Browsing Tag

covid guideline

ଅକ୍ସିଜେନ୍ ଲାଗି ଶେଷେ ସିଲିଣ୍ଡର୍ ଲୁଟ୍

ଯେନଆଡେ ଦେଖଲେ ଖାଲି କରୋନା ଖବର । ଦେଶନେ କରୋନା ସ୍ଥିତି ସାଂଘାତିକ୍ ହେବାରନେ ଲାଗିଛେ । ଦିନୁ ଦିନକେ ପଜିଟିଭ୍ କେସ୍ ବଢି ବଢି ଚାଲିଛେ । ସେଆଡେ ମେଡିକାଲ ମାନକେ ବେଡ୍ ଅଭାବ ସାଙ୍ଗେ ଅକ୍ସିଜେନ୍ ସିଷ୍ଟମ୍‌ର ଅଭାବ୍ ରହିଛେ ଯେନଥିର ଲାଗି ଇହାଦେ କରୋନା ରୋଗୀକଁର ଜୀବନ୍ ଅଏତକା ଯାଉଥିବାର…

କରୋନା ରୋଗୀକଁର୍ ଶବ ଦାହ୍ ଲାଗି ପ୍ରଶାସନ୍ ଆଡୁ କାଏଁଯେ ନାଇ ନିଆଗଲା କିଛି ପଦକ୍ଷେପ୍

କରୋନା ଲାଗି ଚିକିତ୍ସା ଅଭାବ୍ ନୁ ଇହାଦେ ହଜାର୍ ହଜାର୍ ଲୁକକଁର୍ ଜୀବନ୍ ଯାଉଛେ । କେନ୍ ଜାଗାରେ ଠିକ୍ ସେ ଚିକିତ୍ସା ନାଇ ହେଇ ପାର୍‌ବାର୍ ତ ଆର୍ କେନ୍ ଜାଗା ରେ ପ୍ରଶାସନ୍ ଧ୍ୟାନ୍ ନାଇ ଦେବାର୍ । ଆର୍ ସେନ୍ତା ଗୁଟେ ଦୁଃଖଦ୍ ଘଟନା ଦେଖ୍‌ବାର୍ କେ ମିଲିଛେ ବରଗଡ୍ ଜିଲ୍ଲା ଘନାମାଲ୍ ଗାଁ ନେ…

ଫେର୍ ପଶଲା କୋଭିଡ ଡର୍‌

ରାଏଜେ କୋଭିଡ ସ୍ଥିତି ଟିକେ ସୁଧରିବାର୍ ଉତାରୁ ନିୟମକେ ଟିକେ କୋହଲ କରି ଲୁକକଁର୍ ଜୀବନ୍ ଜୀବକା, ବଜାର, ହାଟ ଆର୍ ସ୍କୁଲ, କଲେଜ ସବୁ ସରକାର ଖୁଲିଦେଇଥିଲେ । ହେଲେ ଇହାଦେ ଫେର ଥରେ ଫିରିଛେ କରୋନାର ଡର । ଆର୍ ଇହାଦେ କରୋନା ସଂକ୍ରମଣ ଫେର ଥରେ ଚାପଲେ ସ୍ଥିତି ବିଗଡିପାରେ । ହେଥିରଲାଗି…

କୋଭିଡ୍ ଗାଇଡ୍ ଲାଇନ୍‌ଥି ହେବା ସାଧାରଣତନ୍ତ୍ର ଦିବସ

୨୦୨୧ ଜାନୁଆରୀ,୨୬ ସାଧାରଣତନ୍ତ୍ର ଦିବସ ଲାଗି ରାଜ୍ୟ ସରକାର ଜାରି କରିଛନ୍ ନିୟମ୍ । ଇ ବରଷ୍ କରୋନା ବେମାର ଡର ରହିଥିବାରନୁ ନିୟମ୍ ଅନୁସାରେ ଦିବସ୍ ପାଲନ୍ କରାଯିବାର ନେଇକରି ସରକାର ନିଷ୍ପତ୍ତି ନେଇଛନ୍ । ଇଟା ନେଇକରି ରାଜ୍ୟ ଗୃହ ବିଭାଗ ଆଡୁ ସବୁ ଜିଲ୍ଲାର ଜିଲ୍ଳାପାଲ ଆରୁ ଏସପିକୁଁ…

