Browsing Tag

covid 19 situation in india

ବଲାଙ୍ଗିର୍ ପରିବା ବଜାର୍‌ନେ ବଲାଙ୍ଗିର୍ ଜିଲ୍ଲାପାଳ ତଦାରଖ୍ କରିଛନ୍

କରୋନା ମହାମାରୀ ଲାଗି ବଲାଙ୍ଗିର୍ ର୍ ଡେଲି ମାର୍କେଟ୍‌କେ ସେନେ ରହିଥିବାର୍ କଲା ମଣ୍ଡପ୍ ପଡିଆକେ ଉଠା ଯାଈଛେ । ପରିବା ଦୁକାନି ମାନେ ସାମାଜିକ୍ ଦୂରି ରଖିକରି ସେନ ପରିବା ବିକ୍ରି କରୁଥିବାର୍ ବେଲେ ସେନକେ ଆସୁଥିବାର୍ ଲୋକ୍ ମାନକୁଁ ସଚେତନ୍ କରଉଛନ୍ । ମାର୍କେଟ୍ ନେ କେନ୍ତା କାଣା ଲୁକେ…

ବସ୍ ଯିବାର ଆଏବାର ବନ୍ଦ୍ ହେଲା ଉତାରୁ କାଣା କହୁଛନ୍ ବସ୍ କର୍ମଚାରୀ

ଲକଡାଉନ୍ ଉତାରୁ ବସ୍‌ଥି ଯିବା ଆଏବାର ବନ୍ଦ୍ ହେଇଯାଇଛେ । ବସ୍ ଗାଡି ମଟର ବନ୍ଦ୍ ହେଇଯିବାରନୁ ଇହାଦେ ଇଥରେ କାମ୍ କରୁଥିବାର କର୍ମଚାରୀ ବନେ ହଏରାନ୍ ହେଉଛନ୍ । ଗାଡି ମଟର ଚାଲଲେ ହିଁ ଇମାନକଁର କୁଟୁମ୍ ଚଲୁଥିଲେ ହେଲେ ଇହାଦେ ରୁଜଗାର ବନ୍ଦ୍ ହେଇଯାଇଥିବାରନୁ ଚିନ୍ତାନେ ଅଛନ୍ ବସ୍ କର୍ମଚାରୀ…

ଗାଁ ଗାଁ ବୁଲି ବୁଲି ବାଣ୍ଟୁଛନ୍ ମାହାଲିଆ ଖାନା

କରୋନା ଲାଗି ଇହାଦେ ସ୍ଥିତି ଏତକି ଖରାପ୍ ହେଇଯାଇଛେ ଯେ ଶେଷେ ଇତାର ଚେନ୍ ବ୍ରେକ୍ କରବାର ଲାଗି ଲକଡାଉନ୍ ଜାରି ହେଇଛେ ରାଜ୍ୟନେ । ଲକ୍‌ଡାଉନ୍ ଲାଗି ଇହାଦେ ବହୁତ୍‌ଟେ ଗରିବ ଦୁଖିକଁର ଖାଏବାର ସମସ୍ୟା ଦେଖାଦେଇଛେ । ଇ ଅସହାୟ ମାନକୁଁ ମୁଠେ ଦାନା ଯୁଗାବାର ଲାଗି ଗୁଟେ ଯୁଆନ୍ ସଂଗଠନ୍ ଆଗକେ…

ବସ୍‌.. ମଟର୍‌.. ବନ୍ଦ, କେନ୍ତା କର୍‌ବେ ଡାଏଭର୍‌, ହେଲ୍‌ପର୍

କେନ୍ ହିସାବେ ମୁନୁଷ୍‌କେ ହେଲେ ନାଇଁ ଡରଉଛେ ଇ କରୋନା... ଏଡେ ଟେ ଭାଏରସ୍ ପୁରା ଦୁନିଆଁକେ ଇଆଡ୍ ସେଆଡ୍ କରି ଦେଉଛେ । ସେଥିର୍ ଲାଗି ଆଏଜ୍ ଠାନୁ ରାଏଜ୍ ସାରା ଲକ୍‌ଡାଉନ୍ । ଏନ୍ତା କଲେ ଏକା କରୋନା କାବୁ ହେବା ବଲି ସଭେ କହୁଛନ୍ । ବାକି ଲକ୍‌ଡାଉନ୍ ଲାଗି ଗାଡି ମଟର୍ ସବୁ ବନ୍ଦ । ବନେ…

ଏତକି ଅବସ୍ଥା ତ ହେଲନ ଟିକେ ଆମର୍ କଥା ହେଲେ ଶୁନଗୋ

ବଢି ବଢି ଚାଲିଛେ କରୋନା କାୟା । ପଜିଟିଭକଁର ସଂଖ୍ୟା ଇହାଦେ ପିକ୍‌ନେ ରହିଛେ । ଦେଶର ସ୍ଥିତି ଏତକି ଖରାପ୍ ହେଇଯାଇଛେ ଇଥରୁ ମୁକଲିବାର ଲାଗି ସମିଆଁ ଲାଗବା । ପୁରା ଦେଶନେ ଟିକାକରଣ ଚାଲିଥିଲେ ଭିଲ୍ କରୋନା ସଂକ୍ରମଣ ନାଇଁ କମବାର ଉଲଟା ବଢି ବଢି ଚାଲିଛେ । ସରକାର, ପ୍ରଶାସନ, ସେଲିବ୍ରିଟୀନୁ…

