗଲା ମଙ୍ଗଲବାରନୁ ହାତୀ ଗୁହୁଡା ଆସିକରି କ୍ଷେତ୍ ଭିତରକେ ପଶିକରି ଧାନ୍ ଫସଲ୍ ନଷ୍ଟ୍ କରୁଛନ୍ । ଜିଲ୍ଲାର ପପଙ୍ଗା, ମହୁଲପାଲି, ରେମଣ୍ଡା ଅଂଚଲ ମାନକେ ହାତୀ…

ସୁନ୍ଦର ହେବା ସୁବର୍ଣ୍ଣପୁର

ଆଏବାର ଦିନେ ସୋନପୁର ଆହୁରି ସୁନ୍ଦର ସହର ହେଇକରି ବନବା । ଇଥିର ଲାଗି ରାଜ୍ୟ ସରକାର କେତେନି ଚେଷ୍ଟା କରୁଛନ୍ । ଗଲାକାଲି ବିଜେଡିର ୨୪ ନମ୍ବର ପ୍ରତିଷ୍ଠା ଦିବସନେ ସେନପୁରନେ ହେଉଥିବାର ସଭାନେ ଯୋଗ ଦେଇକରି କହିଛନ୍ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଝାରୀ । ସୁବର୍ଣ୍ଣପୁର…

ବିଜେଡିର ପ୍ରତିଷ୍ଠା ଦିବସ୍‌, ମହିଲା ସଶକ୍ତିକରଣକେ ମୁଖ୍ୟମନ୍ତ୍ରୀକଁର ଗୁରୁତ୍ୱ

ବିଜୁ ଜନତା ଦଲର ଆଏଜ୍ ୨୪ ନମ୍ବର ପ୍ରତିଷ୍ଠା ଦିବସ୍ । ଇ ଅବସରନେ ରାଜ୍ୟ ମୁଖ୍ୟାଳୟ ସାଙ୍ଗେ ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀ ମାନକେ ବିଜେଡି ପ୍ରତିଷ୍ଠା ଦିବସ୍ ପାଲନ୍ କରାଯାଉଛେ । ଭର୍ଚୁଆଲ୍ ମାଧ୍ୟମନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମନେ ଯୋଗ ଦେଇଥିଲେ ।…