Browsing Tag

CORONA VACCINE

ସରଲା ଟକା, ଆଏଲା କରୋନା ଟିକା

ଶେଷ ହେଲା ସବୁ ଟକା ରାଜ୍ୟନେ ପୁହୁଞ୍ଚିଲା କରୋନା ଟିକା । ଆଏଜ୍ ଓଡ଼ିଶାକେ ସ୍ପାଇସଜେଟ୍‌ର ସ୍ୱତନ୍ତ୍ର ବିମାନନେ ପୁନେର ସେରମ୍ ଇନଷ୍ଟିଚ୍ୟୁଟ୍‌ନୁ ଭୁବନେଶ୍ୱର ଆସିକରି ପୁହୁଞ୍ଚିଛେ କରୋନା ଟିକା । ରାଜ୍ୟନେ ପୁହୁଞ୍ଚିଲା ଉତାରୁ ଟିକା ମାନକୁଁ ଭୁବନେଶ୍ୱର ରାମ ମନ୍ଦିର ପାଶେ ଥିବାର ଔଷଧ ନିଗମ…

ଟିକା ଦାମ୍‌କେ ନେଇକରି ଘିଚାଟନା ସରକାର ଆରୁ କମ୍ପାନୀ

ଦୁନିଆଁର ବଡ ବିପତ୍ତି ହିସାବେ ଠିଆ ହେଇକରି ରହିଛେ କରୋନା ବେମାର । ଇହାଦେ ଫେର୍ କରୋନାର ନୂଆଁ ଷ୍ଟ୍ରେନ୍ ଚିନ୍ତାନେ ପକେଇଛେ ସମକୁଁ । କୋଭିଡ ଟିକା ବାହାର କରବାରନେ ବିଶ୍ୱର ସବୁ ଡାକ୍ତର, ବୈଜ୍ଞାନିକ୍ ଲାଗିକରି କିଛିଟା ଟିକା ବାହାର କରାଯାଇଛେ । ବ୍ରିଟେନ୍‌, ଆମେରିକା ଲେଖେଁ ଦେଶ ମାନକେ…

ଜାନୁଆରୀ ୧୩ ନୁ ଦେଶର୍ ସବୁଆଡେ ଦିଆଯିବା କରୋନା ଟିକା

ଆଏବାର୍ ୧୩ ଆର୍ ୧୪ ତାରୀଖ୍ ନୁ ଦେଶ ର ସବୁଆଡେ କରୋନା ଟିକା ଦାନ ପ୍ରକ୍ରିୟା ଆରମ୍ଭ କରାଯିବା ବଲିକରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଲୟ ଆଡୁ ସୂଚନା ଦିଆଯାଇଛେ । ୧୦ ଦିନ୍ ଭିତ୍‌ରେ ଦେଶ୍‌ର୍ ଅଧିକାଂଶ ଜାଗା ମାନକୁଁ କରୋନା ଟିକା ଦିଆଯିବା ବଲିକରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ୍ ରାଜେଶ୍ ଭୂଷଣ…

କରୋନା ଟିକାକେ ଅନୁମତି ଦେଲା ଭାରତ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଆର୍ ଆଷ୍ଟ୍ରାଜେନିକା ତିଆରି କରିଥିବାର୍ କରୋନା ଟିକା କୋଭିସିଲ୍ଡ୍ କେ ଭାରତନେ ଜରୁରୀ ବେବ୍‌ହାର୍ ଲାଗି ଅନୁମତି ଦେଲେ ଭାରତ ସର୍‌କାର୍ । ସରକାର୍କଁର୍ ଅନୁମତି ଉତାରୁ ଶୁକ୍ରୁବାର୍ ଦିନ ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ…

କରୋନା ଟିକାର୍‌ ନୂଆ ଗାଇଡ ଲାଇନ୍‌

କରୋନା ଟିକା ଦେବାର୍‌ ଲାଗି କେନ୍ଦ୍ର ସରକାର୍‌ ସୋମବାର୍‌ ଦିନ ନୂଆ ଗାଇଡ୍‌ ଲାଇନ ଲାଗୁ କରିଛନ । ଗାଇଡଲାଇନ୍‌ ହିସାବେ ଲୋକ୍‌ ମାନକୁଁ କରୋନା ଟିକା ଦିଆଯିବା । ପହେଲା ୩୦ କୋଟି ଲୋକମାନକୁଁ କରୋନା ଟିକା ଦିଆଯିବା ତାର୍‌ ଭିତ୍‌ରୁ ସ୍ୱାସ୍ଥ୍ୟ କର୍ମଚାରୀ , କରୋନା ୱାରିୟର ,୫୦ନୁ ଅଧିକା…