କାଏଁଥିର ଲାଗି ବଢୁଛେ ବେମାର

କରୋନା ରୋଗୀକଁର ସଂଖ୍ୟା ଦିନୁ ଦିନ୍ ବଢି ବଢି ଚାଲିଛେ । ଫି ଦିନ୍ ଲାଖ୍ ଲାଖ୍ ସଂଖ୍ୟାନେ ବଢୁଥିବାର କରୋନା ପଜିଟିଭ୍ ଇହାଦେ ମୁଡଦୁଖା ବନିଛନ୍ । ସଂକ୍ରମଣନେ ରୋକ୍ ଲାଗବାର ବଦଲେ ବଢି ବଢି ଚାଲିଛେ । ଆରୁ ଇ ଚେନ୍‌କେ ବ୍ରେକ୍ ଲଗାବାର ଲାଗି ପ୍ରାୟ ରାଜ୍ୟର ରାଜ୍ୟ ସରକାର ମାନେ ଲକଡାଉନ୍…

ତାଲାବନ୍ଦ୍ ଲାଗି ଫେର୍ ବନ୍ଦ୍ କରାଯାଉଛେ ମା ସମଲେଇକଁର୍ ଦର୍ଶନ୍

ଗଲା ବଛର୍ କରୋନା ମହାମାରୀ ଲାଗି ତାଲବନ୍ଦ୍ ହେଇଥିବାର୍ ନୁ ସମ୍ବଲପୁର୍ ର୍ ମାଁ ସମଲେଇକଁର୍ ମନ୍ଦିର୍ ବି ବନ୍‌ଦ୍ ରହିଥିଲା । ଇହାଦେ ଫେର୍ ଥରେ ରାଏଜ୍‌ନେ କରୋନା ୨ନଂ ଲହର୍ ଫିରିଥିବାର୍‌ନୁ ରାଜ୍ୟ ସରକାର୍ ମେ ୫ ତାରିଖ୍ ନୁ ୧୯ ତାରିଖ୍ ତକ୍ ସାରା ରାଏଜ୍‌ନେ ତାଲାବନ୍ଦ୍ କରିଛନ୍ । ଯେନଥିର୍…

ଲକଡାଉନ୍ ଥିଲେ ବି ଯା-ଆସ୍ କରିପାରବେ ଇମାନେ, ଇ ସବୁ ରହେବା ଖୁଲା

୫ ରୁ ସାରା ରାଏଜେ ଲକଡାଉନ୍ ସିଧା ୧୯ ତାରିଖ୍ ତକ୍ । ଅତି ଜରୁରୀ ସେବାକେ ଛାଡି ଦେଲେ ସବୁ ବନ୍ଦ୍ ରହେବା । ଲକ୍ଷ୍ୟ ହେଉଛେ ଲୁକେ ଘରେ ରହେବେ ଆର୍ ଭିଡ୍ ଭାଡ୍ କମଲେ କରୋନାର ଚେନ୍ ଯେନ୍ତା ଭାଙ୍ଗବା । ବଏଲେ ଦିନକ ଯେନ୍ ଯେନ୍ ୧୦ହଜାର ପାଖ୍ ପାଖ୍ ପଜିଟିଭ୍ ବାହାରୁଛନ୍ , ସଂଖ୍ୟା ଯେନ୍ତା…

କରୋନା ସଂକ୍ରମଣ କମାବାର ଲାଗି କାଣା ପରାମର୍ଶ ଦେଲେ ସୁପ୍ରିମ୍‌କୋର୍ଟ

କରୋନା ଲାଗି ଇହାଦେ ଦେଶର ସ୍ଥିତି ପୂରା ସାଂଘାତିକ୍ ରହିଛେ । ସଂକ୍ରମିତକଁର ସଂଖ୍ୟା ଦିନୁ ଦିନ୍ ବଢି ବଢି ଚାଲିଛେ । ଦୈନିକ୍ ସଂକ୍ରମଣ ୪ ଲାଖ୍ ପାଖକେ ପୁହୁଁଚିଛେ ଦେଶନେ । ତାର ସାଙ୍ଗେ ମୃତ୍ୟୁ ସଂଖ୍ୟା ଭିଲ୍ ବଢତେଲ ଯାଉଛେ । ଦେଶନେ କରୋନା ସ୍ଥିତି ଦେଖିକରି ବହୁତଟେ ରାଜ୍ୟର ରାଜ୍ୟ ସରକାର…

ସଟଡାଉନ୍ଥି ଗରିବ୍ ମାନକୁଁ ସାହାର୍ଯ୍ୟ କରୁଛନ୍ ଇ ଯୁବକ୍ ମାନେ

ସଟଡାଉନ୍ ଥି ଯେନ୍‌ମାନେ ଭିକ୍ ମାଗି କରି ଚଲୁଛନ୍ ଆରଜେଯନ ମାନକଁର୍ ଘର୍ ସ୍ୱାର୍ ନାଇ ନ ସେମାନକୁଁ ସାହାର୍ଯ୍ୟ କରୁଛନ୍ ସମ୍ବଲପୁର୍‌୍ ଇ ଯୁବକ୍ ମାନେ । ସମ୍ବଲପୁର୍ ର ଅସହାୟ ଲୋକ୍ ମାନକୁଁ ନିଜେ ତିଆରି କରିକିନା ଖାଏବାର୍ ଲାଗି ଦେଉଛନ୍ । ଯେନ୍ ଜାଗା ରେ ଇହାଦେ ଲୁକକୁଁ ଦୁଇ ମୁଠା ଖାଇକେ…