ଜାତି ଧରମ୍ ନାଇ ଦେଖିକରି ରାମ ନାମ୍ ନେଇକରି କର୍ଲେ ଶବ ଦାହ୍
କରୋନା ମହାମାରୀ ଲାଗି ଇହାଦେ ସବୁଆଡେ ଲୋକ ମାନକଁର୍ ଦେହାନ୍ତ ହେଉଥିବାର୍ ବେଲ୍କେ ତାକଁର୍ ମର୍ ଶରୀର୍ କେ ପୁଡାବାର୍ ଲାଗି ନିଜର୍ ବନ୍ଧୁ ବାନ୍ଧବ୍ ଆର୍ ପରିବାର୍ ଲୁକେ କରୋନା କେ ଡରିକରି ନାଇ ଆସୁଥିବାର୍ ଟା ଦେଖ୍ବାର୍ କେ ମିଲୁଛେ । ହେଲେ ଇହାଦେ ବି ଏନ୍ତା କେତେ ଜଣ ଲୋକ୍ ଅଛନ୍ ଯେନ୍…