Browsing Tag

covid rule

କାଲିଆ ଦର୍ଶନ୍ ଲାଗି ନାଇଁ ଲାଗେ କୋଭିଡ୍ ରିପୋର୍ଟ

ଏତକର କରୋନା ନେଗେଟିଭ୍ ରିପୋର୍ଟ ନାଇଁ ଦେଖେଇକରି ଭକତ୍ କରିପାରବେ ଜଗନ୍ନାଥକଁର ଦର୍ଶନ୍ । ପୁରୀ ଶ୍ରୀମନ୍ଦିରନେ ଭକତ୍‌କୁଁ ବିନା କୋଭିଡ ରିପୋର୍ଟନେ ଛଡାଯିବା ମନ୍ଦିର ଭିତରକେ । ଆଏବାର କାଲିନୁ ଇ ବେବସ୍ଥା ଲାଗୁ କରାଯିବାର ନେଇକରି ମନ୍ଦିର ପ୍ରଶାସନ୍ ଆଡୁ ସୂଚନା ରହିଛେ । ଜିଲ୍ଲାପାଳ ଆର…

ପାଶରିଗଲେ କୋଭିଡ୍ ନିୟମ୍‌

ଦେଶେ ଇହାଦେ ଭିଲ୍ କରୋନା ଡର୍ ରହିଛେ । କରୋନା ଦୁଇ ନମ୍ବର ଥର ଦେଶର ଭିନ୍ ଭିନ୍ ଜାଗାନେ ଦେଖବାକେ ମିଲିଥିବାର ବେଲକେ ସରକାର ଇହାଦେ ଭିଲ୍ କଡାକଡି ରଖିଛନ୍ ନିୟମ୍ । ସାମାଜିକ୍ ଦୂରତା, ଆରୁ ମାସ୍କ ପିନ୍ଧବାର ଉପରେ ଇହାଦେ ଭିଲ୍ ଅଏତକା ଗୁରୁତ୍ୱ ଦିଆଯାଉଚେ । ହେଲେ କିଛିଟା ଜାଗାନେ ଇ ସବୁ…