Browsing Category

ଓଡ଼ିଶା

ସମ୍ବଲପୁରନେ ଜେଲ୍ ଭରୋ ଆନ୍ଦୋଲନ୍‌

ସମ୍ବଲପୁରନେ ବିଜେପି କର୍ମୀ ଆର ପୁଲିସ ସାମ୍ନାସାମ୍ନି । ଜିଲ୍ଲାପାଳକଁର ଅଫିସ ଆଗାଡେ ବିଜେପି କୃଷକ ମୋର୍ଚ୍ଚା ଆଡୁ ଜେଲ୍ ଭରୋ ଆନ୍ଦୋଲନ୍ । ଚାଷୀ ମାନକଁର ଭିନ୍ ଭିନ୍ ଦାବି ନେଇକରି ଆନ୍ଦୋଲନ୍ କରୁଥିବାର ବିଜେପି କର୍ମୀ ଜିଲ୍ଲାପାଲକଁର ଅଫିସ୍ ଭିତରକେ ଜବରଦସ୍ତି ପଶିଥିଲେ । ଇ ଘଟନାନେ…

ଗାଡି ମଟର କାଗଜପତର ନାଇଁଥିଲେ ବଢବା ମୁସ୍କିଲ୍‌

ରାଜ୍ୟନେ ଫେର୍ ଟ୍ରାଫିକ୍ ନିୟମ୍ କଡାକଡି କରାଯିବା । ଗାଡିମଟର କାଗଜ ପତର ନାଇଁଥିଲେ କି ହେଲମେଟ୍ ନାଇଁ ପିନ୍ଧିଥିଲେ ଗାଡି ଧରିକରି ନାଇଁ ବାହାରୁନ୍ । କାଣା ହେଲା ଯେ କି , ଜାନୁଆରୀ ପହେଲାନୁ ଗାଡି ମଟର କାଗଜ ପତର ଯାଂଚ କରାଯିବାର ଉପରେ ଅଏତକା ଗୁରୁତ୍ୱ ଦିଆଯିବା । ଆଏବାର ମାସନୁ କରୋନା…

ଫିର୍‌ ଚାଲ୍‌ବା ସମ୍ବଲପୁରୁ ସିଟି ବସ୍

ଲକ୍‌ଡାଉନ ଉତାରୁ ସମ୍ବଲପୁରେ ଚାଲୁଥିବାର୍ ସିଟି ବସ୍ ମାନେ ବନ୍ଦ୍ ହେଇଯାଇଥିଲା । ଆଗରୁ ସମ୍ବଲପୁରର୍ ପାଖର୍ ଆଖର୍ ଯାଗା ମାନକୁଁ ଗୁଟେ ଦୁଇଟା ସିଟି ବସ୍ ଚାଲୁଥିବାର୍ ବେଲେ ମଝିନେ କେନସି କାରଣ୍ ଲାଗି ସେଟା ବନ୍ଦ୍ ହେଇଯାଇଥିଲା । ସେଥିର୍‌ଲାଗି ସମ୍ବଲପୁର୍ ଜିଲ୍ଲାନେ ଲୋକ୍ ମାନକଁର୍…

ଖୁଲଲା ପୁରୀ ଜଗନ୍ନାଥ ମନ୍ଦିର

ନଅମାସ୍ ଉତାରୁ ଭକତକଁର ଦର୍ଶନ୍ ଲାଗି ଖୁଲଲା ପୁରୀ ଜଗନ୍ନାଥ ମନ୍ଦିର । ଭକତକଁର ଦର୍ଶନ ଲାଗି ମନ୍ଦିର ଖୁଲାଯାଇଥିବାର ବେଲକେ ମନ୍ଦିର ସେବାୟତକଁର ପରିବାର ଲୁକକୁଁ ପହେଲା ମାହାପୁରୁକଁର ଦର୍ଶନ୍ ଲାଗି ସୁଯୋଗ ମିଲିଛେ । ସଖାଲୁ ସଖାଲୁ ସେବାୟତ୍ ପରିବାରର ଲୁକକୁଁ ମନ୍ଦିରକେ ଦର୍ଶନ ଲାଗି…

ଆଗକେ ଫେର୍ କମ୍‌ବା ପାରା, ଶୀତେ ଥରବା ଓଡ଼ିଶା

ଇହାଦେ ଜାଡ୍ ଲାଗି ପୁରା ଓଡ଼ିଶା ଥରୁଛେ । ପାଗ ଶୁଖା ରହେବାର ସାଙ୍ଗେ ଥଣ୍ଡା ପବନ୍ ବୁହୁଛେ ଯେନଥିର ଲାଗି ଅଏତକା ଥଣ୍ଡା ଲାଗୁଛେ । ଆରୁ ରାଏତ୍ ହେଲେ ଥଣ୍ଡାଟା ବେଶୀ ବଢିଯାଉଛେ । ଆଗକେ ଆହୁରି କିଛି ଦିନ୍ ପାଗ୍ ଏନ୍ତା ସମାନ୍ ରହେବା ଆର୍ ଜାଡ୍ ବଢବାର ନେଇକରି ଭୁବନେଶ୍ୱର ଆଂଚଳିକ୍ ପାଣିପାଗ୍…

