ଆଜିନୁ ହେବା ହାଉସ୍ ଫୁଲ୍

0

ଆଗରୁ କରୋନା ଲାଗି ସବୁ ସିନେମା ହଲ୍ ଗାଇଡଲାଇନ୍ ଆର୍ କମ୍ ଦର୍ଶକ୍ କେ ନେଇକରି ଖୁଲାଯାଇଥିବାର୍ ବେଲ୍‌କେ ଆଏଜନୁ ଦେଶର୍ ସବୁ ସିନେମା ହଲ୍ ମାନେ ହାଉସ୍ ଫୁଲ୍ ହେବା ବଲିକରି କେନ୍ଦ୍ର ସରକାର୍ ଅନୁମତି ଦେଇଛନ୍ । ସେଥିର୍ ଲାଗି କେନ୍ଦ୍ର ସୂଚନା ଆର୍ ପ୍ରସାରଣ ମନ୍ତ୍ରାଳୟ୍ ଆଡୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର୍ (ଏସ୍‌ଓପି) ଜାରି କରାଯାଇଛେ । ଗଲା ବରଷ୍ ଅକ୍ଟୋବର୍ ନେ ଅଧା ଦର୍ଶକ୍ ମାନକୁଁ ନେଇକରି ସିନେମା ହଲ୍ ଖୁଲିଥିଲା । ହେଲେ ଆଏଜ୍ ନୁ ଏସଓପି ହିସାବେ ସିନେମା ହଲ୍ ବାହରେ, ଲବି ନେ ସାମାଜିକ୍ ଦୂରତା ପାଲନ କରାଯିବା । ଲୋକମାନକଁର୍ ଭିତ୍‌ରେ କମ୍ ସେ କମ୍ ୬ ଫୁଟ୍ ର ଦୂରତା ରହେବା । ସିନେମା ହଲ୍ ଭିତ୍‌ରେ ମାସ୍କ୍ ପିନ୍ଧବାର୍ ବାଧ୍ୟତା ମୂଲ୍‌କ କରାଯାଇଛେ । ଆର୍ ତାରସାଙ୍ଗେ ସିନେମା ହଲ୍ ସାନିଟାଇଜ୍ କରାଯିବା ।

Leave A Reply

Your email address will not be published.