Browsing Category
ଓଡ଼ିଶା
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ୍ ଲାଗି ଅସିତ ତ୍ରିପାଠୀକୁଁ ଦାୟିତ୍ୱ
ନୂଆଁ ବରଷ୍ନେ ରାଜ୍ୟର ଉଚ୍ଚପ୍ରଶାସନିକ୍ ସ୍ତରନେ ବଣ୍ଟାଗଲା ଦାୟିତ୍ୱ । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିଜ ପଦରୁ ଡିସେମ୍ବର ୩୧ ତାରିଖନେ ଅବସର ନେବାକେ ଯାଉଛନ୍ । ସେଆଡେ ଅସିତ ତ୍ରିପାଠୀକଁର ଉତାରୁ ୧୯୮୬ ବ୍ୟାଚ୍ର ଆଇଏସଏସ ଅଫିସର ତଥା ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର…
ପ୍ରଧାନମନ୍ତ୍ରୀକଁର ସାଙ୍ଗେ କଥାହେଲେ ନୂଆପଡ଼ା ଚାଷୀ
କୃଷକ୍ ଆନ୍ଦୋଲନ୍ ଲାଗି ଦେଶ ଉଠୁଛେ ପଡୁଛେ । ଇହାଦେ ଭିଲ୍ ସିଂଘୁ ସୀମାନେ ହଜାର ହଜାର ଚାଷୀ ଧାରନାନେ ବସିଛନ୍ । କେନ୍ଦ୍ର ସରକାରକଁର କୃଷି ଆଇନ୍କେ ବିରୋଧ କରିକିନା ଚାଷୀ ଗୁଟେ ଆଡେ ଆନ୍ଦୋଲନ୍ କରୁଥିବାର ବେଲକେ ଦୁଶରା ଆଡେ ପ୍ରଧାନମନ୍ତ୍ରୀ ଚାଷୀ ମାନକଁର ସାଙ୍ଗେ ସିଧାସଲଖ୍ କଥା ହେଇଛନ୍ ।…
ଅସନ୍ତୋଷ କପାଚାଷୀ
କପା ଚାଷ୍ ଲାଗି ଠିକ୍ ଜାଗା ହେଉଛେ କଳାହାଣ୍ଡି ଜିଲ୍ଲା । ଇଠାନେ ଦୁଶରା ଚାଷ୍ କରାଯାଉଥିଲେ ଭିଲ୍ କପା ଚାଷ୍ ଉପରେ ବହୁତ୍ ଚାଷୀ ନିର୍ଭର କରିଥିସନ୍ । ଅନୁକୂଲ ପାଗ ସାଙ୍ଗେ ଇଠାନର ମାଏଟ୍ କପା ଚାଷ ଲାଗି ଭଲ ଆର୍ ବଢିଆ ଅମଲ୍ ହେଇଥିସି । ହେଲେ ଇହାଦେ ଅଭାବି ବିକ୍ରି ଲାଗି ଚାଷୀ କପା ଚାଷ…
ହଲଧରକଁର ଲାଗି ଗୁଲଜାରକଁର ଲେଖା
ଲୋକ୍କବି ପଦ୍ମଶ୍ରୀ ହଲଧର ନାଗ୍କୁଁ ପୁରଖା ଗୀତିକାର ଗୁଲଜାରକଁର ଉପ୍ହାର । ଗୁଲଜାର ଲେଖିଥିବାର ନୂଆଁ କବିତା ଆର ଅନୁବାଦ ସଂକଳନ ‘ଏ ପଏମ୍ ଏ ଡେ’ ଉପହାର ହିସାବେ ଦେଇଛନ୍ ହଳଧର ନାଗକୁଁ । ହଲଧରକଁର ପ୍ରତି ଥିବାର ନିଜର ଭଲ ପାଏବାର ଆରୁ ସ୍ନେହର ପରିଚୟ ଦେଇଛନ୍ । ସମ୍ବଲପୁରୀ-କୋଶଲୀ ଭାଷା…
ବ୍ରିଟେନ୍ନୁ ଫିରିଥିବାର ଯାତ୍ରୀ ବଢାଲେ ଚିନ୍ତା
କରୋନା ଲାଗି ଇହାଦେ ତକ୍ କେନସି ଭ୍ୟାକ୍ସିନ୍ ନାଇଁ ବାହାରି ଥିବାର ବେଲକେ ଇହାଦେ ଇତାର ନୂଆଁ ଷ୍ଟ୍ରେନ୍ ନେଇକରି ଫେର୍ ଚିନ୍ତା ବଢିଛେ । ଇ ନୂଆଁ ଷ୍ଟ୍ରେନ୍ ରାଜ୍ୟନେ ଭିଲ୍ ମୁଡଦୁଖାର କାରଣ ବନିଛେ । ଧୀରେ ଧୀରେ କରୋନା ପ୍ରଭାବ ରାଜ୍ୟନେ କମି ଆସୁଥିବାର ବେଲକେ ଇହାଦେ ଚିନ୍ତା ବଢେଇଛେ…