୨୦୨୦ ନେ ଓଡିଶାର୍ ଟୁକେଲ୍ ପାୱାର୍‌

ନାରୀ.....ଯାହକେ ଦୁନିଆ କହେସି ଆଦିଶକ୍ତି ...... ଯାହାର୍ ନୁ ଇ ସଂସାର୍ ର ସୃଷ୍ଟି । ମାଁ , ଝି ,ବହ ,ବହେନ୍ , ମାଉସି ,ପିଉସି ଇ ସବୁ ଯାକ ହେଉଛେ ନାରୀ ର୍ ଗୁଟେ ଗୁଟେ ରୂପ୍ । ଏନ୍ତା ସବୁ ରୂପଥି ନାରୀ ଇ ସାରା ସଂସାର୍ କେ ସମ୍ପର୍କ ର ଡୋରୀ ନେ ବାନ୍ଧି କରି ରଖିଛେ ..... ଏକ୍ କରିକି…

ସର୍‌ପଂଚ ନୁ ମୁଖ୍ୟମନ୍ତ୍ରୀ ତକ୍ ସଭେ ଦେବେ ସମ୍ପତ୍ତିର୍ ତାଲିକା

ଆମର୍ ରାଏଜେ ସବୁଦିନ୍ ଗୁଟେ ଗୁଟେ ଦୁର୍ନୀତି ର୍ ଘଟନା ସାମ୍ନାକେ ଆସୁଛେ । ଆର୍ ଇ ଦୁର୍ନୀତି ଲାଗି ଆମର୍ ରାଏଜର୍ ବିକାଶ୍ ଦିଗେ ବହୁତ୍ ଅସୁବିଧା ହେଉଛେ । ହେଲେ ଇ ଦୁର୍ନୀତି କେ ବନ୍ଦ କରବାର୍ ଲାଗି ଆମର୍ ରାଜ୍ୟ ସରକାର୍ ବହୁତ୍ ବଡ ପଦକ୍ଷେପ୍ ନେଇଛନ୍ । ରାଏଜର୍ ସବୁ ନେତା, ମନ୍ତ୍ରୀ,…

ଫ୍ୟାକ୍ଟ୍ରି ମାଲିକ୍‌ର ଜୁଲୁମ୍‌, ନାବାଲକକୁଁ ମାରଲେ ନିସ୍ତୁକ୍ ମାଡ୍‌

ପଶ୍ଚିମ ଓଡ଼ିଶାର ଐତିହ୍ୟ, ସଂସ୍କୃତିର କଥା କହୁଥିବାର ସମ୍ବଲପୁର ସହରନେ ଦିନୁ ଦିନ୍ ଅପରାଧ୍ ବଢି ବଢି ଚାଲିଛେ । ଗଲା ଦୁଇ ମାସ୍ ଭିତରେ ଇଠାନେ ହତ୍ୟାନୁ ନେଇକରି ନିଶା କାରବାର ଲେଖେଁ ଘଟନା ମାନେ ସାମ୍ନାକେ ଆସିଛେ । ଇହାଦେ ଫେର୍ ଶିଶୁ ଶ୍ରମିକ୍‌କୁଁ ମାଡ୍ ମାରବାର ଘଟନା ଦେଖବାକେ ମିଲିଛେ ।…

ବରଗଡନେ ହେବା ମେଡିକାଲ୍ କଲେଜ୍

ବରଗଡ ନେ ଥିବାର୍ ବିକାଶ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର୍ ହସ୍ପିଟାଲ୍ ଇହାଦେ ମେଡିକାଲ୍ କଲେଜ୍ ହେବା ବଲିକରି ରାଜ୍ୟ ସରକାରକଁର୍ ପାସକେ ବିକାଶ୍ ଗୃପ୍ ଆଡୁ ପ୍ରସ୍ତାବ୍ ଆସିଛେ । ବରଗଡନେ ମେଡିକାଲ୍ କଲେଜ୍ ହେଲେ ବରଗଡ ଆର୍ ବରଗଡ୍ ଆଖର୍ ପାଖର୍ ଅଂଚଲ୍ ର ଲୋକ୍ ମାନେ ଭଲ୍ ଚିକିତ୍ସାର୍ ସୁବିଧା…

ସର୍‌ଗୁ ଉତରି ଆଏଲେ କାଏଁ ଅପସରା ?

ଅଲ ଈଣ୍ଡିଆ ହେୟର୍ ଏଣ୍ଡ୍ ବ୍ୟୁଟିସିଆନ୍ ଆସୋସିଏସନ୍ ଆଡୁ ପଶ୍ଚିମ୍ ଓଡିଶାର୍ ବରଗଡ୍ ଜିଲ୍ଲା ନେ ମେକ୍‌ଅପ୍ ୱାର୍କସପ୍ କରାଯାଇଛେ । ଯେନ ଦେଶର୍ ସବୁ ଆଡୁ ନାଁ କରା ମେକଅପ୍ ଆର୍ଟିଷ୍ଟ୍ ଆର୍ ବ୍ୟୁଟିସିଆନ୍ ମାନେ ଯୋଗ୍ ଦେଇଥିଲେ । ବରଗଡର୍ ଇମ୍ପେରିଆଲ୍ କଲେଜନେ ହେଇଥିଲା । ଯେନଥିକି ଗିନିଜ୍…