ଇଟା କରୋନାର କେନ୍ତା ରୂପ୍ ..
ମରବାରକେ ସମକୁଁ ଡର, ନିଜର ଲୁକକୁଁ ଛାଡିକି ଯିବାର୍ ସମକୁଁ ଡର, ଆର୍ ନିଜର ଲୁକକୁଁ ହରାବାର ବି ସମକୁଁ ଡର । ଇହାଦେ ତକ୍ ମୃତ୍ୟୁ ଜୀବନ୍କେ ଡରଉଥିଲା, ହେଲା ଗଲା ୧୦୦ ବର୍ଷ ଭିତରେ ମୃତ୍ୟୁର ଏତକି ଭୟଙ୍କର ରୂପ ଦେଖବାରକେ ନାଇଁ ମିଲିଥାଇ । ସମକୁଁ ଡର ଇଟା ଲାଗୁଛେ ଏବେ ମରିଗଲେ କେନ୍ତା ହେବା…