ରାଉରକେଲାନେ ହେବା ଭାରତର ସବୁନୁ ବଡ ହକି ଷ୍ଟାଡିୟମ୍
ସୁନ୍ଦର୍ଗଡ ଜିଲ୍ଲାର୍ ରାଉର୍କେଲା ନେ ଭାରତ ର ସବୁନୁ ବଡ ହକି ଷ୍ଟାଡିୟମ୍ ବନାବାର୍ ଲାଗି ଘୋଷଣା କରିଛନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ । ସୁନ୍ଦର୍ଗଡ ଜିଲ୍ଲାନୁ ଦିଲ୍ଲୀପ୍ ତିର୍କୀ ,ସୁନିତା ଲାକ୍ରା ଲେଖେ ବହୁତ୍ଟେ ହକି ଖେଲାଲୀ ଜାତୀୟ ଆର୍ ଆନ୍ତର୍ଜାତୀୟ ସ୍ତର୍ନେ ନାଁ…
ଅନଲାଇନ୍ଥି ପାଲନ୍ କରାଯିବା ବଡଦିନ୍
ଇ ବଛର୍ କରୋନା ମହାମାରୀ ଲାଗି ସବୁ ପରବ୍ ବନ୍ଦ ହେଇଥିବାର୍ ବେଲ୍କେ ବଡଦିନ୍ ଭିଲ୍ ଫିକା ପଡିଛେ । ସବୁ ବରଷ ଖ୍ରୀଷ୍ଟମାସ୍ କେ ବହୁତ୍ ଭଲ୍ ହିସାବେ ଚର୍ଚ୍ଚନେ ଲୋକ ମାନେ ଠୋଲ୍ ହେଇକରି ପାଲନ କରିଥିସନ୍ । ହେଲେ ଇ ବଛର୍ କରୋନା ଲାଗି ଅନଲାଇନ୍ଥି ଖ୍ରୀଷ୍ଟମାସ୍ କେ ପାଲନ୍ କର୍ବେ ଲୁକେ ।…
ଭିଏସ୍ଏସ୍ ବିମାନ୍ ବନ୍ଦର୍ନେ ଲାଗୁ ହେଲା କଟକନା
କରୋନା ଲାଗି ଇହାଦେ ସବୁ ବିମାନ୍ ବନ୍ଦର୍ ମାନକୁଁ ନିୟମ୍ କଡାକଡି କରାଯାଇଥିବାର୍ ବେଲେ ଝାରସୁଗୁଡା ଜିଲ୍ଲାର୍ ଭିଏସ୍ଏସ୍ ବିମାନ ବନ୍ଦର୍ ନେ ଭିଲ୍ କଟ୍କନା ବଢେଇ ଦିଆଯାଇଛେ । ଲଣ୍ଡନ୍ ଆର୍ ଦକ୍ଷୀଣ୍ ଆଫ୍ରିକାନେ ଇହାଦେ ନୂଆ କରୋନା ଭାଇରସ୍ ଦେଖାଯାଇଥିବାର୍ନୁ ସେଥିର୍ ଲାଗି ଆମର୍ ଦେଶ୍…
ମ୍ୟୁଜିଅମ୍ ହେବା ସମ୍ବଲପୁରର୍ ଟାଉନ ହଲ୍
ସମ୍ବଲପୁରର୍ ବୀର୍ ସୁରେନ୍ଦ୍ର ସାଏ ଟାଉନ ହଲ୍ ନେ ବନ୍ବା ମ୍ୟୁଜିଅମ୍ । ପଶ୍ଚିମ୍ ଓଡିଶାର୍ ଜନ୍ଜୀବନ୍ , ଲୋକ୍ସଂସ୍କୃତି ,ପରମ୍ପରା ଉପରେ ଲୋକମାନକୁଁ ଜନାବାର୍ ଲାଗି ଇ ମ୍ୟୁଜିଅମ୍ ତିଆରି ହେଉଛେ ବଲି କୁହାଯାଇଛେ । ଇ ମ୍ୟୁଜିଅମ୍ ନେ ସମ୍ବଲପୁରୀ ହସ୍ତତନ୍ତ ଲାଗି ଅଲଗା କର୍ଣ୍ଣର୍ ତିଆରି…
ଭୁବନେଶ୍ୱର ବିମାନ ବନ୍ଦରନେ ଲାଗୁ ହେଲା ନୂଆଁ ଏସଓପି
କରୋନା ଭାଇରସ୍ର ନୂଆଁ ଷ୍ଟ୍ରେନ୍ ବାହାରିବାର ଉତାରୁ ଇଟା ଇହାଦେ ସବୁ ଦେଶ ମାନକଁର ଚିନ୍ତାର କାରଣ ବନିଛେ । ବ୍ରିଟେନ୍ନେ ଇ ନୂଆଁ ଷ୍ଟ୍ରେନ୍ ଆସିଥିବାର ନେଇକରି ଜନାପଡଲା ଉତାରୁ ଭିନ୍ ଭିନ୍ ଦେଶନେ ବଢିଯାଇଛେ ସୁରକ୍ଷା ବେବସ୍ଥା । ବ୍ରିଟେନ୍ନେ ଇହାନେ ଆଏବାର ୩୧ ତାରିଖ୍ ତକ୍ ଲକ୍ଡାଉନ୍…