ଆମେରିକାନେ ଟିକାକରଣ ମୁଲ୍‌

ପୁରା ଦୁନିଆଁନେ ଇହାଦେ ଭିଲ୍ କରୋନା ବେମାର ଲାଗି ଚିନ୍ତା ରହିଛେ । ଗଲା ବରଷ୍ ଚୀନ୍‌ର ଉହାନ୍ ସହରନୁ ବାହରିଥିବାର କରୋନା ପଛେ ପଛେ ସବୁ ଦେଶନେ ଭିଲ୍ ଦେଖାଦେଇଥିଲା । ଯେନଟାକି ପୁରା ଦୁନିଆ ଲାଗି ମୁଡଦୁଖା ବନିଛେ । କରୋନା ବେମାରନେ ୭ କୋଟି ୨୨ ଲାଖ୍‌ନୁ ଅଏତକା ଲୁକକୁଁ ହେଇଥିବାର ବେଲକେ…

ଇଂଲଣ୍ଡନେ ଟିକାକରଣ୍ ମୁଲ୍‌

ଇଂଲଣ୍ଡନେ ଆରମ୍ଭ ହେଲା ଟିକାକରଣ । କରୋନା ଭ୍ୟାକ୍ସିନ୍ ‘ଫାଇଜର’ର ଟିକାକରଣ କାର୍ଯ୍ୟକ୍ରମ ମଙ୍ଗଳବାରନୁ ମୁଲ୍ ହେଇଛେ । କରୋନା ଭ୍ୟାକ୍ସିନ୍ ଫାଇଜର ଟିକା ଦିଆଯିବାର ଆରମ୍ଭ ହେଇଛେ । ପହେଲା କରି ଜନେ ୯୦ ବରଷ୍‌ର ବୁଢୀ ମହିଲାକୁଁ ଟିକା ଦିଆଯାଇଛେ । ଗଲା ହପ୍ତାନେ ଇଂଲଣ୍ଡର ଡ୍ରଗ୍ସ…

କରୋନା ଟିକା ଲାଗି ୫୦ହଜାର କୋଟି ବଜେଟ୍‌

କରୋନା ବେମାରର ଡର୍ ଇହାଦେ ଭିଲ୍ ରହିଛେ । ଇଥର ଲାଗି ଟିକା ବାହାର କରବାର କାମେ ଲାଗିଛନ୍ ଭିନ୍ ଭିନ୍ ଦେଶର ଗବେଷକ୍ ଆର ବୈଜ୍ଞାନିକ୍ ମାନେ । ସେଆଡେ ଆଏବାର ବଛର ଭିତରେ ଦେଶକେ କରୋନା ଟିକା ଆଶବାର ନେଇକରି ଆଶ୍ କରାଯାଉଛେ । ୨୦୨୧-୨୨ ଆର୍ଥିକ୍ ବଛର୍ ବଜେଟ୍‌ନେ କେନ୍ଦ୍ର ସରକାର ୫୦ ହଜାର…

ରାଜ୍ୟନେ ଜଲଦି ଆସବା କରୋନା ଟିକା:ମୁଖ୍ୟମନ୍ତ୍ରୀ

ରାଜ୍ୟରେ ବହୁତ୍ ଜଲଦି କରୋନା ଟିକା ଆସବାର କଥା କହିଛନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ର‌୍ୟକର୍ମୀକଁର ସାଙ୍ଗେ ଗର୍ଭବତୀ ମହିଲା ଆରୁ ୬୦ ବରଷନୁ ଅଏତକା ବରଷର ଲୁକକୁଁ ଆଘୋ ଟିକା ଦିଆଯିବା । କୋଭିଡ୍ ପରିଚାଳନା ନେଇକରି ହେଇଥିବାର ବୈଠକନେ ଇ ସବୁ ଉପରେ ଅଏତକା ଗୁରୁତ୍ୱ ଦେଇଛନ୍…

ଆସୁଛେ କରୋନା ଟିକା

କରୋନା ଭାଇରସ ଲାଗି ପୁରା ଦୁନିଆଁ ଇହାଦେ ଚିନ୍ତାନେ ରହିଛେ । ଇ ବେମାର ଲାଗି ଗୁରଦୁଟେ ଲୁକକଁର ଜୀବନ୍ ଯାଇଥିବାର ବେଲେ କେତନିଟେ ଲୋକ ଇ ବେମାରନେ ଆସିଛନ୍ । ଏନ୍ତା ସମିଆଁନେ ଗୁଟେ ଖୁସିର ଖବର୍ ଆସିଛେ । ଭାରତ ବାୟୋଟିକ୍ ଆଡୁ ତିଆର କରାଯାଇଥିବାର କୋଭାକ୍ସିନ୍ ଟିକା ନିର୍ଦ୍ଧାରିତ ସମିଆଁ…