୧୦ନୁ ଖୁଲବା ହରିଶଙ୍କର ପୀଠ୍‌

ଶେଷ ହେଲା ସବୁ ଟକା, ଜାନୁଆରୀ ୧୦ ତାରିଖନେ ଶ୍ରଦ୍ଧାଲୁକଁର ଲାଗି ଖୁଲବା ହରିଶଙ୍କର ପୀଠ୍ । ପାଟଣାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ସୋମନାଥ ପ୍ରଧାନକଁର ଅଧ୍ୟକ୍ଷତାନେ ହେଇଥିବାର ବୈଠକନେ ଏନ୍ତା ନିଷ୍ପତ୍ତି ନିଆଯାଇଛେ । ଗଲା ୯ ମାସ୍‌ରୁ ଅଏତକା ଦିନ୍ ହେବା…

କମିଟି କହେବାର୍ ହିସାବେ କମ୍‌ବା ସ୍କୁଲ୍ ଫି

ରାଏଜେ ଥିବାର୍ ବେସରକାରୀ ସ୍କୁଲ୍ ମାନେ ଲକ୍‌ଡାଉନ୍ ସମିଆର୍ ଫି କେତେ କେତେ କମ୍ କରବେଯେ ସେଟକେ ନେଇକରି ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ । ହାଇକୋର୍ଟ ରାୟନେ କହିଛନ୍ ଯେ ଇ ବାବଦରେ କୋର୍ଟ ଯେନ୍ କମିଟି ବନେଇଛନ୍ ସେ କମିଟିର୍ ରିପୋର୍ଟ ଆସଲାପରେ ଯାକିର୍ ଇ ଉପରେ ଆଗକେ…

ଖୁଲବା ସ୍କୁଲ୍‌

ରାଜ୍ୟନେ ଜାନୁଆରୀ ୮ ତାରିଖନୁ ଖୁଲବା ସ୍କୁଲ୍ । ଇ ବରଷ୍ ଶହେ ଦିନ୍ ଛୁଆଁକୁ ସ୍କୁଲନେ ଶିକ୍ଷାଦାନ୍ ଦିଆଯିବା । ଇ ନେଇକରି ରାଜ୍ୟ ବିଦ୍ୟାଳୟ ଆର ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ । ସ୍କୁଲ ଖୁଲବାର ସାଙ୍ଗେ ଆଏବାର ମେ ୩ ତାରିଖନୁ ୧୫ ତାରିଖ ତକ୍ ବୋର୍ଡ ପରୀକ୍ଷା ହେବା ।…

କରୋନା ସାଜଲା କାଲ୍‌, ପୁଓ ଉତାରୁ ଗଲା ବୁଆର ଜୀବନ୍‌

କରୋନା ଭାଇରସ୍ ଲାଗି ଇହାଦେ ପୁରା ବିଶ୍ୱ ଯୁଝୁଛେ । ଇହାଦେ ଭିଲ୍ ବେମାରୀ ବଢ୍‌ବାର ଡର ରହିଥିବାର ବେଲକେ ବଲାଙ୍ଗିରନୁ ଆସିଛେ ଗୁଟେ ଦୁଖଦ୍ ଖବର । କରୋନା ଭାଇରସ୍ ପହେଲା ପୁଓର ଜୀବନ୍ ଯାଇଥିବାର ବେଲକେ ଇହାଦେ ବୁଆର ଜୀବନ୍ ଭିଲ୍ ଯାଇଛେ । ବଲାଙ୍ଗିର ଜିଲ୍ଲାନୁ ଆସିଛେ ଏନ୍ତା ଖବର କରୋନା…

କଟକଣା ଭିତରେ ହେବା ଛତର ଯାତ୍ରା

ମାଁ ମାଣିକେଶ୍ୱରୀଙ୍କ ଛତର ଯତରା ଲାଗି ଚାଲିଛେ ତୟାରି । ଆଏବାର ୨୪ ତାରିଖନେ ହେବା ଛତର ଯାତରା । ଇ ବଛର କରୋନା କଟକଣା ଭିତରେ ମାଁଙ୍କର ଯତରା ହେବା । କଳାହାଣ୍ଡି ଜିଲ୍ଲାନେ କରୋନା ସଂକ୍ରମତିଙ୍କର ସଂଖ୍ୟା ବଢୁଥିବାର ବେଲେ ଭିଡ ହେଲେ ସଂକ୍ରମଣ ଆହୁରି ବଢବାର ଡର ରହିଛେ । ଯେନଥିର ଲାଗି ୧୪୪…